Browsing Category
ଦେଶ ବିଦେଶ
ଦେଶରେ ପ୍ରଥମ ବିଶ୍ୱସ୍ତରୀୟ ପ୍ରିମିୟମ ଗ୍ରେଡ୍ ପେଟ୍ରୋଲ ‘ଅକ୍ଟେନ ୧୦୦’ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…
• ଦେଶରେ ଲୋକଙ୍କ ଜୀବନକୁ ସହଜ କରିବା ପାଇଁ ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତିବଦ୍ଧ : ଧର୍ମେନ୍ଦ୍ର ପ୍ରଧାନ• ଏହି ହାଇଗ୍ରେଡ୍ ଯୁକ୍ତ ତୈଳ ଇନ୍ଧନକୁ ଇଣ୍ଡିଆନ ଅଏଲ ଦ୍ୱାରା ‘ଏକ୍ସପି ୧୦୦’ ନାମରେ ବ୍ରାଣ୍ଡିଂ• ପ୍ରଥମ ପର୍ୟ୍ୟାୟରେ ଦେଶର ୧୦ଟି ସହର ଦିଲ୍ଲୀ, ଗୁଡଗାଁଓ, ନୋଏଡ଼ା, ଆଗ୍ରା, ଜୟପୁର,!-->…
Read More...
Read More...
ନଭେମ୍ବର ୨୦୨୦ରେ ମୋଟ ୧,୦୪,୯୬୩ କୋଟି ଟଙ୍କାର ଜିଏସଟି ରାଜସ୍ୱ ସଂଗ୍ରହ
• ପୂର୍ବବର୍ଷ ଏହି ଅବଧି ତୁଳନାରେ ଜିଏସଟି ସଂଗ୍ରହ ୧.୪% ବୃଦ୍ଧି• ଓଡ଼ିଶାରେ ୮% ବୃଦ୍ଧି ସହିତ ୨୫୨୮ କୋଟି ଟଙ୍କାର ଜିଏସଟି ସଂଗ୍ରହ
ନୂଆଦିଲ୍ଲୀ, (ପିଆଇବି) : ନଭେମ୍ବର ୨୦୨୦ ମାସରେ ମୋଟ ୧,୦୪,୯୬୩ କୋଟି ଟଙ୍କାର ଜିଏସଟି ରାଜସ୍ୱ ସଂଗ୍ରହ କରାଯାଇଛି। ଏଥିମଧ୍ୟରୁ ସିଜିଏସଟି ୧୯,୧୮୯!-->!-->!-->…
Read More...
Read More...
ଏମଏନଜିଏଲର ୧୦୦ତମ ସିଏନଜି ଷ୍ଟେସନ ରାଷ୍ଟ୍ରକୁ ଉତ୍ସର୍ଗ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
• ଆଗାମୀ ଦିନରେ ୧୦ ହଜାର ସିଏନଜି ଷ୍ଟେସନ ପ୍ରତିଷ୍ଠା ସହ ୫ କୋଟି ପିଏନଜି ସଂଯୋଗ ଲକ୍ଷ୍ୟ - ଧର୍ମେନ୍ଦ୍ର ପ୍ରଧାନ• ଏହି ଲକ୍ଷ୍ୟକୁ ପୂରଣ କରିବା ପାଇଁ ସିଜିଡି ସଂସ୍ଥା ଏବଂ ତୈଳ କମ୍ପାନୀଙ୍କୁ ଅଧିକ ପରିଶ୍ରମ କରିବାକୁ ଆହ୍ୱାନ• ମହାରାଷ୍ଟ୍ର ନାସିକର ପାଥରାଡ଼ି ଠାରେ ଏଲଏନଜି/ସିଏନଜିର!-->…
Read More...
Read More...
ଭାରତର କରୋନା ସକ୍ରିୟ ମାମଲା ୪.୩୫ ଲକ୍ଷକୁ ହ୍ରାସ
● ଦୈନିକ ସୁସ୍ଥ ସଂଖ୍ୟା ନୂଆ ମାମଲା ଠାରୁ ଅଧିକ
ନୂଆଦିଲ୍ଲୀ, (ପିଆଇବି) : ଭାରତରେ ସକ୍ରିୟ କରୋନା ମାମଲା ଆଜି ୪,୩୫,୬୦୩କୁ ହ୍ରାସ ପାଇଛି, ଯାହାକି ୫ ଲକ୍ଷରୁ କମ୍ । ମୋଟ ପଜିଟିଭ୍ ମାମଲାର ୪.୬୦% ସକ୍ରିୟ ମାମଲା ରହିଛି ।ଦୈନିକ କରୋନାରୁ ସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟା ନୂଆ!-->!-->!-->…
Read More...
Read More...
ଚୀନ୍ ସହ ବୃଦ୍ଧି ପାଇଲା ଉତ୍ତେଜନା : ବ୍ରିଟେନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା : ପଠାଇବ ବିନାଶକାରୀ ବିମାନ…
ଲଣ୍ଡନ : ଚୀନ୍କୁ ଶିକ୍ଷା ଦେବା ପାଇଁ ବ୍ରିଟେନ ବର୍ତ୍ତମାନ ଆକ୍ସନ୍ ମୋଡରେ ଅଛି । ଯେଉଁମାନେ ହଂକଂ ସମେତ ଅନେକ ପ୍ରସଙ୍ଗରେ ଆକ୍ରମଣାତ୍ମକ ମନୋଭାବ ପ୍ରଦର୍ଶନ କରୁଛନ୍ତି, ସେମାନଙ୍କ ଉପରେ ଆକ୍ରୋଶ ପ୍ରଦର୍ଶନ କରିଛି । ଆସନ୍ତା ବର୍ଷ ବ୍ରିଟିଶ ନୌସେନା ଏହାର ବୃହତ୍ତମ ବିମାନ ପରିବହନକାରୀ!-->…
Read More...
