Browsing Category
ଦେଶ ବିଦେଶ
ଆସାମ ସିଏମ୍ ନିବେଦନ କଲେ ମୁସଲମାନମାନଙ୍କୁ : ଦାରିଦ୍ର୍ୟର କାରଣ ଜନସଂଖ୍ୟାରେ ଅନିୟନ୍ତ୍ରିତ ବୃଦ୍ଧି, ଫେମିଲି ପ୍ଲାନିଂ…
ଗୁଆହାଟୀ : ଆସାମର ତିନିଟି ଜିଲ୍ଲାରୁ ଜବର୍ଦଖଲ୍ ହୋଇଥିବା ଜମିରୁ ଅନେକ ପରିବାରକୁ ସ୍ଥାନାନ୍ତରିତ ହେବାର କିଛି ଦିନ ପରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ମୁସଲମାନମାନଙ୍କୁ ଦାରିଦ୍ର୍ୟ ହ୍ରାସ କରିବା ଉଦ୍ଦେଶ୍ୟରେ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଉପଯୁକ୍ତ ପରିବାର ନିୟନ୍ତ୍ରଣ!-->…
Read More...
Read More...
ରାମଦେବ ବାବାଙ୍କ କରୋନିଲ କିଟ୍କୁ ଭୁଟାନ ପରେ ନେପାଳ ନିଷିଦ୍ଧ କଲା
ନୂଆଦିଲ୍ଲୀ : ଯୋଗ ଗୁରୁ ରାମଦେବଙ୍କ ପତଞ୍ଜଳି ଆୟୁର୍ବେଦ ଦ୍ୱାରା ବିକଶିତ କରୋନିଲ କିଟ୍କୁ ଭୁଟାନ ପରେ ନେପାଳ ନିଷିଦ୍ଧ କରିଛି । ନେପାଳ ଆୟୁର୍ବେଦ ଓ ଅଲଟରନେଟିଭ ମେଡିସିନ ବିଭାଗ କରୋନା ସଂକ୍ରମଣ ରୋକିବାରେ କରୋନିଲ ପ୍ରଭାବଶାଳୀ ହେଉନଥିବାରୁ କରୋନିଲ କିଟ୍ ବଣ୍ଟନକୁ ବନ୍ଦ କରିଦେଇଛି ।!-->…
Read More...
Read More...
ଆଜିର ସୂର୍ଯ୍ୟୋପରାଗ କେତେବେଳେ ଏବଂ କେଉଁଠାରେ ଭାରତରେ ଦୃଶ୍ୟମାନ ହେବ, ଆସନ୍ତୁ ଜାଣିବା
ନୂଆଦିଲ୍ଲୀ : ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟୋପରାଗ ଆଜି ଜ୍ୟେଷ୍ଠ ଆମାବାସ୍ୟାରେ ହେବାକୁ ଯାଉଛି । ଭାରତୀୟ ସମୟ ଅନୁଯାୟୀ, ଏହି ସୂର୍ଯ୍ୟୋପରାଗ ମଧ୍ୟାହ୍ନ ୧:୪୨ ରୁ ଆରମ୍ଭ ହୋଇ ସଂଧ୍ୟା ୬.୪୧ ପର୍ୟ୍ୟନ୍ତ ଚାଲିବ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ସୂର୍ଯ୍ୟୋପରାଗ ଭାରତର!-->…
Read More...
Read More...
ଚାରି ମହଲା କୋଠା ଭୁଷୁଡି ପଡିଲା : ୧୧ ଜଣଙ୍କର ମୃତ୍ୟୁ, ୭ ଜଣ ଆହତ
ମୁମ୍ବାଇ : ମାଲାଡ ୱେଷ୍ଟର ମାଲଭାନି ଅଞ୍ଚଳରେ ଚାରି ମହଲା କୋଠା ଭୁଷୁଡ଼ି ଯିବା ପରେ ଚାପି ହୋଇ ୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଆହତ ହୋଇଥିଲେ । ବୁଧବାର ରାତି ୧୧.୧୦ ସମୟରେ ହଠାତ୍ ସମଗ୍ର କୋଠା ଭୁଷୁଡି ପଡିଥିବା ଯୋଗୁଁ ଏହି ଦୁର୍ଘଟଣା ଘଟିଛି । କୋଠା ଭୁଷୁଡ଼ିବା ମାତ୍ରେ ବହୁତ୍!-->…
Read More...
Read More...
ଲଗାତାର ଦ୍ୱିତୀୟ ଦିନ ପାଇଁ ଏକ ଲକ୍ଷରୁ କମ୍ କରୋନା ରୋଗୀ ଚିହ୍ନଟ, ଗତ ୨୪ ଘଣ୍ଟା ମଧ୍ୟରେ ୯୨,୫୯୬ ନୂତନ ମାମଲା
ନୂଆଦିଲ୍ଲୀ : ଦେଶରେ କରୋନା ମହାମାରୀର ଦ୍ୱିତୀୟ ତରଙ୍ଗର ଗତି ବର୍ତ୍ତମାନ ଥମି ଆସୁଥିବା ଜଣାପଡିଛି । ଆଜି କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଦେଶରେ ନୂତନ କରୋନା ରୋଗୀଙ୍କ ସଂଖ୍ୟା ଏକ ଲକ୍ଷରୁ କମ୍ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୯୨,୫୯୬ ନୂତନ କରୋନା ରୋଗୀ ଦେଖିବାକୁ ମିଳିଛି ଏବଂ!-->…
Read More...
Read More...
