Browsing Category

ଦେଶ ବିଦେଶ

ମାରାଡୋନା‌ଙ୍କ ନିଧନରେ ଆର୍ଜେଣ୍ଟିନାରେ ତିନି ଦିନିଆ ଶୋକ

ଆର୍ଜେଣ୍ଟିନା : ଡିଏଗୋ ମାରାଡୋନାଙ୍କ ମୃତ୍ୟୁ ପରେ ଆର୍ଜେଣ୍ଟିନାରେ ତିନି ଦିନିଆ ଜାତୀୟ ଶୋକ ଘୋଷଣା କରାଯାଇଛି । ୬୦ ବର୍ଷ ବୟସରେ ଅସୁସ୍ଥତା ପରେ ବୁଧବାର ଦିନ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ମାରାଡୋନଙ୍କ ମୃତଦେହ ରାଷ୍ଟ୍ରପତିଙ୍କ କାର୍ୟ୍ୟାଳୟ କାସା ରୋଜାରାକୁ ଅଣାଯାଇଛି । ଏଠାରେ
Read More...

ଲଦାଖରୁ ଦକ୍ଷିଣ ଚୀନ୍ ସାଗର ଯାଏଁ ଉତ୍ତେଜନା : ସି ଜିନ୍‌ପିଙ୍ଗଙ୍କ ଚୀନ୍‌ ସେନାକୁ ନିର୍ଦ୍ଦେଶ, ‘ଯୁଦ୍ଧରେ…

ବେଜିଂ : ଭାରତ ସହିତ ପୂର୍ବ ଲଦାଖ ସୀମାରେ ଥିବା ବିଭିନ୍ନଅଂଚଳରୁ ଦକ୍ଷିଣ ଚୀନ୍ ସାଗର ପର୍ୟ୍ୟନ୍ତ ଚାଲିଥିବା ଉତ୍ତେଜନା ମଧ୍ୟରେ ଚୀନ୍ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ ଅଧିକରୁ ଅଧିକ ତାଙ୍କ ସୈନ୍ୟଙ୍‌ଙ୍କୁ ଲଢ଼ୁଆ କରିବାକୁ ଯାଉଛନ୍ତି । ଜିନ୍‌ପିଙ୍ଗ ବୁଧବାର ସଶସ୍ତ୍ର ବାହିନୀକୁ ପ୍ରକୃତ
Read More...

ମହା ଧାରଣା : କୃଷକମାନ‌ଙ୍କ ଦିଲ୍ଲୀ ଯାତ୍ରା : ସୀମା ସିଲ୍, ହରିୟାଣା ଏବଂ ୟୁପି ଯିବନାହିଁ ଦିଲ୍ଲୀ ମେଟ୍ରୋ ବନ୍ଦ

ନୂଆଦିଲ୍ଲୀ : ଆଜି ପଞ୍ଜାବ ଏବଂ ହରିୟାଣାର କୃଷକମାନେ କୃଷି ଆଇନକୁ ବିରୋଧ କରିବାକୁ ଯାଉଛନ୍ତି । ଏଥିପାଇଁ ଶହ ଶହ କୃଷକ ଟ୍ରାକ୍ଟର ଏବଂ ଟ୍ରକ୍‌ରେ ଦିଲ୍ଲୀ ଯାତ୍ରା କରୁଛନ୍ତି ।କୃଷକମାନେ କେନ୍ଦ୍ର ଦ୍ୱାରା ନିକଟରେ ପାସ ହୋଇଥିବା କୃଷି ଆଇନକୁ ଦୃଢ଼ ବିରୋଧ କରୁଛନ୍ତି । ଭାରତୀୟ କୃଷକ ସଂଘ
Read More...

କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ : ନିଜ ଇଚ୍ଛାରେ ଯେକୌଣସି ଲୋକ ସହ ରହିପାରିବେ ମହିଳା

ନୂଆଦିଲ୍ଲୀ : ସାରା ଦେଶରେ ଏବେ ଲଭ୍‌ ଜିହାଦ୍‌ ଓ ଅନ୍ୟ ଧର୍ମରେ ବିବାହକୁ ନେଇ ବିତର୍କ ଚାଲିଥିବା ବେଳେ କୋର୍ଟଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ସାମ୍‌ମ୍ନାକୁ ଆସିଛି । ଜଣେ ପ୍ରାପ୍ତ ବୟସ୍କ ମହିଳା ବା ଯୁବତୀ ନିଜ ଇଚ୍ଛା ଅନୁସାରେ ଯେକୌଣସି ଲୋକ ସହ ଓ ଯେକୌଣସି ସ୍ଥାନରେ ରହିପାରିବେ। ଏଥିରେ
Read More...

