Browsing Category

ଦେଶ ବିଦେଶ

ପୁତିନ କିଛି ଘଣ୍ଟା ମଧ୍ୟରେ ଯୁଦ୍ଧ ଘୋଷଣା କରିବେ : ରୁଷକୁ ଶେଷ ଚେତାବନୀ ଦେଲେ ବାଇଡେନ

ମସ୍କୋ : ୟୁକ୍ରେନ ଉପରେ ଆକ୍ରମଣ କରିବାକୁ ରୁଷ ମନା କରିଦେଇ ଥାଇପାରେ, କିନ୍ତୁ ଆସନ୍ତା କିଛି ଘଣ୍ଟା ମଧ୍ୟରେ ଯୁଦ୍ଧ ଘୋଷଣା କରିବ ବୋଲି ଜଣାପଡ଼ିଛି । ବ୍ରିଟିଶ ଗଣମାଧ୍ୟମ କହିଛି ଯେ, ରୁଷ ଯୁଦ୍ଧ ପାଇଁ ପ୍ରସ୍ତୁତିକୁ ଜୋରଦାର କରିଛି ଏବଂ ଆସନ୍ତା କିଛି ଘଣ୍ଟା ମଧ୍ୟରେ ଯୁଦ୍ଧ ଘୋଷଣା ମଧ୍ୟ
Read More...

ନୂଆ ଚିକିତ୍ସା ପ୍ରଣାଳୀର ସଫଳତା : ପ୍ରଥମ ଥର ପାଇଁ ଜଣେ ଏଚ୍‌ଆଇଭି ସଂକ୍ରମିତ ମହିଳା ସମ୍ପୂର୍ଣ୍ଣ ସୁସ୍ଥ ହେଲେ

ୱାସିଙ୍ଗଟନ୍‌ : ଏଚ୍‌ଆଇଭି ଏଡ୍‌ସ୍‌ ଅତ୍ୟନ୍ତ ଭୟଙ୍କର ସଂକ୍ରାମକ ଓ ମାରାତ୍ମକ ରୋଗ, ଯାହା ହ୍ୟୁମାନ ଇମ୍ୟୁନୋ ଡେଫିସିଏନ୍‌ସି ଭାଇରସ୍‌ ସଂକ୍ରମଣ କାରଣରୁ ହୋଇଥାଏ । ଆଜି ପର୍ଯ୍ୟନ୍ତ ଏହି ରୋଗରୁ ସମ୍ପୂର୍ଣ୍ଣ ସୁସ୍ଥ ହେବା ଅସମ୍ଭବ ବୋଲି ବିଶ୍ୱାସ କରାଯାଉଛି । କିନ୍ତୁ ଏଥିରେ ବ୍ୟତିକ୍ରମ
Read More...

ଦିଲ୍ଲୀର ହୋଟେଲରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ

ନୂଆଦିଲ୍ଲୀ : ଦିଲ୍ଲୀର ଆର୍ମି ମେଡ଼ିକାଲ କଲେଜରେ କାର୍ଯ୍ୟରତ ମହିଳା ଡାକ୍ତରଙ୍କୁ ଦିଲ୍ଲୀର ଏକ ହୋଟେଲରେ ଦୁଷ୍କର୍ମ କରାଯାଇଥିବା ଖବର ସାମ୍ନାକୁ ଆସିଛି । କରୋଲବାଗ୍‌ ଥାନା ପୋଲିସ ଦୁଷ୍କର୍ମ ମାମଲା ଦାୟର କରି ଜଣେ ଅଭିଯୁକ୍ତକୁ ଗିରଫ କରିଥିବା ମଧ୍ୟ ଜଣାପଡ଼ିଛି । ତେବେ ଅଭିଯୁକ୍ତ ରଜନୀ
Read More...

