Browsing Category
ଓଡିଶା
ରାଞ୍ଚି ଦୂରଦର୍ଶନ କେନ୍ଦ୍ରରେ ‘ବିକଶିତ ଭାରତ ୨୦୪୭’ ଉପରେ ଆଲୋଚନା
ରାଞ୍ଚି, (ପିଆଇବି) : ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ପ୍ରେସ୍ ଇନଫରମେସନ୍ ବ୍ୟୁରୋ ରାଞ୍ଚି ଓ ଭୁବନେଶ୍ୱରର ଅତିରିକ୍ତ ମହାନିର୍ଦ୍ଦେଶକ ଶ୍ରୀ ଅଖିଳ କୁମାର ମିଶ୍ର ରାଞ୍ଚିକୁ ତାଙ୍କର ତିନି ଦିନିଆ ଗସ୍ତରେ ଯାଇ ଆଜି ରାଞ୍ଚି ଦୂରଦର୍ଶନ କେନ୍ଦ୍ର ପରିଦର୍ଶନ କରିଛନ୍ତି ।ଏହି ଅବସରରେ ସେ!-->…
Read More...
Read More...
ପୁଇଁନ୍ତଲା କଂଗ୍ରେସର ପ୍ରସ୍ତୁତି ବୈଠକ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁନ୍ତଲା ବ୍ଲକ ବୁବେଲ ପଂଚାୟତ ବେଲବାହାଲି ଗ୍ରାମ ଅନ୍ତର୍ଗତ ଲକ୍ଷ୍ମୀନଗରରେ ଏକ ପ୍ରସ୍ତୁତି ବୈଠକ ପୂର୍ବତନ ବ୍ଲକ ସଭାପତି ଉମାକାନ୍ତ ସାହୁଙ୍କ ସଭାପତିତ୍ୱରେ ଓ ସାନନ୍ଦ ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା । ଆଗାମୀ ପଂଚାୟତ ନିର୍ବାଚନକୁ ଆଖି!-->…
Read More...
Read More...
ହଳଦୀ ଜୟ ଡଙ୍ଗରବୁଢ଼ା କପ୍ ଫୁଟବଲ୍ ପ୍ରତିଯୋଗିତା ଉଦଯାପିତ
ହଳଦୀକୁ ୧-୦ରେ ଗୋଲରେ ହରାଇ ଗୁଲମୀ ଚମ୍ପିୟାନ
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ହାଇସ୍କୁଲ ଖେଳ ପଡ଼ିଆରେ ଚାଲିଥିବା ଜୟ ଡଙ୍ଗରବୁଢ଼ା କପ୍ ଫୁଟବଲ୍ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ଉଦଯାପନୀ ଫାଇନାଲ ଖେଳରେ ଆୟୋଜକ ହଳଦୀ ଇଲେଭେନ!-->!-->!-->…
Read More...
Read More...
ଶ୍ରୀଜଗନ୍ନାଥ ମନ୍ଦିରରେ ଆୟୁଧ ସ୍ଥାପନ
ରାଉରକେଲା, (ସସ୍ମିତା ପ୍ରଧାନ) : କୋଏଲ ନଗର ଏ ବ୍ଲକ୍ ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କର ଆୟୁଧ ଚକ୍ର, ତ୍ରିଶୂଳ ତଥା ଇନ୍ଦ୍ର ଇନ୍ଦ୍ରାଣୀଙ୍କ ମୂର୍ତ୍ତି ସ୍ଥାପନ କରାଯାଇଛି । ପୁରୀରୁ ଆସିଥିବା ପଣ୍ଡିତ ଜ୍ୟୋତିକାନ୍ତ ତ୍ରିପାଠୀ ମୁଖ୍ୟ ପୂଜକ ଭାବେ ଯୋଗଦେଇ ଉକ୍ତ କାର୍ଯ୍ୟକୁ!-->…
Read More...
Read More...
୨ ଲକ୍ଷ ଟଙ୍କା ଯୌତୁକ ପାଇଁ ଆଠମାସର ଗର୍ଭବତୀ ନବବଧୂଙ୍କୁ ପିଟି ପିଟି ହତ୍ୟା
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : "ବାପା ମୋତେ ଆଉ ମୋ ଶ୍ୱଶୁର ଘରୁ ତୁମେ ନେବାକୁ ନେହୁରା ହୁଅନି" "ମୋ ଭାଗ୍ୟକୁ ମୋ ଉପରେ ଛାଡ଼ିଦିଅ" ବିବାହର ଚାରି ଦିନ ପରେ ହିଁ ମୁଁ ଭୋଗୁଥିବା ନିର୍ଯ୍ୟାତନା ଏବେ ବଢି ବଢି ଚାଲିଛି" "ପ୍ରତିଦିନର ମାଡ଼ ଗାଳି ଏବେ ମୋର ଦେହସୁହା ହେଇଗଲାଣି" ।!-->…
Read More...
Read More...
