Browsing Category

ବିଚିତ୍ରା

ଚଳଚ୍ଚିତ୍ରକୁ ଆସିବା ପୂର୍ବରୁ ମୁମ୍ବାଇ ପୋଲିସରେ ସବ୍‌-ଇନ୍ସପେକ୍ଟର ଥିଲେ ରାଜକୁମାର : ତାଙ୍କ ସ୍ୱତନ୍ତ୍ର ଶୈଳୀର…

ମୁମ୍ବାଇ : ବଲିଉଡ ଅଭିନେତା ରାଜକୁମାର ୩ ଜୁଲାଇ ୧୯୯୬ରେ ଜଗତରୁ ବିଦାୟ ନେଇଥିଲେ । ଆଜି ତାଙ୍କର ଶ୍ରାଦ୍ଧ ବାର୍ଷିକୀ । ସେ ତାଙ୍କର ବଳିଷ୍ଠ ଅଭିନୟ ସହିତ ସ୍ୱତନ୍ତ୍ର ଶୈଳୀର ସଂଳାପ ବିତରଣ ପାଇଁ ଏବେ ମଧ୍ୟ ଚଳଚ୍ଚିତ୍ର ପ୍ରେମୀଙ୍କ ଜଗତରେ ଖୁବ୍‌ ଫେମସ୍‌ । ତାଙ୍କର ସଂଳାପ ଆଜି ବି ପ୍ରସିଦ୍ଧ
Read More...

ଖୁବ୍‌ ଶୀଘ୍ର ଫିଲହାଲ୍‌-୨ ମ୍ୟୁଜିକ୍‌ ଭିଡିଓରେ ଆସିବେ ରୋମାଣ୍ଟିକ୍‌ ହିରୋ ଅକ୍ଷୟ କୁମାର

ମୁମ୍ବାଇ : ଅକ୍ଷୟ କୁମାରଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର । ଅକ୍ଷୟ କୁମାର ଏବଂ ଅଭିନେତ୍ରୀ ନୂପୁର ସାନନ୍‌ଙ୍କ ହିଟ୍‌ ମ୍ୟୁଜିକ୍‌ ଭିଡିଓ ଫିଲ୍‌ହାଲ୍‌ର ଦ୍ୱିତୀୟ ଭାଗ ଫିଲ୍‌ହାଲ୍‌ -୨ ଖୁବ୍‌ ଶୀଘ୍ର ଆସୁଛି । ଏ ନେଇ ଅକ୍ଷୟ କୁମାର ମ୍ୟୁଜିକ୍‌ ଭଡିଓର ଟିଜର୍‌ ରିଲିଜ ଡେଟ୍‌ ଘୋଷଣା
Read More...

ଯଦି ଫୁସଫୁସକୁ ସୁସ୍ଥ ରଖିବାକୁ ଚାହାଁନ୍ତି, ତେବେ ଏହି ଜିନିଷଗୁଡ଼ିକୁ କେବେ ବି ଖାଆନ୍ତୁ ନାହିଁ : ଫୁସଫୁସରେ କ୍ଷତି…

ସନ୍ତୁଳିତ ଖାଦ୍ୟ ଫୁସଫୁସକୁ ସୁସ୍ଥ ରଖିବା ସହିତ ଶରୀରକୁ ବଳିଷ୍ଠ ରଖିବାରେ ସହାୟକ ହୋଇଥାଏ । ସାଧାରଣତଃ ଫୁସଫୁସକୁ ସୁସ୍ଥ ରଖିବା ପାଇଁ ପ୍ରତ୍ୟେକ ଖାଦ୍ୟ ସମୂହରୁ ବିଭିନ୍ନ ଖାଦ୍ୟ ଖାଇବା ଉଚିତ । ମାତ୍ର ଧୂମପାନ ସହିତ କିଛି ଜିନିଷ ରହିଛି, ଯାହା ଫୁସଫୁସ ଉପରେ ଖରାପ ପ୍ରଭାବ ପକାଇଥାଏ ।
Read More...

