Browsing Category

ଓଡିଶା

ମାକ୍ରିପଡ଼ା-ଗଣ୍ଡପଦର ରାସ୍ତା ବୁଲାଣିରେ ବାଇକ୍ ଦୁର୍ଘଟଣାରେ ବାପ-ପୁଅଙ୍କ ଶୋଚନୀୟ ମୃତ୍ୟୁ, ନାତି ଗୁରୁତର

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଲେବଡ଼ା ପଞ୍ଚାୟତ ମାକ୍ରିପଡ଼ା-ଗଣ୍ଡପଦର ମୁଖ୍ୟ ରାସ୍ତାର ବୁଲାଣିରେ ନାଳ ତଳକୁ ବାଇକ୍ ଭାରସାମ୍ୟ ହରାଇ ଖସି ପଡ଼ିବାରୁ ବାପ-ପୁଅଙ୍କ ଶୋଚନୀୟ ମୃତ୍ୟୁ ଘଟିଥିବା ଜଣାପଡିଛି । ସିନ୍ଧେକେଲା ଥାନା ଅଲଣ୍ଡା ପଞ୍ଚାୟତ
Read More...

ହଳଦୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରକୃତି ପରିବେଶ ସୁରକ୍ଷା ନେଇ କର୍ମଶାଳା ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ଗ୍ରାମରେ ଥିବା ବୀର ସୁରେନ୍ଦ୍ର ସାଏ ଉଚ୍ଚ ମାଧ୍ୟମିକ ମହାବିଦ୍ୟାଳୟରେ ୟୁଥ ଫର ନେଚର ଏବଂ ଏନଭାରମେଣ୍ଟାଲ ପ୍ରୋଟେକ୍ସନ ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଫାଉଣ୍ଡେସନ ଫର ଇକଲୋଜିକାଲ ସିକ୍ୟୁରିଟି
Read More...

ଗୁଡ଼ଭେଲା ବ୍ଲକ ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ୨୦୨୫ ଅନୁଷ୍ଠିତ

ଗୁଡଭେଲା, (କେପିଏନ୍‌ଏସ୍‌) : ଗୁଡ଼ଭେଲା ବ୍ଲକ ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ୨୦୨୫ ଓଡିଶା ଆଦର୍ଶ ବିଦ୍ୟାଳୟ ତେନ୍ତୁଳିଖୁଣ୍ଟି ଠାରେ ପୂର୍ବାହ୍ନ ୧୦ ଘଟିକା ସମୟରେ ବିଇଓ ନମିତା ରାଣୀ ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଗୁଡ଼ଭେଲା
Read More...

‘ବିଏସ୍ଏଫ୍’ର ହୀରକ ଜୟନ୍ତୀ ସମାରୋହକୁ ସମ୍ବୋଧିତ କଲେ ଅମିତ ଶାହ

ଯେ ପର୍ଯ୍ୟନ୍ତ ବିଏସ୍ଏଫ୍ ପହରା ଦେଉଛି, ସେ ପର୍ଯ୍ୟନ୍ତ ଭାରତର ଇଞ୍ଚେ ଜମି ଉପରେ ମଧ୍ୟ ଶତ୍ରୁ ନଜର ପଡ଼ିବ ନାହିଁଜଳ, ସ୍ଥଳ ଏବଂ ଆକାଶ-ଏହି ତିନୋଟି କ୍ଷେତ୍ରରେ ବିଏସ୍ଏଫର କେବଳ ଗୋଟିଏ ଲକ୍ଷ୍ୟ ରହିଛି : ଭାରତର ସୁରକ୍ଷାଆମ ସୁରକ୍ଷା ବାହିନୀର ବୀରତ୍ୱ ଏବଂ ନିରନ୍ତର ପ୍ରୟାସ ଯୋଗୁଁ ୨୦୨୬
Read More...

ଶ୍ରମ ଆଇନକୁ ସରଳ ଏବଂ ସୁଗମ କରିବା ପାଇଁ ଚାରୋଟି ଶ୍ରମ ସଂହିତା ଲାଗୁ କଲେ ସରକାର

• ଚାରୋଟି ଶ୍ରମ ସଂହିତା ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବ : ଭାରତର ଶ୍ରମବଳ ପାଇଁ ଉନ୍ନତ ମଜୁରୀ ବ୍ୟବସ୍ଥା, ସୁରକ୍ଷା, ସାମାଜିକ ନିରାପତ୍ତା ଏବଂ ବର୍ଦ୍ଧିତ କଲ୍ୟାଣ ସୁନିଶ୍ଚିତ କରିବ• ଏହି ସଂହିତାଗୁଡ଼ିକ ଏକ ସୁରକ୍ଷିତ, ଭବିଷ୍ୟତ ପାଇଁ ପ୍ରସ୍ତୁତ ଶ୍ରମବଳ ଏବଂ ଦୃଢ଼ ଶିଳ୍ପ ପାଇଁ ଆଧାର
Read More...

