Browsing Category
ଓଡିଶା
ବିଶ୍ଵ ମାତୃଭାଷା ଦିବସ ପାଳନ
ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଆ ଭାଷା ବିକାଶ ମଞ୍ଚ ପକ୍ଷରୁ ବିଶ୍ୱ ମାତୃଭାଷା ଦିବସ ଆମ୍ବାଗାନ ନିକଟସ୍ଥ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ନିକଟରେ ପାଳନ କରାଯାଇଛି । ମଞ୍ଚର ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ରଙ୍କ ଆବାହକତ୍ୱ ଓ ସଂଯୋଜନା ତଥା ଶିକ୍ଷାବିତ ପ୍ରଶାନ୍ତ!-->…
Read More...
Read More...
ଅବକାରୀ ବିଭାଗ ଦ୍ଵାରା ଲାଇସେନ୍ସ ପ୍ରାପ୍ତ ଠିପି ବନ୍ଦ ମଦ ଦୋକାନରୁ ନକଲି ବିଦେଶୀ ମଦ ଜବତ : ୩ ଗିରଫ
ରାଉରକେଲା, (ସସ୍ମିତା ପ୍ରଧାନ) : ସହରରେ ଥିବା ଠିପି ବନ୍ଦ ବିଦେଶୀ ମଦ ଦୋକାନଗୁଡ଼ିକରେ ନକଲି ବିଦେଶୀ ମଦ ବିକ୍ରୟ ହେଉଥିବା ଏବଂ ମୁଦ୍ରିତ ଦାମ୍ ଠାରୁ ଅଧିକ ଦାମ୍ ନେଉଥିବା ବହୁ ଅଭିଯୋଗ ପରେ, ରାଉରକେଲା ଅବକାରୀ ଅଧିକ୍ଷକ ଘଟଣାକୁ ଗୁରୁତର ସହ ନେବା ସହିତ ଓଡିଶା ଅବକାରୀ ଆୟୁକ୍ତଙ୍କ!-->…
Read More...
Read More...
ସ୍ମୃତି ସାନ୍ତ୍ଵନାର ସ୍ୱତନ୍ତ୍ର ଲେଖିକା ସମ୍ମିଳନୀ
ସମ୍ମାନିତ ହେଲେ ଅଙ୍ଗୁରବାଳା, ସ୍ନେହଲତା, ସୁଧୀରାଲକ୍ଷ୍ମୀ ଓ ସୌଦାମିନୀ
ରାଉରକେଲା/ ଭୁବନେଶ୍ୱର, (ସସ୍ମିତା ପ୍ରଧାନ) : ତ୍ରୈମାସିକ ଓଡ଼ିଆ ପତ୍ରିକା ସ୍ମୃତି ସାନ୍ତ୍ଵନାର ସ୍ୱତନ୍ତ୍ର ରାଜ୍ୟସ୍ତରୀୟ ଲେଖିକା ସମ୍ମିଳନୀ ବୁଦ୍ଧ ମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି । କବି ଅଙ୍ଗୁରବାଳା!-->!-->!-->…
Read More...
Read More...
ମାତୃଭାଷା ପ୍ରେମରେ ଗଢୁ ନୂଆ ପିଢ଼ି : ଶକ୍ତିଶାଳୀ ହେଉ ସଂସ୍କୃତି
ତୁଷୁରା, (କେପିଏନ୍ଏସ୍) : ଗୁଡଭେଲା ବ୍ଲକ୍ ଅନ୍ତର୍ଗତ ତୁଷୁରା ଏନ୍ଏସି କ୍ଲଷ୍ଟରରେ ଥିବା ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତୁଷୁରା ଠାରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରଧାନଶିକ୍ଷକ ଆଶୁକବି ଡ. ହେମନ୍ତ କୁମାର ଦାଶ କାର୍ଯ୍ୟକ୍ରମକୁ!-->…
Read More...
Read More...
ମେଡିକାଲ ରିପ୍ରେଜେଣ୍ଟେଟିଭଙ୍କ ସନ୍ଦେହ ଜନକ ମୃତ୍ୟୁ : ହତ୍ୟା ସନ୍ଦେହ
ରାଉରକେଲା, (ସସ୍ମିତା ପ୍ରଧାନ) : ଶନିବାର ସକାଳେ ରାଉରକେଲାର ସିଭିଲ୍ ଟାଉନସିପ୍ ଅଞ୍ଚଳର ଏକ ଭଡା ଘରୁ ଭାଗିରଥି ସାହୁ ନାମକ ଜଣେ ମେଡିକାଲ୍ ରିପ୍ରେଜେଣ୍ଟେଟିଭଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସ୍ଥାନୀୟ ଅଞ୍ଚଳରେ ଏହା ହତ୍ୟା ଘଟଣା ବୋଲି ସନ୍ଦେହ ସୃଷ୍ଟି କରିବା ସହିତ ଚର୍ଚ୍ଚାର!-->…
Read More...
Read More...
