Browsing Category

ଓଡିଶା

ମରଣାନ୍ତକ ଆକ୍ରମଣ ଘଟଣା : ୩ ଅଭିଯୁକ୍ତ ଗିରଫ

ଟିଟିଲାଗଡ ଥାନାରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ବଲାଙ୍ଗିର ଏସପି ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ସୋମବାର ଅପରାହ୍ନରେ ଟିଟିଲାଗଡ-କତରକେଲା ରାସ୍ତାର ପୌର ପରିଷଦ ଡମ୍ପିଙ୍ଗ ୟାର୍ଡ ନିକଟରେ ଜଣେ ବ୍ୟବସାୟୀଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣ ଘଟଣାରେ ପୋଲିସ ତ୍ୱରିତ
Read More...

ବଙ୍ଗୋମୁଣ୍ଡା ବ୍ଲକ କାର୍ଯ୍ୟାଳୟ ଠାରେ ଜାତି ଜନଜାତି ସମ୍ବାଦ ବୈଠକ : ଯୋଗଦେଲେ କଣ୍ଟାବାଞ୍ଜି ବିଧାୟକ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ଓଡ଼ିଶା ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ “ବିକାଶ ଧାରା” କାର୍ଯ୍ୟକ୍ରମ ଅନ୍ତର୍ଗତ ଜାତି–ଜନଜାତି ସମ୍ବାଦ ବୈଠକ ବଙ୍ଗୋମୁଣ୍ଡା ବ୍ଲକ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ
Read More...

ଉଡାର ଏକ ଦିବସୀୟ କ୍ରିକେଟ ପ୍ରତିଯୋଗିତା : ବଡ଼ବନ୍ଧ ଚାମ୍ପିଅନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ୍ ଉଡାରରେ ଏକ ଦିବସୀୟ କ୍ରିକେଟ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ଉଡାର ଦଳ ସହ ବରକାନୀ, ଶିରାବାହାଲ, ବିରାଟକାନୀ, ବଡବନ୍ଧ, ପାଇକସମରା, ବ୍ରାହ୍ମଣୀପାଲି, ବାଞ୍ଜିପାଲି ଦଳ ଅଂଶଗ୍ରହଣ କରିଥିଲେ । ବଡ଼ବନ୍ଧ ସହ ଉଡାର
Read More...

ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା (ପିଏମ-ଭିବିଆରୱାଇ)ର ଦେଶବ୍ୟାପୀ ଶୁଭାରମ୍ଭ କାର୍ଯ୍ୟକ୍ରମ ୧୯ ଜୁନ…

ଭୁବନେଶ୍ୱର, (ପିଆଇବି) : ଭାରତ ସରକାର 'ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା' (ପିଏମ-ଭିବିଆରୱାଇ) ଆରମ୍ଭ କରିଛନ୍ତି । ଏହା ଏକ ଐତିହାସିକ ରୋଜଗାର-ଭିତ୍ତିକ ପ୍ରୋତ୍ସାହନ ଯୋଜନା। ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ବିଭିନ୍ନ କ୍ଷେତ୍ରରେ ବ୍ୟାପକ ଆନୁଷ୍ଠାନିକ ନିଯୁକ୍ତି ସୃଷ୍ଟି
Read More...

କେସିଙ୍ଗା ବିଏସ୍‌ଏ ପକ୍ଷରୁ ଓପିଏସସି କୃତକାର୍ଯ୍ୟ କନକ ଜୈନ ଏବଂ ସଙ୍ଗୀତା ସେଠୀଙ୍କୁ ସମ୍ବର୍ଦ୍ଧନା

କେସିଙ୍ଗା, (ପ୍ରୀତେଶ ପଟେଲ) : ଓଡିଶା ଲୋକସେବା ଆୟୋଗ ଦ୍ଵାରା ପରିଚାଳିତ ସିଭିଲ୍ ସର୍ଭିସ୍ ପରୀକ୍ଷା ୨୦୨୪ ଫଳାଫଳରେ କୃତିତ୍ୱ ହାସଲ କରିଥିବା କଳାହାଣ୍ଡି ଜିଲ୍ଲା କେସିଙ୍ଗାର କନକ ଜୈନ ଏବଂ ସଙ୍ଗୀତା ସେଠୀଙ୍କୁ କେସିଙ୍ଗା ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ
Read More...

