Browsing Category
ଦେଶ ବିଦେଶ
ନିଶାଖୋର ଯୁବକଙ୍କ ଉନ୍ମତ୍ତ କାଣ୍ଡ : ମୋବାଇଲ ଟାୱାର୍ ଉପରେ ଚଢ଼ିଲା, ଚିର୍ଲ୍ଲେଇଲା- ବସନ୍ତୀ କୋ ବୁଲାଓ
ଭୋପାଳ : ମଧ୍ୟପ୍ରଦେଶ ଛତରପୁର ଜିଲ୍ଲାର ଚାନ୍ଦଲାରେ ଆଜି ଅପରାହ୍ନ ପାଖାପାଖି ୨ଟା ସମୟରେ ଜଣେ ଯୁବକ ମୋବାଇଲ ଟାୱାର ଉପରେ ଚଢ଼ି ଯାଇଥିଲା । ଏହା ପରେ ସେ ଜୋର୍ରେ ପାଟି କରି ବସନ୍ତୀ କୋ ବୁଲାଓ ବୋଲି ବାରମ୍ବାର କହୁଥିଲା । ଏହାଶୁଣି ଆଖପାଖର ଲୋକମାନେ ସେହି ସ୍ଥାନରେ ପହଂଚି ଯାଇଥିଲେ ।!-->…
Read More...
Read More...
ସଡ଼କ ଦୁର୍ଘଟଣା : ୧୮ ଆହତ
ଛତିଶଗଡ଼ : ନାରାୟଣପୁରରେ ଏକ ସଡ଼କ ଦୁର୍ଘଟଣା ସୂଚନା ମିଳିଛି । ସୂଚନା ଅନୁସାରେ ଏକ ଯାତ୍ରୀ ବାହୀ ପିକ୍ଅପ୍ ଭ୍ୟାନ ଓଲଟି ୧୮ ଜଣ ଯାତ୍ରୀ ଆହତ ହୋଇ ନିକଟସ୍ଥ ଡ଼ାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ୧୮ଜଣଙ୍କ ମଧ୍ୟରୁ ୪ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି । ଘଟଣା ସ୍ଥଳରେ!-->…
Read More...
Read More...
ବଜାଜ ଗ୍ରୁଫ୍ର ପୂର୍ବତନ ଅଧ୍ୟକ୍ଷ ତଥା ବିଶିଷ୍ଟ ଶିଳ୍ପପତି ରାହୁଲ ବଜାଜଙ୍କ ପରଲୋକ
ପୁଣେ : ବଜାଜ ଗ୍ରୁଫ୍ର ପୂର୍ବତନ ଅଧ୍ୟକ୍ଷ ତଥା ବିଶିଷ୍ଟ ଶିଳ୍ପପତି ରାହୁଲ ବଜାଜଙ୍କର ୮୩ ବର୍ଷ ବୟସରେ ଆଜି ତାଙ୍କ ପରଲୋକ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ସେ ଗତ କିଛି ବର୍ଷ ଧରି କ୍ୟାନସର୍ ରୋଗରେ ପୀଡ଼ିତ ଥିଲେ । ଆଜି ପୁଣେ ସ୍ଥିତ ତାଙ୍କ ବାସଭବନରେ ବିୟୋଗ ଘଟିଛି । ତାଙ୍କ!-->…
Read More...
Read More...
ବଢ଼ୁଛି ସାଇବର୍ କ୍ରାଇମ୍ : ଅନ୍ଲାଇନ୍ ଠକେଇରୁ ନିଜେ ସୁରକ୍ଷିତ ରୁହନ୍ତୁ
ନୂଆଦିଲ୍ଲୀ : ବଢ଼ିବାରେ ଲାଗିଛି ସାଇବର୍ କ୍ରାଇମ୍ । ଏଭଳି ସ୍ଥିତିରେ ଅନ୍ଲାଇନ୍ ଠକେଇରୁ ନିଜେ ସୁରକ୍ଷିତ ରହିବା ଆଜିର ସମୟରେ ଏକ ବଡ଼ ଆହ୍ୱାନ ହୋଇଯାଇଛି । ଅନେକ ସମୟରେ ମୋବାଇଲ୍ ଫୋନ୍ରେ ଅନ୍ନୋନ୍ ନମ୍ବରରୁ କଲ୍ କରାଯାଇ ନାନା ପ୍ରକାର ଲୋଭ କିମ୍ବା ଲଟେରି ଫିଟି ଥିବାର ଖବର!-->…
Read More...
Read More...
ବିଜାପୁରରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ୧ ଯବାନ ସହିଦ
ଜଗଦଲପୁର : ଛତିଶଗଡ଼ର ନକ୍ସଲ ପ୍ରଭାବିତ ବିଜାପୁର ଜିଲ୍ଲାରେ ଯବାନ ଓ ମାଓବାଦୀ ସାମ୍ନାସାମ୍ନି ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଏହି ଘଟଣାରେ ସିଆରପିଏଫ୍ର ଜଣେ ଆସିଷ୍ଟାଣ୍ଟ କମାଣ୍ଡେଣ୍ଟ୍ ସହିଦ ହୋଇ ଯାଇଥିବା ଜଣାପଡ଼ିଛି । ଜଣେ ଯବାନ ଆହତ ମଧ୍ୟ ହୋଇଛନ୍ତି । ବିଜାପୁର ଏସ୍ପି!-->…
Read More...
Read More...
