Browsing Category

ଓଡିଶା

ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ଛାତ୍ରଛାତ୍ରୀଙ୍କ ସଫଳତା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ଯୁକ୍ତ ୩ ଶେଷ ବର୍ଷ (ସ୍ନାତକ) କଳା, ବାଣିଜ୍ୟ, ବିଜ୍ଞାନ ପରୀକ୍ଷାଫଳ ଶୁକ୍ରବାର ସନ୍ଧ୍ୟାରେ ପ୍ରକାଶିତ ହୋଇଛି । ଏଥିରେ ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗରେ
Read More...

ଡଚ୍ ସିଇଓମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ନେଦରଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀ ରବ ଜେଟେନ ଆଜି ଶକ୍ତି, ବନ୍ଦର, ସ୍ୱାସ୍ଥ୍ୟ, କୃଷି ବାଣିଜ୍ୟ ଏବଂ ପ୍ରଯୁକ୍ତିବିଦ୍ୟା ଭଳି ବିଭିନ୍ନ କ୍ଷେତ୍ରର ପ୍ରମୁଖ ଡଚ୍ କମ୍ପାନୀଗୁଡ଼ିକର କାର୍ଯ୍ୟ ନିର୍ବାହୀ ଅଧିକାରୀ
Read More...

ନେଦରଲ୍ୟାଣ୍ଡ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆନୁଷ୍ଠାନିକ ଆଲୋଚନା

ନୂଆଦିଲ୍ଲୀ, (ପିଆଇବି) : ଆଜି ହେଗରେ ଡଚ୍ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନ (କ୍ୟାଟସୁଇସ୍) ଠାରେ ନେଦରଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀଯୁକ୍ତ ରବ ଜେଟେନଙ୍କ ସହ ଆନୁଷ୍ଠାନିକ ଆଲୋଚନା କରିଛନ୍ତି। ଦୁଇ ପ୍ରଧାନମନ୍ତ୍ରୀ ଭାରତ-ନେଦରଲ୍ୟାଣ୍ଡ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ
Read More...

ଭାରତ ପ୍ରଧାନମନ୍ତ୍ରୀଙ୍କ ନେଦରଲ୍ୟାଣ୍ଡ ଗସ୍ତ ସମ୍ପର୍କରେ ଭାରତ-ନେଦରଲ୍ୟାଣ୍ଡ ମିଳିତ ବିବୃତ୍ତି

ନୂଆଦିଲ୍ଲୀ, (ପିଆଇବି) : ନେଦରଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ରବ ଜେଟେନଙ୍କ ନିମନ୍ତ୍ରଣ କ୍ରମେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୬-୧୭ ମେ ୨୦୨୬ ରେ ନେଦରଲ୍ୟାଣ୍ଡକୁ ସରକାରୀ ଗସ୍ତ କରିଥିଲେ। ଏହା ପ୍ରଧାନମନ୍ତ୍ରୀ ମୋଦୀଙ୍କର ନେଦରଲ୍ୟାଣ୍ଡକୁ ଦ୍ୱିତୀୟ ଗସ୍ତ ଥିଲା।୧୬ ମେ
Read More...

ରାଜସ୍ଥାନ, ମେଘାଳୟ, ମହାରାଷ୍ଟ୍ର, ଝାଡ଼ଖଣ୍ଡ ଏବଂ ଦିଲ୍ଲୀର ଏମସିଡି ଅଞ୍ଚଳରେ ଗୃହ ତାଲିକାକରଣ ଏବଂ ଗୃହ ଗଣନା ନିମନ୍ତେ…

ଗୁଜରାଟ, ଜମ୍ମୁ ଏବଂ କାଶ୍ମୀର, ଲଦାଖ ଏବଂ ପୁଡୁଚେରୀରେ ସ୍ୱ-ଗଣନା ଆରମ୍ଭ୧.୪୪ କୋଟିରୁ ଅଧିକ ପରିବାର ଦ୍ବାରା ସ୍ୱ-ଗଣନା ସଂପୂର୍ଣ୍ଣ ନୂଆଦିଲ୍ଲୀ, (ପିଆଇବି) : ଜନଗଣନା ୨୦୨୭ର ପର୍ଯ୍ୟାୟ-୧ ଅନ୍ତର୍ଗତ ପାଞ୍ଚଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ - ରାଜସ୍ଥାନ, ମେଘାଳୟ, ମହାରାଷ୍ଟ୍ର,
Read More...

