Browsing Category
ଦେଶ ବିଦେଶ
ଫେବୃଆରୀ ୧ରେ କେନ୍ଦ୍ର ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
ନୂଆଦିଲ୍ଲୀ : ଫେବୃଆରୀ ୧ରେ କେନ୍ଦ୍ର ବଜେଟ୍ ୨୦୨୨-୨୩ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବୋଲି ସୂଚନା ମିଲିଛି । ଏହା ୨୦୧୪ରେ କ୍ଷମତାକୁ ଆସିବା ପରଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରଙ୍କ ଦଶମ ବଜେଟ୍ ଉପସ୍ଥାପନ ହେବ ଏବଂ ସୀତାରମଣଙ୍କ ଦ୍ୱାରା ଏହା ହେଉଛି!-->…
Read More...
Read More...
ଆଫଗାନିସ୍ତାନ ମହିଳାମାନେ ତଥାପି ତାଲିବାନ ବିରୋଧରେ ସ୍ୱର ଉଠାଇଲେ
କାବୁଲ : ତାଲିବାନ ତାର ଆତଙ୍କରାଜ ଚଳାଇଛି । କୋଡିଏ ବର୍ଷର ହିଂସାତ୍ମକ ସଂଘର୍ଷ ଏବଂ ହଜାର ହଜାର ସାଧାରଣ ନାଗରିକଙ୍କ ମୃତ୍ୟୁ ପରେ ତାଲିବାନ ଆଫଗାନିସ୍ତାନରେ ଶାସନ କ୍ଷମତା ଜବରଦଖଲ କରିଛି । ଏହା ପରେ ବି ଆଫଗାନିସ୍ତାନର କିଛି ମହିଳା ତାଲିବାନ ଆତଙ୍କରେ ଭୟଭୀତ ନହୋଇ ସ୍ୱର ଉତ୍ତୋଳନ!-->…
Read More...
Read More...
ମୁଁ ଏବେ ବି ଅନୁଭବ କରୁଛି ଯେ, ଶିବସେନା ବିଜେପି ସହ ରହି ୨୫ ବର୍ଷ କାଳ ବର୍ବାଦ୍ କରିଛି : ଉଦ୍ଧବ ଠାକରେ
ମୁମ୍ବାଇ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ତଥା ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ରବିବାର ଦିନ ହିନ୍ଦୁତ୍ୱକୁ ରାଜନୈତିକ ସୁବିଧା ଅନୁଯାୟୀ ବ୍ୟବହାର କରୁଥିବା ଅଭିଯୋଗ କରି କହିଛନ୍ତି ଯେ, ତାଙ୍କ ଦଳ ରାଜ୍ୟ ବାହାରେ ବିସ୍ତାର ହେବାକୁ ଚେଷ୍ଟା କରିବ ଏବଂ ଜାତୀୟ ଭୂମିକା ଗ୍ରହଣ କରିବ । ସେ!-->…
Read More...
Read More...
ମୁମ୍ବାଇରେ ପୁଣି ଖୋଲିଲା ସ୍କୁଲ, ପିଲାମାନେ ଖୁସ୍
ମୁମ୍ବାଇ : ମହାରାଷ୍ଟ୍ରରେ କରୋନା ସଂକ୍ରମଣ ଥମିବାର ନାଁ ନେଉନାହିିଁ । କିନ୍ତୁ ଏହି ସମୟ ମଧ୍ୟରେ ମହାରାଷ୍ଟ୍ରର ଅନେକ ଜିଲ୍ଲାରେ ସ୍କୁଲ ଖୋଲିବାକୁ ଅନୁମତି ଦିଆଯାଇଛି । ଏଥିରେ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇର ନାମ ମଧ୍ୟ ଅନ୍ତର୍ଭୁକ୍ତ । ବିଏମସି ମୁମ୍ବାଇ ବିଦ୍ୟାଳୟଗୁଡ଼ିକ ପାଇଁ ମଧ୍ୟ!-->…
Read More...
Read More...
ଆତଙ୍କବାଦୀ ଆକ୍ରମଣରେ ଚୀନ୍ର ୩୬ ଜଣ ପୀଡିତଙ୍କୁ ପାକିସ୍ତାନ ୧.୧୬ କୋଟି ଡଲାର୍ ସହାୟତା ପ୍ରଦାନ କରିବ
ଇସ୍ଲାମାବାଦ : ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ପାଇଁ ଚୀନ୍ର ବନ୍ଧୁତା ଅତ୍ୟନ୍ତ ଗାଢ଼ ଦେଖାଯାଉଛି । ଆତଙ୍କବାଦୀ ଆକ୍ରମଣରେ ନିହତ ହୋଇଥିବା ସାଧାରଣ ନାଗରିକଙ୍କ ପାଇଁ ଚୀନ୍ ପାକିସ୍ତାନରୁ ବ୍ୟାପକ ସହାୟତା ସଂଗ୍ରହ କରିଛି । ଖବର ଅନୁଯାୟୀ, ଏକ ପ୍ରମୁଖ ଜଳ ବିଦ୍ୟୁତ୍!-->…
Read More...
