Browsing Category

ଦେଶ ବିଦେଶ

ରାମକୃଷ୍ଣ ମଠର ସ୍ଵାମୀ ଶିବମୟାନନ୍ଦଜୀ ମହାରାଜଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ନୂଆଦିଲ୍ଲୀ, (ପିଆଇବି) : ରାମକୃଷ୍ଣ ମଠର ସ୍ଵାମୀ ଶିବମୟାନନ୍ଦଜୀ ମହାରାଜଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ଏକ ଟ୍ଵିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ରାମକୃଷ୍ଣ ମଠର ସ୍ଵାମୀ ଶିବମୟାନନ୍ଦଜୀ ମହାରାଜ ସାମାଜିକ ସଶକ୍ତିକରଣ ଉପରେ
Read More...

ବିଶିଷ୍ଟ ସ୍ନାୟୁବିଜ୍ଞାନୀ ଡଃ ଅଶୋକ ପାନାଗାରିୟାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ନୂଆଦିଲ୍ଲୀ, (ପିଆଇବି) : ବିଶିଷ୍ଟ ସ୍ନାୟୁବିଜ୍ଞାନୀ ଡଃ ଅଶୋକ ପାନାଗାରିୟାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ଏକ ଟ୍ଵିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଡଃ ଅଶୋକ ପାନାଗାରିୟା ଜଣେ ଉଲ୍ଲେଖନୀୟ ସ୍ନାୟୁବିଜ୍ଞାନୀ ଭାବେ ନିଜର ପରିଚୟ
Read More...

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୮୦୮୩୪ ଜଣ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ : ଦେଶରେ କମିବାରେ ଲାଗିଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୮୦୮୩୪ ଜଣ ଆକ୍ରାନ୍ତ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୪ ଘଣ୍ଟା ମଧ୍ୟରେ ୩୩୦୩ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୨କୋଟି ୯୪ଲକ୍ଷ
Read More...

ଆନ୍ତର୍ଜାତିକ ଯୋଗ ଦିବସ ୨୦୨୧ ପାଇଁ ‘ନମସ୍ତେ ଯୋଗ’ ଆପ୍ ଉନ୍ମୋଚିତ

ନୂଆଦିଲ୍ଲୀ, (ପିଆଇବି) : ସପ୍ତମ ଆନ୍ତର୍ଜାତିକ ଯୋଗ ଦିବସ ଉପଲକ୍ଷେ ଶୁକ୍ରବାର ବିଳମ୍ବିତ ସନ୍ଧ୍ୟାରେ ଅନଲାଇନ ଅନାବରଣ କାର୍ୟ୍ୟକ୍ରମ ଆୟୋଜିତ ହୋଇଯାଇଛି, ଯେଉଁଥିରେ ବିଖ୍ୟାତ ଯୋଗଗୁରୁ ଏବଂ ଅଭିଜ୍ଞସମ୍ପନ୍ନ ଯୋଗ ପ୍ରତିନିଧି ମଣ୍ଡଳୀ ଓ ଦୁଇ ଜଣ କେନ୍ଦ୍ରମନ୍ତ୍ରୀ ଭର୍ଚୁଆଲ ପ୍ଲାଟଫର୍ମରେ ଉଭୟ
Read More...

୪୪ତମ ଜିଏସଟି ପରିଷଦ ବୈଠକର ସୁପାରିସ : କୋଭିଡ ଚିକିତ୍ସା ଓ ପରିଚାଳନାରେ ବ୍ୟବହୃତ ହେଉଥିବା ସାମଗ୍ରୀ ଉପରୁ ଜିଏସଟି…

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ଅର୍ଥ ଓ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂ ଜରିଆରେ ୪୪ତମ ଜିଏସଟି ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । କୋଭିଡ-୧୯ ଚିକିତ୍ସା ଓ ପରିଚାଳନାରେ ବ୍ୟବହୃତ ହେଉଥିବା ନିର୍ଦ୍ଦିଷ୍ଟ କେତେକ
Read More...

ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମକୁ ୟୁଏନଡିପିର ପ୍ରଶଂସା : ବିଶ୍ୱର ଅନ୍ୟ ଭାଗରେ ଅନୁକରଣ ପାଇଁ ସୁପାରିସ

● ସ୍ୱାସ୍ଥ୍ୟ ଓ ପୁଷ୍ଟିସାଧନ ସମେତ କୋଭିଡ୍ ମୁକାବିଲା କ୍ଷେତ୍ରରେ ମାଲକାନଗିରି ଜିଲ୍ଲାର ଉଲ୍ଲେଖନୀୟ ସଫଳତାକୁ ପ୍ରଶଂସା● ରିପୋର୍ଟରେ କାର୍ଯ୍ୟକ୍ରମର ଅଭିନବ ସହଭାଗୀ ପ୍ରକୃତିକୁ ପ୍ରଶଂସା ନୂଆଦିଲ୍ଲୀ, (ପିଆଇବି) : ଏକ ନିରପେକ୍ଷ ରିପୋର୍ଟରେ, ମିଳିତ ଜାତିସଂଘ ବିକାଶ କାର୍ଯ୍ୟକ୍ରମ
Read More...

