Browsing Category

ଦେଶ ବିଦେଶ

ଚାଲିଗଲେ ପୂର୍ବତନ ଭାରତୀୟ ଫୁଟବଲ ଖେଳାଳି ସୁଭାଷ ଭୌମିକ

କୋଲକାତା : ଚାଲିଗଲେ ପୂର୍ବତନ ଭାରତୀୟ ଫୁଟବଲର ତଥା ଭାରତର ଅନ୍ୟତମ ପ୍ରସିଦ୍ଧ ଫୁଟବଲ ପ୍ରଶିକ୍ଷକ ସୁଭାଷ ଭୌମିକ । ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ହେଉଥିଲା । କିଡ୍‌ନୀ ସମ୍ବନ୍ଧୀୟ ସମସ୍ୟା ଯୋଗୁଁ ତାଙ୍କୁ କୋଲକାତାର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଆଜି ତାଙ୍କର
Read More...

ସପ୍ତାହେ ମଧ୍ୟରେ ପିତାମାତା ଏବଂ ପୁଅର ମୃତଦେହ ମିଳିଲା : ହତ୍ୟା ମାମଲାର ତନାଘନା ତଦନ୍ତ କରୁଛି ପୋଲିସ

ଲକ୍ଷ୍ନୌ : ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଚଳିତ ବର୍ଷ ପ୍ରାରମ୍ଭରେ ହତ୍ୟାକାଣ୍ଡର ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଥିଲା । ଜାନୁଆରୀ ୬ରେ, ଇଟଉଞ୍ଜାରେ ୨୬ ବର୍ଷ ବୟସ୍କ ଯୁବକଙ୍କ ମୃତଦେହ ମିଳିଥିଲା । ଦୁଇଦିନ ପରେ ଜାନୁଆରୀ ୮ରେ ମାଲିହାବାଦରେ ଜଣେ ବୃଦ୍ଧଙ୍କ ମୃତଦେହ ମିଳିଥିଲା
Read More...

ଆମେରିକା-କାନାଡା ସୀମାରେ ଚାରିଜଣ ଭାରତୀୟଙ୍କ ମୃତ୍ୟୁ : ଭାରତୀୟ ଦୂତମାନଙ୍କୁ ତୁରନ୍ତ ପଦକ୍ଷେପ ନେବାକୁ କହିଲେ…

ନ୍ୟୁୟର୍କ : ଆମେରିକା-କାନାଡା ସୀମାରେ ୪ ଜଣ ଭାରତୀୟ ନାଗରିକଙ୍କ ପରିବାର ଶୀତରେ ମୃତ୍ୟୁବରଣ କରିବା ପରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଦୁଃଖ ପ୍ରକାଶ କରିଛନ୍ତି ଏବଂ ଏହି ଘଟଣାରେ ତୁରନ୍ତ ପଦକ୍ଷେପ ନେବାକୁ ଆମେରିକା ଏବଂ କାନାଡାର ଭାରତୀୟ ରାଷ୍ଟ୍ରଦୂତମାନଙ୍କୁ ନିର୍ଦ୍ଦେଶ
Read More...

ୟୁପି ନିର୍ବାଚନ ପୂର୍ବରୁ ଯୋଗୀଙ୍କ ଉପହାର : କୃଷକମାନଙ୍କ ପାଇଁ ବିଦ୍ୟୁତ୍ ବିଲରେ ୫୦% ରିହାତି

ଲକ୍ଷ୍ନୌ : ଉତ୍ତରପ୍ରଦେଶରେ ମାଗଣା ବିଦ୍ୟୁତ୍ ସମ୍ବନ୍ଧରେ ବିରୋଧୀ ଦଳର ପ୍ରତିଶ୍ରୁତି ମଧ୍ୟରେ ଶାସକ ଭାରତୀୟ ଜନତା ପାର୍ଟି ଚାଷୀଙ୍କ ପାଇଁ ବିଶେଷ ଉପହାର ଘୋଷଣା କରିଛି । ୟୁପି ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରାୟ ସମସ୍ତ ଦଳ ବିଦ୍ୟୁତ୍ ସମ୍ବନ୍ଧରେ ଲୋକଙ୍କୁ ବଡ଼ ପ୍ରତିଶୃତି ଦେଇଛନ୍ତି ।
Read More...

ଆମେରିକାକୁ ଭୟଙ୍କର ପରିଣାମ ଭୋଗିବାକୁ ଧମକ ଦେଲା ଚୀନ୍ : ଦକ୍ଷିଣ ଚୀନ୍ ସାଗର ଉପରେ ବିବାଦ

ନୂଆଦିଲ୍ଲୀ : ଚୀନ୍ ଏବଂ ଆମେରିକା ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି । ଏହାର କାରଣ ହେଉଛି ଦକ୍ଷିଣ ଚୀନ୍ ସାଗର । ଚୀନ୍ କହିଛି ଯେ, ଏହାର ବାହିନୀ ଦକ୍ଷିଣ ଚୀନ୍ ସାଗରରୁ ଆମେରିକୀୟ ଗାଇଡ୍ ମିସାଇଲ୍ ବିନାଶକ ଉପରେ ନଜର ରଖିଛି ଏବଂ ଚେତାବନୀ ଦେଇଛି । ଏହି ଧାରାରେ ଚୀନ୍ ଯୁଦ୍ଧ ଜାହାଜ ଏବଂ
Read More...