Read More...
ଆଇଏଏସ୍ କ୍ୟାଡର ନିୟମରେ ପରିବର୍ତ୍ତନ ପ୍ରସଙ୍ଗ : କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ ମତଭେଦ, ଅନେକ ରାଜ୍ୟର ସିଏମ ମୋଦୀ…
ନୂଆଦିଲ୍ଲୀ : ଆଇଏଏସ୍ (କ୍ୟାଡର) ନିୟମ, ୧୯୫୪ରେ ସଂଶୋଧନ ପାଇଁ କେନ୍ଦ୍ରର ପ୍ରସ୍ତାବ ବିରୋଧରେ ବିଭିନ୍ନ ରାଜ୍ୟର ଅଣ-ବିଜେପି ସରକାର ଏକଜୁଟ ହୋଇଛନ୍ତି । ପଶ୍ଚିମବଙ୍ଗ, ରାଜସ୍ଥାନ, ଝାଡ଼ଖଣ୍ଡ, ଛତିଶଗଡ, କେରଳ, ତାମିଲନାଡୁ ସମେତ ଅନେକ ଅଣ-ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଏ!-->…
Read More...
Read More...
ପ୍ରଧାନମନ୍ତ୍ରୀ ମୋଦୀ ନେତାଜୀଙ୍କ ହୋଲୋଗ୍ରାମ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କଲେ : କହିଲେ – ଆଜି ଭାରତ…
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ ଇଣ୍ଡିଆ ଗେଟ୍ରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ହୋଲୋଗ୍ରାମ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଭାରତ ମାତାର ସାହସୀ ପୁତ୍ର ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ!-->…
Read More...
Read More...
ଶିବସେନା ନେତା ସଞ୍ଜୟ ରାଉତ ବିଜେପିକୁ ଟାର୍ଗେଟ କରି କହିଛନ୍ତି, ମୁଁ ଲେଖି ଦେଉଛି ଗୋଆରେ ବିଜେପି ଜିତିବ ନାହିଁ
ପାନାଜୀ : ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି ଯେ, ଗୋଆରେ ବିଜେପି ଜିତିବ ନାହିଁ । ଭାରତୀୟ ଜନତା ପାର୍ଟି ଉପରେ ଆକ୍ରମଣ କରି ସେ କହିଛନ୍ତି ଯେ, ପୂର୍ବତନ ଗୋଆ ସିଏମ ମନୋହର ପାରିକରଙ୍କ ପୁଅ ଉତ୍କଳ ପାରିକର ଏବଂ ପୂର୍ବତନ ବିଜେପି ସିଏମ୍ ଲକ୍ଷ୍ମୀକାନ୍ତ ପର୍ସେକର ଉଭୟ ବିଜେପି!-->…
Read More...
Read More...
ମୋଦୀ ସରକାରଙ୍କୁ ଟାର୍ଗେଟ କଲେ ମମତା : କହିଲେ, ବଙ୍ଗଳା ପାଇଁ କେନ୍ଦ୍ରର ଏତେ ଆଲର୍ଜି କାହିଁକି ?
କୋଲକାତା : ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜନ୍ମ ବାର୍ଷିକୀ ସାରା ଦେଶରେ ପରାକ୍ରମ ଦିବସ ଭାବରେ ପାଳନ କରାଯାଉଛି । ଏହି ଅବସରରେ ବେଙ୍ଗଲ ସିଏମ୍ ମମତା ବାନାର୍ଜୀ ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ, ବଙ୍ଗଳା ପାଇଁ କେନ୍ଦ୍ରର!-->…
Read More...
Read More...
ମହିଳାଙ୍କ ମୃତଦେହରେ ଗୁଡ଼ାଇ ହୋଇ ରହିଥିଲେ ୧୦୦ରୁ ଅଧିକ ସାପ : ମୃତ୍ୟୁର କାରଣ ଅସ୍ପଷ୍ଟ
ନୂଆଦିଲ୍ଲୀ : ଆମେରିକାର ମେରିଲ୍ୟାଣ୍ଡ ଠାରେ ଗୋଟିଏ ଘର ଭିତରେ ଜଣେ ୪୯ ବର୍ଷ ବୟସ୍କ ମହିଳା ସୋଫା ଉପରେ ତାଙ୍କ ମୃତ ଦେହ ପଡ଼ିଥିଲା । ତେବେ ଏ ସମ୍ପର୍କରେ ପୋଲିସକୁ ପାଖ ପଡୋଶୀ ଖବର ଦେବା ପରେ ଘଟଣା ସମ୍ପର୍କରେ ଜଣାପଡ଼ିଲା । ପଡୋଶୀମାନେ ଉକ୍ତ ମହିଳାଙ୍କୁ ଦୁଇ ଦିନ ଧରି ବାହାରେ ନଦେଖିବାରୁ!-->…
Read More...
Read More...