Browsing Category

ଦେଶ ବିଦେଶ

କୃଷି ଆଇନ ବିରୁଦ୍ଧରେ ପୁରସ୍କାର ଫେରସ୍ତ ଆରମ୍ଭ ହେଲା : ପ୍ରକାଶ ସିଂ ବାଦଲ ପଦ୍ମଭୂଷଣ ପୁରସ୍କାର ଫେରାଇଲେ

ନୂଆଦିଲ୍ଲୀ : କୃଷି ଆଇନ ବିରୋଧରେ ଦେଶରେ ଚାଷୀଙ୍କ ଆନ୍ଦୋଳନ ବୃଦ୍ଧି ପାଉଛି । ଏହା ସହିତ ପୁରସ୍କାର ଫେରସ୍ତ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇ ଯାଇଛି । ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ଅକାଳୀ ଦଳର ନେତା ପ୍ରକାଶ ସିଂ ବାଦଲ କୃଷି ଆଇନକୁ ବିରୋଧ କରି ପଦ୍ମଭୂଷଣ ପୁରସ୍କାର ଫେରାଇ
Read More...

ରଜନୀକାନ୍ତ ୩୧ ଡିସେମ୍ବରରେ ପାର୍ଟି ଘୋଷଣା କରିବେ

ଚେନ୍ନାଇ : ରଜନୀକାନ୍ତ ନୂତନ ରାଜନୈତିକ ଦଳ ଆର‌ମ୍ଭ କରିବାକୁ ଯାଉଛନ୍ତି । ସୁପରଷ୍ଟାର ରଜନୀକାନ୍ତ ଖୁବ୍ ଶୀଘ୍ର ତାଙ୍କର ଏହି ନୂତନ ରାଜନୈତିକ ଦଳ ଘୋଷଣା କରିବାକୁ ଯାଉଛନ୍ତି ବୋଲି ଖବର ମିଳିଛି। ଚଳଚ୍ଚିତ୍ର ଅଭିନେତା ରଜନୀକାନ୍ତ କହିଛନ୍ତି ଯେ, ସେ ଡିସେମ୍ବର ୩୧ ରେ ନିଜର ରାଜନୈତିକ ଦଳ
Read More...

ବାରାକ ଓବାମାଙ୍କ ଝିଅ ଏପରି ଏକ ନୃତ୍ୟ କରିଥିଲେ, ଗୋଟିଏ ଶବ୍ଦରେ ବୋବାଲ୍‌

ୱାଶିଂଟନ୍ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଏବଂ ମିସେଲ ଓବାମାଙ୍କ ଝିଅ ଶଶା ଆଜିକାଲି ବୋବାଲ୍‌ ଖବରରେ ଅଛନ୍ତି । ବର୍ତ୍ତମାନ ଭାଇରାଲ ହୋଇଥିବା ଏକ ଟିକ୍‌ଟକ୍‌ ଭିଡିଓରେ ଗୀତରେ ଶଶା ନାଚିଛନ୍ତି । ଏହି ଭିଡିଓରେ ଶଶାଙ୍କ ସାଙ୍ଗମାନେ ମଧ୍ୟ ନଜର ଆସିଛନ୍ତି । ଶଶା ନିଜେ
Read More...

ବି‌ଶ୍ୱର ଏହି ଦେଶମାନଙ୍କ ନିଜର କୌଣସି ସୈନ୍ୟବାହିନୀ ନାହିଁ : ଜାଣନ୍ତୁ, ସୀମା ସୁରକ୍ଷା ହୁଏ କିପରି

ନୂଆଦିଲ୍ଲୀ : ଯେତେବେଳେ କୌଣସି ଦେଶର ସୁରକ୍ଷା କଥା ଆସେ, ସେତେବେଳେ ଆମ ମନରେ ଦୁଇଟି ଚିତ୍ର ଉତ୍ପନ୍ନ ହୁଏ, ପ୍ରଥମେ ସେନା ଏବଂ ଦ୍ୱିତୀୟରେ ପୋଲିସ । ପୋଲିସ ଏବଂ ସେନା ପ୍ରତ୍ୟେକ ଦେଶର ସୁରକ୍ଷା ପରିଚାଳନା କରନ୍ତି । ପୋଲିସର ଦାୟି‌ତ୍ୱ ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ ହୋଇଥିବା ବେଳେ
Read More...

ମଡେଲ୍‌ଙ୍କ ଏହି ଫଟୋସୁଟ୍‌ ପରେ ବୋବାଲ୍‌ : ପୋଲିସ ଫଟୋଗ୍ରାଫର୍‌ଙ୍କୁ ଗିରଫ କଲା​

କାହିରା : ଯେତେବେଳେ ଇଜିପ୍ଟର ଫ୍ୟାଶନ୍ ମଡେଲ୍ ସଲ୍‌ମା ଏଲ୍-ଶେମି ଫଟୋସୁଟ୍‌ର ଏହି ଫଟୋଗୁଡ଼ିକୁ ସୋସିଆଲ ମିଡିଆରେ ଅପଲୋଡ୍ କଲେ, ସେତେବେଳେ ବୋବାଲ୍‌ ହୋଇଗଲା । ଏହା ପରେ ହୁସେନ୍ ମହମ୍ମଦ ନାମକ ଜଣେ ଫଟୋଗ୍ରାଫରଙ୍କୁ ପୋଲିସ ଗିରଫ କରିଛନ୍ତି । ଇଜିପ୍ଟର ଜୋଜର ପିରାମିଡ୍ ନାମକ ଏକ
Read More...