କେଜ୍ରିୱାଲ୍‌ଙ୍କ ଭବିଷ୍ୟବାଣୀ- ସିଏମ୍‌ ଚନ୍ନୀ, ସିଦ୍ଧୁ ଏବଂ ମଜିଠିଆ ନିର୍ବାଚନରେ ହାରିବେ

ନୂଆଦିଲ୍ଲୀ : ଆମ୍‌ ଆଦମୀ ପାର୍ଟିର ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ଭବିଷ୍ୟବାଣୀ ଦେଇ କହିଛନ୍ତି, ପଂଜାବର ମୁଖ୍ୟମନ୍ତ୍ରୀ ଚରଣଜିତ୍‌ ସିଂହ ଚନ୍ନୀ, ପଂଜାବ ପ୍ରଦେଶ କଂଗ୍ରେସ ମୁଖ୍ୟ ନବଜୋତ୍‌ ସିଂହ ସିଦ୍ଧୁ ଏବଂ ଅକାଲି ନେତା ବିକ୍ରମ ମଜିଠିଆ ନିଜ ନିଜ ଆସନରେ
Read More...

ପିଲାମାନଙ୍କ ଦ୍ୱାରା ମୋବାଇଲ ଚୋରି କରି ବାଙ୍ଗଲାଦେଶ ପଠାଉଥିବା ଗ୍ୟାଙ୍ଗ୍‌ର ପର୍ଦ୍ଦାଫାସ, ୫ ନାବାଳକ ସହ ୧୦ ଅଭିଯୁକ୍ତ…

ନୂଆଦିଲ୍ଲୀ : ପିଲାମାନଙ୍କ ଦ୍ୱାରା ମୋବାଇଲ ଚୋରି କରି ବାଙ୍ଗଲାଦେଶ ପଠାଉଥିବା ଗ୍ୟାଙ୍ଗ୍‌ର ପର୍ଦ୍ଦାଫାସ କରିଛି ଦକ୍ଷିଣ-ପଶ୍ଚିମୀ ପୋଲିସ । ଏହି ଘଟଣାରେ ୫ ନାବାଳକ ସହ ୧୦ ଅଭିଯୁକ୍ତ ଗିରଫ ହୋଇଥିବା ଜଣାପଡ଼ିଛି । ଏହି ଗ୍ୟାଙ୍ଗର ସଦସ୍ୟମାନେ ହଜାର ହଜାର ମୋବଇଲ ଫୋନ ଚୋରି କରି ସାରିଥିବା
Read More...

ହିଜାବ ବିବାଦ : ହିଜାବ ପିନ୍ଧି କଲେଜ ବାହାରେ ହଙ୍ଗାମା କଲେ ଛାତ୍ରୀ, ‘ୱି ୱାଣ୍ଟ ଜଷ୍ଟିସ୍‌’ ନାରା ଲଗାଇଲେ

ବିଜୟପୁରା : କର୍ଣ୍ଣାଟକରେ ହିଜାବକୁ ନେଇ ପୁଣିଥରେ ହଙ୍ଗାମା ହୋଇଥିବା ଦେଖିବାକୁ ମିଳିଛି । ହିଜବା ପିନ୍ଧିଥିବା ଛାତ୍ରୀମାନେ ବିଜୟପୁରାର ଏକ କଲେଜରେ ପଶିବା ପାଇଁ ହଙ୍ଗାମା କରିଛନ୍ତି । ଛାତ୍ରୀମାନେ ହିଜାବ ପିନ୍ଧି କଲେଜକୁ ପଶିବା ପାଇଁ ଉଦ୍ୟମ କରୁଥିବା ବେଳେ ଅଧ୍ୟାପକ ମାନେ ସେମାନଙ୍କୁ
Read More...

