Browsing Category

ଓଡିଶା

ସାବିତ୍ରୀ ବ୍ରତରେ ଚାରାରୋପଣ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଅନ୍ତର୍ଗତ ମହୁଲପାଲି ଗ୍ରାମର ମନ୍ଦାକିନୀ ବରିହା ସାବିତ୍ରୀ ବ୍ରତ ଅବସରରେ ପରିବେଶ ସୁରକ୍ଷାର ବାର୍ତ୍ତା ଦେଇ ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା କରି ଏକ ବଉଳ ଚାରା ଗାଁ ମୁଣ୍ଡ ରାସ୍ତା ପାର୍ଶ୍ବରେ ରୋପଣ କରିଥିଲେ । ସାଧାରଣତଃ ଜ୍ୟେଷ୍ଠ
Read More...

ବିଷ୍ଣୁ ଭାଇଙ୍କ ବିୟୋଗରେ ଆଦର୍ଶ ପାଠାଗାରର ଶୋକ

ରାଉରକେଲା, (ସସ୍ମିତା ପ୍ରଧାନ) : କମ୍ରେଡ ବିଷ୍ଣୁ ମହାନ୍ତିଙ୍କ ବିୟୋଗରେ ସହରର ସର୍ବ ପୁରାତନ ସାହିତ୍ୟାନୁଷ୍ଠାନ ଆଦର୍ଶ ପାଠାଗାର ତରଫରୁ ଶୋକସଭା ପାଳନ କରାଯାଇଥିଲା । ଆର୍‌ଏସ୍‌ପି ଅବସରପ୍ରାପ୍ତ କର୍ମଚାରୀ ସଂଘ କାର୍ଯ୍ୟାଳୟ ଠାରେ ପାଠାଗାରର ସଭାପତି ରାଧାକାନ୍ତ ମିଶ୍ରଙ୍କ ଅଧ୍ୟକ୍ଷତାରେ
Read More...

ଶାରଳା ପରିବାରର ସର୍ବତ ଓ ପାନୀୟ ଜଳ ବଣ୍ଟନ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଦାୟିତ୍ୱବୋଧ ନେଇ ସାମାଜିକ ଅନୁଷ୍ଠାନ ଶାରଳା ପରିବାର ତରଫରୁ ଆମ୍ବାଗାନ ଛକ ଠାରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପଥଚାରୀଙ୍କ ମଧ୍ୟରେ ସର୍ବତ ଓ ପାନୀୟ ଜଳ ବଣ୍ଟନ କରାଯାଇଥିଲା । ଅନୁଷ୍ଠାନର ସାଧାରଣ ସମ୍ପାଦକ ରମେଶ ଚନ୍ଦ୍ର ସେଠୀ ଓ ବରିଷ୍ଠ
Read More...

ସୃଜନ ସାହିତ୍ୟ ସଂସ୍କୃତି ସଂସଦର ମାସିକ କବିତା ଆସର

​ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସୃଜନ ସାହିତ୍ୟ ସଂସ୍କୃତି ସଂସଦ, ଛତ୍ରପୁର ଆନୁକୂଲ୍ୟରେ ସ୍ଥାନୀୟ ଅବସରପ୍ରାପ୍ତ କର୍ମଚାରୀ ସଂଘ କାର୍ଯ୍ୟାଳୟ ପରିସରରେ ଏକ ମାସିକ କବିତା ଆସର ଅନୁଷ୍ଠିତ ହୋଇଯାଇଛି । କବି ଡ. ପ୍ରଶାନ୍ତ କୁମାର ଶତପଥୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି
Read More...

ଛତ୍ରପୁର ବ୍ରହ୍ମାକୁମାରୀ ସଂସ୍ଥାନର ୩୦ତମ ପ୍ରତିଷ୍ଠା ଉତ୍ସବ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଛତ୍ରପୁର ଶାଖାର ୩୦ତମ ବାର୍ଷିକୀ ପ୍ରତିଷ୍ଠା ଉତ୍ସବ ରବିବାର ବର୍ଣ୍ଣାଢ୍ୟ ସମାରୋହରେ ପାଳିତ ହୋଇଯାଇଛି । ଓଁ ଶାନ୍ତି ଧ୍ୱନିରେ ପରିଚାଳିତ କରାଇ ଲୋକଙ୍କୁ ସତ୍ ମାର୍ଗରେ ପ୍ରବର୍ତ୍ତାଇ ଆସୁଥିବା ଏହି
Read More...

