Browsing Category
ଦେଶ ବିଦେଶ
ବସ ଦୁର୍ଘଟଣାଗ୍ରସ୍ତ, ୩୦ ଆହତ
ଜୟପୁର : ଜୟପୁରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ ଘରୋଇ ବସ୍ ଆନ୍ଧ୍ର ପ୍ରଦେଶର ସୋମପେଟା ନିକଟରେ ଭୋର୍ ୫ଟାରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି । ଏହି ଦୁର୍ଘଟଣା ଫଳରେ ୩୦ ଜଣ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି । ଆହତମାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି!-->…
Read More...
Read More...
ପଞ୍ଜାବରେ ମତଦାନ ଆରମ୍ଭ, ୟୁପିରେ ମଧ୍ୟ ଭୋଟ୍ ଚାଲିଛି
ନୂଆଦିଲ୍ଲୀ : ପଞ୍ଜାବ ବିଧାନସଭାର ସମସ୍ତ ୧୧୭ ଟି ସିଟ୍ ଏବଂ ଉତ୍ତରପ୍ରଦେଶର ତୃତୀୟ ପର୍ଯ୍ୟାୟରେ ୫୯ଟି ସିଟ୍ ପାଇଁ ଆଜି ପୂର୍ବାହ୍ନ ୮ଟାରୁ ମତଦାନ ଆରମ୍ଭ ହୋଇଯାଇଛି । ପଞ୍ଜାବର ୧୧୭ଟି ସିଟ୍ ପାଇଁ ୯୩ ଜଣ ମହିଳାଙ୍କ ସମେତ ମୋଟ ୧ ହଜାର ୩୦୪ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଅଛନ୍ତି ।!-->…
Read More...
Read More...
ହ୍ୱାଇଟ ହାଉସ ପକ୍ଷରୁ ରୁଷ୍କୁ ୟୁକ୍ରେନ ଉପରେ ସାଇବର ଆକ୍ରମଣ କରିଥିବା ଅଭିଯୋଗ
ୱାଶିଂଟନ୍ : ୟୁକ୍ରେନର ପ୍ରତିରକ୍ଷା ମନ୍ତ୍ରଣାଳୟ ଏବଂ ଏକ ପ୍ରମୁଖ ବ୍ୟାଙ୍କକୁ ଟାର୍ଗେଟ କରି ସାଇବର ଆକ୍ରମଣ ପାଇଁ ହ୍ୱାଇଟ ହାଉସ ରୁଷକୁ ଦାୟୀ କରିଛି । ହ୍ୱାଇଟ ହାଉସର ମୁଖ୍ୟ ସାଇବର ଅଫିସର ଏନେ ନଉବର୍ଜର ସାଇବର ଆକ୍ରମଣ ପାଇଁ ରୁଷକୁ ଦାୟୀ କରିଛନ୍ତି ଏବଂ ଏହା ରୁଷ ଓ ୟୁକ୍ରେନ ମଧ୍ୟରେ!-->…
Read More...
Read More...
ମୃତ୍ୟୁଦଣ୍ଡରେ ଦଣ୍ଡିତ ହୋଇଥିବା ସଫଦର ନାଗୋରୀ କହିଛି – ସମ୍ବିଧାନ ନୁହେଁ, କୋରାନ ମୋ ପାଇଁ ସର୍ବୋଚ୍ଚ
ଭୋପାଳ : ସହରରେ ୨୦୦୮ ସିରିଏଲ ବୋମା ବିସ୍ଫୋରଣ ଘଟଣାରେ ଶୁକ୍ରବାର ଦିନ ଅହମ୍ମଦାବାଦର ଏକ ସ୍ୱତନ୍ତ୍ର କୋର୍ଟ ୩୮ ଦୋଷୀଙ୍କୁ ମୃତ୍ୟୁଦଣ୍ଡ ଏବଂ ଅନ୍ୟ ୧୧ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ବୋମା ବିସ୍ଫୋରଣ ମାମଲାରେ ମୃତ୍ୟୁଦଣ୍ଡ ପାଇଥିବା ୩୮ ଦୋଷୀମାନଙ୍କ ମଧ୍ୟରୁ ସଫଦର!-->…
Read More...
Read More...
ପୂର୍ବ ୟୁକ୍ରେନ ବିସ୍ଫୋରଣରେ ଦୋହଳିଲା, ୧ ସୈନିକ ନିହତ, ରକେଟ୍ ମାଡ଼ ସୂଚନା
କିଭ୍ : ରୁଷ ଏବଂ ୟୁକ୍ରେନ ମଧ୍ୟରେ ତିକ୍ତତା ଚରମ ସୀମାରେ ପହଞ୍ଚିଛି । ରୁଷ-ୟୁକ୍ରେନ ଯୁଦ୍ଧ ଯେକୌଣସି ସମୟରେ ଆରମ୍ଭ ହୋଇପାରେ । ପୂର୍ବ ୟୁକ୍ରେନରୁ ଅନେକ ବିସ୍ଫୋରଣର ଶବ୍ଦ ଶୁଣାଯାଇଛି । ଶନିବାର ପୂର୍ବାହ୍ନରେ ୟୁକ୍ରେନର ବିଚ୍ଛିନ୍ନତାବାଦୀ ନିୟନ୍ତ୍ରିତ ସହର ଡୋନେସ୍ତକ ଉତ୍ତର ଭାଗରେ!-->…
Read More...
Read More...
