Browsing Category
ଦେଶ ବିଦେଶ
ଷ୍ଟିଲ୍ ପ୍ଲାଣ୍ଟରେ ଗ୍ୟାସ୍ ଲିକ୍ : ଅଣନିଃଶ୍ୱାସୀ ହୋଇ ୩ ଶ୍ରମିକଙ୍କ ମୃତ୍ୟୁ, ୪ ହସ୍ପିଟାଲ୍ରେ ଭର୍ତ୍ତି
କୋଲ୍କାତା : ପଶ୍ଚିମବଙ୍ଗର ଦୁର୍ଗାପୁର ସ୍ଥିତ ଏକ ଷ୍ଟିଲ୍ ପ୍ଲାଣ୍ଟ ରେ ଆଜି ଦ୍ୱିପହର ବେଳେ ଗ୍ୟାସ୍ ଲିକ୍ ହେବା ଦେଖିବାକୁ ମିଳିଛି । ଘଟଣାରେ ଅଣନିଃଶ୍ୱାସୀ ହୋଇ ୩ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୪ ଜଣ ଶ୍ରମିକଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ୍ରେ ଭର୍ତ୍ତି!-->…
Read More...
Read More...
ପତିଙ୍କୁ ମୁକ୍ତ କରି ଦେଇଛି, ତାଙ୍କ ଇଚ୍ଛା ଅନୁସାରେ ଯେଉଁ ମହିଳାଙ୍କୁ ଚାହିଁବେ ପ୍ରେମ କରିପାରନ୍ତି : ଫେମସ୍…
ନୂଆଦିଲ୍ଲୀ : ଇନ୍ଷ୍ଟାଗ୍ରାମ୍ର ଜଣେ ଫେମସ୍ ମୋଡେ଼ଲ୍ କହିଛନ୍ତି ଯେ, ପତିଙ୍କୁ ମୁକ୍ତ କରି ଦେଇଛି, ତାଙ୍କ ଇଚ୍ଛା ଅନୁସାରେ ଯେଉଁ ମହିଳାଙ୍କୁ ଚାହିଁବେ ସେ ପ୍ରେମ କରିପାରିବେ । ଏହି ମୋଡେଲ୍ ଜଣକ ହେଉଛନ୍ତି ୩୭ ବର୍ଷ ବୟସ୍କା ମୋନିକା ହୁଲ୍ଡ । ତାଙ୍କ କହିବା ଅନୁସାରେ ପତିଙ୍କୁ ଖୁସ୍!-->…
Read More...
Read More...
ଅପରାଧ ଆଇନକୁ ଗଣିତ ଭଳି ଲାଗୁ କରାଯାଇ ପାରିବ ନାହିଁ : ପକ୍ସୋ ଆକ୍ଟରେ ଅଭିଯୁକ୍ତକୁ ଜାମିନ୍ ଦେଲେ ହାଇକୋର୍ଟ
ଆହ୍ଲାବାଦ : ପକ୍ସୋ ଆକ୍ଟକୁ ନେଇ ଆହ୍ଲାବାଦ ହାଇକୋର୍ଟ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । କୋର୍ଟ ପକ୍ସୋ ଆକ୍ଟ ସହ ଜଡ଼ିତ ଏକ ମାମଲାରେ ୫ ଲକ୍ଷ ଟଙ୍କା ଜମା କରିବା ସର୍ତ୍ତରେ ଅଭିଯୁକ୍ତକୁ ଜାମିନ୍ ମଂଜୁର କରିଛନ୍ତି । ପୀଡ଼ିତା ମହିଳା ଓ ତାଙ୍କ ନାବାଳକ ଶିଶୁଙ୍କ ନାମରେ ବ୍ୟାଙ୍କ ଡ୍ରାଫ୍ଟ!-->…
Read More...
Read More...
୪୯ରୁ ୩୮ ଦୋଷୀଙ୍କୁ ଫାଶୀ, ୧୧ଙ୍କୁ ଆଜୀବନ କାରାଦଣ୍ଡ : ୭୦ ମିନିଟ୍ରେ ୨୧ ସିରିଏଲ୍ ବୋମା ବିସ୍ଫୋରଣ କରିଥିଲେ
ଅହମଦାବାଦ : ଅହମଦାବାଦରେ ଜୁଲାଇ ୨୦୦୮ରେ ସିରିଏଲ ବୋମା ବିସ୍ଫୋରଣ ମାମଲାରେ ସ୍ପେସାଲ୍ କୋର୍ଟ ଦୋଷୀମାନଙ୍କୁ ସଜା ଶୁଣାଇଛନ୍ତି । ମାନ୍ୟବର କୋର୍ଟ ୪୯ ଜଣ ଦୋଷୀଙ୍କ ମଧ୍ୟରୁ ୩୮ ଜଣଙ୍କୁ ଫାଶୀ ଦଣ୍ଡ ଶୁଣାଇଥିବା ବେଳେ ୧୧ ଜଣ ଦୋଷୀଙ୍କୁ ମୃତ୍ୟୁ ପର୍ଯ୍ୟନ୍ତ କାରାଦଣ୍ଡ ଶୁଣାଇଛନ୍ତି । ତେବେ!-->…
Read More...
Read More...
