Browsing Category

ଓଡିଶା

ବଲାଙ୍ଗିର ଜିଲ୍ଲାପାଳଙ୍କୁ ଏମ୍‌ଆର୍‌ପି ଉପରେ ନୀତି ନିର୍ଦ୍ଧାରଣ ପାଇଁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗ୍ରାହକ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ କେନ୍ଦ୍ରୀୟ କାର୍ଯ୍ୟାଳୟ ନୂଆଦିଲ୍ଲୀର ପ୍ରସ୍ତୁତି ଓ ଆହ୍ଵାନ କ୍ରମେ ସମ ଗ୍ର ଦେଶରେ ଥିବା ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ, ସମସ୍ତ ଜିଲ୍ଲାରେ ଦାବୀପତ୍ର ଦେବା ସ୍ଥିର ହୋଇଛି । ଏଣୁ, ଆଜି ଏଠାରେ ବଲାଙ୍ଗିର ଜିଲ୍ଲାପାଳ ଗୌରବ
Read More...

ରାଉରକେଲାରେ ବିଶ୍ୱ ରେଡକ୍ରସ ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତୀୟ ରେଡକ୍ରସ ସୋସାଇଟି ରାଉରକେଲା ସିଟି ଶାଖା ପକ୍ଷରୁ ଆଜି ବିଶ୍ୱ ରେଡକ୍ରସ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଉଦିତନଗରସ୍ଥିତ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ସମ୍ମିଳନୀ କକ୍ଷ ଠାରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଅତିରିକ୍ତ
Read More...

ଲାଇବ୍ରେରୀଏନ୍ ଡକ୍ଟର ଶିବପ୍ରସାଦ ତ୍ରିପାଠୀଙ୍କ ଅବସର କାଳୀନ ସମ୍ବର୍ଦ୍ଧନା

ଲୋଇସିଂହା, (ବିମଳେନ୍ଦୁ ସାହୁ) : ୧୯.୧୦ ୧୯୮୪ରୁ ଆଜିଯାଏଁ କାର୍ଯ୍ୟରତ ଥିବା ଲୋଇସିଂହା କଲେଜର ଗ୍ରନ୍ଥାଗାରିକ (ଲାଇବ୍ରେରୀଏନ୍) ଡ଼. ଶିବ ପ୍ରସାଦ ତ୍ରିପାଠୀ ଆଜି କର୍ମ କ୍ଷେତ୍ରରୁ ଅବସର ଗ୍ରହଣ କରିଛନ୍ତି । ସେ ଜଣେ ମିଷ୍ଟଭାଷୀ, ପର ଉପକାରୀ ଏବଂ ସ୍ନେହ ବତ୍ସଲ୍ୟ ବ୍ୟକ୍ତିତ୍ଵ । ତାଙ୍କର
Read More...

ଯୁଭେଣ୍ଟିକା କାର୍ଯ୍ୟକ୍ରମରେ ଯୋଗଦେଲେ କିଶୋରୀ ବାଳିକା

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଲମପୁର ଥାନା ପରିସରରେ ଶୁକ୍ରବାର ଓଡିଶା ପିଲିସ ପକ୍ଷରୁ ଯୁଭେଣ୍ଟିକା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । କଲମପୁର ଆଇଆଇସି ସୁନିଲୋ କଣ୍ଡାଗୋରିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ସାଇବର ସଚେତନ କାର୍ଯ୍ୟକ୍ରମରେ ବ୍ଲକ ଅନ୍ତର୍ଗତ ବିଭିନ୍ନ
Read More...

ଦେଶୀ କାବ୍ରୀ ବାଇଗଣ ବିହନର ସଂରକ୍ଷଣ ଓ ବାଇଗଣ ଚାଷର ପ୍ରସାର ପାଇଁ ରାଜ୍ୟସ୍ତରରେ ଜନମୁକ୍ତି ଅନୁଷ୍ଠାନ ସମ୍ମାନୀତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ଭୁବନେଶ୍ୱରର ହୋଟେଲ ପ୍ରେସିଡେନ୍ସିଠାରେ ଦୁଇ ଦିନ ଧରି ଚାଲିଥିବା ମେ ୭ ଓ ୮ ,୨୦୨୬ ରାଜ୍ୟସ୍ତରୀୟ ଏଗ୍ରିକଲଚର ପ୍ରଡକ୍ସନ କ୍ଲଷ୍ଟରର ବାର୍ଷିକ ଅଧିବେଶନରେ ଜନମୁକ୍ତି ଅନୁଷ୍ଠାନ ସମ୍ମାନୀତ ହୋଇଛି । ଦେଶୀ କାବ୍ରୀ ବିହନ ସଂରକ୍ଷଣ ଓ ଦେଶୀ ବାଇଗଣ ଚାଷକୁ
Read More...

