Browsing Category

ଦେଶ ବିଦେଶ

ଆୟୁର୍ବେଦ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ ବିଲ୍‌କୁ ପାର୍ଲାମେଣ୍ଟର ଅନୁମୋଦନ

• ଜାମନଗରରେ ଆୟୁର୍ବେଦ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ (ଆଇଟିଆରଏ) ପ୍ରତିଷ୍ଠା ପାଇଁ ପଥ ପରିଷ୍କାରନୂଆଦିଲ୍ଲୀ, (ପିଆଇବି) : ଆୟୁର୍ବେଦ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ ବିଲ୍‌-୨୦୨୦ ଗତକାଲି ରାଜ୍ୟସଭାରେ ଅନୁମୋଦନ ଲାଭ କରିଛି । ପୂର୍ବରୁ ଏହି ବିଲ୍‌ଟି ଲୋକସଭାରେ ମାର୍ଚ୍ଚ ୧୯ ତାରିଖରେ
Read More...

ନୂଆ ବର୍ଷରେ ଦେଶରେ ଉପଲବ୍ଧ ହୋଇପାରେ କରୋନା ଭେକ୍‌ସିନ : କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ

ନୂଆଦିଲ୍ଲୀ : କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ଆଜି ରାଜ୍ୟସଭାରେ କହିଛନ୍ତି ଯେ, ଭାରତରେ କରୋନା ଭେକ୍‌ସିନ ପରୀକ୍ଷଣ ଫେଜ୍‌-୧, ଫେଜ୍‌-୨ ଓ ଫେଜ୍‌-୩ରେ ପହଂଚି ସାରିଛି । ସେ ଆହୁରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନରେ ଏକ ଏକ୍ସପର୍ଟ
Read More...

ମାନୁନି ନେପାଳ : ଧରି ବସିଛି ନୂଆ ନକ୍ସା

ନୂଆଦିଲ୍ଲୀ : ନେପାଳର ଓଲି ସରକାର ପୁଣି ନକ୍ସା ବିବାଦକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି କରିଛି । ନେପାଳ ସରକାର ଗତ ମଙ୍ଗଳବାର ଦିନ ନିଜ ଦେଶର ବିବାଦୀୟ ନକ୍ସାକୁ ସ୍କୁଲ ପାଠ୍ରକ୍ରମରେ ସାମିଲ୍‌ କରିଥିବା ସୂଚନାରେ କୁହାଯାଇଛି । ଏପରିକି ନେପାଳ ନିଜ ଦେଶର ଏକ ଓ ଦୁଇ ଟଙ୍କିଆ କଏନ୍‌ ଉପରେ ନୂଆ
Read More...

ଏଲ୍‌ଏସି.ରେ ଲାଉଡ୍‌ ସ୍ପିକର୍‌ : ଚୀନ୍‌ର ପୁରୁଣା ଷଡ଼ଯନ୍ତ୍ର : ୧୯୬୨ରେ ବି ଏମିତି କରିଥିଲା ଚୀନ୍

ନୂଆଦିଲ୍ଲୀ : ଲଦ୍ଦାଖରେ ବାସ୍ତବିକ ନିୟନ୍ତଣ ରେଖା (ଏଲ୍‌ଏସି)ରେ ଭାରତ ଓ ଚୀନ୍‌ ସେନା ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଂଚିଛି । ପ୍ରତ୍ୟହ ଚୀନ୍‌ ଭାରତ ବିରୁଦ୍ଧରେ ନୂଆ ନୂଆ ଷଡ଼ଯନ୍ତ୍ର କରି ଚାଲିଛି । ଭାରତୀୟ ସେନାରେ ଶିଖ୍‌ ଯୱାନ୍‌ର ଉପସ୍ଥିତିକୁ ଦୃଷ୍ଟି ଦେଇ ଚୀନ ଏବେ ଏଲ୍‌ଏସି.ରେ
Read More...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୦ତମ ଜନ୍ମଦିନ ଅବସରରେ ଶୁଭେଚ୍ଛା ସୁଅ ଛୁଟୁଛି

ନୂଆଦିଲ୍ଲୀ, (କେପିଏନ୍‌ଏସ୍‌) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଜି ୭୦ତମ ଜନ୍ମ ଦିବସ । ଏହି ଅବସରରେ ଦେଶ ବିଦେଶରୁ ଶୁଭେଚ୍ଛାର ସୁଅ ଛୁଟୁଛି ତାଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ । ତାଙ୍କ ପରମ ବୈଭବଶାଳୀ ଭାରତ ନିର୍ମାଣ ଅଭିଯାନ ସଫଳ ହେଉ ତଥା ତାଙ୍କ ଆଗାମୀ ସମୟ ସ୍ୱଚ୍ଛ ଓ ସମୃଦ୍ଧ
Read More...