ପିପ୍ପଳ ଗଛରେ ରହୁଛନ୍ତି ୧୦୦ରୁ ଅଧିକ ଅଜଗର : ଲୋକେ ପୂଜା କରନ୍ତି
ଜାଞ୍ଜଗିର : ଛତିଶଗଡ଼ର ଜାଞ୍ଜଗିର ଜିଲ୍ଲାରେ ଏଭଳି ଏକ ଗଛ ଅଛି, ଯାହା ଅଜଗରଙ୍କ ନିର୍ଭୟ ବାସସ୍ଥଳୀ ପାଲଟିଛି । ଏହି ଗଛରେ ୧୦୦ରୁ ଅଧିକ ଅଜଗର ରହୁଛନ୍ତି । ଜାଞ୍ଜଗିର ଚାମ୍ପା ସହର ଠାରୁ ୧୨ କି.ମି. ଦୂରବର୍ତ୍ତୀ ଭଡେସର ନାମକ ଏକ ଗାଁରେ ଏକ ପିପ୍ପଳ ଗଛରେ ଖୁବ୍ ଆରାମ୍ରେ ରୁହନ୍ତି!-->…
Read More...
Read More...
ମହିଳା ଜୋର୍ ଜବର୍ଦସ୍ତ ଶାରୀରିକ ସମ୍ପର୍କ ରଖୁଥିଲେ, ବିରକ୍ତ ହୋଇ ଯୁବକ ହତ୍ୟା କଲା ମହିଳାଙ୍କୁ
ରାୟପୁର : ମହିଳା ଓ ପୁରୁଷଙ୍କ ସମ୍ପର୍କ ଜୋର୍ ଜବର୍ଦସ୍ତ ନହେବା ଉଚିତ୍, ନହେଲେ ଏହି ସମ୍ପର୍କର ଅନ୍ତ ମୃତ୍ୟୁ ବି ହୋଇପାରେ । ଏମିତି ଏକ ଘଟଣା ଛତିଶଗଡ଼ର ରାଜଧାନୀ ରାୟପୁରର ଆରଙ୍ଗ ଅଂଚଳରେ ଘଟିଥିବା ଦେଖିବାକୁ ମିଳିଛି, ଯେଉଁଠାରେ ଜଣେ ବିବାହିତା ମହିଳାଙ୍କୁ ତାଙ୍କ ପ୍ରେମିକ ହତ୍ୟା!-->…
Read More...
Read More...
ଜମ୍ମୁକାଶ୍ମୀରରେ ଭୂମିକମ୍ପ ଅନୁଭୂତ
ଜମ୍ମୁକାଶ୍ମୀର : ଜମ୍ମୁକାଶ୍ମୀରର କଟରାରେ ଭୂମିକମ୍ପ ଅନୁଭୂତ ହୋଇଥିବା ଖବର ମିଳିଛି । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୩.୫ ରହିଥିବା ଜଣାପଡ଼ିଛି । ତେବେ ଭୂମିକମ୍ପରେ କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି । ସୂଚନା ଅନୁସାରେ, ଆଜି ସକାଳ ୩ଟା ୨ ମିନିଟରେ କଟରାର ପୂର୍ବରେ!-->…
Read More...
Read More...
ବିବାହ ସମାରୋହରେ ଦୁର୍ଘଟଣା : ୧୩ ଜଣ ମହିଳାଙ୍କ କୂଅରେ ପଡ଼ି ମୃତ୍ୟୁ
ଲକ୍ଷ୍ନୌ : ଗତ ରାତିରେ ଉତ୍ତରପ୍ରଦେଶର କୁଶୀନଗରରେ ବିବାହ ସମାରୋହରେ ଅଭାବନୀୟ ଦୁର୍ଘଟଣା ଘଟିଛି । ଏଥିରେ ଅତି କମ୍ରେ ୧୩ ଜଣ ମହିଳା ଓ ବାଳିକାଙ୍କ ମୃତ୍ୟୁ ଘଟିଥିବା କୁହାଯାଇଛି । ଜିଲ୍ଲାର ନୌରାଙ୍ଗିଆ ଗାଁର ଏକ ଘରେ ବିବାହ ସମାରୋହ ଚାଲିଥିବା ବେଳେ ଏହି ଘଟଣା ଘଟିଥିବା ବେଳେ ଏଠାରେ!-->…
Read More...
Read More...
ତିନୋଟି ବୁଥରେ ମତଦାନ ସ୍ଥଗିତ
ଚଣ୍ଡିଖୋଲ : ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକରେ ପ୍ରଥମ ପର୍ୟ୍ୟାୟରେ ଭୋଟ ଚାଲୁ ରହିଥିବା ବେଳେ ଭୋଟ କେନ୍ଦ୍ରରେ ଉତ୍ତେଜନା ପ୍ରକାଶ ପାଇଥିବାରୁ ତିନୋଟି ବୁଥରେ ମତଦାନ ସ୍ଥଗିତ ରହିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଧର୍ମଶାଳା ବ୍ଲକର ଅରାବଳ ପଂଚାୟତରେ ଗୋଟିଏ ବୁଥ ଓ ଦେଓଦା ପଂଚାୟତର!-->…
Read More...
Read More...
ୟୁପି ନିର୍ବାଚନ : ପ୍ରଧାନମନ୍ତ୍ରୀ ମୋଦୀଙ୍କ ସୀତାପୁରରେ ବିରୋଧୀଙ୍କୁ ଭୟଙ୍କର ଆକ୍ରମଣ
ସୀତାପୁର : ୟୁପି ବିଧାନସଭା ନିର୍ବାଚନ ୨୦୨୨ରେ ତୃତୀୟ ପର୍ଯ୍ୟାୟ ପାଇଁ ନିର୍ବାଚନ ହେବାକୁ ଯାଉଛି । ବିଜେପିକୁ କ୍ଷମତାକୁ ଫେରାଇ ଆଣିବାକୁ ଚେଷ୍ଟା କରୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୀତାପୁରରେ ଏକ ସାଧାରଣ ସଭାରେ ସମ୍ବୋଧିତ କରୁଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି,!-->…
Read More...
Read More...