Browsing Category
ଦେଶ ବିଦେଶ
ଉତ୍ତରାଖଣ୍ଡରେ ଭୂମିକମ୍ପ ଅନୁଭୂତ
ଉତ୍ତରକାଶୀ : ଆଜି ସକାଳ ୫ଟା ୩୦ମି.ରେ ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାର ୩୯କି.ମି ପୂର୍ବରେ ଭୂମିକମ୍ପ ଅନୁଭୂତ ହୋଇଥିବା ସୂଚନା ମିଳିଛି । ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା ୪.୧ ରେକର୍ଡ କରାଯାଇଥିବା କୁହାଯାଇଛି । ତେବେ ଏହି ଭୂମିକମ୍ପରେ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ରହିଛି!-->…
Read More...
Read More...
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ ମୃତ
ଖନ୍ତାପଡ଼ା : ଖନ୍ତାପଡ଼ା ଥାନା ଦାଣ୍ଡକାଳୀ ମନ୍ଦିର ଆଗରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ସୂଚନା ଅନୁସାରେ କଟକରୁ ରୋଗୀଧରି ଏକ ଆମ୍ବୁଲାନ୍ସ(ଡବ୍ଲୁ ବି -୨୯ଏ-୮୮୬୭) କଲିକତା ଫେରୁଥିବା ସମୟରେ ରାସ୍ତାରେ ଡ୍ରାଇଭରର ଆଖି ଲାଗିଯିବାରୁ ବାଲେଶ୍ୱରରୁ ସୋର୍!-->…
Read More...
Read More...
ୟୁକ୍ରେନ୍ ଉପରେ ରୁଷ୍ର ଆକ୍ରମଣ ସମ୍ଭାବନାକୁ ନେଇ ଆମେରିକା ଚିନ୍ତିତ, ୩ ହଜାର ସୈନିକ ପଠାଇବାକୁ ନିର୍ଦ୍ଦେଶ
ୱାଶିଙ୍ଗ୍ଟନ୍ : ୟୁକ୍ରେନ୍ ଉପରେ ରୁଷ୍ର ଆକ୍ରମଣ ସମ୍ଭାବନାକୁ ନେଇ ଚିନ୍ତିତ ଉତ୍ତର ଆଟ୍ଲାଣ୍ଟିକ୍ ସନ୍ଧି ସଂଗଠନ(ନାଟୋ) ସହଯୋଗୀ ମାନଙ୍କ ପ୍ରତି ଆମେରିକା ପ୍ରତିବଦ୍ଧତା ଦର୍ଶାଇ ପେଣ୍ଟାଗନ୍ ପୋଲେଣ୍ଡରେ ଆହୁରି ୩ ହଜାର ସୈନିକ ପଠାଉଛି । ପୋଲେଣ୍ଡରେ ୧୭୦୦ ସୈନିକ ପୂର୍ବରୁ ମୁତୟନ!-->…
Read More...
Read More...
ଅଚାନକ ଚଢ଼ାଉ କଲା ପୋଲିସ ନକଲି ମଶାବତୀ କାରଖାନା ଉପରେ, ୧ ଗିରଫ
ପାରାଦୀପ, (ଶୁଭ୍ରାଂଶୁ ଶେଖର ପୃଷ୍ଟି) : ପାରାଦୀପ ସହର ତାରେଣୀଗଡ଼ାରେ ଏକ ନକଲି ମଶାବତୀ କାରଖାନାରେ ପୋଲିସ ଅଚାନକ ଚଢ଼ାଉ କରିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଅନେକ ଦିନ ହେବ ସ୍ଲିପ୍ ୱେଲ୍ କମ୍ପାନୀ ନାମରେ ମଶାବତୀ ତିଆରି କରି ଖୁଲମ୍ଖୁଲା ବ୍ୟବସାୟ ଚାଲିଥିଲା । ଏହା ଜାଣି!-->…
Read More...
Read More...
ତସଲିମା ନସରିନଙ୍କୁ ଫେସବୁକ୍ ପୁଣି ମୃତ ଘୋଷଣା କଲା
ନୂଆଦିଲ୍ଲୀ : ନିଜ ବିବାଦୀୟ ବିବୃତ୍ତି ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ମୂଳ ବାଙ୍ଗଲାଦେଶୀ ପ୍ରସିଦ୍ଧ ଲେଖିକା ଓ ମାନବାଧିକାର କାର୍ଯ୍ୟକର୍ତ୍ତା ତସଲିମା ନସରିନ ପୁଣି ଚର୍ଚ୍ଚାକୁ ଆସିଛନ୍ତି । ତସଲିମା ନସରିନଙ୍କ ଫେସବୁକ ଆକାଉଣ୍ଟ ରିମେମ୍ବରିଙ୍ଗ୍ ହୋଇଯାଇଛି, ଯେଉଥିପାଇଁ ତସଲିମା!-->…
Read More...
Read More...
