Browsing Category
ଦେଶ ବିଦେଶ
ଆଜମଗଡ଼ରେ ହେଲିକ୍ୟାପ୍ଟର୍ ଦୁର୍ଘଟଣାଗ୍ରସ୍ତ : ପାଇଲଟ୍ ମୃତ, ଜଣେ ଆହତ
ଲଖ୍ନଉ : ଉତ୍ତର ପ୍ରଦେଶର ଆଜମଗଡ଼ ଜିଲ୍ଲାରେ ଏକ ହେଲିକ୍ୟାପଟର୍ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଶିକ୍ଷାର୍ଥୀ ପାଇଲଟ୍ଙ୍କ ମୃତ୍ୟୁ ହୋଇଯାଇଛି ଏବଂ ଜଣେ ଆହତ ହୋଇଥିବା ସୂଚନା ମିଳିଛି । ହେଲିକ୍ୟାପ୍ଟର୍ରେ ୪ ଜଣ ବସିଥିଲେ । ପୋଲିସ ଏବଂ ସ୍ଥାନୀୟ ଅଧିକାରୀ ଦୁର୍ଘଟଣା ସ୍ଥଳରେ ପହଂଚି!-->…
Read More...
Read More...
ଜାଣନ୍ତୁ, କେଉଁ ଦେଶକୁ କେବେ ମିଳିବ କରୋନା ଭେକ୍ସିନ୍
ନୂଆଦିଲ୍ଲୀ : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କରୋନା ଭାଇରସ୍ର ଭେକ୍ସିନ୍ ବିତରଣ ପାଇଁ ଯୋଜନା ଘୋଷଣା କରିଦେଇଛି । ବିଭିନ୍ନ ଦେଶକୁ ଠିକ୍ ସମୟରେ ଭେକ୍ସିନ୍ ଦେବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କୋବେକ୍ସକୁ ଲଂଚ କରିଛି । କୋବେକ୍ସ ଦ୍ୱାରା ଭେକ୍ସିନ୍ ବିତରଣ ହେବ । ବର୍ତ୍ତମାନ!-->…
Read More...
Read More...
ଅଭିନେତ୍ରୀ ପାୟଲ ଘୋଷ ଫିଲ୍ମ ମେକର ଅନୁରାଗ କଶ୍ୟପଙ୍କ ବିରୁଦ୍ଧରେ ଆଜି ଦେବେ ଏଫଆଇଆର୍
ମୁମ୍ବାଇ : ଜଣାଶୁଣା ବଲିଉଡ଼୍ ଅଭିନେତ୍ରୀ ପାୟଲ ଘୋଷ ଫିଲ୍ମ ମେକର୍ ଅନୁରାଗ କଶ୍ୟପଙ୍କ ଉପରେ ନିକଟରେ ଯୌନ ଶୋଷଣ ଅଭିଯୋଗ ଆଣି ପ୍ରଧାନମନ୍ତ୍ରୀଙ୍କୁ ଟ୍ୱିଟ୍ କରି ଜଣାଇଥିଲେ । ତେବେ ଆଜି ଉଚିତ କାର୍ଯ୍ୟାନୁଷ୍ଠାନ ପାଇଁ ଏଫଆଇଆର୍ ଦର୍ଜ କରିବେ ବୋଲି ସୂଚନା ମିଳିଛି । ଘଟଣା ସାରା ଦେଶରେ!-->…
Read More...
Read More...
ଦେଶରେ ୫୫ ଲକ୍ଷରୁ ଅଧିକ କରୋନା ଆକ୍ରାନ୍ତ : ୭୫୦୮୩ ନୂଆ ପଜିଟିଭ୍, ୧୦୫୩ ମୃତ
ନୂଆଦିଲ୍ଲ : ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୫୫ ଲକ୍ଷରୁ ଅଧିକ ହୋଇଥିବା ବେଳେ ଗତ ୨୪ ଘଂଟାରେ ୭୫୦୮୩ ଜଣ ନୂଆ ପଜିଟିଭ୍ ଚିହ୍ନଟ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ତେବେ ଗତ ୨୪ ଘଂଟାରେ ୧୦୫୩ ଜଣଙ୍କ କରୋନାରେ ମୃତ୍ୟୁ ଘଟିଛି । ବର୍ତ୍ତମାନ!-->…
Read More...
Read More...
ରାତିସାରା ସଂସଦ ସମ୍ମୁଖରେ ଧାରଣା ଦେବେ ନିଲମ୍ବିତ ସାଂସଦ
ନୂଆଦିଲ୍ଲୀ : ଚଳିତ ମୌସୁମୀ ଅଧିବୋଶନରେ ୮ ଜଣ ସାଂସଦଙ୍କୁ ସଂସଦରୁ ନିଲମ୍ବିତ କରାଯାଇଛି । ଏହାପରେ ନିଲମ୍ବିତ ସାଂସଦମାନେ ସଂସଦର ଗାନ୍ଧୀ ପ୍ରତିମା ସାମ୍ନାରେ ଧାରଣାରେ ବସିଛନ୍ତି । ନିଲମ୍ବିତ ସାଂସଦଙ୍କ କହିବା ଅନୁସାରେ ସେମାନେ ସାରା ରାତି ଧାରଣାରେ ବସିବେ ଏବଂ ସେତେବେଳ ପର୍ଯ୍ୟନ୍ତ!-->…
Read More...
Read More...
