Browsing Category

ଓଡିଶା

ନୂଆଦିଲ୍ଲୀ ଘୋଷଣା ଗୃହୀତ ହେବା ସହ ସମ୍ପନ୍ନ ହେଲା ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀ ୨୦୨୬

● ମିଳିତ, ଭରସାଯୋଗ୍ୟ, ମଜବୁତ ଏବଂ କୁଶଳୀ ଏଆଇ ନିମନ୍ତେ ସହଭାଗୀ ଗ୍ଲୋବାଲ୍ ଭିଜନକୁ ସମର୍ଥନ କଲେ ୮୮ ଦେଶ ଓ ଅନ୍ତର୍ଜାତୀୟ ସଂଗଠନ● ମୁଖ୍ୟ ପରିଣାମ: ୭ଟି ସ୍ତମ୍ଭରେ ବିଶ୍ୱସ୍ତରୀୟ ମଞ୍ଚ, ସିଦ୍ଧାନ୍ତ ଏବଂ ସହଭାଗୀ ବ୍ୟବସ୍ଥା ଘୋଷଣା● ସମାନତା, ସୁଲଭତା ଏବଂ ବିଶ୍ୱ ସହଯୋଗ ଉପରେ ଆଧାରିତ
Read More...

ସିଆରପିଏଫର ୮୭ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଲେ ଶ୍ରୀ ଅମିତ ଶାହ

୮୬ ବର୍ଷ ଧରି ବଳିଦାନ ଓ ସମର୍ପଣର ପରମ୍ପରା ସହ ଆଭ୍ୟନ୍ତରୀଣ ସୁରକ୍ଷାର ଆଧାର ସାଜିଛି ସିଆରପିଏଫ୍୨୪୮ ବାଟାଲିୟନ, ୩.୨୫ ଲକ୍ଷ କର୍ମୀଙ୍କୁ ନେଇ ବିଶ୍ୱର ସର୍ବବୃହତ ସିଏପିଏଫ୍ ସାଜିଛି ସିଆରପିଏଫ୍ ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ଆସାମର
Read More...

କେନ୍ଦ୍ରମନ୍ତ୍ରୀଙ୍କ ପତ୍ରର ପ୍ରତ୍ୟୁତ୍ତର ରଖିଲା ଭିଏଫଏସ୍ ଗ୍ଲୋବାଲ

• ଭୁବନେଶ୍ୱରରେ ଖୋଲିବ ‘ଭିଏଫଏସ ଗ୍ଲୋବାଲ ଭିସା ଆପ୍ଲିକେସନ ସେଣ୍ଟର’ -ଧର୍ମେନ୍ଦ୍ର ପ୍ରଧାନ• ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏବଂ ଭିଏଫଏସର ଗ୍ଲୋବାଲ ସିଇଓ ଜୁବିନ କର୍କାରିଆଙ୍କୁ ଧନ୍ୟବାଦ ଜଣାଇଲେ• ସେପ୍ଟେମ୍ବର ୨,୨୦୨୫ରେ କେନ୍ଦ୍ର ବୈଦେଶିକ
Read More...

ରାମ ନବମୀ ଉତ୍ସବ ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

କଳାହାଣ୍ଡି, (ପ୍ରୀତେଶ ପଟେଲ) : କେସିଙ୍ଗା ସହରର ରାମ ନବମୀ ଉତ୍ସବ ସାରା କଳାହାଣ୍ଡି ଜିଲ୍ଲାରେ ବେଶ ଆକର୍ଷଣୀୟ ହୋଇଥାଏ । ସବୁ ବର୍ଷ ପରି ଏହି ବର୍ଷ ମଧ୍ୟ ବେଶ୍ ଆକର୍ଷଣୀୟ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ କେସିଙ୍ଗା ଗୌରୀ ଶଙ୍କର ମନ୍ଦିର ପରିସରରେ ରାମ ଭକ୍ତ କି ଟୋଲିର ସଭାପତି ବଜରଙ୍ଗ
Read More...

କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ ବନଖଣ୍ଡ ଅଧିକାରୀ କାର୍ଯ୍ୟାଳୟ ଘେରାଉ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ ୧୭ ଦଫା ଦାବିରେ ବନଖଣ୍ଡ ଅଧିକାରୀ କାର୍ଯ୍ୟାଳୟ ଘେରାଉ କରାଯାଇଛି । ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅଧିକାରୀଙ୍କ ମାଧ୍ୟମରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । କେନ୍ଦୁପତ୍ର କର୍ମଚାରୀଙ୍କ ଏହି ଦାବି
Read More...