ମୁରିବାହାଲ ଥାନାରେ ଜୁଭେଣ୍ଟିକା କାର୍ଯ୍ୟକ୍ରମ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବର୍ତ୍ତମାନର ଦ୍ରୁତ ପରିବର୍ତ୍ତନଶୀଳ ସମାଜ ଓ ଡିଜିଟାଲ ଯୁଗରେ ଛାତ୍ରଛାତ୍ରୀମାନେ ବିଭିନ୍ନ ସାମାଜିକ ଓ ସାଇବର ଅପରାଧର ସମ୍ମୁଖୀନ ହେଉଥିବାବେଳେ ସେମାନଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ପରିସରରେ ଓଡିଶା ସରକାରଙ୍କ
Read More...

ଚିତା ଜଳିଲା : ଅନ୍ତିମ ଦର୍ଶନ କରି ପାରିଲେ ନାହିଁ ବିଧବା ପତ୍ନୀ ଓ ବଡ଼ ପୁଅ

ଜୟପାଟଣା, (ଶେଷଦେବ ବେହେରା) : ମୁଖିଗୁଡ଼ା ପୁରୁଣା ସାହିର ଚଇତୁ ମାଝୀଙ୍କ ମୃତ୍ୟୁ ଘଟଣା ଅନେକଙ୍କୁ ଚହଲାଇ ଦେଇଥିଲା । ପାଞ୍ଚ ପ୍ରାଣୀଙ୍କ ପେଟ ଅପୁରା ହେବା ପରେ ଘରେ ସ୍ୱାମୀ ଓ ଦୁଇ ବାଳୁତ ପୁଅ ଝିଅଙ୍କୁ ଛାଡି ସ୍ତ୍ରୀ ସାନ ଦେଇ ବଡ଼ ପୁଅ ହେମନ୍ତକୁ ଧରି ଦାଦନ ଖଟିବା ପାଇଁ ସୁଦୂର
Read More...

ଲୋଇସିଂହା ଥାନାରେ “ଜୁଭେଣ୍ଟିକା” କିଶୋର କିଶୋରୀ ମାନଙ୍କ ସହ ପୋଲିସର ସଚେତନତା ଓ ଭାବ ବିନିମୟ କାର୍ଯ୍ୟକ୍ରମ…

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ପୋଲିସ ଥାନାର ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା ଏବଂ ୟୁନିସେଫର ମିଳିତ ସହଯୋଗରେ “ଜୁଭେଣ୍ଟିକା" କିଶୋର କିଶୋରୀ ମାନଙ୍କ ସହିତ ପୋଲିସର ସଚେତନତା ଓ ସମ୍ପର୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଯୋଗେଶ
Read More...

ବିଜେପି ଆଇଟି ସେଲ ସଂଯୋଜକ ନୀଳାଞ୍ଚଳ ଦରୁଆନଙ୍କୁ ରାତି ଅଧରେ ଘରୁ ଉଠାଇ ନେଇ ମରଣାନ୍ତକ ଆକ୍ରମଣ : ପୁଣି ବିରୋଧରେ…

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାରେ ଚାଂଚଲ୍ୟ । ବିଜେପି ଆଇଟି ସେଲ ସଂଯୋଜକଙ୍କୁ ହତ୍ୟା ଧମକ । ରାତିଅଧରେ ବନ୍ଧୁକ ମୁନରେ ତାଙ୍କୁ ଘରୁ ଉଠାଇନେଲେ ୮ ଦୁର୍ବୃତ୍ତ । ବନ୍ଧୁ ଦେଖାଇ ଧମକ ଚମକ ଦେଇ ଅଧାବାଟରେ ଛାଡ଼ିଦେଲେ । ଏଭଳି ଏକ ଖବରକୁ ନେଇ ବରଗଡ଼ରେ ଆଲୋଡ଼ନ ସୃଷ୍ଟି ହୋଇଛି ।
Read More...

ଜନ ବିରୋଧୀ କାର୍ଯ୍ୟ ପାଇଁ ଓଡିଶା ମେଟାଲିକ ବିରୋଧରେ ଜିଲ୍ଲାପାଳଙ୍କୁ ଦାବିପତ୍ର

ସମାଧାନ ନ ହେଲେ ଆନ୍ଦୋଳନ, ଓଡିଶା ମେଟାଲିକ ବିରୋଧରେ ବଢୁଛି ଜନ ଅସନ୍ତୋଷ ରାଉରକେଲା/​ଝାରସୁଗୁଡ଼ା, (ସସ୍ମିତା ପ୍ରଧାନ) : ଝାରସୁଗୁଡ଼ା ଜିଲ୍ଲା ମରାକୁଟା ସ୍ଥିତ ଓଡ଼ିଶା ମେଟାଲିକ୍ସ କମ୍ପାନୀର ଜନବିରୋଧୀ କାର୍ଯ୍ୟକଳାପ ବିରୁଦ୍ଧରେ ମରାକୁଟା ଗ୍ରାମ ପଞ୍ଚାୟତ ପକ୍ଷରୁ ସ୍ୱର ଉତ୍ତୋଳନ
Read More...