ଲଜପତ ନଗରର ଏକ ପୋଷାକ ଶୋ’ରୁମରେ ଅଗ୍ନିକାଣ୍ଡ : ନିଆଁ ଲିଭାଇବାକୁ ୧୬ଟି ଅଗ୍ନିଶମ ଗାଡ଼ି ଲାଗିଛି

ନୂଆଦିଲ୍ଲୀ : ଆଜି ପୂର୍ବାହ୍ନରେ ଦକ୍ଷିଣ ଦିଲ୍ଲୀର ଲଜପତ ନଗର ସେଣ୍ଟ୍ରାଲ ମାର୍କେଟ ଅଞ୍ଚଳର ଏକ ପୋଷାକ ଶୋ’ରୁମରେ ଅଗ୍ନିକାଣ୍ଡ ଘଟିଛି । ଦିଲ୍ଲୀ ଅଗ୍ନିଶମ ସେବା ଅଧିକାରୀ ଏହି ସୂଚନା ଦେଇଛନ୍ତି । ଅଗ୍ନିଶମ ବିଭାଗର ସୂଚନା ଅନୁଯାୟୀ, ପୂର୍ବାହ୍ନ ପ୍ରାୟ ୧୦.୨୦ ସମୟରେ ଅଗ୍ନିକାଣ୍ଡ
Read More...

ଲଦାଖ ନିକଟରେ ବୋମା ବର୍ଷାଉଛନ୍ତି ଚୀନ୍-ପାକିସ୍ତାନ ଯୁଦ୍ଧ ବିମାନ, ଭାରତ ପାଇଁ ସତର୍କ ଘଣ୍ଟି

ଲଦାଖ : ପାକିସ୍ତାନୀ ବାୟୁସେନା ତିବ୍ଦତରେ ଚୀନ୍ ସହିତ ମିଳିତ ଯୁଦ୍ଧାଭ୍ୟାସ କରୁଛି । ପୂର୍ବରୁ ବିବାଦୀୟ ଅଞ୍ଚଳରେ ଦୁଇ ଶତ୍ରୁଙ୍କ ଏକକାଳୀନ ଯୁଦ୍ଧାଭ୍ୟାସ ଯୋଗୁଁ ଭାରତର ଚିନ୍ତା ବୃଦ୍ଧି ପାଇଛି । ଲଦାଖକୁ ଲାଗିଥିବା ତିବ୍ଦତର ଅଞ୍ଚଳ ପୂର୍ବରୁ ବିବାଦର କେନ୍ଦ୍ର ପାଲଟିଛି । ଏଭଳି
Read More...

ରୁଷ୍‌ ପକ୍ଷରୁ ଫେସବୁକ୍ ଏବଂ ଟେଲିଗ୍ରାମକୁ ଜୋରିମାନା

ମସ୍କୋ : ନିଷିଦ୍ଧ ବିଷୟବସ୍ତୁ ହଟାଇବାରେ ବିଫଳ ହୋଇଥିବା ଅଭିଯୋଗରେ ରୁଷ କର୍ତ୍ତୃପକ୍ଷ ଫେସବୁକ୍ ଏବଂ ଟେଲିଗ୍ରାମ ଆପ୍‌କୁ ଜରିମାନା କରିଛନ୍ତି । ଏହି ପଦକ୍ଷେପ ଦେଶରେ ରାଜନୈତିକ ଅସ୍ଥିରତା ମଧ୍ୟରେ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ନିୟନ୍ତ୍ରଣ କରିବା ପାଇଁ ସରକାରଙ୍କ ବଢ଼ୁଥିବା ପ୍ରୟାସର ଏକ
Read More...

ମସଜିଦ ଭିତରେ ୧୦ ବର୍ଷର ବାଳିକାକୁ ଯୌନ ନିର୍ୟାତନା, ୪୭ ବର୍ଷୀୟ ଅଭିଯୁକ୍ତ ଧର୍ମଗୁରୁ ଗିରଫ

ନୂଆଦିଲ୍ଲୀ : ଦିଲ୍ଲୀର ଏକ ମସଜିଦ ଭିତରେ ଜଣେ ୧୦ ବର୍ଷର ଜଣେ ବାଳିକାକୁ ଯୌନ ନିର୍ୟାତନା ଅଭିଯୋଗରେ ଜଣେ ୪୭ ବର୍ଷୀୟ ଧର୍ମଗୁରୁକୁ ଗିରଫ କରାଯାଇଛି । ଦିଲ୍ଲୀ ପୋଲିସ କହିଛି ଯେ, ଏହି ଘଟଣା ରବିବାର ଦିନ ଘଟିଛି । କୁହାଯାଉଛି ଯେ, ଧର୍ମଗୁରୁ ଝିଅଟିକୁ ଦିଲ୍ଲୀର ଏକ ମସଜିଦ ଭିତରକୁ ନେଇ
Read More...