କୃଷକ ଆନ୍ଦୋଳନ : ଆଜି ସରକାର ଏବଂ କୃଷକଙ୍କ ମଧ୍ୟରେ କଥାବାର୍ତ୍ତା, ଅମରିନ୍ଦର ଭେଟିବେ ଶାହାଙ୍କୁ

ନୂଆଦିଲ୍ଲୀ : କୃଷି ଆଇନ ପ୍ରସଙ୍ଗରେ ଚାଷୀଙ୍କ ପ୍ରତିବାଦ ଜୋର୍‌ସୋର୍‌ରେ ଜାରି ରହିଛି । ଏହି ଆନ୍ଦୋଳନକୁ ଶେଷ କରିବା ପାଇଁ ସରକାରଙ୍କ ପକ୍ଷରୁ ବି ଉଦ୍ୟମ ଚାଲିଛି । କିନ୍ତୁ ସରକାର ବିଫଳ ହୋଇଛନ୍ତି । ଏହି ପର୍ୟ୍ୟାୟରେ ଆଜି କୃଷକ ସଂଗଠନ ଏବଂ ସରକାରଙ୍କ ମଧ୍ୟରେ ଆଲୋଚନା ହେବ ।
Read More...

ଏମିତି ଏକ ନଦୀ, ଯାହା ଓଲଟା ପ୍ରବାହିତ ହୁଏ

ନୂଆଦି‌ଲ୍ଲୀ : ଆପଣ ହୁଏତ ସାଧାରଣ ଜ୍ଞାନ ପୁସ୍ତକରେ ପଢ଼ିଥିବେ ଯେ ଭାରତର ଅଧିକାଂଶ ନଦୀ ଗୋଟିଏ ଦିଗକୁ ପ୍ରବାହିତ ହୁଏ ଏବଂ ସେହି ଦିଗ ପଶ୍ଚିମରୁ ପୂର୍ବ ଦିଗକୁ ଯାଇଥାଏ । ସମସ୍ତ ନଦୀ ପଶ୍ଚିମରୁ ପୂର୍ବ ଦିଗକୁ ପ୍ରବାହିତ ହୁଏ । କିନ୍ତୁ ଆପଣ ଜାଣନ୍ତି କି ଆମ ଦେଶରେ ଏମିତି ଏକ ନଦୀ ଅଛି,
Read More...

ଆସିଗଲା କରୋନା ଟୀକା, ଆସନ୍ତା ସପ୍ତାହରୁ ବ୍ରିଟେନରେ ଟୀକାକରଣ ଆର‌ମ୍ଭ

ନୂଆଦିଲ୍ଲୀ : ଦୀର୍ଘ ଦିନ ଧରି କରୋନା ମହାମାରୀ ସହ ସଂଗ୍ରାମ କରୁଥିବା ବିଶ୍ୱ ଶେଷରେ ଏହାର ଟୀକା ପାଇଛି । ବ୍ରିଟେନ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଫାଇଜର / ବାୟୋ ଏଣ୍ଟେକ୍ କରୋନା ଭାଇରସ୍ ଟୀକାକୁ ବ୍ରିଟେନ୍‌ ସବୁଜ ପତାକା ଦେଖାଇଛି । ବ୍ରିଟେନ ବିଶ୍ୱର ପ୍ରଥମ ଦେଶ ହୋଇପାରିଛି, ଯେଉଁଠାରେ
Read More...

ଜହ୍ନମାମୁଁଙ୍କ ବହୁମୂଲ୍ୟ ଭଣ୍ଡାର ଉପରେ ଚୀନ୍‌ର ନଜର : ଝଡ଼ର ସମୁଦ୍ରକୁ ପଠାଇଲା ମହାକାଶଯାନ

ବେଜିଂ : ପୃଥିବୀର ପ୍ରାକୃତିକ ସମ୍ପଦକୁ କାବୁ କରିବାକୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଚୀନ୍‌ର ନଜର ପଡ଼ିଛି ଏବେ ଜହ୍ନମାମୁଁଙ୍କ ବହୁମୂଲ୍ୟ ଭଣ୍ଡାର ଉପରେ। ଚନ୍ଦ୍ରରୁ ପୃଥିବୀ ପଥର ନମୂନା ଆଣିବା ଲକ୍ଷ୍ୟରେ ଚୀନ୍‌ ଏକ ମହାକାଶଯାନକୁ ଚନ୍ଦ୍ର ପୃଷ୍ଠରେ ଉତକ୍ଷେପଣ କରିଛି । ୧୯୭୬ ପରଠାରୁ
Read More...

କୃଷକ ଧର୍ମଘଟ : ଆଜି ବିଲ୍ ଉପରେ ଆପତ୍ତି ଜଣାଇବେ, ଆସନ୍ତାକାଲି ପରବର୍ତ୍ତୀ ରାଉଣ୍ଡ ଆଲୋଚନା

ନୂଆଦିଲ୍ଲୀ : କୃଷି ଆଇନ ବିରୁଦ୍ଧରେ ରାସ୍ତାକୁ ଓହ୍‌ହ୍ଲାଇଥିବା କୃଷକମାନେ ଏବେ ମଧ୍ୟ ଘନଘୋର ଧର୍ମଘଟରେ ରହିଛନ୍ତି । ପ୍ରାୟ ଏକ ସପ୍ତାହ ଧରି ହଜାର ହଜାର କୃଷକ ଦିଲ୍ଲୀ ସୀମାରେ ଏକାଠି ହୋଇଛନ୍ତି । ଅତୀତରେ କେନ୍ଦ୍ର ସରକାର ଏବଂ କୃଷକ ସଂଗଠନ ମଧ୍ୟରେ ହୋଇଥିବା ବାର୍ତ୍ତାଳାପ କୌଣସି ଠୋସ୍
Read More...