ପ୍ରତିରକ୍ଷା ସହଯୋଗ ନେଇ ଭାରତ ଓ ଆମେରିକା ପ୍ରତିରକ୍ଷା ପ୍ରତିନିଧି ମଣ୍ଡଳୀର ଭର୍ଚୁଆଲ ଆଲୋଚନା

ନୂଆଦିଲ୍ଲୀ, (ପିଆଇବି) : ସେପ୍ଟେମ୍ବର ୧୫, ୨୦୨୦ରେ ୧୦ମ ପ୍ରତିରକ୍ଷା ପ୍ରଯୁକ୍ତି ଓ ବାଣିଜ୍ୟିକ ଉପକ୍ରମ (ଡିଟିଟିଆଇ) ଗୋଷ୍ଠୀର ଭର୍ଚୁଆଲ ବୈଠକ ଅନୁଷ୍ଠିତ ହୋଇଛି । ଭାରତ ପକ୍ଷରୁ ପ୍ରତିରକ୍ଷା ଉତ୍ପାଦନ ସଚିବ ରାଜକୁମାର ଓ ଆମେରିକା ତରଫରୁ ଅଣ୍ଡର ସେକ୍ରେଟାରୀ ଅଫ ଡିଫେନ୍ସ ଫର
Read More...

ଦିନକେ ସର୍ବାଧିକ ସଂଖ୍ୟକ ଆରୋଗ୍ୟ ରେକର୍ଡ

• ବିଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ ୮୨,୯୬୧ ଜଣ ସୁସ୍ଥ• ନୂଆ ଆରୋଗ୍ୟଙ୍କ ମଧ୍ୟରୁ ଏକ ତୃତୀୟାଂଶ କେବଳ ମହାରାଷ୍ଟ୍ରରେ• ସକ୍ରିୟ ମାମଲା ତୁଳନାରେ ଆରୋଗ୍ୟଙ୍କ ସଂଖ୍ୟା ୪ ଗୁଣ ଅଧିକନୂଆଦିଲ୍ଲୀ, (ପିଆଇବି) : ଭାରତରେ ଅଧିକ ସଂଖ୍ୟକଙ୍କ ରୋଗୀଙ୍କ ସୁସ୍ଥ ହେବା ହାର ଜାରି ରହିଛି। ବିଗତ
Read More...

ଓଡ଼ିଶା ସମେତ ପୂର୍ବ ଭାରତରେ ଇସ୍ପାତ ଉତ୍ପାଦନ ବୃଦ୍ଧି ପାଇଁ ଉଦ୍ୟମ କରାଯାଉଛି : ମନ୍ତ୍ରୀ ଶ୍ରୀ ପ୍ରଧାନ

ନୂଆଦିଲ୍ଲୀ, (ପିଆଇବି) : ଓଡିଶା ସମେତ ପୂର୍ବ ଭାରତରେ ଇସ୍ପାତ ଉତ୍ପାଦନ ବୃଦ୍ଧି ପାଇଁ ନାନାବିଧ ଉଦ୍ୟମ କରାଯାଉଛି । ରାଜ୍ୟସଭାରେ ଆଜି ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସୂଚନା ଦେଇଛନ୍ତି ।ସେ କହିଛନ୍ତି ଯେ ଦେଶରେ ଇସ୍ପାତ
Read More...

କରୋନା ଏବେ ପ୍ରାରମ୍ଭିକ ସ୍ଥିତିରେ ଅଛି, ଆଗକୁ ଆହୁରି ବିଗାଡ଼ିବ ଅବସ୍ଥା : ବିଶ୍ୱ ସ୍ୱାସ୍ଥ୍ୟ ବିଶେଷଜ୍ଞ

ନୂଆଦିଲ୍ଲୀ : ବିଶ୍ୱର ବେଶ୍‌ ଜଣାଶୁଣା ସ୍ୱାସ୍ଥ୍ୟ ବିଶେଷଜ୍ଞ କରୋନା ଉପରେ ଚେତାବନୀ ଦେବାକୁ ଯାଇ କହିଛନ୍ତି ଯେ, ଏବେ କରୋନା ମହାମାରୀ ପ୍ରାରମ୍ଭିକ ସ୍ଥିତିରେ ଅଛି । କରୋନାର ଦ୍ୱିତୀୟ ପର୍ଯ୍ୟାୟ ଆସିବା ବେଳକୁ ଆହୁରି ଖତର୍‌ନାକ୍‌ ହୋଇପାରେ ସ୍ଥିତି । ସ୍ୱାସ୍ଥ୍ୟ ବିଶେଷଜ୍ଞ ଡେଭିଡ଼୍‌
Read More...

ୟୁପି.ରେ ଏବେ ଲୁଣ ଘୋଟାଲା : ମନ୍ତ୍ରୀ ଜୟପ୍ରକାଶ ନିଷାଦଙ୍କୁ ପଚରା ଉଚୁରା ପାଇଁ ପୁଲିସ ପକ୍ଷରୁ ପ୍ରସ୍ତୁତି ଆରମ୍ଭ

ଲଖନୋ : ଖାଦ୍ୟ ଏବଂ ଆପୂର୍ତ୍ତି ବିଭାଗରେ ଲୁଣ ସପ୍ଲାଏ ପାଇଁ ଠିକା ଦିଆଯିବା ନାମରେ କୋଟି କୋଟି ଟଙ୍କାର ହେର୍‌ଫେର୍‌ ହୋଇଥିବା ଘଟଣାରେ ପଶୁଧନ ରାଜ୍ୟମନ୍ତ୍ରୀ ଜୟପ୍ରକାଶ ନିଷାଦଙ୍କ ଉପରେ ସଂଦେହ ସୃଷ୍ଟି ହୋଇଥିବା ବେଳେ ସୂଚନା ସଂଗ୍ରହ ପାଇଁ ରାଜ୍ୟମନ୍ତ୍ରୀ ଶ୍ରୀ ନିଷାଦଙ୍କୁ ପୁଲିସ ପଚରା
Read More...