Browsing Category

ଦେଶ ବିଦେଶ

ଇମ୍ରାନ ସରକାର ପରେ ପାକିସ୍ତାନୀ ହିନ୍ଦୁମାନେ କଟ୍ଟରପନ୍ଥୀଙ୍କ ଆକ୍ରୋଶର ଶିକାର

ଇସଲାମାବାଦ : ପାକିସ୍ତାନରେ ସଂଖ୍ୟାଲଘୁ ହିନ୍ଦୁଙ୍କ ଅବସ୍ଥା ଦିନକୁ ଦିନ ଦୁଃଖଦାୟକ ହେବାରେ ଲାଗିଛି । ସିନ୍ଧ ପ୍ରଦେଶର ହିନ୍ଦୁ ଭିଲ ଜାତିର ଅନେକ ଘର ସ୍ଥାନୀୟ ସରକାର ଭାଙ୍ଗି ଦେଇଥିବା ସୂଚନା ମିଳିଛି। ଯେତେବେଳେ ଏହି ଘଟଣାର ଭିଡିଓ ଭାଇରାଲ ହୋଇଥିଲା, ସେତେବେଳେ ସରକାର ଚାପରେ ଏହି
Read More...

ମାଓବାଦୀ ଆକ୍ରମଣ : ବିସ୍ଫୋରଣରେ ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ଶହୀଦ

ସୁକମା : ମାଓବାଦୀଙ୍କ ବିସ୍ଫୋରଣରେ ଜଣେ ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ଶହୀଦ ହୋଇଥିବା ଖବର ଆସିଛି । ଛତିଶଗଡ଼ ସୁକମାରେ ବୁର୍କାପାଲ କ୍ୟାମ୍ପରୁ ପାଖାପାଖି ୬ କିଲୋମିଟର ଦୂରରେ ସର୍ଚ୍ଚ ଅପରେସନ ପାଇଁ ବାହାରିଥିବା ଯବାନ ମାଓବାଦୀଙ୍କ ଟାର୍ଗେଟ ଆସି ଯାଇଥିବା ବେଳେ ମାଓବାଦୀଙ୍କ ଦ୍ୱାରା
Read More...

ଇପିଏଫଓ ପେନସନଭୋଗୀଙ୍କ ପାଇଁ ଜୀବନ ପ୍ରମାଣ ପତ୍ର ଦାଖଲ କରିବାର ଅନ୍ତିମ ତାରିଖ ୨୮ ଫେବୃଆରୀ ୨୦୨୧ ପର୍ୟ୍ୟନ୍ତ…

• ଇପିଏଫଓ ଅଧୀନ ୩୫ ଲକ୍ଷ ପେନସନଭୋଗୀ ହେବେ ଉପକୃତ ନୂଆଦିଲ୍ଲୀ, (ପିଆଇବି) : ବର୍ତ୍ତମାନର କୋଭିଡ-୧୯ ମହାମାରୀ ଏବଂ ବୟସ୍କ ଜନସଂଖ୍ୟାଙ୍କ ପ୍ରତି କରୋନା ଭୂତାଣୁର ଅଧିକ ସଂକ୍ରମଣ ଆଶଙ୍କାକୁ ଆଖି ଆଗରେ ରଖି କର୍ମଚାରୀ ଭବିଷ୍ୟନିଧି ସଂଗଠନ (ଇପିଏଫଓ) ପକ୍ଷରୁ ଜୀବନ ପ୍ରମାଣପତ୍ର ଦାଖଲ
Read More...

ଦେଶର ଦୈନିକ କରୋନା ମାମଲାର ୬୯ ପ୍ରତିଶତ ୮ ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ଦେଖାଦେଇଛି

● ଦଶଲକ୍ଷ ଜନସଂଖ୍ୟାରେ ନମୁନା ପରୀକ୍ଷଣ ୧ ଲକ୍ଷ ଅତିକ୍ରମ କଲା● ନମୁନା ପରୀକ୍ଷଣରେ ଜାତୀୟ ହାରଠାରୁ ଆଗରେ ରହିଛି ୨୩ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳନୂଆଦିଲ୍ଲୀ, (ପିଆଇବି) : ଆଜି ଭାରତରେ ସକ୍ରିୟ କରୋନା ମାମଲାର ସଂଖ୍ୟା ୪,୪୫,୯୪୦ ରହିଛି । ଦେଶର ମୋଟ କରୋନା ମାମଲା ମଧ୍ୟରୁ ୪.୮୭% କେବଳ
Read More...

ତିନୋଟି ସ୍ଥାନରେ ଟୀକା ବିକାଶ ଓ ଉତ୍ପାଦନ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତିନୋଟି ସହର ଗସ୍ତ କରି କରୋନା ଟୀକା ବିକାଶ ଏବଂ ଉତ୍ପାଦନ ପ୍ରକ୍ରିୟାର ବିସ୍ତୃତ ସମୀକ୍ଷା କରିଛନ୍ତି। ସେ ଅହମ୍ମଦାବାଦର ଜାଇଡସ ବାୟୋଟେକ ପାର୍କ, ହାଇଦ୍ରାବାଦର ଭାରତ ବାୟୋଟେକ ଏବଂ ପୁଣେସ୍ଥିତ ସେରମ ଇନଷ୍ଟିଚ୍ୟୁଟ
Read More...

