Browsing Category

ଦେଶ ବିଦେଶ

ଅପର୍ଣ୍ଣା ଯାଦବ ଦିଲ୍ଲୀରେ ପହଂଚିଲେ, ବିଜେପିରେ ଯୋଗଦାନ

ନୂଆଦିଲ୍ଲୀ : ଆଜି ଉତ୍ତରପ୍ରଦେଶ ରାଜନୀତିରେ ଏକ ବଡ଼ ଧରଣର ଅଶାନ୍ତ ବାତାବରଣ ସୃଷ୍ଟି ହେବାର ସମ୍ଭାବନା ରହିଛି । ବାସ୍ତବରେ ମୁଲାୟମ ସିଂ ଯାଦବଙ୍କ ସାନ ବୋହୂ ଅପର୍ଣ୍ଣା ଯାଦବ ଆଜି ବିଜେପିରେ ଯୋଗ ଦେବାକୁ ଯାଉଛନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଅପର୍ଣ୍ଣା ଯାଦବ ବିଜେପିରେ ଯୋଗଦେବା
Read More...

ଡବ୍ଲ୍ୟୁଏଚ୍‌ ମୁଖ୍ୟଙ୍କ ଚେତାବନୀ : ଓମିକ୍ରନ୍‌ ପରେ ନୂଆ ଭାରିଆଂଟ ଆସିବ, କରୋନା ଏପର୍ଯ୍ୟନ୍ତ ଶେଷ ହୋଇନାହିଁ

ନୂଆଦିଲ୍ଲୀ : କରୋନା ସଂକ୍ରମଣ ସାରା ବିଶ୍ୱରେ ବୃଦ୍ଧି ପାଉଥିବା ବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌) ମୁଖ୍ୟ ଟେଡ୍ରୋସ ଅଡାନୋମ ମଙ୍ଗଳବାର ଦିନ ଚେତାବନୀ ଦେଇଛନ୍ତି ଯେ, କୋଭିଡ-୧୯ ମହାମାରୀ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ । ଏହା ସହିତ ଓମିକ୍ରନ୍‌ ଭାରିଆଂଟର ହାଲୁକା ହେବାର ଦାବୀ
Read More...

ସୁପ୍ରିମ୍‌କୋଟରେ ମଧ୍ୟ କରୋନା ଘନଉଛି

ନୂଆଦିଲ୍ଲୀ : ସୁପ୍ରିମ୍‌କୋଟରେ କରୋନା ଆତଙ୍କ ଖେଲାଇ ଦେଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ସୁପ୍ରିମ୍‌କୋଟର ୧୦ ଜଣ ବିଚାରପତିଙ୍କ ସହ ଶତକଡା ୩୦ ଭାଗ କର୍ମଚାରୀଙ୍କ ରିର୍ପୋଟ ପଜିଟିଭ ଆସିଥିବା ସୂଚନା ମିଳିଛି । ଏହି ସଂକ୍ରମଣ କୋଟର କାମ ଉପରେ ପ୍ରଭାବ ପକାଇଛି । ଯେଉଁ କର୍ମଚାରୀଙ୍କ
Read More...

ଦେଶରେ କରୋନାର ୨ ଲକ୍ଷ ୮୨ ହଜାର ୯୭୦ ନୂଆ ସଂକ୍ରମିତ ଚିହ୍ନଟ, ଗତ ୨୪ ଘଂଟା ମଧ୍ୟରେ ୪୪୧ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଗତ ୨୪ ଘଂଟା ମଧ୍ୟରେ କରୋନା ଭୂତାଣୁର ୨ ଲକ୍ଷ ୮୨ ହଜାର ୯୭୦ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାପଡିଛି । ଏହି ସମୟ ମଧ୍ୟରେ ୧ ଲକ୍ଷ ୮୮ ହଜାର ୧୫୭ ଜଣ କରୋନାକୁ ପରାସ୍ତ କରି ସୁସ୍ଥ ହୋଇଥିବା ସୂଚନା ମିଳିଛି । ଏହି ସମୟରେ କରୋନା ସଂକ୍ରମଣ ହେତୁ ୪୪୧ ଜଣଙ୍କର ମୃତ୍ୟୁ ଘଟିଛି
Read More...

ଛତିଶଗଡରେ ପୋଲିସ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ : ୫ ମାଓବାଦୀ ମୃତ

ଛତିଶଗଡ : ଛତିଶଗଡରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବା ଖବର ମିଳିଛି । ତେବେ ଏହି ଏନ୍‌କାଉଣ୍ଟରରେ ୨ଟି ଭିନ୍ନ ଭିନ୍ନ ସ୍ଥାନ ୫ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ବିଜାପୁର ଜିଲ୍ଲା ଇଲମିଡି ଜଙ୍ଗଲରେ ୪ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଏହା ସହ
Read More...

