Browsing Category
ଓଡିଶା
କେସିଙ୍ଗା ବ୍ଲକ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର
କେସିଙ୍ଗା, (ପ୍ରୀତେଶ ପଟେଲ) : କେସିଙ୍ଗା ବ୍ଲକ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର କେସିଙ୍ଗା ବି. ଡି. ଓ ଜନ୍ମେଜୟ ସ୍ୱାଇଁଙ୍କ ନେତୃତ୍ଵରେ ଅନୁଷ୍ଠିତ ହୋଇଯାଇଛି । ସୂଚନା ମୁତାବକ ଶିବିରରେ ୧୮୮ ଜଣ ନିଜ ସ୍ୱାସ୍ଥ୍ୟ ସମସ୍ୟା ନେଇ ଆସିଥିଲେ ୫୪ ଜଣଙ୍କୁ ଘଟଣା ସ୍ଥଳରେ!-->…
Read More...
Read More...
ମାୟାବର୍ହା ହାଇସ୍କୁଲରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ
ଡୁଙ୍ଗୁରିପାଲି, (କେପିଏନ୍ଏସ୍) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହାର ପ୍ରଧାନଶିକ୍ଷକ ଡ. ରବିଚନ୍ଦ୍ର ପଶାୟତଙ୍କ ସଭାପତିତ୍ୱରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ଦୀନବନ୍ଧୁ ପ୍ରଧାନ ସଭାକୁ!-->…
Read More...
Read More...
ଜୟପାଟଣା ନବରଙ୍ଗପୁର ସୀମାନ୍ତ ଅଞ୍ଚଳରୁ ୫୫ ଲିଟର ହାତରନ୍ଧା ମଦ ଜବତ
ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ଅଞ୍ଚଳରେ ହାତରନ୍ଧା ଅପମିଶ୍ରିତ ମଦର କାରବାର କ୍ରମାଗତ ଭାବରେ ବୃଦ୍ଧି ପାଉଥିବା ବେଳେ ଗତ ଶୁକ୍ରବାର ଜୟପାଟଣା ଅବକାରୀ ବିଭାଗ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ୫୫ ଲିଟର ହାତରନ୍ଧା ମଦ ସେମାନଙ୍କ ଠାରୁ ଜବତ କରି କୋର୍ଟ ଚାଲାଣ କରିଥିବା ସୂଚନା!-->…
Read More...
Read More...
ଜୀବନ ବୀମା ନିଗମ ପରିଚାଳନା ନିର୍ଦ୍ଦେଶକଙ୍କ ବଲାଙ୍ଗିର ଗସ୍ତ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭାରତୀୟ ଜୀବନ ବୀମା ନିଗମ ପରିଚାଳନା ନିର୍ଦ୍ଦେଶକ ରତ୍ନାକର ପଟ୍ଟନାୟକଙ୍କ ଆଗାମୀ ଫେବୃୟାରୀ ୨୩ ତାରିଖରେ ବଲାଙ୍ଗିର ଗସ୍ତ କାର୍ଯ୍ୟକ୍ରମ ରହିଛି । ଶ୍ରୀ ପଟ୍ଟନାୟକଙ୍କ ଗସ୍ତ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ନିଗମର ବଲାଙ୍ଗିର ଶାଖା ପ୍ରବନ୍ଧନ ପକ୍ଷରୁ!-->…
Read More...
Read More...
ଅବ୍ୟବସ୍ଥା ଘେରରେ ପିପଳ ସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ : ଶ୍ରେଣୀ ଗୃହ ଛାତରୁ ପ୍ଲାଷ୍ଟର ଖସି ଲୁହା ଛଡ଼ ଦେଖାଗଲାଣି
ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : ଅବ୍ୟବସ୍ଥା ଘେରରେ ବିଦ୍ୟାଳୟ । ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବିଦ୍ୟାଳୟରେ ଅଧ୍ୟୟନ ରତ କୋମଳମତି ଛାତ୍ରଛାତ୍ରୀ । ବାରମ୍ବାର ଅଭିଯୋଗ ପରେ ବି ସୁଧୁରୁନି ସମସ୍ୟା । ଏହା କେଉଁ ଉପାନ୍ତ ଅଞ୍ଚଳର ନୁହେଁ, ଏ ହେଉଛି କନ୍ଧମାଳ!-->…
Read More...
Read More...