ପ୍ରଧାନମନ୍ତ୍ରୀଙ୍କ ଆଫସ୍ଲୁଇଟଡିଜକ୍ ଡ୍ୟାମ୍ ପରିଦର୍ଶନ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ନେଦରଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ମହାମହିମ ରବ ଜେଟେନଙ୍କ ସହିତ, ନେଦରଲ୍ୟାଣ୍ଡର ପ୍ରତୀକାତ୍ମକ ଜଳ ପରିଚାଳନା ସରଞ୍ଚନା ଆଫସ୍ଲୁଇଟଡିଜକ୍ ପରିଦର୍ଶନ କରିଛନ୍ତି।ଏହି ଗସ୍ତ ଦୁଇ ଦେଶର ଅଭିନବ ଜଳ ପରିଚାଳନା ସମାଧାନ, ଜଳବାୟୁ ସ୍ଥିରତା
Read More...

୬୬ତମ ଓଡିଶା ରାଜ୍ୟ ସିିନିୟର ସୁଇମିଂ ଚମ୍ପିୟାନସିପ୍ ଉଦ୍‌ଯାପିତ

ପୁରୁଷ ବ୍ୟକ୍ତିଗତ ଚମ୍ପିୟାନ ହେଲେ ଅଭିନବ କୁମାର ସିଂହମହିଳାରେ ପ୍ରତ୍ୟାଶା ରାଏ ଏବଂ ସ୍ରିଷ୍ଟି ଉପାଧ୍ୟାୟ ଯୁଗ୍ମ ଚମ୍ପିୟାନଦଳଗତ ଚମ୍ପିୟାନ ଖୋର୍ଦ୍ଧା, ରନର୍ସ-ଅପ୍ ବରଗଡ଼ ବଲାଙ୍ଗିର, (କେପିଏନ୍‌ଏସ୍‌) : ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମର ଅକ୍ୱାଟିକ ସେଣ୍ଟର ଠାରେ ୧୬ ତାରିଖରୁ ଆରମ୍ଭ
Read More...

ଅପମିଶ୍ରିତ ତେଲ କାରଖାନାରେ ଜିଲ୍ଲାପାଳଙ୍କ ସରଜମିନ ତଦନ୍ତ

ଆକ୍ସନ ମୋଡ଼ରେ ଜିଲ୍ଲାପାଳ ଗ୍ରାଉଣ୍ଡକୁ ଓହ୍ଲାଇ କଲେ ତଦନ୍ତ ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର-ବଲାଙ୍ଗିର ଏନ୍‌ଏଚ୍‌-୫୭ କଡ଼ରେ ଖମ୍ବେଶ୍ୱରୀପାଲି ଠାରେ ଥିବା ନାୟାରା ପେଟ୍ରୋଲ ପମ୍ପ ମାଲିକ ମନୋଜ ସାହୁଙ୍କ ଗୋଦାମରେ ବେଆଇନ ଭାବେ ଚାଲିଥିବା କଳାକାରବାରର ପର୍ଦ୍ଦାଫାଶ
Read More...

ବଲାଙ୍ଗିର ଡିଷ୍ଟିକ୍‌ ସିଭିଲ୍ ସୋସାଇଟି ଗଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ବିଭିନ୍ନ ନ୍ୟାୟ ଦାବିକୁ ସାମ୍ବିଧାନିକ ଉପାୟରେ ସରକାରଙ୍କ ଠାରେ ଉପସ୍ଥାପନ କରିବା ଏବଂ ଜିଲ୍ଲାର ବିଭିନ୍ନ ମୌଳିକ ସମସ୍ୟାର ସମାଧାନ ଦିଗରେ ଏକ ପ୍ରେସର୍ ଗୃପ୍ ଭାବରେ କାମ କରିବା ଲକ୍ଷ୍ୟ ନେଇ ଏକ ନୂତନ ସଂଗଠନ ଆରମ୍ଭ ହୋଇଛି । ବଲାଙ୍ଗିର
Read More...

ସାବିତ୍ରୀ ବ୍ରତରେ ଚାରାରୋପଣ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଅନ୍ତର୍ଗତ ମହୁଲପାଲି ଗ୍ରାମର ମନ୍ଦାକିନୀ ବରିହା ସାବିତ୍ରୀ ବ୍ରତ ଅବସରରେ ପରିବେଶ ସୁରକ୍ଷାର ବାର୍ତ୍ତା ଦେଇ ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା କରି ଏକ ବଉଳ ଚାରା ଗାଁ ମୁଣ୍ଡ ରାସ୍ତା ପାର୍ଶ୍ବରେ ରୋପଣ କରିଥିଲେ । ସାଧାରଣତଃ ଜ୍ୟେଷ୍ଠ
Read More...