ଭାରତରେ ଡାଇନୋସର

ଡଃ.ବି.ଏନ୍‌.ଶ୍ରୀକାନ୍ତ ତାମିଲନାଡ଼ୁର କାବେରୀ ଅବବାହିକା ସ୍ଥିତ ଅରିୟାଲୁର ଜିଲ୍ଲାର ଗାଁଟିଏ ମାଲେରି । ଏହା ନିକଟସ୍ଥ କୋଲେରୁର୍ଣ୍ଣ ଓ ଭେଲାର ନଦୀଶଯ୍ୟାର ମଧ୍ୟଭାଗରୁ ବିଭିନ୍ନ ପ୍ରସ୍ତର ସ୍ତର ଭିତରୁ ଅଶ୍ମିଭୂତ ବହୁ ଡାଇନୋସରର ଅଣ୍ଡା ଖୋଳ ବାହାର କରିଛନ୍ତି ପେରିୟାର ବିଶ୍ୱବିଦ୍ୟାଳୟର
Read More...

ଶାହାରୁଖ ଖାନ ଦାଢ଼ି କାଟି କାମକୁ ଫେରିବାକୁ ପ୍ରସ୍ତୁତ

ମୁମ୍ବାଇ : ଶାହାରୁଖ ଖାନ ନିଜ ସ୍ୱତନ୍ତ୍ର ଶୈଳୀରେ ପ୍ରଶଂସକଙ୍କୁ ପ୍ରଭାବିତ କରିବାରେ କେବେ ବିଫଳ ହୋଇ ନାହାନ୍ତି । ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲ ମାଧ୍ୟମରେ ସ୍କ୍ରୋଲ୍ କଲେ, କିଙ୍ଗ ଖାନଙ୍କ କିଛି ଚମତ୍କାର ସେଲଫି ସାମ୍ନାକୁ ଆସେ, ଯାହା ହୃଦୟକୁ ଛୁଇଁଯାଏ । ବହୁତ ସମୟ ପରେ, ଶାହାରୁଖ
Read More...

ଗତକାଲି ଦେଓଗାଁ ବ୍ଲକରେ କରୋନା ଶୂନ୍

ଦେଓଗାଁ, (ମନୀଷ କୁମାର ସାହୁ) : ଗତକାଲି ଦେଓଗାଁ ବ୍ଲକରେ କୌଣସି କରୋନା ରୋଗୀ ଚିହ୍ନଟ ହୋଇନଥିବା ଜଣାପଡିଛି । ଏହି ଖବର ପ୍ରଚାରିତ ହେବା ପରେ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି ।
Read More...

ତାଙ୍କ ମୃତ୍ୟୁ ପରେ ୩ ଟି ରାଜ୍ୟରୁ ୭ ଜଣଙ୍କୁ ନୂତନ ଜୀବନ ଦେଲେ କାମିନୀ

ସୁରଟ : ସୁରଟର ଜଣେ ମହିଳାଙ୍କ ଅଙ୍ଗରୁ ପାଞ୍ଚ ଜଣ ନୂଆ ଜୀବନ ପାଇଛନ୍ତି ଏବଂ ଆଉ ଦୁଇଜଣ ଲୋକ ଉପକୃତ ହେବାକୁ ଯାଉଛନ୍ତି । ଏହି ମହିଳା ଜଣକ ଆଉ ଏହି ଦୁନିଆରେ ନାହାଁନ୍ତି । କିନ୍ତୁ ତାଙ୍କ ହୃଦୟ ଏବେ ବି ଜଣେ ମହିଳାଙ୍କ ଛାତିରେ ଜୀବିତ ରହିଛି । ତାଙ୍କ ଫୁସଫୁସ ଅନ୍ୟ ମହିଳାଙ୍କ ରକ୍ତରେ
Read More...

କରୋନାର ତୃତୀୟ ତରଙ୍ଗ ପିଲାମାନଙ୍କ ପାଇଁ ବିପଦଜନକ ହେବ ନାହିଁ : ଡକ୍ଟର ଗୁଲେରିଆ

ନୂଆଦିଲ୍ଲୀ : କୋଭିଡ -୧୯ର ତୃତୀୟ ତରଙ୍ଗକୁ ନେଇ ଅନେକ କଳ୍ପନାଜଳ୍ପନା କରାଯାଉଛି । ତୃତୀୟ ତରଙ୍ଗ ପିଲାମାନଙ୍କୁ ପ୍ରଭାବିତ କରିବ ବୋଲି କୌଣସି ପ୍ରମାଣ ନାହିଁ ବୋଲି ଏଆଇଏମ୍ଏସ୍ ନିର୍ଦ୍ଦେଶକ ଡ. ରଣଦୀପ ଗୁଲେରିଆ କହିଛନ୍ତି । ସେ କହିଛନ୍ତି ଯେ, ଦୁନିଆର କୌଣସି ସର୍ଭେରୁ ଏଭଳି ଘଟଣା ବାହାରି
Read More...