କାଶ୍ମୀରର ବାନ୍ଦିପୋରାରେ ସୁରକ୍ଷା ବାହିନୀ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ : ଜଣେ ଏସପିଓ ସହିଦ, ୪ ସୈନିକ ଆହତ
ବାନ୍ଦିପୋରା : ଉତ୍ତର କାଶ୍ମୀରର ବାନ୍ଦିପୋରାରେ ଆତଙ୍କବାଦୀମାନେ ସୁରକ୍ଷା ବାହିନୀ ଉପରେ ଆକ୍ରମଣ କରିଥିବା ଜଣାପଡିଛି । ସୂଚନା ଅନୁସାରେ ଆତଙ୍କବାଦୀମାନେ ଗ୍ରେନେଡ ସାହାଯ୍ୟରେ ସୁରକ୍ଷା ବାହିନୀ ଉପରେ ଆକ୍ରମଣ କରିଥିବା ବେଳେ ଏହି ଆକ୍ରମଣରେ ୪ ଜଣ ସୁରକ୍ଷା କର୍ମୀ ଆହତ ହୋଇଛନ୍ତି । ଏହା!-->…
Read More...
Read More...
କଂଗ୍ରେସର ଫର୍ମୁଲା ହେଉଛି ‘ସବ୍ ମେଁ ଡାଲୋ ଫୁଟ୍, ମିଲ୍କର୍ କରୋ ଲୁଟ୍’ : ପିଏମ୍ ମୋଦୀ
ଅଲ୍ମୋଡ଼ା : ଉତ୍ତରାଖଣ୍ଡର ଅଲ୍ମୋଡ଼ାରେ ଆୟୋଜିତ ଜନସଭାରେ ପିଏମ୍ ମୋଦୀ ଉତ୍ତରାଖଣ୍ଡର ବିକାଶ କାର୍ଯ୍ୟ ଉପରେ ଆଲୋକପାତ କରିଛନ୍ତି ଏବଂ ପୂର୍ବର ସରକାରଙ୍କ ନିଷ୍କ୍ରିୟତା ଉପରେ କଟାକ୍ଷ କରିଛନ୍ତି । ସେ କହିଛନ୍ତି ଯେ, ପାଞ୍ଚ ବର୍ଷର ଡବଲ୍ ଇଞ୍ଜିନ ସରକାର ସ୍ୱଚ୍ଛତା ଓ ନିଷ୍ଠାର ସହ ଆପଣ!-->…
Read More...
Read More...
ଗୋଆରେ ଚିଦାମ୍ବରମ୍ କହିଲେ – ଆମ ଘର ସୁରକ୍ଷିତ ଅଛି, ଚୋର ଏବେବି ବାହାରେ ରହିଛି, ଲୋକେ ଉଚିତ୍ ଶିକ୍ଷା ଦେବେ
ଗୋଆ : କଂଗ୍ରେସର ବରିଷ୍ଠ ନେତା ପି.ଚିଦାମ୍ବରମ୍ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମାଲୋଚନା କରିଛନ୍ତି । ପିଏମ୍ ମୋଦୀ କହିଥିଲେ, ପଣ୍ଡିତ ଜବାହରଲାଲ୍ ନେହେରୁଙ୍କ ପାଇଁ ଗୋଆର ମୁକ୍ତି ବିଳମ୍ବ ହୋଇଥିଲା । ଏହାର ଜବାବ୍ ଦେବାକୁ ଯାଇ ପି.ଚିଦାମ୍ବରମ୍ କହିଛନ୍ତି ଯେ, ଏହା!-->…
Read More...
Read More...
କଂଗ୍ରେସ ଭିତରେ ଜିନ୍ନାଙ୍କ ଆତ୍ମା ପଶିଯାଇଛି…. ହିଜାବ ବିବାଦ ଉପରେ ବର୍ଷିଲେ ଆସାମ ମୁଖ୍ୟମନ୍ତ୍ରୀ
ଡେରାଡୁନ : ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱା ଶର୍ମା କର୍ଣ୍ଣାଟକ ହିଜାବ ବିବାଦକୁ ନେଇ କଂଗ୍ରେସ ଉପରେ ସଙ୍ଗୀନ ଆରୋପ ଲଗାଇଛନ୍ତି । ସେ ଏବେ ବିଧାନସଭା ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମରେ ଉତ୍ତରାଖଣ୍ଡରେ ଥିବା ବେଳେ କଂଗ୍ରେସକୁ ସମାଲୋଚନା କରି ସେ କହିଛନ୍ତି ଯେ, କଂଗ୍ରେସ ଭିତରେ!-->…
Read More...
Read More...
ଶ୍ରୀ ମହାକାଳୀ ଫାର୍ମା କମ୍ପାନୀରେ ଭୟାଭୟ ଅଗ୍ନିକାଣ୍ଡ
ଅହମ୍ମଦାବାଦ : ଗୁଜୁରାଟର ଏକ ଫାର୍ମା କମ୍ପାନୀରେ ଭୟାଭୟ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ସୂଚନା ଅନୁସାରେ ଅଙ୍କଲେଶ୍ୱରରେ ଥିବା ଶ୍ରୀ ମହାକାଳୀ ଫାର୍ମା କମ୍ପାନୀରେ କୌଣସି କାରଣରୁ ନିଆଁ ଲାଗି ଭୟାଭୟ ଅଗ୍ନିକାଣ୍ଡର ରୂପ ନେଇଥିଲା । ତେବେ ଘଟଣାରେ କେତେ ଜଣଙ୍କ ମୃତ୍ୟୁ ଘଟିଛି ଓ କେତେ!-->…
Read More...
Read More...