ଆଇଏଫଏଫଆଇରେ ଆରମ୍ଭ ହେଲା କ୍ରିଏଟିଭ୍ ମାଇଣ୍ଡସ୍ ଅଫ୍ ଟୁମୋରୋର ପଞ୍ଚମ ସଂସ୍କରଣ

• ସୃଜନଶୀଳ ପ୍ରତିଭା ପ୍ରଦର୍ଶନ କରିବା ଲାଗି ଏକାଠି ହେଲେ ପରବର୍ତ୍ତୀ ପିଢ଼ିର ନିର୍ମାତା• କ୍ରିଏଟିଭ୍ ମାଇଣ୍ଡସ୍ ଅଫ୍ ଟୁମୋରୋ କେବଳ ଚଳଚ୍ଚିତ୍ର ନିର୍ମାଣ ନୁହେଁ, ବରଂ ଏହା ଦେଶର ସୃଜନଶୀଳ ଭବିଷ୍ୟତକୁ ଆକାର ଦେବ : କେନ୍ଦ୍ର ମନ୍ତ୍ରୀ ଡକ୍ଟର ଏଲ. ମୁରୁଗନ• ଏଥିରେ ଅଂଶଗ୍ରହଣ କରିଥିବା
Read More...

୪ଟି ଶ୍ରମ ସଂହିତାର କାର୍ଯ୍ୟକାରିତାକୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ

• ସ୍ୱାଧୀନତା ପରଠାରୁ ଏହା ସବୁଠାରୁ ବ୍ୟାପକ ଓ ପ୍ରଗତିଶୀଳ ଶ୍ରମିକ ଆଧାରିତ ସଂସ୍କାର ମଧ୍ୟରୁ ଅନ୍ୟତମ ଏବଂ ଏହା ବ୍ୟବସାୟିକ ସୁଗମତାକୁ ପ୍ରୋତ୍ସାହିତ କରେ : ପ୍ରଧାନମନ୍ତ୍ରୀ• ଏହି ସଂହିତାଗୁଡ଼ିକ ସାର୍ବଜନୀନ ସାମାଜିକ ସୁରକ୍ଷା ପାଇଁ ଏକ ଦୃଢ଼ ଭିତ୍ତିଭୂମି ଭାବରେ କାର୍ଯ୍ୟ କରିବ :
Read More...

ସିୟୁଓ ଓ ୟୁନିସେଫ୍ ମିଳିତ ଭାବେ କରିବେ ‘ଜନଜାତୀୟ ସଞ୍ଚାର କେନ୍ଦ୍ର’

ଜନଜାତୀୟ ଅଧିକାର ଓ ପ୍ରତିନିଧିତ୍ୱକୁ ସୁଦୃଢ କରିବାରେ ଏହା ଏକ ଐତିହାସିକ ପଦକ୍ଷେପ : କୁଳପତି, ସିୟୁଓ କୋରାପୁଟ, (ପିଆଇବି) : ଓଡିଶାର ସମ୍ପନ୍ନ ଆଦିବାସୀ ସଂସ୍କୃତି, ପାରମ୍ପରିକ ଜ୍ଞାନ ଓ ସମୁଦାୟର କଥାକୁ ମୁଖ୍ୟଧାରାରେ ଆଣିବା ପାଇଁ କେନ୍ଦ୍ରୀୟ ଓଡ଼ିଶା ବିଶ୍ଵବିଦ୍ୟାଳୟ (ସିୟୁଓ),
Read More...

ଛତ୍ରପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ୩୦ତମ ବାର୍ଷିକ କ୍ରୀଡ଼ା ଉଦଘାଟିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରର ପ୍ରତିଷ୍ଠିତ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ୩୦ତମ ବାର୍ଷିକ କ୍ରୀଡ଼ା ଉଦଘାଟିତ ହୋଇଯାଇଛି । ଛତ୍ରପୁର ମୁଖ୍ୟଷ୍ଟାଡିୟମ୍ ପରିସରରେ ଆୟୋଜିତ କ୍ରୀଡ଼ା ସମାରୋହରେ ସହକାରୀ ଜିଲ୍ଲାପାଳ ଅପୂର୍ବ ରଞ୍ଜନ ଆଏଚ୍ ମୁଖ୍ୟଅତିଥି ରୂପେ ଯୋଗଦେଇ
Read More...

ସର୍ବଭାରତୀୟ କେନ୍ଦ୍ର ସରକାରୀ ଅବସରପ୍ରାପ୍ତ କର୍ମଚାରୀ ସଂଘର ଅଧିବେଶନ

ବଲାଙ୍ଗିର ସଦର, (ରାଜେଶ ଦଣ୍ଡସେନା) : ଆଜି ସର୍ବଭାରତୀୟ କେନ୍ଦ୍ର ସରକାରୀ ଅବସରପ୍ରାପ୍ତ କର୍ମଚାରୀ ସଂଘର ତୃତୀୟ ଦ୍ଵିବାର୍ଷିକ ଅଧିବେଶନ ସଭାପତି ବିଜୟ କୁମାର ପୁରୋହିତଙ୍କ ସଭାପତିତ୍ୱରେ ସ୍ଥାନୀୟ ଶବରୀ ନାରାୟଣ ଧର୍ମଶାଳା ଠାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ଶ୍ରୀ ସାଇନାଥ
Read More...