Browsing Category

ଓଡିଶା

ସିପିଆଇଏମ୍ ପକ୍ଷରୁ ମହାତ୍ମା ଗାନ୍ଧୀଙ୍କ ୭୯ତମ ଶହୀଦ ଦିବସ ପାଳିତ

ସାଂପ୍ରଦାୟିକ ସଦଭାବନା ଦିବସ ଦେଶବ୍ୟାପୀ ପାଳନ ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ସିପିଆଇଏମ୍ ପକ୍ଷରୁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୭୯ତମ ଶହୀଦ ଦିବସରେ ଦେଶବ୍ୟାପୀ ସାଂପ୍ରଦାୟିକ ସଦଭାବନା ଦିବସ ଭାବରେ ପାଳନ କରାଯିବାକୁ ଆହ୍ୱାନ କରାଯାଇଥିଲା ବେଳେ ସିପିଆଇଏମ୍ ରାଉରକେଲା
Read More...

ସାଇନ୍ସ ସୋସାଇଟିର ବାର୍ଷିକ ଉତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହା ବିଦ୍ୟାଳୟ ପରିସରରେ ଅଧ୍ୟକ୍ଷ ପ୍ରଫେସର ଖଗେଶ୍ୱର ଦାଶଙ୍କ ସଭାପତିତ୍ୱରେ ବିଜ୍ଞାନ ସୋସାଇଟିର ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ସଭାର ପ୍ରାରମ୍ଭରେ ସାଇନ୍ସ ସୋସାଇଟିର ଉପସଭାପତି ପ୍ରାଧ୍ୟାପିକା ତାପିନୀ ପଣ୍ଡା
Read More...

ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସରକାରୀ ଆୟୁର୍ବେଦ ଚିକିତ୍ସାଳୟ ରଣଜିତପୁର ଠାରେ ଦୁଇଜଣ କର୍ମଚାରୀଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅଧିକ୍ଷକ ଶରତ କୁମାର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଚିକିତ୍ସାଳୟର ପୂର୍ବତନ
Read More...

ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନରେ ଗାନ୍ଧିଜୀଙ୍କ ସ୍ମୃତି ଚାରଣ ସଭା

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୨୦ ସ୍ଥିତ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ଠାରେ ଗାନ୍ଧୀଜୀଙ୍କ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରତିଷ୍ଠାନର ଆବାହକ ଭଗବତୀ ଜେନାଙ୍କ ଆବାହକତ୍ୱ ତଥା ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜର୍ଣ୍ଣାଲିଷ୍ଟସ୍ ଆସୋସିଏସନର ଉପସଭାପତି
Read More...

ରେଳ ମହାପ୍ରବନ୍ଧକଙ୍କୁ ଭେଟିଲା ରେଳ ଉପଭୋକ୍ତା ସଂଘ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭୁବନେଶ୍ୱର ସ୍ଥିତ ପୂର୍ବତଟ ରେଳବାଇର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କବାଲାଙ୍କୁ ବଲାଙ୍ଗିର ଷ୍ଟେସନ ନୀରିକ୍ଷଣ କଲା ଅବସରରେ ବଲାଙ୍ଗିର ଜିଲ୍ଲା ରେଳ ଉପଭୋକ୍ତା ସଂଘର ସଭାପତି ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଯାଇ ଦାବିପତ୍ର
Read More...

ଏକାଦଶୀ ବ୍ରତ ଉଦ୍ୟାପନ

ଭବାନୀପାଟଣା, (ଶୁଭେନ୍ଦୁ କୁମାର ପଣ୍ଡା) : ସହରର ମଦନ ମୋହନ ମନ୍ଦିରରେ ଗତବର୍ଷ ମାଘ ଶୁକ୍ଳ ବଡ ଏକାଦଶୀ ଠାରୁ ଆରମ୍ଭ ହୋଇଥିବା ଏକାଦଶୀ ବ୍ରତ ଶୁକ୍ରବାର ଉଦ୍ୟାପନ ହୋଇଯାଇଛି । ପାଞ୍ଚଜଣ ସମେତ ୧୮ ଗୋଟି ଦମ୍ପତି ଗତବର୍ଷ ମାଘ ବଡ ଏକାଦଶୀ ଦିନ ସଂକଳ୍ପ କରି ଏକାଦଶୀ ବ୍ରତ ଆରମ୍ଭ କରିଥିଲେ ।
Read More...

