Browsing Category
ଦେଶ ବିଦେଶ
ଲୁଟ୍ ଘଟଣା : ଘରଭଡ଼ା ନେବା ବାହାନାରେ ଆସିଲେ, ବୋହୂକୁ ବନ୍ଧକ କରି ଲୁଟିନେଲେ ୨ କେଜି ସୁନା ସହ ୧୧ ଲକ୍ଷ ଟଙ୍କା
ଜୟପୁର : ରାଜସ୍ଥାନର ରାଜଧାନୀ ଜୟପୁରର ସାଙ୍ଗାନେର ଅଞ୍ଚଳ ସ୍ଥିତ ଗୁଲାବ୍ ବିହାରରେ ଏକ ଲୁଟ୍ ଘଟଣା ସାମ୍ନାକୁ ଆସିଛି । ଦୁର୍ବୃତ୍ତମାନେ ଘରଭଡ଼ା ନେବା ବାହାନାରେ ଘରେ ପଶିଥିଲେ । ପୁଣି ବୋହୂକୁ ବନ୍ଧକ କରି ଲୁଟି ନେଇଛନ୍ତି ୨ କେଜି ସୁନା ସହ ୧୧ ଲକ୍ଷ ଟଙ୍କା । ଏହି ଘଟଣା ଜୟପୁରରେ!-->…
Read More...
Read More...
ସରକାରୀ ରାଜକୋଷରେ ଜମା ହେବ ପିୟୁଷ ଜୈନଙ୍କ ଅଜସ୍ର ସମ୍ପତ୍ତି : ୧୬ କୋଟି ପର୍ଯ୍ୟନ୍ତ ହୋଇପାରେ ଜୋରିମାନା
କାନପୁର : ନାମୀ ବ୍ୟବସାୟୀ ପିୟୁଷ ଜୈନଙ୍କ କାନପୁର ଓ କନୌଜ ସ୍ଥିତ ଠିକଣାରେ ଅଜସ୍ର ସମ୍ପତ୍ତି ଠାବ ହେବାପରେ କେବଳ ମିଡ଼ିଆରେ ନୁହେଁ, ବରଂ ସୋସିଆଲ ମିଡ଼ିଆରେ ମଧ୍ୟ ସେ ଚର୍ଚ୍ଚାରେ ରହିଛନ୍ତି । ଏବେ ବ୍ୟବସାୟୀ ପିୟୁଷ ଜୈନଙ୍କ ପାଇଁ ଅଡ଼ୁଆ ଆହୁରି ବଢ଼ିବ ବୋଲି ଅନୁମାନ କରାଯାଉଛି । ସୂଚନା!-->…
Read More...
Read More...
ବହୁଜନ ସମାଜ ପାର୍ଟି ଜାରି କଲା ୯ ପ୍ରାର୍ଥୀଙ୍କ ତାଲିକା
ଲକ୍ଷ୍ନୌ : ବହୁଜନ ସମାଜ ପାର୍ଟି ଆଜି ଉତ୍ତରପ୍ରଦେଶ ନିର୍ବାଚନ ପାଇଁ ୯ ଜଣିଆ ପ୍ରାର୍ଥୀ ତାଲିକା ଜାରି କରିଛି । ମତଦାନର ଷଷ୍ଠ ଓ ସପ୍ତମ ପର୍ଯ୍ୟାୟରେ ହେବାକୁ ଯାଉଥିବା ନିର୍ବାଚନର ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଆଜି ବିଏସ୍ପି ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିବା ବେଳେ ତାଲିକାରେ!-->…
Read More...
Read More...