ଦେଶର କିଛି ରାଜ୍ୟରେ ଆଜିଠୁ ଖୋଲିଲା ସ୍କୁଲ
ନୂଆଦିଲ୍ଲୀ : କରୋନା ସଂକଟ କାଳରେ ଆଜିଠୁ ଦେଶରେ କିଛି ରାଜ୍ୟରେ ସ୍କୁଲ ପୁଣି ଖୋଲିଛି । ଶିକ୍ଷା ମନ୍ତ୍ରଣାଳୟ ବର୍ତ୍ତମାନ ପର୍ଯ୍ୟନ୍ତ ନବମରୁ ଦ୍ୱାଦଶ ଯାଏଁ କ୍ଲାସ୍ର ଛାତ୍ରଛାତ୍ରୀଙ୍କ ପାଇଁ ପୁଣି ସ୍କୁଲ ଖୋଲାଯିବାକୁ ଅନୁମତି ଦେଇଛନ୍ତି । ବଢ଼ି ଚାଲିଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ!-->…
Read More...
Read More...
ଆଇପିଏଲ୍ : ଆମ୍ପେୟାରଙ୍କ ସର୍ଟ ରନ୍ ଫଏସଲା ଉପରେ ଉଠିଲା ପ୍ରଶ୍ନ
ଦୁବାଇ : ଗତକାଲି ଆଇପିଏଲ୍ର ଦ୍ୱିତୀୟ ମୁକାବିଲା ବହୁତ ରୋମାଂଚକ ହୋଇଥିବା ବେଳେ ଫଇସଲା ହୋଇଛି ସୁପର୍ ଓଭର୍ରେ । ନିର୍ଦ୍ଧାରିତ ଓଭର୍ରେ ସ୍କୋର ସମାନ ହେବା ପରେ ଦିଲ୍ଲୀ କ୍ୟାପିଟାଲ୍ ମାତ୍ ଦେଲା କିଙ୍ଗ ଇଲେଭେନ୍ ପଞ୍ଜାବକୁ । ଅଷ୍ଟ୍ରେଲିଆର ଧୁରନ୍ଧର ମାର୍କସ୍ ଷ୍ଟୋଇନିସ୍ ରନିଂ ଓ!-->…
Read More...
Read More...
ତିନି ମହଲା ବିଲ୍ଡିଂ ଭୁଷୁଡ଼ିଲା : ୮ ମୃତ, ଆହୁରି ଅନେକ ଫଶି ରହିଛନ୍ତି
ଥାଣେ : ମହାରାଷ୍ଟ୍ରର ଥାଣେ ଜିଲ୍ଲାର ଭିୱଣ୍ଡି ସହରରେ ଗତ ରବିବାର ବିଳମ୍ବିତ ରାତିରେ ଏକ ତିନି ମହଲା ବିଶିଷ୍ଟ ବିଲ୍ଡିଂ ଭୁଷୁଡ଼ି ଯିବା ଫଳରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆହୁରି ଅନେକ ଲୋକ ଆବର୍ଜନା ଭିତରେ ଦବି ଯାଇଥିବା ଆଶଙ୍କା କରାଯାଉଛି । ସ୍ଥାନୀୟ ଲୋକଙ୍କ ଅନୁସାରେ ଏହି!-->…
Read More...
Read More...
ଡ୍ରୋନ୍ ସାହାଯ୍ୟରେ ଉପରୁ ଅସ୍ତ୍ରଶସ୍ତ୍ର ଓ ଟଙ୍କା ପକାଇଲା ପାକିସ୍ତାନ
ଜାମ୍ମୁ : ପାକିସ୍ତାନ ଜାମ୍ମୁ କାଶ୍ମୀରର ରାଜୋରୀ ଅଂଚଳରେ ଡ୍ରୋନ୍ ସାହାଯ୍ୟରେ ଅସ୍ତ୍ରଶସ୍ତ୍ର ଓ ଟଙ୍କା ଉପରୁ ପକାଇଛି । ତେବେ ଏହି ଅସ୍ତ୍ରଶସ୍ତ୍ର ଓ ଟଙ୍କା ଉଠାଇଥିବା ତିନି ଜଣ ଆତଙ୍କବାଦୀଙ୍କୁ ପୁଲିସ ଗିରଫ୍ କରିଛି । ରାଜ୍ୟର ପୁଲିସ ମହାନିର୍ଦ୍ଦେଶକ ଦିଲବାଗ ସିଂହ ଗତ କାଲି କହିଛନ୍ତି!-->…
Read More...
Read More...
ରୋବୋଟ୍ କଲା କ୍ୟାନ୍ସର୍ ସର୍ଜରୀ : ଶୀଘ୍ର ସୁସ୍ଥ ହେଲେ ରୋଗୀ
ନୂଆଦିଲ୍ଲୀ : ଏକ ରୋବୋଟ ଡାକ୍ତରଙ୍କ ତିନୋଟି ଟିମ୍ ସହ ମିଶି କ୍ୟାନ୍ସର ରୋଗୀଙ୍କ ସର୍ଜରୀ କରିଛି । ଜଣେ କ୍ୟାନ୍ସର୍ ରୋଗୀଙ୍କ ଏହିଭଳି ରୋବୋଟ ସହାୟତାରେ ସର୍ଜରୀ ଏହା ପ୍ରଥମ । ସୂଚନା ଅନୁସାରେ ଏହି ନିଆରା ପ୍ରୟୋଗ ଫଳରେ ରୋଗୀଙ୍କ ସୁସ୍ଥତା ଏକର ତୃତୀୟାଂଶ ସମୟ ସୀମା ଭିତରେ ପ୍ରାପ୍ତ!-->…
Read More...
Read More...