ଇଣ୍ଡିଗୋ ଏୟାରଲାଇନ୍ସରେ ଚାକିରି ଦେବା ନାମରେ ଠକୁଥିଲେ, ୨ ଗିରଫ

ନୂଆଦିଲ୍ଲୀ : ଜାତୀୟ ରାଜଧାନୀ ଦିଲ୍ଲୀ ନିକଟରେ ଥିବା ନୋଏଡାଠାରେ ଚାକିରି ଦେବା ନାମରେ ନୋଏଡା ପୋଲିସର ସାଇବର କ୍ରାଇମ ବ୍ରାଞ୍ଚ ଦୁଇ ଜଣଙ୍କୁ ଗିରଫ କରିଛି । ଇଣ୍ଡିଗୋ ଏୟାରଲାଇନ୍ସରେ ଚାକିରି କରାଇ ଦେବା ନାମରେ ସେମାନେ ବାହାନା କରି ଲୋକଙ୍କୁ ଠକି ଅର୍ଥ ଆଦାୟ କରୁଥିଲେ । ପୋଲିସ ସେମାନଙ୍କ
Read More...

ଉତ୍ତରପ୍ରଦେଶ ରାଜନୀତି : ବୋହୂ ଅପର୍ଣ୍ଣା ଶ୍ୱଶୁର ମୁଲାୟମ ସିଂ ଯାଦବଙ୍କଠାରୁ ଆଶୀର୍ବାଦ ନେଲେ

ଲକ୍ଷ୍ନୌ : ଉତ୍ତରପ୍ରଦେଶ ରାଜନୀତିରେ ଏବେ ବିଭିନ୍ନ ପ୍ରକାର ଚିତ୍ର ଦେଖିବାକୁ ମିଳୁଛି । ଅପର୍ଣ୍ଣା ଯାଦବ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇ ଲକ୍ଷ୍ନୌକୁ ଫେରିବା ପରେ ସେ ତାଙ୍କ ଶ୍ୱଶୁର ମୁଲାୟମ ସିଂ ଯାଦବଙ୍କଠାରୁ ଆଶୀର୍ବାଦ ନେଇଛନ୍ତି । ନିକଟରେ ଅପର୍ଣ୍ଣା ଯାଦବ ବିଜେପିରେ ଯୋଗ ଦେଇଥିଲେ
Read More...

ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ଇଣ୍ଡିଆ ଗେଟ୍‌ରେ ସ୍ଥାପନ କରାଯିବ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ…

ନୂଆଦିଲ୍ଲୀ : ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ଇଣ୍ଡିଆ ଗେଟ୍‌ରେ ସ୍ଥାପନ କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଏକ ଟୁଇଟ୍‌ରେ ଏହି ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ତାଙ୍କ ଟୁଇଟ୍ ବାର୍ତ୍ତାରେ କହିଛନ୍ତି ଯେ, ଯେଉଁ ସମୟରେ ସମଗ୍ର ଦେଶ ନେତାଜୀ ସୁଭାଷ
Read More...

ଦିଲ୍ଲୀରେ ୱିକେଣ୍ଡ କର୍ଫ୍ୟୁ ଉଠିପାରେ, ସିଏମ କେଜ୍ରିୱାଲ ଉପରାଜ୍ୟପାଳଙ୍କୁ ସୁପାରିଶ କଲେ

ନୂଆଦିଲ୍ଲୀ : ଦେଶର ରାଜଧାନୀ ଦିଲ୍ଲୀରେ ବର୍ତ୍ତମାନ କରୋନା ସଂକ୍ରମଣ ସଂଖ୍ୟା ହ୍ରାସ ହେଉଛି । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶନିବାର ଏବଂ ରବିବାର ଦିନ ଲାଗୁ ହୋଇଥିବା କର୍ଫ୍ୟୁ ବନ୍ଦ କରିବାକୁ ଉପରାଜ୍ୟପାଳ ଅନିଲ ବୈଜଲଙ୍କ ନିକଟକୁ ଏକ ସୁପାରିଶ ପଠାଇଛନ୍ତି ।
Read More...

ବଢ଼ୁଛି କରୋନା ସଂକ୍ରମଣର କ୍ଷୀପ୍ରତା : ୨୪ ଘଣ୍ଟାରେ ୩ ଲକ୍ଷ ୪୭ ହଜାର ୨୫୪ ନୂଆ ମାମଲା, ୭୦୩ ଜଣଙ୍କ ପ୍ରାଣହାନୀ

ନୂଆଦିଲ୍ଲୀ : ଭାରତରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ୨୧ ଜାନୁୟାରୀର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୩,୪୭,୨୫୪ଟି ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ସମୟରେ ମଧ୍ୟରେ କରୋନା କାରଣରୁ ୭୦୫ ଜଣଙ୍କର ମୃତ୍ୟୁ ଘଟିଛି । ଯଦିଓ ଦେଶରେ ସୁସ୍ଥତା ହାର
Read More...