Browsing Category

ଦେଶ ବିଦେଶ

ଦେଶରେ ଖସୁଛି କରୋନା ସଂକ୍ରମଣ ହାର, ସୁସ୍ଥତା ହାରରେ ଉନ୍ନତି : ୨୪ ଘଣ୍ଟାରେ ୧.୩୨,୭୮୮ ଚିହ୍ନଟ

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ଦ୍ୱିତୀୟ ଲହରର ବିପଦ ହ୍ରାସ ପାଇବାରେ ଲାଗିଛି । କରୋନା ସଂକ୍ରମଣର ହାର କ୍ରମାଗତ ଭାବରେ ହ୍ରାସ ପାଉଛି ଏବଂ ଏହି ସମୟରେସୁସ୍ଥତା ହାର ମଧ୍ୟ କ୍ରମାଗତ ଭାବରେ ଉନ୍ନତି କରୁଛି । ଦେଶରେ କରୋନା ସକ୍ରିୟ ମାମଲା ମଧ୍ୟ କ୍ରମାଗତ ଭାବେ ହ୍ରାସ ପାଉଛି, ଯଦିଓ
Read More...

ଆଇଆରଏସର ଜଗନ୍ନାଥ ବିଦ୍ୟାଧର ମହାପାତ୍ରଙ୍କୁ ସିବିଡିଟିର ଅତିରିକ୍ତ ଅଧ୍ୟକ୍ଷ ଦାୟିତ୍ୱ

ନୂଆଦିଲ୍ଲୀ : କେନ୍ଦ୍ର ଅର୍ଥମନ୍ତ୍ରଣାଳୟ ସୋମବାର ଭାରତୀୟ ରାଜସ୍ୱ ସେବା (ଆଇଆରଏସ)ର ଜଗନ୍ନାଥ ବିଦ୍ୟାଧର ମହାପାତ୍ରଙ୍କୁ କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି)ର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱପ୍ରଦାନ କରିଛନ୍ତି । ସେ ଆସନ୍ତା ୩ମାସ ପାଇଁ ଏହି ପଦରେ ରହିବେ । ଚଳିତ ମାସ ୨୭
Read More...

ବଲିଉଡ ଆର୍ଟ ଡାଇରେକ୍ଟର ମାରୁତିରାଓ ଭି କାଲେଙ୍କ ପରଲୋକ

ମୁମ୍ବାଇ : ବଲିଉଡ ଆର୍ଟ ଡାଇରେକ୍ଟର ମାରୁତିରାଓ ଭି କାଲେ ଆଉ ନାହାନ୍ତି । ତାଙ୍କ ପାଇଁ ଶତାଧିକ ଚଳଚ୍ଚିତ୍ର ସୁପର ହିଟ୍ ହୋଇଥିଲା । ସୌଦାଗର, ଡିସ୍କୋ ଡାନ୍ସର୍ ପରି ଅନେକ ଚଳଚ୍ଚିତ୍ରର ସେଟ୍ ଡିଜାଇନ୍ କରିଥିବା କଳା ନିର୍ଦ୍ଦେଶକ ମାରୁତିରାଓ ଭି କାଲେ ଚାଲିଗଲେ । ସୂଚନା ଅନୁସାରେ
Read More...

ଆସାମରେ ପୁଣି ଭୂକମ୍ପ : ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୧

ଆସାମ : ଆସାମରେ ପୁଣିଥରେ ରବିବାର ଦିନ ସୋନିତପୁରରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ନ୍ୟାସନାଲ ସେଣ୍ଟର ଫର ସିସମୋଲୋଜି ଅନୁଯାୟୀ, ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୧ ବୋଲି ଜଣାପଡିଛି । ଭୂକମ୍ପ କେନ୍ଦ୍ର ତେଜପୁରଠାରୁ ୪୦ କିଲୋମିଟର ପଶ୍ଚିମରେ ଥିଲା । ଭାରତୀୟ ସମୟ ଅନୁସାରେ ଦିନ
Read More...

୨୪ ଘଣ୍ଟାରେ କେରଳ ଛୁଇଁପାରେ ମୌସୁମୀ

ନୂଆଦିଲ୍ଲୀ : ୨୪ ଘଣ୍ଟାରେ କେରଳକୁ ଛୁଇଁପାରେ ମୌସୁମୀ । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ-ତାମିଲନାଡୁ ଅତି ନିକଟରେ ପହଁଞ୍ଚି ଯାଇଛି । ମୌସୁମୀର ଉତ୍ତର ଭାଗ ବର୍ତ୍ତମାନ ସମୟରେ କୋମୋରିନ ସାଗର ତଟଠାରୁ ପାଖାପାଖି ୧୦୦ କିଲୋମିଟର ଦୂରରେ ରହିଥିବା କୁହାଯାଇଛି । ଆଗାମୀ ୨୪ ଘଣ୍ଟାରେ ଏହା
Read More...

ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଗୁପ୍ତରେ ବିବାହ କଲେ କ୍ୟାରି ସାଇମଣ୍ଡଙ୍କୁ

ଲଣ୍ଡନ : ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ତାଙ୍କ ମଙେ୍‌ଙ୍ଗତର କ୍ୟାରି ସାଇମଣ୍ଡଙ୍କୁ ଗୁପ୍ତରେ ବିବାହ କରିଛନ୍ତି । ଖବର ଅନୁଯାୟୀ, ୱେଷ୍ଟ ମିନ୍‌ଷ୍ଟର ଚର୍ଚ୍ଚରେ ଏହି ଦମ୍ପତି ଶନିବାର ବିବାହ କରିଥିଲେ । ଏହି ଅବସରରେ ତାଙ୍କ ପରିବାର ଏବଂ ଘନିଷ୍ଠ ବନ୍ଧୁମାନେ ଉପସ୍ଥିତ ଥିଲେ ।
Read More...

ଆଇପିଏଲ୍‌ର ଅବଶିଷ୍ଟ ମ୍ୟାଚ୍ ଦୁବାଇରେ ଖେଳାଯିବ

ନୂଆଦିଲ୍ଲୀ : କରୋନା ପାଇଁ ଅଧାରୁ ସ୍ଥଗିତ ରହିଥିବା ଆଇପିଏଲ୍‌ର ଅବଶିଷ୍ଟ ମ୍ୟାଚ୍ ଦୁବାଇ(ୟୁଏଇ)ରେ ଖେଳାଯିବ। ଆସନ୍ତା ସେପ୍ଟେମ୍ଵର-ଅକ୍ଟୋବରରେ ଟୁର୍ଣ୍ଣାମେଣ୍ଟର ଅବଶିଷ୍ଟ ୩୧ଟି ମ୍ୟାଚ୍ ଦୁବାଇରେ ଆୟୋଜନ କରାଯିବ। ଶନିବାର ବିସିସିଆଇର ସ୍ପେଶାଲ ଜେନେରାଲ୍ ମିଟିଙ୍ଗରେ ଏହି ନିଷ୍ପତ୍ତି
Read More...

କାନାଡାର ଏକ ସ୍କୁଲରେ ମିଳିଛି ୨୧୫ ପିଲାଙ୍କ ମୃତଦେହ : ଉତ୍ତେଜନା

କେମଲୁପ୍ସ : ୨୧୫ ଶିଶୁଙ୍କ ମୃତଦେହ କାନାଡାର ଏକ ସ୍କୁଲ କ୍ୟାମ୍ପସରେ ପୋତି ଦିଆଯାଇଥିବା ଦେଖିବାକୁ ମିଳିଛି । ଏଥିମଧ୍ୟରୁ ୩ ବର୍ଷ ବୟସ ପର୍ୟ୍ୟନ୍ତ ପିଲାମାନଙ୍କର ବି ଶରୀର ରହିଛି । ଏହି ବିଦ୍ୟାଳୟଟି କାନାଡାର ସର୍ବ ବୃହତ ଆବାସିକ ବିଦ୍ୟାଳୟ ଭାବରେ ପରିଗଣିତ ହେଉଥିଲା । ଏତେ ସଂଖ୍ୟକ
Read More...

ପାକିସ୍ତାନରେ ୧୬ ବର୍ଷର ନାବାଳିକା ଗଣଦୁଷ୍କର୍ମର ଶିକାର : ଭିଡିଓ ଭାଇରାଲ

ଇସଲାମାବାଦ : ପାକିସ୍ତାନର ଡେରା ଇସମାଇଲ ଖାନ ସହରରୁ ଆଉ ଏକ ଲଜ୍ଜାଜନକ ଘଟଣା ସାମ୍‌ନାକୁ ଆସିଛି । ଦୁର୍ବୃତ୍ତ ମାନେ ଜଣେ ୧୬ ବର୍ଷ ବୟସ୍କା ନାବାଳିକାଙ୍କୁ କେବଳ ବଳାତ୍କାର ଓ ନିର୍ୟାତନା ଦେଇନଥିଲେ, ବରଂ ଏହି ଘଟଣାର ସୁଟିଂ କରି ସୋସିଆଲ ମିଡିଆରେ ଅପଲୋଡ୍ କରିଥିଲେ । ଡେରା ଇସମାଇଲ ଖାନ
Read More...

ବଙ୍ଗଳାବାସୀଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ପାଦ ଛୁଇଁବାକୁ ପ୍ରସ୍ତୁତ, ରାଜନୈତିକ ପ୍ରତିଶୋଧ ବନ୍ଦ କରନ୍ତୁ : ମମତା…

କୋଲକାତା : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିଳମ୍ବରେ ପହଞ୍ଚିବା ଏବଂ ବୈଠକରୁ ତୁରନ୍ତ ବିଦାୟ ନେଇଥିବା ବିବାଦ ଥମୁନାହିଁ । ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଏହି ଘଟଣାରେ ଏକ ବିବୃତ୍ତି ଦେଇଛନ୍ତି । କେନ୍ଦ୍ର
Read More...