Browsing Category

ବିଚିତ୍ରା

ଆଜିଠାରୁ ଅଯୋଧ୍ୟାରେ ମଞ୍ଚସ୍ଥ ହେବାକୁ ଥିବା ରାମଲୀଳା ଦୂରଦର୍ଶନ ଏବଂ ଡିଜିଟାଲ ପ୍ଲାଟଫର୍ମରେ ପ୍ରସାରିତ ହେବ

ଅଯୋଧ୍ୟା : ରାମଲୀଳା ମଙ୍ଗଳବାର ଠାରୁ ଭଗବାନ ରାମଙ୍କ ସହର ଅଯୋଧ୍ୟାରେ ମଞ୍ଚସ୍ଥ ହେବାକୁ ଯାଉଛି । ଅଯୋଧ୍ୟାରେ ଥିବା ଏହି ପ୍ରସିଦ୍ଧ ରାମଲୀଳାରେ ଫିଲ୍ମ ବ୍ୟକ୍ତିତ୍ୱମାନେ ମଧ୍ୟ ନଜରକୁ ଆସିବେ ଏବଂ ଏହା ଦୂରଦର୍ଶନ ଏବଂ ସୋସିଆଲ ମିଡିଆରେ ପ୍ରସାରିତ ହେବ । ଏଥି ସହିତ ରାମଲୀଳା ଡିଜିଟାଲ
Read More...

ମଡେ଼ଲିଂ କ୍ୟାରିଅର୍‌ ଆଶା ରଖିଥିବା ଶିକ୍ଷାର୍ଥୀଙ୍କ ପାଇଁ ଭଲ ଖବର : ବଲାଙ୍ଗିରରେ ଖୋଲିବ ମଡେ଼ଲିଂ ସ୍କୁଲ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମଡେ଼ଲିଂ କ୍ୟାରିଅର୍‌ ଚାହୁଁଥିବା ଶିକ୍ଷାର୍ଥୀ ଯୁବକ ଯୁବତୀଙ୍କ ପାଇଁ ଏକ ଭଲ ଖବର ରହିଛି । ଏବେ ବଲାଙ୍ଗିରରେ ଖୋଲିବ ମଡେ଼ଲିଂ ସ୍କୁଲ । ମଡେ଼ଲିଂ କ୍ୟାରିଅର୍‌ ଗଢ଼ିବାକୁ ବହୁ ଯୁବକ ଯୁବତୀ ଆଗ୍ରହୀ ଥିଲେ ସୁଦ୍ଧା ସେମାନଙ୍କୁ ସଠିକ୍‌ ମାର୍ଗଦର୍ଶନ
Read More...

ଖୁସି ଖବର : ଝିଅ ଜନ୍ମ ହେବା ଖୁସିରେ ଦିନ ସାରା ଲୋକଙ୍କୁ ମାଗଣା ପାନିପୁରୀ ଖୁଆଇଲେ ପାନିପୁରୀ ଦୋକାନୀ

ଭୋପାଲ : ଭୋପାଲର ଯେଉଁମାନେ ଝିଅମାନଙ୍କୁ ବୋଝ ବୋଲି ଭାବନ୍ତି, ସେମାନଙ୍କୁ ଏକ ବଡ଼ ବାର୍ତ୍ତା ଦେଇଛନ୍ତି ଜଣେ ବ୍ୟକ୍ତି । ସେ ଝିଅ ଜନ୍ମର ଆନନ୍ଦରେ ଦିନସାରା ଲୋକଙ୍କୁ ମାଗଣା ପାନିପୁରୀ ଖାଇବାକୁ ଦେଇଥିଲେ । ସୂଚନା ଅନୁସାରେ ଭୋପାଲର କୋଲାର ଅଞ୍ଚଳରେ ରହୁଥିବା ଅଂଚଲ ଗୁପ୍ତା ୧୪ ବର୍ଷ ଧରି
Read More...

ଜନ୍ମାଷ୍ଟମୀ ଉପଲକ୍ଷେ ଜନକ ସେଠ୍ ଅଫିସିଆଲ୍ ୟୁଟ୍ୟୁବ ଚେନାଲରେ ମୁକ୍ତିଲାଭ କଲା ସମ୍ବଲପୁରୀ କୃଷ୍ଣ ଭଜନ ‘କେଶବ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉପଲକ୍ଷେ ଜନକ ସେଠ୍ ଅଫିସିଆଲ୍ ୟୁଟ୍ୟୁବ ଚେନାଲରେ ଏକ ସୁନ୍ଦର ସମ୍ବଲପୁରୀ କୃଷ୍ଣ ଭଜନ 'କେଶବ କୃଷ୍ଣ ମୂରାରୀ' ଇତି ମଧ୍ୟରେ ମୁକ୍ତିଲାଭ ହୋଇଯାଇଛି । ଗୀତଟିକୁ ଲେଖିଛନ୍ତି ଗୁଣନିଧି ଛତ୍ରିଆ, ଗୀତକୁ ସ୍ୱର ସଂଯୋଜନା
Read More...