ଦକ୍ଷିଣ ଆଫ୍ରିକାରେ ଏକା ଥରକୁ ୧୦ ସନ୍ତାନ ଜନ୍ମ ଦେଲେ ଜଣେ ମହିଳା, ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ
ଡର୍ବାନ୍ : ଦକ୍ଷିଣ ଆଫ୍ରିକାର ଜଣେ ମହିଳା ଏକା ଥରକୁ ୧୦ଟି ଶିଶୁଙ୍କୁ ଜନ୍ମ ଦେଇଛନ୍ତି । ଯଦି ଡାକ୍ତରମାନେ ଏହି ପିଲାମାନଙ୍କର ଜନ୍ମକୁ ନିଶ୍ଚିତ କରନ୍ତି, ତେବେ ଏହା ନିହାତି ଏକ ବିଶ୍ୱ ରେକର୍ଡ ହେବ । ଠିକ୍ ଗୋଟିଏ ମାସ ପୂର୍ବରୁ, ମାଲିର ଜଣେ ମହିଳା ମୋରୋକୋରେ ନଅଟି ଶିଶୁ ଜନ୍ମ ଦେଇଥିଲେ!-->…
Read More...
Read More...
କାନପୁର-ଆହ୍ଲାବାଦ ରାସ୍ତାରେ ଭୟଙ୍କର ଦୁର୍ଘଟଣା : ୧୭ ଜଣଙ୍କର ମୃତ୍ୟୁ, ଚାରି ଜଣ ଆହତ ହୋଇଛନ୍ତି
ଆହ୍ଲାବାଦ : ମଙ୍ଗଳବାର ସନ୍ଧ୍ୟାରେ ଉତ୍ତରପ୍ରଦେଶର କାନପୁର-ଆହ୍ଲାବାଦ ଜାତୀୟ ରାଜପଥରେ ଘଟିଥିବା ସଡ଼କ ଦୁର୍ଘଟଣାରେ ଅତି କମରେ ୧୭ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହି ଦୁର୍ଘଟଣାରେ ପୁଣି ୪ ଜଣ ଆହତ ହୋଇଛନ୍ତି । ଗଣମାଧ୍ୟମ ଅନୁଯାୟୀ କାନପୁର ବାହ୍ୟ ପୋଲିସ ଅଧୀକ୍ଷକ ଅଷ୍ଟଭୁଜ!-->…
Read More...
Read More...
କରୋନାର ତୃତୀୟ ତରଙ୍ଗ ପିଲାମାନଙ୍କ ପାଇଁ ବିପଦଜନକ ହେବ ନାହିଁ : ଡକ୍ଟର ଗୁଲେରିଆ
ନୂଆଦିଲ୍ଲୀ : କୋଭିଡ -୧୯ର ତୃତୀୟ ତରଙ୍ଗକୁ ନେଇ ଅନେକ କଳ୍ପନାଜଳ୍ପନା କରାଯାଉଛି । ତୃତୀୟ ତରଙ୍ଗ ପିଲାମାନଙ୍କୁ ପ୍ରଭାବିତ କରିବ ବୋଲି କୌଣସି ପ୍ରମାଣ ନାହିଁ ବୋଲି ଏଆଇଏମ୍ଏସ୍ ନିର୍ଦ୍ଦେଶକ ଡ. ରଣଦୀପ ଗୁଲେରିଆ କହିଛନ୍ତି । ସେ କହିଛନ୍ତି ଯେ, ଦୁନିଆର କୌଣସି ସର୍ଭେରୁ ଏଭଳି ଘଟଣା ବାହାରି!-->…
Read More...
Read More...
ପାକିସ୍ତାନରେ ଟ୍ରେନ୍ ଦୁର୍ଘଟଣା : ୫୧ ମୃତ, ଶତାଧିକ ଆହତ
କରାଚି : ପାକିସ୍ତାନର ଦକ୍ଷିଣ ସିନ୍ଧ ପ୍ରଦେଶରେ ସୋମବାର ସକାଳେ ଏକ ଏକ୍ସପ୍ରେସ ଟ୍ରେନ ଅନ୍ୟଏକ ଟ୍ରେନର ପଟରିରୁ ଓହ୍ଲାଇ ଯାଇଥିବା ବଗି ସହ ଧକ୍କା ହେବା ଫଳରେ ୫୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଏହାକୁ ନିକଟ ଅତୀତରେ ଦେଶରେ ଘଟିଥିବା ସବୁଠାରୁ ବଡ!-->…
Read More...
Read More...
ଆଗାମୀ ଡିସେମ୍ବରରୁ ରାମ ମନ୍ଦିର ନିର୍ମାଣର ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟ ଆରମ୍ଭ ହେବ : ଟ୍ରଷ୍ଟ ପକ୍ଷରୁ ସୂଚନା
ଅଯୋଧ୍ୟା : ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣର ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟ ଡିସେମ୍ବରରୁ ଆରମ୍ଭ ହେବ । ଏଥିରେ ମନ୍ଦିର ଗଠନ ପାଇଁ ପଥର ନିର୍ମାଣ କାର୍ଯ୍ୟ କରାଯିବ । ସୋମବାର ଦିନ ମନ୍ଦିର ଟ୍ରଷ୍ଟ ଏହି ସୂଚନା ଦେଇଛି । ରାମ ମନ୍ଦିର ଟ୍ରଷ୍ଟ ଅନୁଯାୟୀ ଅକ୍ଟୋବର ଶେଷ ସୁଦ୍ଧା!-->…
Read More...
Read More...