ରାଇଡ଼୍ ୱିଥ୍ ହିଜାବ : ଭୋପାଳରେ ଖାନ ସିଷ୍ଟର୍ସ ଦୌଡ଼ାଇଲେ ବାଇକ୍, ଫ୍ଲାଇଙ୍ଗ୍ କିସ୍ ମଧ୍ୟ ଦେଲେ
ଭୋପାଳ : କର୍ଣ୍ଣାଟକରେ ହିଜାବ ବିବାଦର ପ୍ରଭାବ ମଧ୍ୟପ୍ରଦେଶରେ ଦେଖାଯାଉଛି । ମଧ୍ୟପ୍ରଦେଶର ଶିବରାଜ ସିଂ ଚୌହାନ ସରକାରଙ୍କ ମନ୍ତ୍ରୀ ମଧ୍ୟ ଏ ବାବଦରେ ଏକ ବିବୃତ୍ତି ଦେଇଛନ୍ତି । ହିଜାବ ବିବାଦ ମଧ୍ୟରେ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ହିଜାବ ବାଇକ୍ ଚାଳକ 'ଖାନ ଭଉଣୀ'ଙ୍କ ଏକ ଭିଡିଓ!-->…
Read More...
Read More...
ସୋନିଆ ଗାନ୍ଧୀ ଗତ ଦେଢ଼ ବର୍ଷ ଧରି ଘର ଭଡା ଦେଇନାହାଁନ୍ତି : ବିଜେପି ନେତା ଦାବୀ କଲେ
ନୂଆଦିଲ୍ଲୀ : ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ପୁଣି ଥରେ ଚର୍ଚ୍ଚାକୁ ଆସିଛି । ଅନ୍ୟପଟେ ପରିସ୍ଥିତିରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ନିର୍ବାଚନ ପ୍ରଚାରରୁ ସମ୍ପୂର୍ଣ୍ଣ ଦୂରରେ ଅଛନ୍ତି । ସେପଟେ ସୋନିଆ ଗାନ୍ଧୀଙ୍କ ବିରୋଧରେ ବିଜେପି ଆଇଟି ସେଲ୍!-->…
Read More...
Read More...
‘ରାଷ୍ଟ୍ର ବିରୋଧୀ’ ତତ୍ତ୍ୱମାନଙ୍କୁ ନିଜର ସମର୍ଥକ ଭାବେ ଛିଡ଼ା କରାଉଛନ୍ତି ଦଙ୍ଗାକାରୀ ଏବଂ ମାଫିଆ ଲୋକେ…
ସାହାରନପୁର (ଉତ୍ତରପ୍ରଦେଶ) : ସମାଜବାଦୀ ପାର୍ଟି (ଏସପି)କୁ ଘୋର ପରିବାରବାଦୀ, ଦଙ୍ଗାକାରୀ ଏବଂ ମାଫିଆବାଦୀ ବୋଲି କହି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ କହିଛନ୍ତି ଯେ, ଏମାନେ ବର୍ତ୍ତମାନ ନିର୍ବାଚନରେ 'ରାଷ୍ଟ୍ର ବିରୋଧୀ' ତତ୍ତ୍ୱମାନଙ୍କୁ ନିଜର ସମର୍ଥକ ଭାବେ ଛିଡ଼ା!-->…
Read More...
Read More...
ଭାଲେନ୍ଟାଇନ୍ ସପ୍ତାହରେ ଅଜବ୍ ପ୍ରେମର ଗଜବ୍ କାହାଣୀ : ପ୍ରେମିକ ଠାରୁ ପ୍ରେମିକା ୨୦ ବର୍ଷ ସାନ
ଭରତପୁର : ଫେବୃଆରୀ ହେଉଛି ପ୍ରେମର ମାସ ବୋଲି ପ୍ରେମିକ ପ୍ରେମିକାମାନେ ବିଶ୍ୱାସ କରନ୍ତି । ତେବେ ଚାଲିଥିବା ଭାଲେନ୍ଟାଇନ୍ ସପ୍ତାହରେ ରାଜସ୍ଥାନର ଭରତପୁରରୁ ଅଜବ ପ୍ରେମର ଏକ ଗଜବ୍ କାହାଣୀ ସାମ୍ନାକୁ ଆସିଛି । ଏହି ପ୍ରେମ କାହାଣୀର ଆଶ୍ଚର୍ଯ୍ୟଜନକ କଥା ହେଉଛି, ଯେତେବେଳେ ପ୍ରେମିକଙ୍କୁ!-->…
Read More...
