Browsing Category
ଦେଶ ବିଦେଶ
ଇସଲାମିକ ଦେଶଗୁଡ଼ିକର ସଂଗଠନ ଓଆଇସି ଭାରତ ଉପରେ ଅସନ୍ତୋଷ ବ୍ୟକ୍ତ କଲା
ନୂଆଦିଲ୍ଲୀ : ହରିଦ୍ୱାରରେ ଧର୍ମ ସଂସଦ, କର୍ଣ୍ଣାଟକରେ ହିଜାବ ବିବାଦ ଏବଂ ମୁସଲମାନମାନଙ୍କ ପ୍ରତି ଘୃଣାଭାବ ସମ୍ପର୍କରେ ଓଆଇସି ଚିଂତା ପ୍ରକଟ କରିବା ସହ ଏକ ବିବୃତ୍ତି ଜାରି କରିଛି । ଓଆଇସିର ମହାସଚିବଙ୍କ ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ, ଭାରତର ହରିଦ୍ୱାରରେ!-->…
Read More...
Read More...
ଦିଲ୍ଲୀରୁ ଗୁଜୁରାଟ ଯାଉଥିବା ପୋଲିସ ଭ୍ୟାନ ଜୟପୁରରେ ଦୁର୍ଘଟଣାଗ୍ରସ୍ତ, ୪ ପୋଲସ କର୍ମଚାରୀ ସହ ୫ ମୃତ
ଜୟପୁର : ଦିଲ୍ଲୀରୁ ଗୁଜୁରାଟ ଯାଉଥିବା ଗୁଜୁରାଟ ପୋଲିସର ଏକ ଭ୍ୟାନ ରାଜସ୍ଥାନର ରାଜଧାନୀ ଜୟପୁର ଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଛି । ଏହି ଘଟଣାରେ ୪ ଜଣ ପୋଲିସ କର୍ମଚାରୀ ଏବଂ ଜଣେ ଅଭିଯୁକ୍ତଙ୍କ ମୃତ୍ୟୁ ଘଟିଛି । ଦୁର୍ଘଟଣା ସୂଚନା ମିଳିବା ପରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ!-->…
Read More...
Read More...
୧୯ ବର୍ଷ ବୟସରେ ଟିଭି ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଅଭିନେତ୍ରୀ ରିମ ସମୀର ଶେଖଙ୍କ ବୋଲ୍ଡ ଫଟୋସୁଟ୍
ମୁମ୍ବାଇ : ଟିଭି ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଅଭିନେତ୍ରୀ ରିମ ସମୀର ଶେଖ ତାଙ୍କର କିଛି ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏହି ଫଟୋ ଗୁଡ଼ିକରେ ରିମ ଆହୁରି ବୋଲ୍ଡ ଦେଖିବାକୁ ମିଳିଥିଲେ । ୧୯ ବର୍ଷ ବୟସରେ ଟିଭି ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଅଭିନେତ୍ରୀ ରିମ ସମୀର ଶେଖଙ୍କ ବୋଲ୍ଡ!-->…
Read More...
Read More...
ନିଜଠାରୁ ୩୧ ବର୍ଷ ସାନ ଯୁବତୀଙ୍କୁ ତୃତୀୟ ବିବାହ କଲେ ପାକିସ୍ତାନୀ ସାଂସଦ
ଇସ୍ଲାମାବାଦ : ନିଜଠାରୁ ୩୧ ବର୍ଷ ସାନ ଜଣେ ଯୁବତୀଙ୍କୁ ତୃତୀୟ ବିବାହ କରି ପାକିସ୍ତାନୀ ସାଂସଦ ଏବେ ଚର୍ଚ୍ଚାରେ ରହିଛନ୍ତି । ସୂଚନା ଅନୁସାରେ ପାକିସ୍ତାନର ସତ୍ତାରେ ଥିବା ପାର୍ଟି ପିଟିଆଇର ସାଂସଦ ତଥା ଲୋକପ୍ରିୟ ଟିଭି ହୋଷ୍ଟ୍ ଅମିର ଲିୟାକତ୍ ଗତ ବୁଧବାର ଦିନ ନିଜଠାରୁ ୩୧ ବର୍ଷ ସାନ!-->…
Read More...
Read More...
ହେଲିକେପ୍ଟର ଉଡ଼ାଣ ପାଇଁ ଅନୁମତି ନମିଳିବା ଉପରେ କହିଲେ ଚନ୍ନୀ- ମୋ ଉପରେ ଫିରୋଜପୁରର ପ୍ରତିଶୋଧ ନେଲେ କି ପିଏମ୍ ?
ନୂଆଦିଲ୍ଲୀ : ଆସନ୍ତା ୨୦ ତାରିଖ ଦିନ ପଞ୍ଜାବରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ବିଭିନ୍ନ ଦଳର ପ୍ରାର୍ଥୀମାନେ ବିଜୟ ପାଇଁ ଜୋର୍ସୋର୍ ଉଦ୍ୟମ ଜାରି ରଖିଛନ୍ତି । ମୁଖ୍ୟତଃ କଂଗ୍ରେସର ଗଡ଼କୁ ଧସେଇ ପଶିବା ପାଇଁ ବିଜେପି ପ୍ରାଣପଣେ ଚେଷ୍ଟା କରୁଥିବା ରାଜନୀତି ବିଶେଷଜ୍ଞମାନେ ମତ!-->…
Read More...
Read More...
