Browsing Category
ଓଡିଶା
ଜନ୍ମମାଟି କୁମ୍ଭାରୀରେ ଗୁରୁ ଭଗବାନ ସାହୁଙ୍କ ୨୫ ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ
ଲୋଇସିଂହା, (ବିମଳେନ୍ଦୁ ସାହୁ) : ଆଜାଦ ଯୁବକ ସଂଘ ଆନୁକୂଲ୍ୟରେ ଜନ୍ମ ମାଟି କୁମ୍ଭାରୀରେ ଗୁରୁ ଭଗବାନ ସାହୁଙ୍କ ୨୫ ତମ ଶ୍ରାଦ୍ଧବାର୍ଷିକୀ ପାଳିତ ହୋଇଯାଇଛି । କୁମ୍ଭାରୀ ଶାସ୍ତ୍ରୀପଡାଠାରେ ପଶ୍ଚିମ ଓଡ଼ିଶା ଭାଷା, କଳା ତଥା ସଂସ୍କୃତିର ପ୍ରଚାରକ ଗୁରୁ ଭଗବାନ ସାହୁଙ୍କ ପ୍ରତିମୂର୍ତ୍ତି!-->…
Read More...
Read More...
ନିର୍ମଳ ମୁଣ୍ଡା ଖୁଟକାଟି ଟ୍ରଷ୍ଟ ପକ୍ଷରୁ ନଭେମ୍ବର ୨୬ ତାରିଖରେ ସମ୍ବିଧାନ ଦିବସ ପାଳନ ସମାରୋହ ୨୦୨୫
ରାଉରକେଲା, (ସସ୍ମିତା ପ୍ରଧାନ) : ନିର୍ମଳ ମୁଣ୍ଡା ଖୁଟକାଟି ଟ୍ରଷ୍ଟ ପକ୍ଷରୁ ନଭେମ୍ବର ୨୬ ତାରିଖ ଦିନ ଝିରପାଣି ଫୁଟବଲ ପଡିଆରେ ସମ୍ବିଧାନ ଦିବସ ପାଳନ ସମାରୋହ ଆୟୋଜିତ ହେବ ବୋଲି ଆଜି ସେକ୍ଟର-୧୩ କମ୍ୟୁନିଟି ସେଣ୍ଟରଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।!-->…
Read More...
Read More...
ଶହୀଦ ଲକ୍ଷ୍ମଣ ନାୟକ ଓଡ଼ିଶାର ଜଣେ ଆଦିବାସୀ ସ୍ଵାଧୀନତା ସଂଗ୍ରାମୀ ନେତା ଥିଲେ
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଶହୀଦ ଲକ୍ଷ୍ମଣ ନାୟକ ଓଡ଼ିଶାର ଜଣେ ଆଦିବାସୀ ସ୍ଵାଧୀନତା ସଂଗ୍ରାମୀ ନେତା ଥିଲେ । ଗାନ୍ଧିଜୀଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ସେ ଗାଁ ଗାଁ ବୁଲି ସ୍ଵାଧୀନତା ଅହିଂସାର ବାର୍ତ୍ତା ପ୍ରଚାର କରୁଥିଲେ । ଯାହା ବ୍ରିଟିଶମାନଙ୍କୁ ଅସୁବିଧା କରୁଥିଲା ।!-->…
Read More...
Read More...
ରାଜ୍ୟ ସ୍ତରୀୟ ମାଁ ଭୈରବୀ ମହୋତ୍ସବର ଚତୁର୍ଥ ଦିବସ
-ଶୀତୁଆ ସନ୍ଧ୍ୟାରେ ସମ୍ବଲପୁରୀ ନାଚ ଗୀତ ସାଙ୍ଗକୁ ଚଟପଟି ଖାଦ୍ୟର ମଜା ନେଉଛନ୍ତି ଦର୍ଶକ
ବୌଦ୍ଧ, (କେପିଏନ୍ଏସ୍) : ବୌଦ୍ଧ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଁ ଭୈରବୀଙ୍କ ନାମରେ ନାମିତ ପଞ୍ଚମ ରାଜ୍ୟ ସ୍ତରୀୟ ମାଁ ଭୈରବୀ ମହୋତ୍ସବ ଚତୁର୍ଥ ଦିବସ । ମାଁ ଭୈରବୀ ସାଂସ୍କୃତିକ ପରିଷଦ,!-->!-->!-->…
Read More...
Read More...
ମୋ ଖତ ବିକ୍ରୟ କେନ୍ଦ୍ର ଉଦଘାଟିତ
କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା ଧର୍ମଗଡ ବିଜ୍ଞାପିତ ଅଞ୍ଚଳ ପରିଷଦର ମୋ ଖତ ବିକ୍ରୟ କେନ୍ଦ୍ର, ଏକ ପାଣି ପମ୍ପ ଓ ଫଗିଙ୍ଗ ମେସିନ ଆଜି ଉଦଘାଟିତ ହୋଇଯାଇଛି । ଉଦଘାଟନୀ କାର୍ଯ୍ୟକ୍ରମରେ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ!-->…
Read More...