ଟ୍ରାକରେ ପଡ଼ିଥିବା ୩ ବର୍ଷର ଝିଅର ଜୀବନ ବଂଚାଇଲେ ମହମ୍ମଦ ମେହବୁବ, ଦୁହିିଁଙ୍କ ଉପରେ ଚାଲିଗଲା ମାଲବାହୀ ଟ୍ରେନ୍
ଭୋପାଳ : ମଧ୍ୟପ୍ରଦେଶର ଭୋପାଳରେ ୩୭ ବର୍ଷିୟ ମହମ୍ମଦ ମେହବୁବ ତିନି ବର୍ଷର ଜଣେ ଶିଶୁକନ୍ୟାକୁ ନିଜ ଜୀବନ ବାଜିରେ ଲଗାଇ ବଞ୍ଚାଇଛନ୍ତି । ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି । ଭିଡ଼ିଓ ଦେଖୁଥିବା ଲୋକେ ମେହବୁବଙ୍କୁ ପ୍ରଶଂସା କରୁଛନ୍ତି ।
ଏହା!-->!-->!-->…
Read More...
Read More...
ଅଭିନେତ୍ରୀ ମଧୁ କହିଛନ୍ତି – ମୁଁ ଲତା ଜୀଙ୍କୁ ଭଗବାନଙ୍କ ଦ୍ୱାରା ପ୍ରେରିତ ଜଣେ ଦୂତ ବୋଲି ମନେ କରେ, ମୁଁ…
ମୁମ୍ବାଇ : ଅଭିନେତ୍ରୀ ମଧୁ କହିଛନ୍ତି ଯେ, ତାଙ୍କ ମା' ଲତା ମଙ୍ଗେଶକରଙ୍କର ଜଣେ ବଡ଼ ପ୍ରଶଂସକ ଥିଲେ । ମଧୁଙ୍କ ଅନୁଯାୟୀ, ସେ ତାଙ୍କ ମା’ଙ୍କୁ ଅନ୍ୟ କାହା ପାଇଁ ଏତେ ପାଗଳ ହେଉଥିବା ଦେଖିନଥିଲେ । ଅଭିନେତ୍ରୀ ମଧୁ ହେଉଛନ୍ତି ବରିଷ୍ଠ ଅଭିନେତ୍ରୀ ହେମାମାଲିନୀଙ୍କ ସମ୍ପର୍କୀୟ ଭଉଣୀ ।
!-->!-->!-->…
Read More...
Read More...
ଧିମେଇଲା ଦେଶରେ କରୋନା ସଂକ୍ରମଣ : ଗତ ୨୪ ଘଣ୍ଟାରେ ୫୦,୪୦୭ ନୂଆ ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୧,୩୬,୯୬୨ ରୋଗୀ
ନୂଆଦିଲ୍ଲୀ : ଧିମେଇବାରେ ଲାଗିଛି ଦେଶରେ କରୋନା ସଂକ୍ରମଣ । ଦିନକୁ ଦିନ ୧ ଲକ୍ଷରୁ କମି କମି ଆସୁଛି ସଂକ୍ରମିତଙ୍କ ସଂଖ୍ୟା । କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଆଜି କୁହାଯାଇଛି ଯେ, ଗତ ୨୪ ଘଣ୍ଟାରେ ୫୦,୪୦୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁସ୍ଥ!-->…
Read More...
Read More...
ହିଜାବ ବିବାଦ : ବିଦେଶ ମନ୍ତ୍ରଣାଳୟ କହିଲା- ଆମ ଦେଶର ମାମଲାରେ ଅନ୍ୟ ଦେଶ ମୁଣ୍ଡ ନ ଖେଳାଉ, ଡ୍ରେସ କୋଡ଼ ଉପରେ…
ନୂଆଦିଲ୍ଲୀ : କର୍ଣ୍ଣାଟକରେ ହିଜାବ ବିବାଦ ଏବେ ବି ଜାରି ରହିଛି । ଏହି ଭିତରେ ବିଦେଶ ମନ୍ତ୍ରଣାଳୟ ଏକ ବିବୃତ୍ତି ଜାରି କରି କହିଛି ଯେ, ଆମ ଦେଶ ମାମଲାରେ ଅନ୍ୟଦେଶ ମୁଣ୍ଡ ନ ଖେଳାଉ, ଡ୍ରେସ କୋଡ଼ ଉପରେ ପ୍ରାୟୋଜିତ କମେଣ୍ଟସ୍ ବରଦାସ୍ତ କରାଯିବ ନାହିଁ । ବିଦେଶ ମନ୍ତ୍ରଣାଳୟ ତରଫରୁ!-->…
Read More...
Read More...
ବିଶ୍ୱାସ ନହେଲେ ବି ସତ : ପୁନର୍ଜନ୍ମ ପରେ ପୂର୍ବ ଜନ୍ମର ମାଆ ବାପାକୁ ଚିହ୍ନିଲା ବାଳକ
ଝାଲାୱାଡ : ବର୍ତ୍ତମାନର ବିଜ୍ଞାନ ଯୁଗରେ ପୁନର୍ଜନ୍ମକୁ ବିଶ୍ୱାସ କରାଯାଇ ପାରୁନାହିଁ । ପୁନର୍ଜନ୍ମ କଥା କହିଲେ ହୁଏତ ଲୋକେ ହସରେ ଉଡେ଼ଇ ଦେଇ ପାରନ୍ତି । କିନ୍ତୁ ଜୀବନ ପ୍ରବାହକୁ ନେଇ କେତେବେଳେ କେମିତି ଦ୍ୱନ୍ଦମୟ ଘଟଣା ସବୁ ସାମ୍ନାକୁ ଆସେ, ଯାହାକୁ ନ ଚାହିଁଲେ ବି ବିଶ୍ୱାସ କରିବାକୁ!-->…
Read More...
Read More...