କୃଷକଙ୍କ ପ୍ରତ୍ୟେକ ସମସ୍ୟା ଓ ଦାବୀ ଉପରେ ବିଚାର କରିବାକୁ ସରକାର ପ୍ରସ୍ତୁତ : ଅମିତ ଶାହା

ନୂଆଦିଲ୍ଲୀ : କୃଷକଙ୍କ ପ୍ରତ୍ୟେକ ସମସ୍ୟା ଓ ଦାବୀ ଉପରେ ବିଚାର କରିବାକୁ ସରକାର ପ୍ରସ୍ତୁତ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି । ସେ କହିଛନ୍ତି ଯେ, ଡିସେମ୍ବର ୩ ରେ ଆଲୋଚନା କରିବାକୁ କୃଷି ମନ୍ତ୍ରୀ ତାଙ୍କୁ ନିମନ୍ତ୍ରଣ କରିଛନ୍ତି । ଚାଷୀଙ୍କ ପ୍ରତ୍ୟେକ ସମସ୍ୟା ଏବଂ
Read More...

ପରମାଣୁ ବୈଜ୍ଞାନିକଙ୍କ ହତ୍ୟାକୁ ନେଇ ଇରାନର ରାଷ୍ଟ୍ରପତି କ୍ରୋଧିତ : ଇସ୍ରାଏଲ ଠୁ ପ୍ରତିଶୋଧ ନେବାକୁ କଲେ ପ୍ରତିଜ୍ଞା

ତେହେରାନ : ଇରାନର ସର୍ବୋଚ୍ଚ ପରମାଣୁ ବୈଜ୍ଞାନିକ ଡକ୍ଟର ମୋହସିନ୍ ଫଖ୍‌ରିଜାଦେଙ୍କ ହତ୍ୟା ଅନ୍ତର୍ଜାତୀୟ ରାଜନୀତିରେ ମଧ୍ୟ ଉତ୍ତେଜନା ସୃଷ୍ଟି କରିଛି । ବୈଜ୍ଞାନିକଙ୍କୁ ହତ୍ୟା କରାଯାଇଥିବା ଇରାନର ରାଷ୍ଟ୍ରପତି ହାସନ ରୋହାନି ସିଧାସଳଖ ଅଭିଯୋଗ କରିଛନ୍ତି । କେବଳ ଏତିକି ନୁହେଁ, ତାଙ୍କ
Read More...

ତିନୋଟି ଦେଶ ସହିତ ବିବାଦ ଭିତରେ ଚୀନ୍ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି କି ? ସି ଜିନପିଙ୍ଗ ସୈନିକମାନଙ୍କୁ ବିଶେଷ…

ନୂଆଦିଲ୍ଲୀ : ଭାରତ, ଆମେରିକା ଏବଂ ତାଇୱାନ ସହିତ ବିବାଦ ମଧ୍ୟରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ତାଙ୍କ ସୈନିକମାନଙ୍କୁ ଉତ୍ସାହିତ କରିବା ଆରମ୍ଭ କରିଛନ୍ତି । ସେ ତାଙ୍କ ସୈନିକମାନଙ୍କୁ କହିଛନ୍ତି ଯେ, ସେମାନେ ମୃତ୍ୟୁକୁ ଭୟ କରିବା ଉଚିତ୍ ନୁହେଁ ଏବଂ ଯୁଦ୍ଧରେ ଜିତିବାକୁ ପ୍ରସ୍ତୁତ
Read More...

ଦିଲ୍ଲୀ ସୀମାରେ ଅସମ୍ଭାଳ କୃଷକ

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା କୃଷକଙ୍କ ବିରୋଧ ଜାରି ରହିଛି । ଚାଷୀମାନେ ସି‌ନ୍ଧୁ ସୀମାରେ ରାତି କଟାଇଥିଲେ । ବର୍ତ୍ତମାନ ସମୟରେ କୃଷକଙ୍କ ବୈଠକରେ ନିଷ୍ପତ୍ତି ନିଆଯିବ ଯେ, କୃଷକମାନେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ କି ସେଠାରେ ରହି
Read More...

ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦିବସରେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ : ଉତ୍କଳ…

 ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ମାନ୍ୟତା ଦେବା ପାଇଁ ଓଡ଼ିଶାର ଶିକ୍ଷାବିତ୍‌ ମାନେ ଦୀର୍ଘ ଦିନରୁ ଦାବୀ କରି ଆସୁଛନ୍ତି ଉପକୂଳ ଏବଂ ପୂର୍ବ ଓଡ଼ିଶାର ଛାତ୍ରଛାତ୍ରୀମାନେ ଉପକୃତ ହେବେ ଗବେଷଣାକୁ ପ୍ରୋତ୍ସାହନ ଦେବା ସହ ଶିଳ୍ପଯୋଗୀ ମାନବ ସମ୍ବଳ ସୃଷ୍ଟି କରିବ
Read More...