Browsing Category
ଓଡିଶା
ସାଇନପଡା ଜଙ୍ଗଲ ଅଞ୍ଚଳରୁ ୧୨ ଏକର ଗଞ୍ଜେଇ ଗଛ ପୋଡାଗଲା
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ. ନୂଆଗାଁ ଥାନା ସାଇନ୍ ପଡା ଅଞ୍ଚଳରୁ ବେଆଇନ ଭାବେ ଲଗା ଯାଇଥିବା ଗଞ୍ଜେଇ ଚାଷକୁ କ. ନୂଆଗାଁ ପୋଲିସ ବିଭାଗ ଓ ଅବକାରୀ ବିଭାଗର ମିଳିତ ଭାବେ ଚଢ଼ାଉ କରି ଗଞ୍ଜେଇ ଗଛ କାଟି ନିଆଁ ଲଗାଇ ପୋଡି ନଷ୍ଟ!-->…
Read More...
Read More...
ସରପଞ୍ଚ ଓ ପିଇଓ ମାନଙ୍କ ପାଇଁ ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷାର ଯୋଜନା ପ୍ରସ୍ତୁତି ତାଲିମ
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଗୁଡଭେଲା ବ୍ଲକ୍ ସମ୍ମିଳନୀ କକ୍ଷଠାରେ ଅରୁଣା ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ବଲାଙ୍ଗିରର ଆୟୋଜନ କ୍ରମେ ସରପଞ୍ଚ ଓ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀମାନଙ୍କ ପାଇଁ ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷାର ଯୋଜନା ପ୍ରସ୍ତୁତି!-->…
Read More...
Read More...
ବିଜେପି କାର୍ଯ୍ୟକର୍ତ୍ତା ପଦ୍ମନ ପ୍ରଧାନଙ୍କ ପରଲୋକ
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅନ୍ତର୍ଗତ ଚଣ୍ଡୀଭଟା ଗ୍ରାମପଞ୍ଚାୟତର ଜଟେଶିରା ଗ୍ରାମର ପଦ୍ମନ ପ୍ରଧାନ (୬୭)ଙ୍କ ମଙ୍ଗଳବାର ଦିନ ଦେହାନ୍ତ ହୋଇଛି । ତାଙ୍କର ମେରୁଦଣ୍ଡ ଅସ୍ଥିର ଠିକ୍ ତଳ ଭାଗରେ ଥିବା ଭେନ୍ ବ୍ଲକ ହେବା କାରଣରୁ ରାୟପୁରର ସପ୍ତଗିରି!-->…
Read More...
Read More...
ପବିତ୍ର ଶିବ ଚତୁର୍ଦ୍ଦଶୀ ପାଇଁ ବିଭିନ୍ନ ଶିବ ମନ୍ଦିର ଚଳ ଚଞ୍ଚଳ
ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ଓ ଆଖପାଖ ଅଞ୍ଚଳର ଶିବ ମନ୍ଦିର ପବିତ୍ର ଶିବରାତ୍ରୀ ଅବସରରେ ଚଳଚଞ୍ଚଳ ହୋଇଉଠିଛି । ବିଭିନ୍ନ ଶୈବ ପୀଠ ମାନଙ୍କରେ ବଡି ଭୋରରୁ ଶ୍ରଦ୍ଧାଳୁ ମାନଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ସେହିପରି ମଙ୍ଗଳପୁର ଶିବମନ୍ଦିରଠାରେ ଆୟୋଜିତ ଅଷ୍ଟପ୍ରହର ନାମଯଜ୍ଞ!-->…
Read More...
Read More...
ପ୍ରିୟ ପତ୍ର ସମ୍ମାନ – ୨୦୨୬ ପାଇଲେ ଯୁବ ଗାଳ୍ପିକା ରଶ୍ମି ରଞ୍ଜିତା ସିଂହ
ବିଜେପୁର, (କେପିଏନ୍ଏସ୍) : ମର୍ଯ୍ୟାଦା ଜନକ ସାହିତ୍ୟ ସମ୍ମାନ କ୍ରମରେ ପ୍ରିୟ ପତ୍ର ସମ୍ମାନ -୨୦୨୬ ପାଇଲେ ଯୁବ ଗାଳ୍ପିକା ରଶ୍ମି ରଞ୍ଜିତା ସିଂହ । ପୁରୀରୁ ପ୍ରକାଶିତ ସମ୍ଭ୍ରାନ୍ତ ସାହିତ୍ୟ ପତ୍ରିକା ପ୍ରିୟ ପତ୍ରର ମର୍ଯ୍ୟାଦା ଜନକ ତଥା ଶ୍ରେଷ୍ଠ ସମ୍ମାନ ପ୍ରିୟ ପତ୍ର ସମ୍ମାନ-୨୦୨୬!-->…
Read More...
Read More...
