Browsing Category
ଓଡିଶା
ଏନଏସଡିର ‘୨୫ତମ ଭାରତ ରଙ୍ଗ ମହୋତ୍ସବ’
ନୂଆଦିଲ୍ଲୀ, (ପିଆଇବି) : ଜାତୀୟ ନାଟ୍ୟ ବିଦ୍ୟାଳୟ (ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମା) ଦ୍ୱାରା ଆୟୋଜିତ ବିଶ୍ୱର ସର୍ବବୃହତ ଅନ୍ତର୍ଜାତୀୟ ନାଟ୍ୟ ମହୋତ୍ସବ, ୨୫ତମ ଭାରତ ରଙ୍ଗ ମହୋତ୍ସବ (ବିଆରଏମ୍) ଶେଷ ହୋଇଛି। ଇତି ମଧ୍ୟରେ ଏହା ଭାରତ ଏବଂ ବିଶ୍ୱର ବିଭିନ୍ନ ନାଟ୍ୟ ପ୍ରଦର୍ଶନ ସହିତ!-->…
Read More...
Read More...
ପାଣିରେ ବୁଡ଼ି ଭାସିଯାଇଥିବା ନିଖୋଜ ଯୁବକଙ୍କ ଶବ ଉଦ୍ଧାର
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଥାନା ଅନ୍ତର୍ଗତ ତରେଇ-ପାଟପୁର ଗ୍ରାମର ଯୁବକ ଜି. ୱେଙ୍କଟ୍ ରାଓଙ୍କ ନିଖୋଜ ଘଟଣା ଚାରିଆଡ଼େ ଅନେକ ଗୁଜବ ସହ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା । ସେ ପାଣିରେ ବୁଡ଼ି ଭାସିଯାଇଥିବା କୁହାଯାଉଥିଲା । ନିଖୋଜ ଯୁବକଙ୍କୁ ଋଷିକୁଲ୍ୟା ଘାଟ ଛତ୍ରପୁର!-->…
Read More...
Read More...
ପିଏମଶ୍ରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ
"ପ୍ରାଚୀର ପତ୍ରିକା ଆଇନାର ସ୍ୱତନ୍ତ୍ର ସଂଖ୍ୟା ବିରାଙ୍ଗନାର ପଥେ ପଥେ ଉନ୍ମୋଚିତ"
ବଲାଙ୍ଗିର, (କେପିଏନ୍ଏସ୍) : ସ୍ଥାନୀୟ ଗାନ୍ଧୀନଗର ପଡା ସ୍ଥିତ ପିଏମଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ରାଣୀ ଲକ୍ଷ୍ମୀବାଈ ଆତ୍ମସୁରକ୍ଷା ତାଲିମ ଶିବିର ଉଦଯାପିତ ହୋଇଯାଇଛି ।!-->!-->!-->…
Read More...
Read More...
ସମ୍ବଲପୁର ରେଳ ଡିଭିଜନ ଅବହେଳାର ଶିକାର
ବଲାଙ୍ଗିର, (କେପିଏନ୍ଏସ୍) : ପଶ୍ଚିମ ଓଡିଶାକୁ ବିଭିନ୍ନ କ୍ଷେତ୍ରରେ ଅବହେଳା କରାଯାଉଥିବା ଅଭିଯୋଗ ପୂର୍ବରୁ ଥିଲା । ଏହି ଅଭିଯୋଗରେ ବର୍ତ୍ତମାନ ସମ୍ବଲପୁର ରେଳ ଡିଭିଜନକୁ ରେଳ ବିଭାଗ ଅବହେଳା କରୁଥିବା ଫର୍ଦ୍ଦ ଯୋଡି ହୋଇଛି ବୋଲି ବଲାଙ୍ଗିରର ବିଶିଷ୍ଟ ସୂଚନା ଅଧିକାର କର୍ମୀ ହେମନ୍ତ!-->…
Read More...
Read More...
