Browsing Category
ଓଡିଶା
ପଶ୍ଚିମ ସୋମନାଥଙ୍କ ପୀଠରେ ଗଙ୍ଗା ଜଳଶାୟୀ ଅନୁଷ୍ଠିତ : ହଜାର ହଜାର ଭକ୍ତଙ୍କ ସମାଗମ
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଓଡ଼ିଶାର ଦ୍ଵିତୀୟ ବାରାଣାସୀ ତଥା ମନ୍ଦିର ମାଳିନୀ ସହର ଭାବରେ ଖ୍ୟାତ ଅଷ୍ଟଶମ୍ଭୁଙ୍କ ପୀଠ ସୁବର୍ଣ୍ଣପୁର ଘୋଡାଘାଟପଡା ଠାରେ ଅଧିଷ୍ଠିତ ବାବା ପଶ୍ଚିମ ସୋମନାଥଙ୍କ ଠାରେ ଆଜି ଗଙ୍ଗା ଜଳଶାୟୀ ଅନୁଷ୍ଠିତ ହୋଇଯାଇଛି । ମନ୍ଦିର ମାଳିନୀ ସହରରେ ପବିତ୍ର!-->…
Read More...
Read More...
ଭିବି- ଜୀ ରାମ ଜୀ ଅଧିନିୟମ ଉପରେ କର୍ମଶାଳା : ଯୋଗଦେଲେ ସାଂସଦ ଓ ମନ୍ତ୍ରୀ
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଟାଉନହଲ ଠାରେ ବିକଶିତ ଭାରତ- ରୋଜଗାର ଏବଂ ଆଜୀବିକା ମିଶନ (ଗ୍ରାମୀଣ) ନିମନ୍ତେ ଗ୍ୟାରେଣ୍ଟି, ଭିବି- ଜି ରାମ ଜି ଅଧିନିୟମ ୨୦୨୫ର କାର୍ଯ୍ୟକାରିତା ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଭାରତ ସରକାରଙ୍କ ପ୍ରବର୍ତ୍ତିତ!-->…
Read More...
Read More...
ସାଂସ୍କୃତିକ ଅନୁଷ୍ଠାନ ଓଜସ୍କରର ସମୀକ୍ଷା ବୈଠକ ଓ କର୍ମକର୍ତ୍ତା ଚୟନ
ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଆ ସଙ୍ଗୀତ, କଳା ଓ ସଂସ୍କୃତିର ବିକାଶକଳ୍ପେ ସଂକଳ୍ପବଦ୍ଧ ରହିଥିବା 'ଓଜସ୍କର ସାଂସ୍କୃତିକ ମଞ୍ଚ' ଆୟୋଜିତ ମୁଁ ଖାଣ୍ଟି ଓଡ଼ିଆ କାର୍ଯ୍ୟକ୍ରମ ସଫଳତାର ସହ ଶେଷ ହେବା ପରେ ଏକ ସମୀକ୍ଷା ବୈଠକ ଅନୁଷ୍ଠାନର ସଦସ୍ୟ, ସଦସ୍ୟା ଓ ଶୁଭେଛୁ ମାନଙ୍କୁ ନେଇ!-->…
Read More...
Read More...
ବୈଦିକ ପାଠ ଚକ୍ରରେ ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟର ଛାତ୍ରଛାତ୍ରୀଗଣ
ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ଥାନୀୟ ନୂଆଁପାଲିସ୍ଥିତ ଗୁରୁକୁଳ ନବପ୍ରଭାତ ବୈଦିକ ବିଦ୍ୟା ପୀଠରେ ଅନୁଷ୍ଠିତ ବସୁ ଜୟନ୍ତୀ ସମାରୋହ ଓ ବୈଦିକ ଶୋଧ ସଙ୍ଗୋଷ୍ଠୀରେ ଅନୁଷ୍ଠିତ ପାଠଚକ୍ରରେ ଅଞ୍ଚଳ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଖଗେଶ୍ୱର ଦାଶଙ୍କ ପ୍ରତ୍ୟକ୍ଷ ପରାମର୍ଶ ଓ ପ୍ରେରଣା!-->…
Read More...
Read More...