ପିଡିଏସ୍‌ ଚାଉଳ ବଣ୍ଟନ ପାଇଁ ସବ୍‌ସେଣ୍ଟର୍ ସ୍ଥାନ ଚିହ୍ନଟ                    

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଭରସୁଜା ଗ୍ରାମ ପଞ୍ଚାୟତ ୧୧ ଖଣ୍ଡ ଗ୍ରାମକୁ ନେଇ ଗଠିତ । ସେଗୁଡିକ ହେଲା ଭରସୁଜା, ପିପିଲିପାଲି, ଦର୍ଲିପାଲି, ଗଣ୍ଡପାଲି, ବିନ୍ଧାପାଲି, ମନୁପାଲି, ଜେମାପାଲି, ବାଦିପାଲି, ଗୁଣ୍ଡୁରୁମୁଣ୍ଡା, ସଂସା, ଜେମାପାଲି
Read More...

ଆମ୍ ଆଦମୀ ପାର୍ଟିର ଟାର୍ଗେଟରେ ଏବେ ପଂଚାୟତ ଓ ପୌର ନିର୍ବାଚନ

ବରଗଡ଼, (ମୁନ୍ନା ସାହୁ) : ଆସନ୍ତା ୨୪ ତାରିଖ ରାଜ୍ୟସଭା ସାଂସଦ ସଂଜୟ ସିଂ ଓଡିଶା ଗସ୍ତରେ ଆସୁଛନ୍ତି । ଆଗାମୀ ପଂଚାୟତ ଓ ପୌର ନିର୍ବାଚନରେ ଆମ୍ ଆଦମୀ ପାର୍ଟି ସକ୍ରିୟ ଭାବେ ଲଢ଼ିବାକୁ ଯାଉଥିବାରୁ ଏହାର ପ୍ରସ୍ତୁତି ସଭାରେ ଯୋଗ ଦେବେ ସଂଜୟ ସିଂ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ସଂଗଠନ
Read More...

କଁସିଲ ଗାଁରେ ଆର୍ଟ ଅଫ ଗିଭିଙ୍ଗ କାର୍ଯ୍ୟକ୍ରମ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କଁସିଲ ଗାଁ ଠାରେ ଆର୍ଟ ଅଫ ଗିଭିଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କିଟ ଓ କିସ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ଆହ୍ୱାନ କ୍ରମେ ୨୦୧୩ ମସିହାରୁ ଆର୍ଟ ଓ ଅଫ ଗିଭିଙ୍ଗ ପାଳିତ ହୋଇ ଆସୁଥିବା ବେଳେ ଚଳିତ
Read More...

ଦୁଲଦୁଲି କଳା ପରିଷଦର ସାମ୍ବାଦିକ ସମ୍ମିଳନୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା ୨୨ ରୁ ୨୪ ଯାଏଁ ଦୁଲୁକିବ ବଲାଙ୍ଗିର । ଦୁଲଦୁଲି କଳା ପରିଷଦର ୨୫ ବର୍ଷ ପୂର୍ତ୍ତି ଅବସରରେ ଜାତୀୟ ଆଦିବାସୀ ନୃତ୍ୟ ସଙ୍ଗୀତ ସମାରୋହ ଅବସରରେ ଲୋକକଳା ଉତ୍ସବ ଅନୁଷ୍ଠିତ ହେବ । ଏହାକୁ ନେଇ ସ୍ଥାନୀୟ ବଲାଙ୍ଗିର ସାମ୍ୱାଦିକ ଭବନ ଠାରେ ଏକ ସାମ୍ବାଦିକ
Read More...

ଆକ୍ସନ ମୋଡ଼ରେ ଜିଲ୍ଲାପାଳ ଓ ଏସପି : ସାବାଡ଼ ହେବେ ବାଲି ମାଫିଆ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ଆକ୍ସନ ମୋଡ଼ରେ ଜିଲ୍ଲାପାଳ ଓ ଏସପି ବିଭିନ୍ନ ବାଲି ଘାଟରେ ମିଳିତ ଚଢ଼ାଉ । ୧୦ ହାଇୱା ସହ ୨ ଜେସିବି ଜବତ ହୋଇଥିବା ନେଇ ସୂଚନା । ତେବେ ବଲାଙ୍ଗିର ସଦର ଥାନା, ପୁଇଁତଳା ଥାନା, ଆଗଲପୁର ଥାନା ସହ ଟିଟିଲାଗଡ ଥାନାରେ ହାଇୱା ଜବତ କରାଯାଇଛି ।
Read More...