ସମନ୍ୱିତ ଶିଶୁ ବିକାଶ ସେବା ତରଫରୁ ବେଟି ବଚାଓ ବେଟି ପଢାଓ ସଚେତନତା ସଭା

କଣ୍ଟାବାଞ୍ଜି : ତୁରେକେଲା ସମନ୍ୱିତ ଶିଶୁ ବିକାଶ ସେବା ପ୍ରକଳ୍ପ କାର୍ୟ୍ୟାଳୟ ପକ୍ଷରୁ ସ୍ଥାନୀୟ ମିଶନ ଶକ୍ତି ସଭାଗୃହରେ ଏକ ଦିବସୀୟ ବେଟି ବଚାଓ ବେଟି ପଢାଓ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ସିଡିପିଓ ବାସନ୍ତୀ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଜିପିଡିଓ ଗଜାନନ ନାଏକ,ଶିକ୍ଷକ
Read More...

ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚିତ ୭୦ ବର୍ଷର ବୃଦ୍ଧା ଚିତ୍ରା ସା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଆଗଲପୁର ବ୍ଲକ୍ ଅନ୍ତର୍ଗତ କୁଟାସିଂହା ଗ୍ରାମ ପଞ୍ଚାୟତର କୁଟାସିଂହା ଗ୍ରାମର ପଡାଗ୍ରାମ କଣ୍ଟାପାଳିରେ ଅବସ୍ଥିତ ଥିବା ମୂଳ ବାସିନ୍ଦା ଚିତ୍ରା ସା ଆଜକୁ ୧ ବର୍ଷ ୪ ମାସ ବିଗତ ତା .୨୦/୧୦/୨୦୨୪ ରେ ଏସ ଏସ ଈ ପି ଡି ବିଭାଗରେ ଅନଲାଇନ
Read More...

ପୁସ୍ତକ ଓ ସାରସ୍ୱତ ମେଳାର ‘ଇଙ୍କଫେଷ୍ଟ’ର ସପ୍ତମ ସନ୍ଧ୍ୟା

ମହାନଦୀ ଜଳ ପ୍ରଦୂଷଣ ଓ ଆମ ଜୀବନ ଜୀବିକା ଉପରେ କଥାଚକ୍ର ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ରୟାଲ ପଡ଼ିଆଠାରେ ଚାଲିଥିବା ପୁସ୍ତକ ଓ ସାରସ୍ୱତ ମେଳା ‘ଇଙ୍କଫେଷ୍ଟ’ର ସପ୍ତମ ସନ୍ଧ୍ୟାର ବୌଦ୍ଧିକ ମଞ୍ଚରେ ‘ମହାନଦୀ ଜଳ ପ୍ରଦୂଷଣ ଓ ଆମ ଜୀବନ ଜୀବିକା ଶୀର୍ଷକରେ ଏକ କଥାଚକ୍ର
Read More...

ଆଚାର୍ଯ୍ୟ ହରିହର ଦାଶଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଉତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଶାର ଅଗ୍ରଗଣ୍ୟ ସ୍ୱାଧୀନତା ସେନାନୀ, ଆଦର୍ଶ ଶିକ୍ଷକ, ସମାଜ ସଂସ୍କାରକ, ସାହିତ୍ୟିକ ଓ କବି ଆଚାର୍ଯ୍ୟ ହରିହର ଦାଶଙ୍କ ପ୍ରତିମୂର୍ତ୍ତି ଛେଣ୍ଡ ଅଞ୍ଚଳର ଚିନ୍ମୟ ବିଦ୍ୟାଳୟ (ଇ ଏମ୍) ସମୀପସ୍ଥ ଆଚାର୍ଯ୍ୟ ହରିହର ଛକରେ ଭବ୍ୟ ଉତ୍ସବ ମାଧ୍ୟମରେ ଉନ୍ମୋଚନ
Read More...

ଦାନା ପାଇଁ ଭବିଷ୍ୟତ ନିଲାମ : ଖପ୍ରାଖୋଲରେ ୮୧ ଛାତ୍ରଛାତ୍ରୀ ଅନୁପସ୍ଥିତ ଶିକ୍ଷା ବ୍ୟବସ୍ଥାର ଲଜ୍ୟାଜନକ ପରାଜୟ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ବ୍ଲକରେ ଚଳିତ ବର୍ଷ ମେଟ୍ରିକ ପରୀକ୍ଷାରେ ୮୧ ଜଣ ଛାତ୍ରଛାତ୍ରୀଙ୍କ ଅନୁପସ୍ଥିତି କେବଳ ଏକ ସଂଖ୍ୟା ନୁହେଁ । ଏହା ରାଜ୍ୟର ଶିକ୍ଷା ବ୍ୟବସ୍ଥାର ନିର୍ମମ ସତ୍ୟର ଆଇନା । ଯେତେବେଳେ ସରକାର “ଶିକ୍ଷା ଅଧିକାର”ର ଢୋଲ ପିଟୁଛନ୍ତି, ସେତେବେଳେ
Read More...