ପ୍ରସିଦ୍ଧ ବେଙ୍ଗଲୀ କଣ୍ଠଶିଳ୍ପୀ ତଥା ସଙ୍ଗୀତକାର ସନ୍ଧ୍ୟା ମୁଖାର୍ଜୀଙ୍କ ପରଲୋକ

କୋଲକାତା : ପ୍ରସିଦ୍ଧ ବେଙ୍ଗଲୀ କଣ୍ଠଶିଳ୍ପୀ ତଥା ସଙ୍ଗୀତକାର ସନ୍ଧ୍ୟା ମୁଖାର୍ଜୀ(ମୁଖୋପାଧ୍ୟାୟ)ଙ୍କ ୯୦ ବର୍ଷ ବୟସରେ ଗତକାଲି ପରଲୋକ ହୋଇଯାଇଥିବା ଜଣାପଡିଛି । ଗତକାଲି ରାତି ୭ଟା ୩୦ରେ ଏକ ଘରୋଇ ହସ୍ପିଟାଲରେ ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ହୋଇଯାଇଥିବା କୂହାଯାଉଛି । ସୂଚନା ଅନୁସାରେ
Read More...

ସେଲ୍‌ଫି ହେଲା କାଳ : ଚାଲିଗଲା ୪ ଜଣ ଯୁବକ ଜୀବନ

ହରିଆଣା : ହରିଆଣାର ଗୁରୁଗ୍ରାମରେ ଗତକାଲି ଅପରାହ୍ନରେ ୪ ଜଣ ଯୁବକ ସେଲ୍‌ଫି ନେଉଥିବା ସମୟରେ ଟ୍ରେନ ମାଡ଼ି ଯାଇଥିବା ଖବର ମିଳିଛି । ସୂଚନା ଅନୁସାରେ ଗତକାଲି ଅପରାହ୍ନ ୪ଟା ୪୮ରେ ଜନଶତାବ୍ଦୀ ଏକ୍ସପ୍ରେସ ଗୁରୁଗ୍ରାମ ରେଳ ଷ୍ଟେସନରୁ ଛାଡ଼ିଥିଲା । କିଛି ଦୂରରେ ଥିବା ବସଇ ଧନକୋଟ ଷ୍ଟେସନ
Read More...

ପ୍ରସିଦ୍ଧ ଗାୟକ ତଥା ନିର୍ଦ୍ଦେଶକ ବପ୍ପି ଲାହିରୀଙ୍କ ପରଲୋକ

ମୁମ୍ବାଇ : ମୁମ୍ବାଇର ଏକ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ପ୍ରସିଦ୍ଧ ଗାୟକ ତଥା ନିର୍ଦ୍ଦେଶକ ବପ୍ପି ଲାହିରୀ (୬୯)ଙ୍କ ପରଲୋକ ହୋଇଯାଇଥିବା ଜଣାପଡିଛି । ସୂଚନା ଅନୁସାରେ ଗତବର୍ଷ ସେ କରୋନା ଆକ୍ରାନ୍ତ ହୋଇଥିଲେ । ଏହା ପରଠାରୁ ଶଯ୍ୟାଶାୟୀ ହୋଇ ଚିକିତ୍ସିତ ହେଉଥିଲେ । ଘରେ ସେ
Read More...

ଆମେରିକା ପାକିସ୍ତାନକୁ ଲାଲ ତାଲିକାରେ ରଖି ଭାରତ ଉପରେ ନରମତା ଦେଖାଇଲା

ୱାଶିଂଟନ୍‌ : ଧାର୍ମିକ ସ୍ୱାଧୀନତାକୁ ଉଲ୍ଲଂଘନ କରୁଥିବା ଦେଶମାନଙ୍କ ପାଇଁ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ ଗତ ବୁଧବାର ଦିନ 'କନ୍‌ଟ୍ରି ଅଫ୍‌ ପାର୍‌ଟିକୁଲାର୍‌ କନ୍‌ସର୍ନ'ର ଏକ ତାଲିକା ପ୍ରକାଶ କରିଛନ୍ତି । ଧାର୍ମିକ ସ୍ୱାଧୀନତାର ମୂଲ୍ୟାଙ୍କନ କରୁଥିବା ଆମେରିକୀୟ
Read More...