ରେଳ ଷ୍ଟେସନରେ ଭୟାବହ ଅଗ୍ନିକାଣ୍ଡ
ପାଟନା : ଆଜି ସକାଳେ ବିହାରର ମଧୁବନୀ ରେଳ ଷ୍ଟେସନରେ ଠିଆ ହୋଇଥିବା ଟ୍ରେନରେ ହଠାତ୍ କୌଣସି କାରଣରୁ ନିଆଁ ଲାଗିଯାଇଥିବା ଜଣାପଡିଛି । ସୂଚନା ଅନୁସାରେ, ଦିଲ୍ଲୀରୁ ଆସୁଥିବା ସ୍ୱତନ୍ତ୍ର ସେନାନୀ ସୁପରଫାଷ୍ଟ ଏକ୍ସପ୍ରେସରେ ନିଆଁ ଲାଗିଯାଇଥିବା ବେଳେ ନିଆଁ ଖୁବ୍ ଶୀଘ୍ର ତୀବ୍ର ହୋଇଯାଇଥିଲା!-->…
Read More...
Read More...
ହିଜାବ ବିବାଦ : କର୍ଣ୍ଣାଟକର ଶିବମୋଗାରେ ୫୮ କଲେଜ ଛାତ୍ରୀ ସସ୍ପେଣ୍ଡ୍, ହିଜାବ ପିନ୍ଧିବାକୁ କରୁଥିଲେ ଦାବୀ
ବାଙ୍ଗାଲୁରୁ : କର୍ଣ୍ଣାଟକର ଶିବମୋଗା ଜିଲ୍ଲାର ଏକ କଲେଜର ଅତିକମ୍ରେ ୫୮ ଜଣ ଛାତ୍ରୀଙ୍କ ହିଜାବ ପିନ୍ଧି କ୍ଲାସ୍ରୁମ୍କୁ ଯିବା ପାଇଁ ଦାବୀ ଓ ବିକ୍ଷୋଭ ପ୍ରଦର୍ଶନ ଅଭିଯୋଗରେ ଆଜି ସେମାନଙ୍କୁ ସସ୍ପେଣ୍ଡ କରି ଦିଆଯାଇଛି । ଏହି ୫୮ ଜଣ ଛାତ୍ରୀ ଶିରାଲାକୋପ୍ପାର ସରକାରୀ ପ୍ରି-ୟୁନିଭରସିଟି!-->…
Read More...
Read More...
ୟୁକ୍ରେନ୍ ସୀମାରେ ରୁଷ୍ ସୈନ୍ୟଙ୍କ ଭିଡ଼, ଏୟାର ଡିଫେନ୍ସ ସିଷ୍ଟମ ମୁତୟନ
ମସ୍କୋ : ରୁଷ୍ ଏବଂ ୟୁକ୍ରେନ୍ ମଧ୍ୟରେ ବିବାଦ କମିବାର ନାଁ ନେଉନାହିଁ । ଏବେ ଚରମ ସୀମାରେ ପହଞ୍ଚିଛି ବିବାଦ । ଏହି ଦୁଇ ଦେଶ ମଧ୍ୟରେ ସମ୍ଭାବ୍ୟ ଯୁଦ୍ଧ ଆଶଙ୍କା ନେଇ ସାରା ବିଶ୍ୱରେ ଚର୍ଚ୍ଚା ଜୋର୍ ଧରିଛି । ଏମିତି ସମୟରେ ରୁଷ୍ ସେନା ୟୁକ୍ରେନ୍କୁ ଆହୁରି ଘେରିବାକୁ କସ୍ରତ ଜାରି!-->…
Read More...
Read More...
ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମଧ୍ୟରେ ଗୁଳିବିନିମୟ : ୧ ଆତଙ୍କବାଦୀ ମୃତ
ଜମ୍ମୁ : ଦକ୍ଷିଣ-କାଶ୍ମୀର ଶୋପିୟାଁର ଜୈନାପୋରା ଅଞ୍ଚଳର ଚେରମାର୍ଗରେ ଗୁଳିବିନିମୟ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଆଜି ସକାଳେ ଶୋପିୟାଁର ଜୈନାପୋରା ଅଞ୍ଚଳ ଚେରମାର୍ଗ ଅଞ୍ଚଳରେ ଆତଙ୍କବାଦୀ ଲୁଚି ଥିବା ନେଇ ପୁଲିସ, ସୈନାବାହିନୀ ଓ ସିଆରପିଏଫର ଏକ ଟିମ ସୂଚନା ପାଇଥିବା ବେଳେ!-->…
Read More...
Read More...
ଲାଞ୍ଚ ନେବା ସମୟରେ ଏପିପି ନେତ୍ରୀ ଧରାପଡ଼ିଲେ ସିବିଆଇଙ୍କ ହାତରେ
ନୂଆଦିଲ୍ଲୀ : ଆମ୍ ଆଦମୀ ପାର୍ଟିର ମ୍ୟୁନିସିପାଲ କାଉନସିଲର ଏବଂ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଲାଞ୍ଚ ମାମଲାରେ ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ (ସିବିଆଇ) ଗତକାଲି ଗିରଫ କରିଥିବା ଜଣାପଡ଼ିଛି । ଅଭିଯୁକ୍ତମାନେ ହେଲେ ଗୀତା ରାୱତ, ଯିଏକି ପୂର୍ବ ଦିଲ୍ଲୀ ମ୍ୟୁନିସିପାଲିଟି କାଉନସିଲର!-->…
Read More...
Read More...