ସମନ୍ୱିତ ଶିଶୁ ବିକାଶ ସେବା ତରଫରୁ ବେଟି ବଚାଓ ବେଟି ପଢାଓ ସଚେତନତା ସଭା
କଣ୍ଟାବାଞ୍ଜି, (କେପିଏନ୍ଏସ୍) : ତୁରେକେଲା ସମନ୍ୱିତ ଶିଶୁ ବିକାଶ ସେବା ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ସ୍ଥାନୀୟ ମିଶନ ଶକ୍ତି ସଭାଗୃହରେ ଏକ ଦିବସୀୟ ବେଟି ବଚାଓ ବେଟି ପଢାଓ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ସିଡିପିଓ ବାସନ୍ତୀ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଜିପିଡିଓ!-->…
Read More...
Read More...
ବିଶ୍ୱ ମାତୃଭାଷା ଦିବସ ପାଳିତ
ତରଭା, (କେପିଏନ୍ଏସ୍) : ସ୍ଥାନୀୟ ନୀଲକଣ୍ଠେଶ୍ୱର ମନ୍ଦିର ପ୍ରାଙ୍ଗଣରେ କୋଶଳ ସାହିତ୍ୟ ଏକାଡେମୀ ଏବଂ ତହଁକ୍ କୁଟୁମ୍ ତରଫରୁ ରାଜେଶ ଦଣ୍ଡସେନାଙ୍କ ସଭାପତିତ୍ୱରେ ବିଶ୍ୱ ମାତୃଭାଷା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ କବି ବନବାସ ମେହେର ମୁଖ୍ୟ ଅତିଥି, ସାମ୍ବାଦିକ ଅନ୍ତର୍ଯ୍ୟାମୀ!-->…
Read More...
Read More...
ଇନ୍ଦ୍ରାବତୀ ଜିଲ୍ଲା ଗଠନ ଓ ସୀମା ପୁର୍ନନିର୍ଦ୍ଧାରଣ ଦାବି ଉଠିଲା
ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ଅଞ୍ଚଳର ଏକ ସମୃଦ୍ଧ ପୃଷ୍ଠଭୂମି ଥିବା ସତ୍ୱେ ବିଗତ ତିନି ଦଶନ୍ଧି ଧରି ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା, ସୀମା ପୁର୍ନଗଠନରେ ଏକ ବିବାଦୀୟ ଭୌଗୋଳିକ ସୀମା ମଧ୍ୟରେ ସ୍ଥାନୀୟ ଜନ ସାଧାରଣ ରହି ଆସୁଥିବା ବେଳେ ଏବେ ଇନ୍ଦ୍ରାବତୀ ଜିଲ୍ଲା ଗଠନ ପାଇଁ ନିଜର!-->…
Read More...
Read More...
ଗାଙ୍ଗପୁର ମଜଦୁର ମଞ୍ଚ ସ୍ୱତନ୍ତ୍ର ହୋଇ କାର୍ଯ୍ୟ କରିବା ସହିତ ଆଗାମୀ ନିର୍ବାଚନ ସ୍ୱତନ୍ତ୍ର ଭାବେ ଲଢିବ : ସାଧାରଣ…
ରାଉରକେଲା, (ସସ୍ମିତା ପ୍ରଧାନ) : ଇସ୍ପାତ କାରଖାନାର ସ୍ୱୀକୃତିପ୍ରାପ୍ତ ସଂଗଠନ ଆରଏସ୍ଏସର ସହଯୋଗୀ ଭାବେ ଦୀର୍ଘ ଦିନ ଧରି ରହିବା ପରେ ଗାଙ୍ଗପୁର ମଜଦୁର ମଞ୍ଚ ସ୍ୱତନ୍ତ୍ର ହୋଇ କାର୍ଯ୍ୟ କରିବା ସହିତ ଆଗାମୀ ରାଉରକେଲା ଇସ୍ପାତ କାରଖାନା ସ୍ୱୀକୃତିପ୍ରାପ୍ତ ଶ୍ରମିକ ସଂଗଠନ ନିର୍ବାଚନରେ!-->…
Read More...
Read More...
ଇଇଜେଡ୍ରେ ମାଛ ଧରା ପାଇଁ ପ୍ରବେଶ ପାସର ଜାତୀୟ ଶୁଭାରମ୍ଭ; ସାମୁଦ୍ରିକ ମତ୍ସ୍ୟ କ୍ଷେତ୍ର ପାଇଁ ଖୋଲିଲା ନୂତନ ଦ୍ୱାର
ସମବାୟ ସଶକ୍ତିକରଣ ସହ ଉଚ୍ଚ-ମୂଲ୍ୟ ମତ୍ସ୍ୟ ଉତ୍ପାଦନକୁ ନୂତନ ଗତିସାମୁଦ୍ରିକ ଖାଦ୍ୟ ରପ୍ତାନି ବୃଦ୍ଧି ପାଇଁ ‘ରିୟଲ୍ କ୍ରାଫ୍ଟ’ ଅନଲାଇନ୍ ପୋର୍ଟାଲ୍ରେ ମାଗଣା ପ୍ରବେଶ ପାସ ବ୍ୟବସ୍ଥାଓଡ଼ିଶାର ଦୁଇ ମତ୍ସ୍ୟଜୀବୀ ଚନ୍ଦ୍ରଶେଖର ମହାନ୍ତି ଓ ଓମ୍ ପ୍ରକାଶ ସ୍ୱାଇଁଙ୍କୁ ପ୍ରବେଶ ପାସ୍ ପ୍ରଦାନ
!-->!-->!-->…
Read More...
Read More...