Read More...
ଜାପାନ : ଆକାଶରୁ ବର୍ଷିଲା ନିଆଁ, ରାତି ବି ଲାଗିଲା ଦିନ ପରି
ଟୋକିଓ : କିଛି ଦିନ ପୂର୍ବରୁ ଜାପାନର ଆକାଶରୁ ବର୍ଷିଲା ନିଆଁ । ସତେ ଯେପରି ଆକାଶରୁ ଛୋଟ ଫାୟାରବଲ୍ ଉଡୁଥିଲା, ଯାହାର ଭିଡିଓ ଟିଭି ଏବଂ ସୋସିଆଲ୍ ମିଡିଆରେ ଖେଳିବାକୁ ଲାଗିଲା । ବାସ୍ତବରେ, ଏଠାରେ ଏକ ଉଲ୍କା ପାତ ହୋଇଥିଲା, ଯାହା ବେଶ୍ କିଛି ସମୟ ଧରି ଜାରି ରହିଥିଲା । ସ୍ଥାନୀୟ!-->…
Read More...
Read More...
ଏପରି ଏକ ମନ୍ଦିର, ଯେଉଁଠାରେ ଦଶହରା ବେଳେ ରାବଣକୁ ପୂଜା କରାଯାଏ
କାନପୁର : ଅନ୍ୟାୟ ଉପରେ ନ୍ୟାୟର ବିଜୟ ଦିବସ ରୂପେ ଦଶହରାକୁ ପାଳନ କରାଯାଉଥିବା ବେଳେ ରାବଣର ପୁତ୍ତଳିକାରେ ସାରା ଦେଶରେ ଲୋକମାନେ ନିଆଁ ଲଗାଇଥାନ୍ତି । ଅନ୍ୟପଟେ ଲଙ୍କାପତି ରାବଣକୁ ଏହି ଦିନ କାନପୁରର ଏକ ମନ୍ଦିରରେ ପୂଜା କରାଯାଏ । ବିଜୟାଦଶମୀ ଦିନ କାନପୁରର ମନ୍ଦିର ବାହାରେ ରାବଣ!-->…
Read More...
Read More...
କୃଷକ ଆନ୍ଦୋଳନ : କୃଷକମାନଙ୍କ ସହ କଥାବାର୍ତ୍ତା ହେବାକୁ ରାଜନାଥଙ୍କୁ ଦାୟିତ୍ୱ
ନୂଆଦିଲ୍ଲୀ : କୃଷି ଆଇନ ବିରୋଧରେ କୃଷକଙ୍କ ବିରୋଧ କ୍ରମାଗତ ୬ ଦିନ ହେଲା ଜାରି ରହିଛି । କୃଷକ ସଂଗଠନ ଦିଲ୍ଲୀର ବିଭିନ୍ନ ସୀମାରେ ଛାଉଣି କରି ସରକାରଙ୍କ ନିକଟରେ ନିବେଦନ କରୁଛନ୍ତି । ଏହି ପ୍ରତିବାଦ ମଧ୍ୟରେ ଆଜି ଅପରାହ୍ନ ୩ ଟାରେ କୃଷକ ସଂଗଠନ ଏବଂ ସରକାରଙ୍କ ମଧ୍ୟରେ ଆଲୋଚନା ହେବ ।!-->…
Read More...
Read More...
ଧର୍ମ ପରିବର୍ତ୍ତନ ଅଧ୍ୟାଦେଶ ଲାଗୁ ହେଉ ହେଉ ବରେଲିରେ ମାମଲା ରୁଜୁ
ଲଖ୍ନୌ : ବରେଲି ଜିଲ୍ଲାର ଦେବର୍ଣ୍ଣିଆ ପୋଲିସ ଷ୍ଟେସନରେ ଧର୍ମ ପରିବର୍ତ୍ତନ ଅଧ୍ୟାଦେଶ ଲାଗୁ ହେଉ ହେଉ ଆଇନ୍ ଅନୁଯାୟୀ ପ୍ରଥମ ମାମଲା ପଞ୍ଜୀକୃତ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଦେବର୍ଣ୍ଣିଆ ଅଞ୍ଚଳର ସରିଫନଗର ଗାଁର ଟିକରାମ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି ଯେ ତାଙ୍କ ପଡ଼ୋଶୀ!-->…
Read More...
Read More...
ମେଦବହୁଳତା ହେତୁ ଏହି ଯୁବତୀଙ୍କୁ ୨୬ ବର୍ଷ ବୟସରେ ହୃଦଘାତ ହୋଇଥିଲା : ତିନି ବର୍ଷରେ ୯୪ କିଲୋଗ୍ରାମ ଓଜନ ହ୍ରାସ କଲେ
ଜର୍ଜିଆ : ଲୌରା କାଲବର୍ଟ କେବଳ କଠିନ ପରିଶ୍ରମ ଦ୍ୱାରା ନିଜର ଓଜନ ହ୍ରାସ କରିନାହାଁନ୍ତି ବରଂ ସେ ଏବେ ଜଣେ ସ୍ୱାସ୍ଥ୍ୟ ପ୍ରଶିକ୍ଷକ ମଧ୍ୟ ଯିଏ ଅନ୍ୟମାନଙ୍କୁ ଓଜନ ହ୍ରାସ କରିବାକୁ ଉତ୍ସାହିତ କରନ୍ତି । ସମୟ ଥିଲା ଯେତେବେଳେ ଲୌରା ୧୮୪ କିଲୋଗ୍ରାମ ଥିଲେ । କିନ୍ତୁ ସେ ହାର ମାନି ନଥିଲେ ଏବଂ!-->…
Read More...
Read More...