ଟାଇଗର ଶ୍ରଫଙ୍କ ଗୀତ ‘ବନ୍ଦେ ମାତରମ୍ : ଆସନ୍ତା ୧୦ ଅଗଷ୍ଟରେ ରିଲିଜ ହେବ

ମୁମ୍ବାଇ : ବଲିଉଡ ଜଗତର ଜଣେ ଆଗଧାଡିର ଅଭିନେତା ହେଉଛନ୍ତି ଟାଇଗର ଶ୍ରଫ । ତାଙ୍କ ଅଭିନୟ କରିବାର ଷ୍ଟାଇଲ ଅନ୍ୟ ଅଭିନେତା ମାନଙ୍କ ଠାରୁ ବେଶ୍‌ ଅଲଗା ରହିଥାଏ । ତାଙ୍କ ସିସ୍‌ପେକ୍‌କୁ ଦେଖି ଦର୍ଶକ ମାନେ ଚକିତ ହୋଇ ରହିଯାଆନ୍ତି । ଏବେ କିନ୍ତୁ ଟାଇଗର ଅଭିନୟ ଜଗତରେ ପାଦ ଦେବା ସହିତ ସଂଗୀତ
Read More...

ମଧୁମେହ ରୋଗୀଙ୍କ ପାଇଁ କିଛି ନିହାତି ଜାଣିବା କଥା

ମଧୁମେହ ରୋଗୀ ମାନେ କିଛି ଦିଗ ପ୍ରତି ସତର୍କତା ଅବଲମ୍ବନ କଲେ, ସେମାନେ ସୁସ୍ଥ ରହିବାର ଅନେକ ସମ୍ଭାବନା ରହିଥାଏ । ଆସନ୍ତା ଏ ସଂପର୍କରେ ଆଜି ଆଲୋଚନା କରିବା । ମଧୁମେହ ରୋଗୀ ନିତିଦିନିଆ ଜୀବନ ଯାପନରେ ଶୃଙ୍ଖଳା ରକ୍ଷା କରିବା ଏକାନ୍ତ ଆବଶ୍ୟକ । ଉଚିତ ମାତ୍ରାରେ ଠିକ୍‌ ସମୟରେ ଖାଇବା,
Read More...

କଟକ ୱଡସ ସମ୍ବଲପୁର ଓଡ଼ିଆ ଚଳଚ୍ଚିତ୍ରର ସୁଟିଂ ଆରମ୍ଭ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ରାଜ୍ୟ ସରକାର ଚଳଚ୍ଚିତ୍ର ଏବଂ ସିରିଏଲର ଇନ୍‌ଡୋର ଆଉଟଡୋର ସୁଟିଂ ପାଇଁ ଅନୁମତି ଦେବା ପରେ ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ କଟକ ୱଡସ ସମ୍ବଲପୁର ଓଡ଼ିଆ ଚଳଚ୍ଚିତ୍ରର ସୁଟିଂ ଆରମ୍ଭ ହୋଇଛି । ଅଭିନେତା ସମ୍ୱିତ ଆଚାର୍ଯ୍ୟ ଓ ଅଭିନେତ୍ରୀ ସୁସ୍ମିତା
Read More...

ସାବାସ୍‌ ଡାକ୍ତର : ଅଢେଇ ବର୍ଷ ଛୁଆର ଜୀବନ ବଂଚାଇ ଦେବଦୂତ ସାଜିଲେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମାନବ ସେବା ମାଧବ ସେବା । ଏହି ଚିନ୍ତନକୁ ସମାଜରେ କିଛି କିଛି ଲୋକ ନିଜ ଜୀବନର ମୂଳମନ୍ତ୍ର ଭାବେ ଗ୍ରହଣ କରଥାନ୍ତି । ସଦାସର୍ବଦା ଗରିବ ନିଃସହାୟଙ୍କ ପାଇଁ ସାହାଯ୍ୟ ସହଯୋଗ ଯୋଗେଇ ଦେଇ ଆସୁଥିବା ଅନେକ ଲୋକ ପରଦା ପଛରେ ରହିବାକୁ ପସନ୍ଦ କରନ୍ତି । କେବେ ନିଜର
Read More...

ଚର୍ଚ୍ଚାରେ ଅର୍ଚ୍ଚନା : ସାରା ଓଡିଶାରେ ତାଙ୍କ ସଂଗୀତର ସ୍ୱରରେ ଝୁମନ୍ତି ଦର୍ଶକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପିଲା ବେଳୁ ସବୁବେଳେ ମନେ ମନେ ଗୁଣୁ ଗୁଣୁ ଗୀତ ଗାଉଥିଲେ ଅର୍ଚ୍ଚନା । ମନରେ ସବୁବେଳେ ଅନକେ ଉତ୍ସାହ ରହିଥିଲା ସଂଗୀତ ଜଗତ ପାଇଁ । ଗୀତ ଶିଖାଇବା ପାଇଁ ତାଙ୍କର କେହି ଗୁରୁ ନଥିଲେ । କିନ୍ତୁ ତାଙ୍କ ମା’ଙ୍କଠୁ ନିଜ ଅଜ୍ଞାତରେ ଶିଖିଯାଇଥିଲେ ଗୀତ ଗାଇବା ।
Read More...