ସିପିଆଇଏମ୍ ପକ୍ଷରୁ ମହାତ୍ମା ଗାନ୍ଧୀଙ୍କ ୭୯ତମ ଶହୀଦ ଦିବସ ପାଳିତ
ସାଂପ୍ରଦାୟିକ ସଦଭାବନା ଦିବସ ଦେଶବ୍ୟାପୀ ପାଳନ
ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ସିପିଆଇଏମ୍ ପକ୍ଷରୁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୭୯ତମ ଶହୀଦ ଦିବସରେ ଦେଶବ୍ୟାପୀ ସାଂପ୍ରଦାୟିକ ସଦଭାବନା ଦିବସ ଭାବରେ ପାଳନ କରାଯିବାକୁ ଆହ୍ୱାନ କରାଯାଇଥିଲା ବେଳେ ସିପିଆଇଏମ୍ ରାଉରକେଲା!-->!-->!-->…
Read More...
Read More...
ସାଇନ୍ସ ସୋସାଇଟିର ବାର୍ଷିକ ଉତ୍ସବ
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହା ବିଦ୍ୟାଳୟ ପରିସରରେ ଅଧ୍ୟକ୍ଷ ପ୍ରଫେସର ଖଗେଶ୍ୱର ଦାଶଙ୍କ ସଭାପତିତ୍ୱରେ ବିଜ୍ଞାନ ସୋସାଇଟିର ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ସଭାର ପ୍ରାରମ୍ଭରେ ସାଇନ୍ସ ସୋସାଇଟିର ଉପସଭାପତି ପ୍ରାଧ୍ୟାପିକା ତାପିନୀ ପଣ୍ଡା!-->…
Read More...
Read More...
ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସରକାରୀ ଆୟୁର୍ବେଦ ଚିକିତ୍ସାଳୟ ରଣଜିତପୁର ଠାରେ ଦୁଇଜଣ କର୍ମଚାରୀଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅଧିକ୍ଷକ ଶରତ କୁମାର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଚିକିତ୍ସାଳୟର ପୂର୍ବତନ!-->…
Read More...
Read More...
ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନରେ ଗାନ୍ଧିଜୀଙ୍କ ସ୍ମୃତି ଚାରଣ ସଭା
ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୨୦ ସ୍ଥିତ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ଠାରେ ଗାନ୍ଧୀଜୀଙ୍କ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରତିଷ୍ଠାନର ଆବାହକ ଭଗବତୀ ଜେନାଙ୍କ ଆବାହକତ୍ୱ ତଥା ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜର୍ଣ୍ଣାଲିଷ୍ଟସ୍ ଆସୋସିଏସନର ଉପସଭାପତି!-->…
Read More...
Read More...
ରେଳ ମହାପ୍ରବନ୍ଧକଙ୍କୁ ଭେଟିଲା ରେଳ ଉପଭୋକ୍ତା ସଂଘ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭୁବନେଶ୍ୱର ସ୍ଥିତ ପୂର୍ବତଟ ରେଳବାଇର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କବାଲାଙ୍କୁ ବଲାଙ୍ଗିର ଷ୍ଟେସନ ନୀରିକ୍ଷଣ କଲା ଅବସରରେ ବଲାଙ୍ଗିର ଜିଲ୍ଲା ରେଳ ଉପଭୋକ୍ତା ସଂଘର ସଭାପତି ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଯାଇ ଦାବିପତ୍ର!-->…
Read More...
Read More...
ଏକାଦଶୀ ବ୍ରତ ଉଦ୍ୟାପନ
ଭବାନୀପାଟଣା, (ଶୁଭେନ୍ଦୁ କୁମାର ପଣ୍ଡା) : ସହରର ମଦନ ମୋହନ ମନ୍ଦିରରେ ଗତବର୍ଷ ମାଘ ଶୁକ୍ଳ ବଡ ଏକାଦଶୀ ଠାରୁ ଆରମ୍ଭ ହୋଇଥିବା ଏକାଦଶୀ ବ୍ରତ ଶୁକ୍ରବାର ଉଦ୍ୟାପନ ହୋଇଯାଇଛି । ପାଞ୍ଚଜଣ ସମେତ ୧୮ ଗୋଟି ଦମ୍ପତି ଗତବର୍ଷ ମାଘ ବଡ ଏକାଦଶୀ ଦିନ ସଂକଳ୍ପ କରି ଏକାଦଶୀ ବ୍ରତ ଆରମ୍ଭ କରିଥିଲେ ।!-->…
Read More...
Read More...