Browsing Category
ଦେଶ ବିଦେଶ
ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦୀ : ଦେଶର ୧୮ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ସବୁ ନାଗରିକଙ୍କୁ ମାଗଣା ଟିକା
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ନ୍ଦ୍ର ମୋଦୀ ଦେଶବାସୀଙ୍କୁ ସମ୍ବୋଧନ କରି ଦେଶର ୧୮ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ସବୁ ନାଗରିକଙ୍କୁ ମାଗଣା ଟିକା ଦିଆଯିବାକୁ ଘୋଷଣା କରିଛନ୍ତି । କରୋନାର ଦ୍ୱିତୀୟ ଲହରରେ ସଂକ୍ରମଣ ମାମଲା ହ୍ରାସ ପାଇବା ପରେ ବି ସାମାଜିକ ଦୂରତା ପାଳନ କରିବା, ମାସ୍କ!-->…
Read More...
Read More...
ମଦ ମୃତ୍ୟୁ ମାମଲା : ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ, ଏ ପର୍ଯ୍ୟନ୍ତ ୯୮ ଜଣଙ୍କର ମୃତ୍ୟୁ
ଆଲିଗଡ : ବିଷାକ୍ତ ମଦ ପିଇବା ପରେ ଆଲିଗଡରେ ମୃତ୍ୟୁ ସଂଖ୍ୟା ୯୮କୁ ବୃଦ୍ଧି ପାଇଥିବା ବେଳେ ୨୦ ଜଣ ଲୋକ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ଆଲିଗଡର ମୁଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି ଯେ, କିଛି ଲୋକଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ । ମୁଖ୍ୟ ଚିକିତ୍ସା!-->…
Read More...
Read More...
ବର୍ତ୍ତମାନ ରୁଷିଆର ଟିକା ସ୍ପୁଟ୍ନିକ୍ ଭି ମଧ୍ୟ ତିଆରି କରିବ ସେରମ୍ ଇନଷ୍ଟିଚ୍ୟୁଟ୍ : ଡ଼ିସିଜିଆଇର ଅନୁମୋଦନ
ନୂଆଦିଲ୍ଲୀ : ନିର୍ଦ୍ଦିଷ୍ଟ ସର୍ତ୍ତଗୁଡିକ ସହିତ ଅଧ୍ୟୟନ, ପରୀକ୍ଷଣ ଏବଂ ବିଶ୍ଳେଷଣ ପାଇଁ ଭାରତରେ ଆଣ୍ଟି-କୋଭିଡ଼-୧୯ ଟିକା ସ୍ପୁଟନିକ୍ ଭି ଉତ୍ପାଦନ ପାଇଁ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏସ୍ଆଇଆଇ)କୁ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (ଡ଼ିସିଜିଆଇ) ଅନୁମୋଦନ ଦେଇଛି ।!-->…
Read More...
Read More...
ଆୟକର ରିଟର୍ଣ୍ଣ ଦାଖଲ ତାରିଖ ଜୁନ ୩୦ ଯାଏଁ ଘୁଞ୍ଚିଲା
ନୂଆଦିଲ୍ଲୀ : ୨୦୨୧ ଆର୍ଥିକ ବର୍ଷ ପାଇଁ ଆୟକର ରିଟର୍ଣ୍ଣ ଦାଖଲ କରିବାର ସମୟସୀମା କେନ୍ଦ୍ରୀୟ ବୋର୍ଡ ଅଫ୍ ଡାଇରେକ୍ଟ ଟ୍ୟାକ୍ସ (ସିବିଡିଟି) ବୃଦ୍ଧି କରିଛିନ୍ତି । ୨୦୨୦-୨୧ ଆର୍ଥିକ ବର୍ଷର ଚତୁର୍ଥ ତ୍ରୟ ମାସିକ ଟିଡିଏସ୍ ଦାଖଲ କରିବା ପାଇଁ ଏହାର ଶେଷ ତାରିଖକୁ ଜୁନ ୩୦ ପର୍ୟ୍ୟନ୍ତ ବୃଦ୍ଧି!-->…
Read More...
Read More...
ମୋଦୀ ସରକାର ଖୁବ୍ କମ୍ ସମୟ ମଧ୍ୟରେ କରୋନାର ଦ୍ୱିତୀୟ ତରଙ୍ଗକୁ ନିୟନ୍ତ୍ରଣ କରିଛନ୍ତି : ଅମିତ ଶାହା
ନୂଆଦିଲ୍ଲୀ : ଗୃହମନ୍ତ୍ରୀ ଅମିତ ଶାହା ବୁଧବାର ଗୁଜୁରାଟରେ ବଲ୍ଲଭ ୟୁଥ୍ ଅର୍ଗାନାଇଜେସନ୍ ଦ୍ୱାରା ସ୍ଥାପିତ ୯ଟି ଅମ୍ଳଜାନ କାରଖାନାର ଉଦଘାଟନ କରିଛନ୍ତି । ଏହି ଅବସରରେ ଅମିତ ଶାହା କହିଛନ୍ତି ଯେ, କରୋନାର ଦ୍ୱିତୀୟ ତରଙ୍ଗରେ ଏହି ଭୂତାଣୁ ଏହାର ରୂପ ପରିବର୍ତ୍ତନ କରିବାରେ ଲାଗିଲା ଏବଂ!-->…
Read More...
Read More...
କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁୁ
କେରଳ : କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁୁ । ଏବର୍ଷ ଦୁଇ ଦିନ ବିଳମ୍ବରେ କେରଳ ଉପକୂଳ ଛୁଇଁଛି । ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । କେରଳର ଦକ୍ଷିଣାଞ୍ଚଳରେ ମୌସୁମୀ ବାୟୁ ପ୍ରବେଶ କରିଛି । ଖୁବ ଶୀଘ୍ର ସମଗ୍ର ଅଞ୍ଚଳକୁ ଛୁଇଁବ । ଏହାର ପ୍ରଭାବରେ!-->…
Read More...
Read More...
ଗାର୍ଲଫ୍ରେଣ୍ଡକୁ ହଟେଇବା ପାଇଁ ବିବାହିତ ପ୍ରେମିକ ଅପହରଣ କରି ହତ୍ୟା କଲା, କେନାଲରେ ଫିଙ୍ଗିଦେଲା ମୃତଦେହ
ମୁଜାଫରନଗର : ଉତ୍ତରପ୍ରଦେଶର ମୁଜାଫରନଗର ଜିଲ୍ଲାରେ ଜଣେ ବିବାହିତ ବ୍ୟକ୍ତି ତାଙ୍କ ୨୪ ବର୍ଷ ବୟସ୍କା ଗାର୍ଲଫ୍ରେଣ୍ଡକୁ ଅପହରଣ କରି ହତ୍ୟା କରିଥିବା ଭଳି ଅମାନବୀୟ ଘଟଣା ସାମ୍ନାକୁ ଆସିଛି । ଏହି ଘଟଣା ଜାନସାଠ ପୋଲିସ ଷ୍ଟେସନ ଅଞ୍ଚଳର କାୱାଲ ଗ୍ରାମରେ ଘଟିଛି । ପୋଲିସ କହିଛି ଯେ, ରବିବାର!-->…
Read More...
Read More...
ଇରାନ ନୌସେନାର ସବୁଠୁ ବଡ ଜାହାଜରେ ଲାଗିଗଲା ନିଆଁ : ବୁଡ଼ିଗଲା ସମୁଦ୍ରରେ
ତେହେରାନ : ଇରାନର ନୌସେନାରେ ଏକ ବଡ଼ ଧରଣର ବିପର୍ୟ୍ୟୟ ଖବର ସାମ୍ନାକୁ ଆସୁଛି । ଖବର ଅନୁଯାୟୀ, ଇରାନ ନୌସେନାର ସବୁଠାରୁ ବଡ ଜାହାଜ ଓମାନ ଗଲ୍ଫରେ ନିଆଁ ଲାଗି ବୁଧବାର ଦିନ ବୁଡ଼ିଯାଇଛି । ନ୍ୟୁଜ୍ ଏଜେନ୍ସି 'ଦି ଫାର୍ସ' ଏବଂ 'ଟସ୍ନିମ୍' ଏ ବିଷୟରେ ସୂଚନା ଦେଇ କହିଛନ୍ତି ଯେ, ଖାର୍ଗ!-->…
Read More...
Read More...
କରୋନାର ମୃତ୍ୟୁ ତାଣ୍ଡବ : ୩.୨୬ କୋଟି ଜନସଂଖ୍ୟା ଥିବା ପେରୁରେ ୧ ଲକ୍ଷ ୮୦ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି
ଲିମା : ଦକ୍ଷିଣ ଆମେରିକା ମାଳଦ୍ୱୀପରେ ଅବସ୍ଥିତ ପେରୁରେ କରୋନା ଭୂତାଣୁ ଭୟଙ୍କର ଧ୍ୱଂସ ଘଟାଇଛି । ପେରୁ କହିଛି ଯେ, କୋଭିଡ -୧୯ ଯୋଗୁଁ ମୃତ୍ୟୁ ସଂଖ୍ୟା ବହୁତ ଅଧିକ । ସେ କହିଛନ୍ତି ଯେ, ଗତ ବର୍ଷ ଦେଶରେ କରୋନା ଭାଇରସ ମହାମାରୀ ଆରମ୍ଭ ହେବା ପରଠାରୁ ଏଠାରେ ୧,୮୦,୦୦୦ରୁ ଅଧିକ ଲୋକ ପ୍ରାଣ!-->…
Read More...
Read More...
୯୩୪୬ ଶିଶୁ କୋଭିଡ କାରଣରୁ ଅନାଥ ହୋଇଗଲେ : ସୁପ୍ରିମକୋର୍ଟଙ୍କୁ କହିଲେ ଏନସିପିସିଆର
ନୂଆଦିଲ୍ଲୀ : ନ୍ୟାସନାଲ କମିଶନ ଫର ପ୍ରୋଟେକସନ ଅଫ୍ ଚାଇଲ୍ଡ ରାଇଟ୍ସ (ଏନସିପିସିଆର) ମଙ୍ଗଳବାର ଦିନ ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ, ରାଜ୍ୟ ଗୁଡ଼ିକ ପକ୍ଷରୁ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ପ୍ରଦାନ କରାଯାଇଥିବା ତଥ୍ୟ ଅନୁଯାୟୀ, ୯୩୪୬ ଜଣ ଶିଶୁ କରୋନା ମହାମାରୀ ହେତୁ ଅନାଥ ତଥା!-->…
Read More...
Read More...