ଶ୍ରୀ ଶ୍ରୀ ହରିହର ଭେଟ
ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସେକ୍ଟର ୨ ସିଟି ମାର୍କେଟ ଠାରେ ୬୪ତମ ଶ୍ରୀ ଶ୍ରୀ ହରିହର ଭେଟ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ସେକ୍ଟର ୩ ସ୍ଥିତ ରାମ ମନ୍ଦିରରୁ ହରି ଓ ସେକ୍ଟର ୨ ତ୍ରିନାଥ ମନ୍ଦିରରୁ ହରଙ୍କ ମେଢ ବାଣ ରୋଷଣୀରେ ଆସି ସେକ୍ଟର ୨ ମାର୍କେଟଠାରେ ମିଳନ!-->…
Read More...
Read More...
କୋଏଲ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ ଉତ୍ସବ
ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୨୦ ନେହେରୁ ପଲ୍ଲୀ ସ୍ଥିତ କୋଏଲ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ୧୮ ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ସଭାପତି ଉପେନ୍ଦ୍ର କୁମାର ନାୟକଙ୍କ ସଭାପତିତ୍ୱ, ପ୍ରଧାନ ଶିକ୍ଷୟିତ୍ରୀ ସନ୍ଧ୍ୟାରାଣୀ ଜୟସିଂହଙ୍କ!-->…
Read More...
Read More...
ବିଜ୍ଞାନ ଯୁଗରେ ଆଜିବି ଆସ୍ଥାର ଜ୍ୱାଳା : ଗୁର୍ଲାମାଲ ଗାଁରେ ନିଆଁରେ ଚାଲି ମା’ଙ୍କୁ ଗୁହାରି କଲେ ଶତାଧିକମହିଳା…
ସଇଁତଲା, (କେପିଏନ୍ଏସ୍) : ବିଜ୍ଞାନ ଓ ପ୍ରଯୁକ୍ତିର ଦୃତ ଅଗ୍ରଗତିରେ ମାନବ ସମାଜ ଆଜି ଅନେକ ଉଚ୍ଚତାରେ ପହଞ୍ଚିଛି । ମୋବାଇଲ, ଇଣ୍ଟରନେଟ, ଉପଗ୍ରହ, ଆଧୁନିକ ଚିକିତ୍ସା- ସବୁ କିଛି ମନୁଷ୍ୟ ଜୀବନକୁ ସହଜ ଓ ସୁବିଧାଜନକ କରିଛି । କିନ୍ତୁ ଏହି ବିଜ୍ଞାନମୟ ଯୁଗରେ ମଧ୍ୟ ମନୁଷ୍ୟ ହୃଦୟରେ!-->…
Read More...
Read More...
ପୋଲିସ ପେଟ୍ରୋଲିଂ ବେଳେ ଗଞ୍ଜେଇ ଜବତ : ମାଫିଆ ଫେରାର
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ. ନୂଆଗାଁ ଥାନା ପକ୍ଷରୁ ମହାସିଙ୍ଗି ନିକଟରେ ଥିବା ଧୂଙ୍ଗିଆଦେବୀ ମନ୍ଦିର ନିକଟରେ ପୋଲିସ ଦଳର ପେଟ୍ରୋଲିଂ ବେଳେ ବସ୍ ଯୋଗେ ଜଣେ ଗଞ୍ଜେଇ ଚୋରା ଚାଲାଣକାରୀ ମାଫିଆ ଚାଲାଣ କରିବା ପାଇଁ ଅପେକ୍ଷା!-->…
Read More...
Read More...
ଆଗଲପୁର ବ୍ଲକ ସ୍ତରୀୟ ବ୍ରାହ୍ମଣ ସଂଘ ବୈଠକ ଅନୁଷ୍ଠିତ
ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ସାଲେଭଟା ନିକଟସ୍ଥ ଗିରିଗୋବର୍ଦ୍ଧନ ପୀଠରେ ବ୍ରାହ୍ମଣ ସଂଘ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ମୁକୁନ୍ଦ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଆଗଲପୁର ବ୍ଲକର ସମସ୍ତ ପଞ୍ଚାୟତର ପ୍ରତିନିଧିମାନେ!-->…
Read More...
Read More...
ବ୍ଲକ ପ୍ରଶାସନ ପକ୍ଷରୁ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ. ନୂଆଗାଁ ବ୍ଲକ ପ୍ରଶାସନ ପକ୍ଷରୁ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ସାଇନପଡା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶିବିରରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ!-->…
Read More...
Read More...