Browsing Category
ଦେଶ ବିଦେଶ
ବ୍ରିଜରୁ ଖସିପଡିଲା କାର୍, ବିଧାୟକଙ୍କ ପୁଅଙ୍କ ସମେତ ୭ ଏମ୍ବିବିଏସ୍ ଛାତ୍ରଙ୍କ ମୃତ୍ୟୁ
ୱର୍ଦ୍ଧା : ମହାରାଷ୍ଟ୍ରର ୱର୍ଦ୍ଧା ଜିଲ୍ଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ୭ ଏମ୍ବିବିଏସ୍ ଛାତ୍ରଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଗତ ବିଳମ୍ବିତ ରାତିରେ ଏହି ଛାତ୍ରମାନେ ଯବତମାଲରୁ ୱର୍ଦ୍ଧାକୁ ଫେରୁଥିବା ବେଳେ ଏହି ଘଟଣା ଘଟିଥିଲା । ସୂଚନାନୁସାରେ, ସେଲ୍ସୁରା ନିକଟ!-->…
Read More...
Read More...
୬୬ ବର୍ଷୀୟ ବ୍ୟକ୍ତି ବିଶ୍ୱ ରେକର୍ଡ କଲେ : ହାତ ଓ ପାଦ ବାନ୍ଧି ଆରବ ସାଗରରେ ୫ ଘଣ୍ଟା ଧରି ପହଁରିଲେ
ଉଦୁପି(କର୍ଣ୍ଣାଟକ) : ଜଣେ ୬୬ ବର୍ଷ ବୟସ୍କ ଜଣେ ବ୍ୟକ୍ତି ଏପରି କିଛି କରିଛନ୍ତି, ଯାହା ଜଣେ ଯୁବକ ମଧ୍ୟ କଳ୍ପନା କରି ପାରିବ ନାହିଁ । ହାତ ଏବଂ ପାଦ ବନ୍ଧା ହୋଇଥିବା ବେଳେ ଆରବ ସାଗରକୁ ଡେଇଁଛନ୍ତି । ଏଭଳି ଅବସ୍ଥାରେ ସେ ୫ ଘଣ୍ଟା କାଳ କ୍ରମାଗତ ଭାବରେ ପହଁରି ଏକ ବିଶ୍ୱ ରେକର୍ଡ ସୃଷ୍ଟି!-->…
Read More...
Read More...
ପରମାଣୁ ଚୁକ୍ତି ପସଂଗରେ ଆମେରିକା ସହ ସିଧାସଳଖ କଥାବାର୍ତ୍ତା କରିବାକୁ ଇରାନ ଇଚ୍ଛା ପ୍ରକାଶ କଲା
ତେହେରାନ : ପରମାଣୁ ଚୁକ୍ତି ସଂପର୍କରେ ଅନ୍ୟ ବିଶ୍ୱ ଶକ୍ତି ସହିତ ଚାଲିଥିବା ଆଲୋଚନାରେ ଇରାନ ସୋମବାର ଆମେରିକା ସହିତ ସିଧାସଳଖ ଯୋଗାଯୋଗ କରିବାକୁ ଇଚ୍ଛା ପ୍ରକାଶ କରିଛି । ସରକାରୀ ସମ୍ବାଦ ଏଜେନ୍ସି 'ଆଇଆର୍ଏନ୍ଏ' ଏହି ସୂଚନା ଦେଇଛି । ଇରାନର ସର୍ବୋଚ୍ଚ ନେତା ଅଜାତୁଲ୍ଲା ଅଲି ଖାମେନେଇ!-->…
Read More...
Read More...
କଂଗ୍ରେସ ନେତା ଆରପିଏନ ସିଂ ବିଜେପିରେ ଯୋଗ ଦେଲେ : କହିଲେ- କଂଗ୍ରେସ ପୂର୍ବ ଭଳି ଦଳ ହୋଇ ରହିନାହିିଁ
ନୂଆଦିଲ୍ଲୀ : ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଆରପିଏନ ସିଂ ମଙ୍ଗଳବାର ଦିନ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି । ଆଜି କଂଗ୍ରେସରୁ ଇସ୍ତଫା ଦେଇଥିବା ସିଂ କହିଛନ୍ତି ଯେ, ବିଜେପିରେ ଯୋଗଦେବା ତାଙ୍କ ପାଇଁ ଏକ ନୂଆ ଆରମ୍ଭ । ଶ୍ରୀ ସିଂ କେନ୍ଦ୍ର ମନ୍ତ୍ରୀ ତଥା!-->…
Read More...
Read More...