ବାତ୍ୟା ‘ନିଭାର’ ଭୟଙ୍କର ରୂପ ଧାରଣ କଲା : ଛୁଇଁଲା ସ୍ଥଳଭାଗ

ଚେନ୍ନାଇ : ଶକ୍ତିଶାଳୀ ବାତ୍ୟା 'ନିଭାର' ଗୁରୁବାର ଭୋରରୁ ସ୍ଥଳଭାଗ ଛୁଇଁଥିବା ସୂଚନା ମିଳିଛି। ତାମିଲନାଡୁର ମଲ୍ଲାପୁରମ ଏବଂ ପୁଡୁଚେରୀର କରିକଲରେ ବାତ୍ୟା ମାଡ କରିଥିବା ବେଳେ ଲ୍ୟାଣ୍ଡଫଲ ସମୟରେ ପବନର ଘଣ୍ଟାପ୍ରତି ବେଗ ୧୧୦ରୁ ୧୩୦ କିମି ଓ ବେଳେବେଳେ ଏହା ୧୪୫ କିମି ଛୁଇଁଥିବା ଭାରତୀୟ
Read More...

ଏଣିକି ଅଯୋଧ୍ୟା ଏୟାର୍‌ ପୋର୍ଟର ନାମ ହେବ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ଏୟାରପୋର୍ଟ

ଲକ୍ଷ୍ନୌ : ଉତ୍ତର ପ୍ରଦେଶରେ ଯୋଗୀ ସରକାର ବଡ଼ ପଦକ୍ଷେପ ନେଇଥିବା ସୂଚନା ମିଳିଛି । ଅଯୋଧ୍ୟାରେ ଥିବା ଏୟାର୍‌ ପୋର୍ଟର ନାଁକୁ ବଦଳାଇବାକୁ ଯୋଗୀ ସରକାରଙ୍କ କ୍ୟାବିନେଟ ନିଷ୍ପତ୍ତି ନେଇଛି । ଏଠାରେ ଥିବା ଏୟାର୍‌ ପୋର୍ଟର ନାଁ ମର୍ୟ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ଏୟାରପୋର୍ଟ ହେବ ବୋଲି
Read More...

ଲାଲୁ ପ୍ରସାଦ ଏନଡିଏ ବିଧାୟକଙ୍କୁ ଫୋନ୍‌ ମାଧ୍ୟମରେ ମନ୍ତ୍ରୀ ପଦର ଲୋଭ ଦେଖାଉଛନ୍ତି : ସୁଶୀଲ ମୋଦୀ

ପାଟନା : ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦୀ ମଙ୍ଗଳବାର ଦିନ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ସଭାପତି ଲାଲୁ ପ୍ରସାଦଙ୍କୁ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଏନ୍ସ (ଏନଡିଏ) ବିଧାୟକଙ୍କୁ ଜେଲରୁ ଫୋନ୍‌ ମାଧ୍ୟମରେ ମନ୍ତ୍ରୀ ପଦର ଲୋଭ
Read More...

ବରିଷ୍ଠ କଂଗ୍ରେସ ନେତା ଅହମଦ ପଟେଲଙ୍କ ଦେହାନ୍ତ

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ଅହମଦ ପଟେଲଙ୍କ ଦେହାନ୍ତ ହୋଇଯାଇଛି । ଗତମାସରେ କୋଭିଡ୍‌-୧୯ ପଜିଟିଭ୍‌ ହେବା ପରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ବରିଷ୍ଠ କଂଗ୍ରେସ ନେତା ଅହମଦ ପଟେଲ୍ । ତେବେ ବୁଧବାର ଭୋର୍‌ରେ ତାଙ୍କ ଦେହାନ୍ତ ହୋଇଯାଇଥିବା ସୂଚନା ମିଳିଛି । ଶରୀରର ଏକାଧିକ ଅଂଶ
Read More...

ଆମେରିକୀୟ ବିଶ୍ୱବିଦ୍ୟାଳୟରେ ଜୈନ ଧର୍ମ ପାଠ ପଢ଼ାଯିବ, ଚେୟାର ପ୍ରତିଷ୍ଠା

ୱାଶିଂଟନ୍ : ଆମେରିକାର କାଲିଫର୍ନିଆ ୟୁନିଭରସିଟି ତିନି ଜଣ ଭାରତୀୟ-ଆମେରିକୀୟ ଦମ୍ପତିଙ୍କଠାରୁ ଏକ ମିଲିୟନ ଡଲାର ଦାନ ପାଇବା ପରେ ବିଶ୍ୱବିଦ୍ୟାଳୟରେ ଜୈନ ଅଧ୍ୟୟନର ଏକ ବେଞ୍ଚ ପ୍ରତିଷ୍ଠା କରିଛନ୍ତି । ଜୈନ ଧର୍ମ ଉପରେ ସ୍ନାତକୋତ୍ତର ପାଠ୍ୟକ୍ରମଗୁଡ଼ିକ ସାନ୍ତା ବାର୍ବାରାର କାଲିଫର୍ନିଆର
Read More...

ପ୍ରଧାନମନ୍ତ୍ରୀ ମୋଦୀ ସଂକେତ ଦେଲେ, କରୋନା କାରଣରୁ ଦେଶରେ ଆଉ ଲକ୍‌ଡ଼ାଉନ୍‌ ହେବନାହିଁ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ୮ ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ଦେଶରେ କରୋନା ଭୂତାଣୁ ମହାମାରୀର ସ୍ଥିତି ସମୀକ୍ଷା କରିଛନ୍ତି । କରୋନା ସହିତ ମୁକାବିଲା କରିବା ପାଇଁ ରଣନୀତି ପ୍ରସ୍ତୁତ କରିବାକୁ ସେ ସମସ୍ତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
Read More...