କଟକରେ ସମ୍ବର୍ଦ୍ଧିତ ରାମଜୀ କଳା ପରିଷଦ

ବଲାଙ୍ଗିର, (ରାଜେଶ ଦଣ୍ଡସେନା) : ବଲାଙ୍ଗିର ଜିଲ୍ଲା, ଲୋଇସିଂହା ବ୍ଲକ ଅନ୍ତର୍ଗତ ରେଙ୍ଗାଲି ଗ୍ରାମରୁ ଯାଇ ରାଜ୍ୟ କଳାଗବେଷଣା ଓ ପ୍ରଶିକ୍ଷଣ ପରିଷଦ ଓଡିଆ ତରଫରୁ ଆୟୋଜିତ, କଟକରେ ଅନୁଷ୍ଠିତ ରାଜ୍ୟସ୍ତରୀୟ କଳିଙ୍ଗ କଳା ପ୍ରତିଯୋଗିତାରେ ରେଙ୍ଗାଲି ଗାଁର ରାମଲୀଳା କଳାକାରମାନେ ଅଂଶଗ୍ରହଣ
Read More...

ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଛି ମୃତଦେହ

ସଇଁତଲା, (ଖୁସିରାଣୀ ସାହୁ) : ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଛି ମୃତଦେହ । ସଇଁତଲା ଥାନା ବଡ଼ମାଲ ଫାଣ୍ଡି ଫପ୍‌ସି ଛକ ଶିଶୁ ମନ୍ଦିର ନିକଟସ୍ଥ ମହୁଲ ଗଛ ନିକଟରେ ପଡି ରହିଛି ମୃତଦେହ । ଗୋଳାବାରୁଦ କାରଖାନାରେ ଅସ୍ଥାୟୀ କର୍ମଚାରୀ ଭାବେ କାମ କରୁଥିଲେ । ମୃତ ବ୍ୟକ୍ତି ଜଣକ ଦୟାନିଧି
Read More...

ରାଜ୍ୟ ସରକାରଙ୍କ ସଫଳ ଦ୍ୱିତୀୟ ବର୍ଷ ପୂର୍ତ୍ତି ଅବସରରେ ଏକ ସାମ୍ବାଦିକ ସମ୍ମିଳନୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟ ସରକାରଙ୍କ ସଫଳ ଦ୍ୱିତୀୟ ବର୍ଷ ପୂର୍ତ୍ତି ଅବସରରେ ବଲାଙ୍ଗିର ଜିଲ୍ଲା ପ୍ରଶାସନଙ୍କ ଆନୁକୂଲ୍ୟରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା । ଏହି ସମ୍ମିଳନୀରେ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗର ମନ୍ତ୍ରୀ ରବି ନାରାୟଣ
Read More...

କଲେଜ ପ୍ରତିଷ୍ଠା ଦାବିରେ କଣ୍ଟାବାଞ୍ଜିରେ ୧୨ ଘଣ୍ଟିଆ ବନ୍ଦ ପାଳନ

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : କଣ୍ଟାବାଞ୍ଜି ୧୨ ଘଟିଆ ବନ୍ଦ ପାଳନ । ସ୍ଥାନୀୟ ଟ୍ରକ ମାଲିକ ସଂଘ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ । କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର କୃଷି ମହାବିଦ୍ୟାଳୟ, ଇଞ୍ଜିନିୟରିଂ କଲେଜ, ଶିଳ୍ପ ଅନୁଷ୍ଠାନ, କଣ୍ଟାବାଞ୍ଜିର ସାମଗ୍ରିକ ବିକାଶ ଭଳି ୧୫ ଦଫା
Read More...

ଦୁର୍ଗେଶ୍ୱର ବାଗ ପାଇବେ ରାଷ୍ଟ୍ରୀୟ କନିଷ୍ଠ ଗବେଷଣା ବୃତ୍ତି

ଗାଇସିଲାଟ, (କେପିଏନ୍‌ଏସ୍‌) : ଭାରତ ସରକାରଙ୍କ ଦ୍ୱାରା ସଂସ୍କୃତି ମନ୍ତ୍ରଣାଳୟର ସାଧନ ଓ ତାଲିମ୍ କେନ୍ଦ୍ର (ସିସିଆର୍‌ଟି) ପକ୍ଷରୁ ଚଳିତ ବର୍ଷ କନିଷ୍ଠ ଗବେଷଣା ବୃତ୍ତି ପାଇଁ ଗବେଷକ ତାଲିକା ପ୍ରକାଶ ପାଇଛି । ଏଥିରେ ବରଗଡ ଜିଲ୍ଲା, ଗାଇସିଲାଟ ବ୍ଲକ ଅନ୍ତର୍ଗତ ଭୁତିବାହାଲ୍ ଗ୍ରାମର
Read More...