ବରିଷ୍ଠ ନାଗରିକଙ୍କ ପାଇଁ ଏକ ସପ୍ତାହ ପାଳନ ଅବସରରେ “ସମ୍ମାନ ଓ ବିଚାର ବିନିମୟ କାର୍ଯ୍ୟକ୍ରମ” ଆୟୋଜିତ
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସମାଜକୁ ବରିଷ୍ଠ ନାଗରିକମାନଙ୍କର ଅବଦାନକୁ ସ୍ୱୀକାର କରି ସେମାନଙ୍କ ପ୍ରତି ସମାଜର ଆନୁଗତ୍ୟ ପ୍ରକାଶ କରିବା ଉଦ୍ଦେଶ୍ୟରେ ବରିଷ୍ଠ ନାଗରିକଙ୍କ ପାଇଁ ଏକ ସପ୍ତାହ ଗଞ୍ଜାମ ଜିଲ୍ଲା ପ୍ରଶାସନ ପାଳନ କରୁଛି । ଏହି ପରିପ୍ରେକ୍ଷୀରେ ଅପରାହ୍ନରେ!-->…
Read More...
Read More...
ଯୁଗ୍ମ କମିଟିରୁ ଗାଙ୍ଗପୁର ମଜଦୁର ମଞ୍ଚର ପଦାଧିକାରୀଙ୍କୁ ବାହାର କଲା ରାଉରକେଲା ଶ୍ରମିକ ସଂଘ
ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଇସ୍ପାତ କାରଖାନାରେ ଗତ ୧୫ ନଭେମ୍ବର ୨୦୨୪ ରେ ୟୁନିଅନ ସ୍ୱୀକୃତି ନିର୍ବାଚନ ହୋଇଥିଲା । ଉକ୍ତ ନିର୍ବାଚନରେ ଗାଙ୍ଗପୁର ମଜଦୁର ମଞ୍ଚ (ଜିଏମଏମ) ଏବଂ ରାଉରକେଲା ଶ୍ରମିକ ସଂଘ (ଆରଏସଏସ୍) ମିଳିତ ଭାବେ ନିର୍ବାଚନ ଲଢ଼ି ରାଉରକେଲା ଶ୍ରମିକ ସଂଘକୁ!-->…
Read More...
Read More...
ତିନି ଦିବସୀୟ ଜିଲ୍ଲା ଉନ୍ନୟନ ପ୍ରଦର୍ଶନୀ ସଂପନ୍ନ
ରାଉରକେଲା, (ସସ୍ମିତା ପ୍ରଧାନ) : ମହାଶିବରାତ୍ରି ଉପଲକ୍ଷେ ରାଉରକେଲାର ପବିତ୍ର ବେଦବ୍ୟାସ ପୀଠରେ ଆରମ୍ଭ ହୋଇଥିବା ତିନି ଦିବସୀୟ ଜିଲ୍ଲା ଉନ୍ନୟନ ପ୍ରଦର୍ଶନୀ ସନ୍ଧ୍ୟାରେ ସଂପନ୍ନ ହୋଇଯାଇଛି । ସମାପନ ସମାରୋହରେ ଲାଠିକଟା ତହସିଲଦାର ମୂରଲିଧର ଉର୍ମାଲ ମୁଖ୍ୟ ଅତିଥି ଭାବରେ ଯୋଗଦାନ!-->…
Read More...
Read More...
ସାର କଳାବଜାରୀ ଅଭିଯୋଗ ଆଣିଲେ ଚାଷୀ
ବରଗଡ, (ମୁନ୍ନା ସାହୁ) : ସୋହେଲା ଓ ଭଟଲି ବ୍ଲକର ଚାଷୀ ମଙ୍ଗଳବାର ମଧ୍ୟାହ୍ନ ୧ ଘଣ୍ଟା ସମୟରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟଳୟ ଦ୍ୱାରସ୍ଥ ହୋଇଛନ୍ତି । ସୂଚନା ଅନୁସାରେ ୟୁରିଆ ସାର ୨୬୬ ଟଙ୍କା ୫୦ ପଇସା ହୋଇଥିବା ବେଳେ ତାହା ବଜାରରେ ୫୦୦ ରୁ ୫୫୦ ଟଙ୍କା ଅଧିକ ଦରରେ ବିକ୍ରି!-->…
Read More...
Read More...
ମୁରିବାହାଲ ବ୍ଲକସ୍ତରୀୟ ବୃତ୍ତି ପରୀକ୍ଷାରେ କୃତୀ ଛାତ୍ରଛାତ୍ରୀଙ୍କ ସମ୍ବର୍ଦ୍ଧନା କାର୍ୟ୍ୟକ୍ରମ…
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମାରେ ଥିବା ପଞ୍ଚାୟତି ଉଚ୍ଚ ବିଦ୍ୟାଳୟଠାରେ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ୨୦୨୫-୨୬ ବର୍ଷ ପାଇଁ ବ୍ଲକର ବିଭିନ୍ନ ବୃତ୍ତି ପରୀକ୍ଷାରେ କୃତିତ୍ଵ ଲାଭ କରିଥିବା ଛାତ୍ରଛାତ୍ରୀଙ୍କ!-->…
Read More...
Read More...