ଆନ୍ନା ହାଜାରେ ମହାରାଷ୍ଟ୍ରରେ ୨୫ ହଜାର କୋଟି ଟଙ୍କା ଠକେଇ ହୋଇଥିବା ଅଭିଯୋଗ କଲେ, ଅମିତ ଶାହାଙ୍କୁ ଚିଠି ଲେଖିଲେ
ପୁନେ : ବିଶିଷ୍ଟ ସାମାଜିକ କର୍ମୀ ଆନ୍ନା ହାଜାରେ ଅଭିଯୋଗ କରିଛନ୍ତି ଯେ, ମହାରାଷ୍ଟ୍ର କୋଅପ୍ରେଟିଭ ସୁଗାର ମିଲ୍ରେ ୨୫ ହଜାର କୋଟି ଟଙ୍କାର ଦୁର୍ନୀତି ହୋଇଛି। ଏହି ପରିପ୍ରେକ୍ଷୀରେ ଆନ୍ନା ହଜାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଏକ ଚିଠି ଲେଖିଛନ୍ତି ଏବଂ ସୁପ୍ରିମକୋର୍ଟର ଜଣେ!-->…
Read More...
Read More...
ସଇତାନ ହେଲା ପୁଅ : ମା’ଙ୍କୁ ଡମ୍ବେଲ୍ରେ ଛେଚି ଛେଚି ହତ୍ୟା କଲା
ହାଇଦ୍ରାବାଦ : ସଇତାନ ହେଲା ପୁଅ । ମା'ଙ୍କୁ ଡମ୍ବେଲ୍ରେ ଛେଚି ଛେଚି ହତ୍ୟା କଲା । ମାନସିକ ଭାବେ ଅସୁସ୍ଥ ଥିବା ଜଣେ ବ୍ୟକ୍ତି ଡମ୍ବେଲ୍ରେ ମା'ଙ୍କୁ ଛେଚି ଛେଚି ହତ୍ୟା କରିଥିବାବେଳେ ଏହି ଘଟଣା ସାରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ତେଲେଙ୍ଗାନାର ହାଇଦ୍ରାବାଦ ସୁଲତାନ ବଜାର!-->…
Read More...
Read More...
ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭାମିକାଙ୍କ ଫଟୋ : ପ୍ରତିକ୍ରିୟା ରଖିଲେ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ବିରାଟ…
ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଭାଇରାଲ ହେଉଛି ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ଝିଅ ଭାମିକାଙ୍କ ଫଟୋ । ରବିବାର ଦିନ ଅନୁଷ୍ଠିତ ହୋଇଥିବା ମ୍ୟାଚ୍ରେ ବିରାଟ ୫୦ ରନ୍ ସଂଗ୍ରହ କରିବା ପରେ ଅନୁଷ୍କା ତାଙ୍କ ଝିଅ ସହିତ!-->…
Read More...
Read More...
ପଞ୍ଜାବରେ ବିଜେପି ୬୫ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ
ନୂଆଦିଲ୍ଲୀ : ପଞ୍ଜାବରେ ବିଧାନସଭା ନିର୍ବାଚନ ଆରମ୍ଭ ହେବା ସହିତ ସମସ୍ତ ରାଜନୈତିକ ଦଳ ନିଜର ବିଜୟ ଦାବୀ କରୁଛନ୍ତି । ଏହି ସମୟରେ, ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନାଡ୍ଡା ପଞ୍ଜାବକୁ ନେଇ ଏନ୍ଡିଏର ଦୃଷ୍ଟିକୁ ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି ଯେ, ପଞ୍ଜାବ ଏକ ସୀମାବର୍ତ୍ତୀ ରାଜ୍ୟ!-->…
Read More...
Read More...
କରୋନା ପଜିଟିଭ୍ ହେଲେ ଶରଦ ପାୱାର
ନୂଆଦିଲ୍ଲୀ : କରୋନାରେ ପଜିଟିଭ୍ ହୋଇଛନ୍ତି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏନ୍ସିବି ଅଧ୍ୟକ୍ଷ ଶରଦ ପାୱାର । ଏନେଇ ସେ ନିଜେ ଟୁଇଟ୍ ଯୋଗେ ସୂଚନା ଦେଇଛନ୍ତି । ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ବେଳେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ସେ ଏବେ ସମସ୍ତ ପ୍ରକାର!-->…
Read More...
Read More...
ମର୍ମନ୍ତୁଦ ଦୁର୍ଘଟଣା : ବସ୍ ଖସିଲା ଖାଲରେ, ୨ ଜଣଙ୍କର ମୃତ୍ୟୁ ଓ ୧୮ ଜଣ ଯାତ୍ରୀ ଆହତ
ବାରବାଙ୍କି : ଉତ୍ତରପ୍ରଦେଶର ବାରବାଙ୍କି ଠାରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି । ସୂଚନାନୁସାରେ, ଉତ୍ତରପ୍ରଦେଶ ରାଜ୍ୟ ସଡକ ପରିବହନ ନିଗମର ବସ୍ ଅନିୟନ୍ତ୍ରିତ ଭାବରେ ଖାଲରେ ଖସି ପଡ଼ିଛି । କ୍ଷୀପ୍ର ଗତି ହେତୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଇଛି । ପୋଲିସର ସୂଚନାନୁସାରେ, ଏହି ବସ୍ରେ!-->…
Read More...
Read More...