Read More...
ଭାରତର ସମନ୍ୱିତ କୋଭିଡ-୧୯ ଟିକାକରଣ ୧୭୧.୨୮ କୋଟି ଅତିକ୍ରମ କରିଛି
ଗତ ୨୪ ଘଣ୍ଟା ମଧ୍ୟରେ ୪୬.୪୪ ଲକ୍ଷରୁ ଅଧିକ ଟିକାପ୍ରଦାନ କରାଯାଇଛିସୁସ୍ଥତା ହାର ବର୍ତ୍ତମା ନ୯୬.୯୫% ରେ ରହିଛିଗତ ୨୪ ଘଣ୍ଟା ମଧ୍ୟରେ ୬୭,୦୮୪ ନୂତନ ମାମଲା ରିପୋର୍ଟ ହୋଇଛିଭାରତର ବର୍ତ୍ତମାନ ୭,୯୦,୭୮୯ଟି ସକ୍ରିୟ ମାମଲା ରହିଛିସାପ୍ତାହିକ ପଜିଟିଭ ହାର ବର୍ତ୍ତମାନ ୬.୫୮% ରେ ଅଛି
!-->!-->!-->…
Read More...
Read More...
ବିବାହ ଉତ୍ସବର ସୁଖକୁ ଢ଼ାଙ୍କିଦେଲା ଶୋକର କଳା ବାଦଲ : ବରାତି ଯିବା ପୂର୍ବରୁ ଆତ୍ମହତ୍ୟା କଲା ବର
ଗୋଆଲିଅର : ମଧ୍ୟପ୍ରଦେଶର ଭୀଣ୍ଡରେ ବିବାହ ଉତ୍ସବର ସୁଖକୁ ଢ଼ାଙ୍କିଦେଲା ଶୋକର କଳା ବାଦଲ । ଯେଉଁଠାରେ ମଙ୍ଗଲ ଗୀତ ଗାନ କରାଯାଉଥିଲା, ସେଠାରେ ବିକଳ ଚିତ୍କାର ଶୁଣିବାକୁ ମିଳିଥିଲା । ବିବାହରେ ତାଙ୍କ ମୁଣ୍ଡରେ ମକୁଟ ସଜାଇବା ପୂର୍ବରୁ ବର ଆତ୍ମହତ୍ୟା କରିଥିବା ଭଳି ଏକ ଦୁଃଖଦ ଖବର ମିଳିଛି!-->…
Read More...
Read More...
ପ୍ରିୟଙ୍କା ଗାନ୍ଧୀ ଟାୟାର୍ ଟ୍ୟୁବ୍ ମରାମତି ଦୋକାନରେ ପହଞ୍ଚିଗଲେ : କଂଗ୍ରେସର ପ୍ରତ୍ୟେକ ଘୋଷଣା ପଢ଼ି ଶୁଣାଇଲେ
ଲକ୍ଷ୍ନୌ : ୟୁପି ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଅଭିଯାନ ସମୟରେ ଗୁରୁବାର ଦିନ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି । କଂଗ୍ରେସର ସାଧାରଣ ସମ୍ପାଦକ ତଥା ୟୁପି ଦାୟିତ୍ୱରେ ଥିବା ପ୍ରିୟଙ୍କା ଗାନ୍ଧୀ ଏହି ଅଭିଯାନ ସମୟରେ ଏକ ଟାୟାର୍ ଟ୍ୟୁବ୍ ମରାମତି ଦୋକାନରେ ପହଞ୍ଚି ସେଠାରେ ବସି!-->…
Read More...
Read More...