ଏନଏନସିସି କ୍ରିକେଟ କପ ଉଦଯାପିତ : ଖୁଣ୍ଟପାଲିକୁ ହରାଇ ମେଲଛାମୁଣ୍ଡା ଚମ୍ପିୟାନ
ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ଏମଇ ସ୍କୁଲ ଖେଳପଡିଆ ଠାରେ ପାଞ୍ଚ ଦିନ ଧରି ଚାଲିଥିବା ନୃସିଂହନାଥ କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଏନଏନସିସି କ୍ଲବ ଦ୍ଵାରା ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟର ବିଶେଷତ୍ଵ ହେଲା ବିଗତ ୬!-->…
Read More...
Read More...
ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣରେ ମକଡ୍ରିଲ୍ ଆୟୋଜିତ
ବଲାଙ୍ଗିର, (କେପିଏନଏସ) : ପଶ୍ଚିମ ଓଡିଶା ଡିଷ୍ଟ୍ରିବୁସନ ଲିମିଟେଡ (ଟିପିଡବ୍ଲୁଓଡିଏଲ୍) ଓ ଅଗ୍ନିଶମ ବିଭାଗଙ୍କ ସଂଯୁକ୍ତ ପ୍ରୟାସରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଏକ ମକଡ୍ରିଲ୍ ଆୟୋଜିତ ହୋଇଥିଲା । ଜରୁରୀ ପରିସ୍ଥିତି ଓ ଅଗ୍ନିଜନିତ ବିପର୍ଯ୍ୟୟ ସମୟରେ ପ୍ରସ୍ତୁତ ରହି!-->…
Read More...
Read More...
ମାଓବାଦୀଙ୍କୁ ମୁଖ୍ୟସ୍ରୋତରେ ସାମିଲ ପାଇଁ ପୋଲିସର ଶାନ୍ତିପୂର୍ଣ୍ଣ ପଦକ୍ଷେପ
ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲାର ଖପ୍ରାଖୋଲ ଥାନା ଅଧୀନସ୍ଥ ଗନ୍ଧମାର୍ଦ୍ଦନ ପାହାଡ଼ର ପାଦଦେଶରେ ଅବସ୍ଥିତ ପବିତ୍ର ହରିଶଙ୍କରରୁ ଜଳମହାଦେବ ଯାଉଥିବା ଜଙ୍ଗଲାଞ୍ଚଳ ରାସ୍ତା କଡରେ ଏକ ସକାରାତ୍ମକ ଓ ମାନବିକ ପଦକ୍ଷେପ ଦେଖିବାକୁ ମିଳିଛି । ବିଭିନ୍ନ ଗଛରେ ପୋଷ୍ଟର ଲଗାଇ!-->…
Read More...
Read More...
ଘୁଙ୍ଗୁରୁ ସଂଗୀତ ମହାବିଦ୍ୟାଳୟର ପ୍ରଥମ ବାର୍ଷିକ ଉତ୍ସବ
ବଲାଙ୍ଗିର, (କେପିଏନଏସ) : ବଲାଙ୍ଗିରର ବ୍ଲେସିଂ ଫର ସୋସାଇଟି ଟ୍ରଷ୍ଟ ତରଫରୁ ଘୁଙ୍ଗୁରୁ ସଂଗୀତ ମହାବିଦ୍ୟାଳୟର ପ୍ରଥମ ବାର୍ଷିକ ଉତ୍ସବ ସ୍ଥାନୀୟ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ମଞ୍ଚରେ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଉପଦେଷ୍ଟା ସଦସ୍ୟ ସାମ୍ବାଦିକ ସନ୍ଦୀପ କୁମାର କୁଅଁରଙ୍କ!-->…
Read More...
Read More...
ଏପ୍ରିଲରେ ଖାଲି ହେବାକୁ ଥିବା ୩୭ଟି ରାଜ୍ୟସଭା ପଦବୀ ଲାଗି ହେବ ନିର୍ବାଚନ
ଓଡ଼ିଶାର ୪ ରାଜ୍ୟସଭା ସାଂସଦଙ୍କ କାର୍ଯ୍ୟକାଳ ଏପ୍ରିଲ ୨ ତାରିଖରେ ଶେଷ ହେବ
ନୂଆଦିଲ୍ଲୀ, (ପିଆଇବି) : ଆସନ୍ତା ଏପ୍ରିଲ ମାସରେ ୧୦ଟି ରାଜ୍ୟରେ ୩୭ଜଣ ରାଜ୍ୟସଭା ସଦସ୍ୟଙ୍କର କାର୍ଯ୍ୟକାଳ ଶେଷ ହେଉଛି । ଏମାନଙ୍କ ମଧ୍ୟରେ ଓଡ଼ିଶାର ୪ ଜଣ ରାଜ୍ୟସଭା ସଦସ୍ୟ ରହିଛନ୍ତି । ଓଡ଼ିଶାରୁ ମମତା!-->!-->!-->…
Read More...
Read More...