ଆଗଲପୁର ପୋଲିସ ହାତରେ ବହୁ ପରିମାଣର ଦେଶୀ ଓ ବିଦେଶୀ ମଦ ଜବତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ପୋଲିସ ଆଗଲପୁର ଥାନା ଅର୍ନ୍ତଗତ ଉଚ୍ଚବାହାଲ ଗ୍ରାମରୁ ବହୁତ ପରିମାଣର ଦେଶୀ ଓ ବିଦେଶୀ ମଦ ଜବତ କରିଥିବା ସୂଚନା ମିଳିଛି । ସୂଚନା ମୁତାବକ, ଉଚ୍ଚବାହାଲ ଗ୍ରାମର ବିକ୍ରମ ଦୋରା ବୟସ ୩୯ ପିତା- ଲୋଚନ ଦୋରା ମଦ ବିକ୍ରି କରୁଥିବା
Read More...

ଗାନ୍ଧୀସ୍ମୃତି କମିଟି ପକ୍ଷରୁ ସହିଦ ଦିବସ ପାଳିତ

କେବଳ ଗାନ୍ଧୀବାଦ୍ ବିଶ୍ୱରେ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଦେଇପାରିବ ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ତିରୋଧାନ ଦିବସ ଅବସରରେ ବଲାଙ୍ଗିରର ଗାନ୍ଧୀ ସ୍ମୃତିକମିଟି ପକ୍ଷରୁ ସ୍ଥାନୀୟ ଗାନ୍ଧୀଭବନ ସମ୍ମୁଖରେ ସହିଦ ଦିବସ ପାଳିତ ହୋଇଯାଇଛି । ସ୍ମୃତି
Read More...

ଦିନିକିଆ ଗସ୍ତରେ ପୂର୍ବତନ ରେଲୱେ ବିଭାଗର ମହାପ୍ରବନ୍ଧକ

ସଇଁତଲା, (ଖୁସରାଣୀ ସାହୁ) : ଦିନିକିଆ ଗସ୍ତରେ ପୂର୍ବତନ ରେଲୱେ ବିଭାଗର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୁୱାଲ । ଆଜି ବାର୍ଷିକ ନିରୀକ୍ଷଣ ଓ ସମୀକ୍ଷା କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ପାହାନ୍ତିଆ ସମୟରେ ପ୍ରଥମେ ଟିଟିଲାଗଡ଼ ରେଲୱେର ବିଶେଷ ସ୍ୱତନ୍ତ୍ର (ସ୍ପେଶାଲ) ଟ୍ରେନ ଯୋଗେ ସେ
Read More...

ପିଆର ହାଇସ୍କୁଲ ଖେଳ ପଡିଆରେ ଜିଲ୍ଲାସ୍ତରୀୟ ପିଏମଶ୍ରୀ ଉତ୍ସବ-୨୦୨୬ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାପାଳ ଗୌରୱ ଶିୱାଜୀ ଇସଲୱାରଙ୍କ ସଭାପତିତ୍ଵରେ ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୀପ କୁମାର ନାଗଙ୍କ ଆବାହନ କ୍ରମେ ପିଆର ହାଇସ୍କୁଲ ଖେଳ ପଡିଆରେ ଜିଲ୍ଲାସ୍ତରୀୟ ପିଏମଶ୍ରୀ ଉତ୍ସବ-୨୦୨୬ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଲାଙ୍ଗିର ବିଧାୟକ କଳିକେଶ
Read More...