ଚାରା ଘୋଟାଲାର ଆଉ ଏକ ମାମଲାରେ ଛନ୍ଦି ହେଲେ ଲାଲୁ : ୧୩୯ କୋଟି ଟଙ୍କା ହେର୍ଫେର୍ ଘଟଣାରେ ଦୋଷୀ ସାବ୍ୟସ୍ତ
ରାଞ୍ଚି : ଚାରା ଘୋଟାଲାର ଆଉ ଏକ ମାମଲାରେ ଛନ୍ଦି ହୋଇଛନ୍ତି ଲାଲୁ ପ୍ରସାଦ ଯାଦବ । ୧୩୯ କୋଟି ଟଙ୍କା ହେର୍ଫେର୍ ଘଟଣାରେ ସେ ଦୋଷୀ ସାବ୍ୟସ୍ତ ହୋଇଥିବା ଜଣାପଡ଼ିଛି । ଏହି ମାମଲା ଡୋରଣ୍ଡା କୋଷାଗାରରୁ ୧୩୯ କୋଟି ଟଙ୍କା ହେର୍ଫେର୍ ସହ ଜଡ଼ିତ ରହିଛି । ରାଞ୍ଚି ସ୍ଥିତ ସିବିଆଇର ସ୍ପେସାଲ!-->…
Read More...
Read More...
ଆଜି ଉତ୍ତରପ୍ରଦେଶ ବିଧାନସଭାର ୯ଟି ଜିଲ୍ଲାର ୫୫ଟି ଆସନରେ ମତଦାନ ଚାଲିଛି
ଲକ୍ଷ୍ନୌ : ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆଜି ଫେବୃଆରୀ ୧୪ ରେ ଉତ୍ତରପ୍ରଦେଶ ବିଧାନସଭାର ୯ଟି ଜିଲ୍ଲାର ୫୫ଟି ଆସନରେ ଅନୁଷ୍ଠିତ ହେଉଛି । ଏଥି ସହିତ ଆଜି ଉତ୍ତରାଖଣ୍ଡ ଏବଂ ଗୋଆର ସମସ୍ତ ଆସନରେ ଭୋଟ୍ ଗ୍ରହଣ ଚାଲିଛି । ସକାଳ ୭ ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ଏହା ସନ୍ଧ୍ୟା ୬ଟା!-->…
Read More...
Read More...
ଚାକିରି ଖୋଜିବାକୁ ଆସିଥିବା ଯୁବତୀ ଗ୍ୟାଙ୍ଗରେଫ୍ର ଶିକାର
ଚୁରୁ : ଚାକିରି ଖୋଜିବାକୁ ରାଜସ୍ଥାନର ଚୁରୁରେ ପହଂଚି ଥିବା ୨୨ ବର୍ଷୀୟ ଯୁବତୀ ୪ ଜଣ ବ୍ୟକ୍ତିଙ୍କ ଦ୍ୱାରା ଗ୍ୟାଙ୍ଗରେଫ୍ର ଶିକାର ହୋଇଥିବା ଭଳି ଏକ ଅଭାବନୀୟ ଘଟଣା ଘଟିଛି । କେବଳ ଏତିକି ନୁହେଁ, ଗ୍ୟାଙ୍ଗରେଫ୍ ପରେ ଅଭିଯୁକ୍ତମାନେ ହାତଗୋଡ଼ ବାନ୍ଧି ପିଡ଼ୀତାଙ୍କୁ ଛାତ ଉପରୁ ତଳକୁ!-->…
Read More...
Read More...
ନିର୍ମାଣାଧୀନ ସୁଡ଼ଙ୍ଗ ଭୁଷୁଡ଼ିଲା : ଫସିଲେ ୯ ଶ୍ରମିକ, ସୁରକ୍ଷିତ ଭାବେ ୫ ଉଦ୍ଧାର
ଭୋପାଳ : ମଧ୍ୟପ୍ରଦେଶର କଟ୍ନୀରେ ନିର୍ମାଣାଧୀନ ଷୁଡ଼ଙ୍ଗ ଭୁଷୁଡ଼ି ପଡ଼ିବାରୁ ୯ ଜଣ ଶ୍ରମିକ ସେ ଭିତରେ ଫସି ରହିଥିବା ବେଳେ ୫ ଜଣଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି । ପ୍ରଶାସନ ଅନୁସାରେ ସମୁଦାୟ ୯ ଜଣ ଶ୍ରମିକ ସୁଡ଼ଙ୍ଗ ଭିତରେ ଫଶି ରହିଥିଲେ । ଉଦ୍ଧାର କାର୍ଯ୍ୟ!-->…
Read More...
Read More...
ଭୋଜପୁରୀ ଚଳଚ୍ଚିତ୍ର ଜଗତର ଅଭିନେତ୍ରୀ ଆମ୍ରପାଲି ଦୁବେ ଗୋଟିଏ ଚଳଚ୍ଚିତ୍ରରେ ଅଭିନୟ ପାଇଁ ୨୫ରୁ ୩୦ ଲକ୍ଷ ଟଙ୍କା…
ମୁମ୍ବାଇ : ଭୋଜପୁରୀ ଚଳଚ୍ଚିତ୍ର ଜଗତର ବହୁ ଚର୍ଚ୍ଚିତ ଗ୍ଲେମରିୟସ୍ ଅଭିନେତ୍ରୀ ଆମ୍ରପାଲି ଦୁବେ ନିଜ ଅଭିନୟ ପାଇଁ ବେଶ୍ ସୁନାମ ଅର୍ଜନ କରି ସାରିଛନ୍ତି । ତାଙ୍କ ଆକର୍ଷଣୀୟ ଅଭିନୟ କୋଟି କୋଟି ଦର୍ଶକଙ୍କ ହୃଦୟରେ ସ୍ଥାନ ପାଇଛି । ଭୋଜପୁରୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ତାଙ୍କୁ ଶ୍ରେଷ୍ଠ!-->…
Read More...
Read More...