କରୋନାରେ ଆକ୍ରାନ୍ତ ହେଲେ ଆନ୍ଧ୍ରପ୍ରଦେଶ ପୂର୍ବତନ ମୁଖମନ୍ତ୍ରୀ

ହାଇଦ୍ରାବାଦ : କରୋନାରେ ଆକ୍ରାନ୍ତ ହୋଇଛନ୍ତି ଆନ୍ଧ୍ରପ୍ରଦେଶ ପୂର୍ବତନ ମୁଖମନ୍ତ୍ରୀ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ । ତାଙ୍କ କରୋନା ରିପୋର୍ଟ ପଜିଟିଭ୍‍ ଆସିଥିବା ନେଇ ସେ ଏକ ଟ୍ୱିଟ୍‍ ଜରିଆରେ ସୂଚନା ଦେଇଛନ୍ତି । ଟ୍ୱିଟରେ ସେ ଲେଖିଛନ୍ତି ଯେ, ସେ କରୋନା ସଂକ୍ରମିତ ହୋଇଛନ୍ତି ।
Read More...

ଭୋର ୪ଟା ୩୦ରେ ଅରୁଣାଞ୍ଚଳପ୍ରଦେଶରେ ଭୂକମ୍ପର ଝଟକା ଅନୁଭବ

ଅରୁଣାଞ୍ଚଳପ୍ରଦେଶ : ଆଜି ଭୋର ୪ଟା ୩୦ରେ ଅରୁଣାଞ୍ଚଳପ୍ରଦେଶରେ ଭୂକମ୍ପର ଝଟକା ଅନୁଭବ ହୋଇଛି । ଏନସିଏସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ରିକ୍ଟର ସ୍କେଲରେ ଭୂକମ୍ପର ତିବ୍ରତା ୪.୯ ରେକର୍ଡ କରାଯାଇଛି । ଏଥିରେ ଏଯାଏଁ ଧନଜୀବନହାନୀ ହୋଇଥିବା ନେଇ କୌଣସି ସୂଚନା ମିଳିନାହିଁ । ଭୂକମ୍ପ
Read More...

ପ୍ରିୟଙ୍କା ଗାନ୍ଧୀଙ୍କ ବିବୃତ୍ତି ‘ମେ ଲଡ଼୍‌କି ହୁଁ, ଲଢ଼୍‌ ସକ୍‌ତି ହୁଁ’ର ଜବାବ ଦେଲା ମଧ୍ୟପ୍ରଦେଶ ବିଜେପି

ଭୋପାଳ : ମଧ୍ୟପ୍ରଦେଶ ବିଜେପି କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀଙ୍କ ବିବୃତ୍ତି ‘ମେ ଲଡ଼୍‌କି ହୁଁ, ଲଢ଼୍‌ ସକ୍‌ତି ହୁଁ' ଉପରେ ପ୍ରତିକ୍ରିୟା ଦେଇଛି । ବିଜେପି ରାଜ୍ୟ ସଭାପତି ବିି.ଡି. ଶର୍ମା କହିଛନ୍ତି ଯେ, ସେ ଲଢେ଼ଇ ବିଷୟରେ କହୁଛନ୍ତି । ବିଭାଜନ କର ଏବଂ ଲଢେ଼ଇ କର ।
Read More...

ଫେବୃୟାରୀ ୨୦ରେ ହେବ ପଞ୍ଜାବ ବିଧାନସଭା ନିର୍ବାଚନ

ଚଣ୍ଡିଗଡ଼ : ଫେବୃୟାରୀ ୨୦ରେ ହେବ ନିର୍ବାଚନ । ପୂର୍ବରୁ ୧୪ ଫେବୃୟାରୀରେ ନିର୍ବାଚନ ହେବା ଲାଗି ଘୋଷଣା କରାଯାଇଥିବା ବେଳେ କେନ୍ଦ୍ର ନିର୍ବାଚନ କମିଶନ ଏହାକୁ ବଦଳାଇ ଫେବୃୟାରୀ ୨୦ ଘୋଷଣା କରିଛନ୍ତି । ହେଲେ ଭୋଟ ଗଣତି ନିର୍ଦ୍ଧାରିତ ତାରିଖ ଅର୍ଥାତ୍ ମାର୍ଚ୍ଚ ୧୦ରେ ହେବ ବୋଲି ଜଣାପଡିଛି ।
Read More...

ପତ୍ନୀଙ୍କ ଇଚ୍ଛାକୁ ସମ୍ମାନ ଦେଇ ଡାକ୍ତର ସ୍ୱାମୀ ସମଗ୍ର ସମ୍ପତ୍ତି ଦାନ କଲେ

ନୂଆଦିଲ୍ଲୀ : ବିବାହ ସମୟରେ ହୋମ କୁଣ୍ଡରେ ସାତ ଥର ପଇଁତରା ମାରିବା ବେଳେ ପ୍ରତ୍ୟେକ ଦମ୍ପତି ଜୀବନର ପ୍ରତ୍ୟେକ ନିଷ୍ପତ୍ତିରେ ପରସ୍ପରକୁ ସମର୍ଥନ କରିବା ପାଇଁ ଏକ ଶପଥ ନିଅନ୍ତି । ଅଥଚ ସେମାନଙ୍କ ମଧ୍ୟରୁ ଅଧିକାଂଶ ଏହି ଶପଥକୁ ଭୁଲିଯାଆନ୍ତି । କିନ୍ତୁ କିଛି ସ୍ୱାମୀ-ସ୍ତ୍ରୀ ଅଛନ୍ତି
Read More...