ଛାତ୍ରଙ୍କ ଭବିଷ୍ୟତ ଓ ସୁରକ୍ଷା ପାଇଁ ଉତ୍ତରଦାୟୀ କିଏ ? ମେଟ୍ରିକ୍ ପରୀକ୍ଷା ଦେବାକୁ ଟ୍ରାକ୍ଟରରେ ଗଲେ ଛାତ୍ର
ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : ମେଟ୍ରିକ୍ ପରୀକ୍ଷା ଦେବାକୁ ଟ୍ରାକ୍ଟରରେ ପରୀକ୍ଷା କେନ୍ଦ୍ରକୁ ଗଲେ ଛାତ୍ର । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ଅଞ୍ଚଳରୁ । ଯାହାର ଚିତ୍ର ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ!-->…
Read More...
Read More...
ଯୁବକ ହତ୍ୟା ଘଟଣାରେ ତିନି ଗିରଫ
ଅସ୍ତ୍ରଶସ୍ତ୍ର ସହ ୩ଟି ମୋବାଇଲ ସେଟ୍ ଜବତ
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ପୋଲିସ ଜିଲ୍ଲା ମୁଖ୍ୟାଳୟ ଛତ୍ରପୁର ଅଞ୍ଚଳରେ ଚାଞ୍ଚଲ୍ୟ ସହ ହଇଚଇ ସୃଷ୍ଟି କରିଥିବା ଗତ ଶୁକ୍ରବାର ଜଣାପଡ଼ିଥିବା ହତ୍ୟାକାଣ୍ଡ ଘଟଣାରେ ସଂପୃକ୍ତ ତିନି ଜଣ ଯୁବକ ଧରାପଡିଛନ୍ତି ସେମାନଙ୍କୁ!-->!-->!-->…
Read More...
Read More...
ଋଷିକୁଲ୍ୟା ରୋକେରୀକୁ ଜୈବ ବିବିଧତା ଐତିହ୍ୟ ସ୍ଥଳ ଭାବେ ଘୋଷଣା ପାଇଁ ଵି. ଏମ. ସି.ର ପ୍ରସ୍ତାବ
ଗଞ୍ଜାମ : (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ କନଫରେନ୍ସ ହଲରେ ଓଡିଶା ଜୈବ ବିବିଧତା ବୋର୍ଡ ଦ୍ୱାରା ଗଞ୍ଜାମ ଜିଲ୍ଲାର ୮ଟି ଜୈବ ବିବିଧତା ପରିଚାଳନା ସମିତିର ସଦସ୍ୟମାନଙ୍କୁ ନେଇ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଏକ ଦିବସୀୟ ବୈଠକରେ ଗଞ୍ଜାମ ବ୍ଲକ ଗୋଷ୍ଠୀ!-->…
Read More...
Read More...
ବିଶ୍ଵ ମାତୃଭାଷା ଦିବସ ପାଳନ
ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଆ ଭାଷା ବିକାଶ ମଞ୍ଚ ପକ୍ଷରୁ ବିଶ୍ୱ ମାତୃଭାଷା ଦିବସ ଆମ୍ବାଗାନ ନିକଟସ୍ଥ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ନିକଟରେ ପାଳନ କରାଯାଇଛି । ମଞ୍ଚର ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ରଙ୍କ ଆବାହକତ୍ୱ ଓ ସଂଯୋଜନା ତଥା ଶିକ୍ଷାବିତ ପ୍ରଶାନ୍ତ!-->…
Read More...
Read More...
ଅବକାରୀ ବିଭାଗ ଦ୍ଵାରା ଲାଇସେନ୍ସ ପ୍ରାପ୍ତ ଠିପି ବନ୍ଦ ମଦ ଦୋକାନରୁ ନକଲି ବିଦେଶୀ ମଦ ଜବତ : ୩ ଗିରଫ
ରାଉରକେଲା, (ସସ୍ମିତା ପ୍ରଧାନ) : ସହରରେ ଥିବା ଠିପି ବନ୍ଦ ବିଦେଶୀ ମଦ ଦୋକାନଗୁଡ଼ିକରେ ନକଲି ବିଦେଶୀ ମଦ ବିକ୍ରୟ ହେଉଥିବା ଏବଂ ମୁଦ୍ରିତ ଦାମ୍ ଠାରୁ ଅଧିକ ଦାମ୍ ନେଉଥିବା ବହୁ ଅଭିଯୋଗ ପରେ, ରାଉରକେଲା ଅବକାରୀ ଅଧିକ୍ଷକ ଘଟଣାକୁ ଗୁରୁତର ସହ ନେବା ସହିତ ଓଡିଶା ଅବକାରୀ ଆୟୁକ୍ତଙ୍କ!-->…
Read More...
Read More...