Read More...
କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ପାଇଁ କଣ୍ଟାବାଞ୍ଜି ମାଟିର ମହୋତ୍ସବ କମିଟି ପକ୍ଷରୁ ଶୋକସଭା
ତୁରେକେଲା, (ପିତାମ୍ବର ଦୀପ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ମାଟିର ମହୋତ୍ସବ କମିଟି ପକ୍ଷରୁ ଶୁକ୍ରବାର ସନ୍ଧ୍ୟାରେ କଣ୍ଟାବାଞ୍ଜି ମାଟିର ମହୋତ୍ସବ କାର୍ଯ୍ୟାଳୟଠାରେ ଓଡ଼ିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ବିୟୋଗରେ ସଭାପତି ବ୍ରଜଶ୍ୟାମ ଗୁରୁଙ୍କ ସଭାପତିତ୍ୱରେ ଶୋକସଭା!-->…
Read More...
Read More...
ଆବାସ ଘର ପାଇଁ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ କଲେ ଝରାପଡ଼ାବାସୀ
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ସେଲେଡି ପଞ୍ଚାୟତର ତୁଲୁଣ୍ଡୁପାଲି ଝରାପଡାର ୨୪ ଗୋଟି ଭୂମିହୀନ ଆଦିବାସୀ ପରିବାର ସକାଳୁ ସେମାନେ ତାଙ୍କ ଗାଁରୁ ଚାଲି ଚାଲି ଆସି ଜିଲ୍ଲାପାଳଙ୍କୁ ସାକ୍ଷାତ କରିବା ସହ ରହିବା ପାଇଁ ଜମି ଖଣ୍ଡିଏ ଲେଖାଏଁ ଯୋଗାଇ!-->…
Read More...
Read More...
ପୌର ପ୍ରଶାସନ ପକ୍ଷରୁ ଜବର ଦଖଲ ଉଚ୍ଛେଦ
ବରଗଡ଼, (ମୁନ୍ନା ସାହୁ) : ବରଗଡ଼ ସହରର ଏସପି ଅଫିସ ଛକରୁ କାଳୀମନ୍ଦିର ରୋଡ଼ ପର୍ଯ୍ୟନ୍ତ ଜବର ଦଖଲ ଉଚ୍ଛେଦ କଲା ପୌରପ୍ରଶାସନ । ଶୁକ୍ରବାର ମଧ୍ୟାହ୍ନ ସମୟରେ ଜେସିବି ଦ୍ୱାରା ଜବର ଦଖଲ ଉଚ୍ଛେଦ କରାଯାଇଛି । ଏସପି ଅଫିସ ଛକରୁ କାଳୀମନ୍ଦିର ରୋଡ଼ ପର୍ଯ୍ୟନ୍ତ ଜବର ଦଖଲ ରହିଥିବା ବେଳେ ରାସ୍ତା!-->…
Read More...
Read More...
ଧର୍ମପ୍ରାଣା ଗୋମତୀ ପ୍ରଧାନଙ୍କ ପରଲୋକ
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ସହର ଠିକାଦାରପଡା ନିବାସୀ ଧର୍ମପ୍ରାଣା ଗୋମତୀ ପ୍ରଧାନ (୮୩)ଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି । ସେ କିଛିଦିନ ହେଲା ଅସୁସ୍ଥ ଥିଲେ । ଜଣେ ମେଳାପି, ମିଷ୍ଟଭାଷୀ ଏବଂ ଧର୍ମପରାୟଣା ମହିଳା ଭାବେ ପରିଚିତ ଥିଲେ । ତାଙ୍କ ପରଲୋକ ଖବର ଶୁଣି ବହୁ!-->…
Read More...
Read More...
ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ ତରଫରୁ ଅଭୂଦ୍ୟୟ-୨୦୨୫ ଆୟୋଜିତ
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଶୈକ୍ଷିକ ପ୍ରାଣକେନ୍ଦ୍ର ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଅଗ୍ରଣୀ ବିଭାଗ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗରେ ସ୍ୱାଗତ ସମାରୋହ ଉତ୍ସବ ଅଭୂଦ୍ୟୟ- ୨୦୨୫ ଆୟୋଜିତ ହୋଇଯାଇଛି । ବିଭାଗୀୟ ମୁଖ୍ୟ ଡ଼ଃ. ବନ୍ଦିତା କୁମାରୀ ପଣ୍ଡାଙ୍କ!-->…
Read More...
Read More...