ଉମାଶଙ୍କର ଏମଇ ସ୍କୁଲର ଶତବାର୍ଷିକ ପାଳନ ପାଇଁ ପ୍ରସ୍ତୁତି

ଜୟପାଟଣା, (ଶେଷଦେବ ବେହେରା) : ଶହେ ବର୍ଷ ଧରି ମୁଣ୍ଡ ଟେକି ରହି ଜୟପାଟଣା ଅଞ୍ଚଳକୁ ପ୍ରଥମ ଶିକ୍ଷାର ଆଲୋକ ଦେଖାଇଥିବା ଉମାଶଙ୍କର ମଧ୍ୟ ଇଂରାଜୀ ବିଦ୍ୟାଳୟର ଶତବାର୍ଷିକ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପରିସରରେ ଆୟୋଜିତ ପ୍ରସ୍ତୁତି ସଭାରେ ପୁରାତନ…
Read More...

ଜୟପାଟଣାରେ ଗୋ ସମ୍ମାନ ଅଭିଯାନ ସମ୍ପର୍କିତ ଶୋଭାଯାତ୍ରା ଓ ଦାବିପତ୍ର ପ୍ରଦାନ

ଜୟପାଟଣା, (ଶେଷଦେବ ବେହେରା) : ଗୋ ସମ୍ମାନ ଆହ୍ୱାନ ଅଭିଯାନ ଆନୁକୂଲ୍ୟରେ ସିଦ୍ଧିବିନାୟକ ମନ୍ଦିର ପରିସରରୁ ଏକ ବିଶାଳ ପଟୁଆର ବାହାରି ସ୍ଥାନୀୟ ତହସିଲଦାରଙ୍କ କାର୍ଯ୍ୟାଳୟରେ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ଶୋଭାଯାତ୍ରାରେ ବହୁ ସଂଖ୍ୟକ ଗୋଭକ୍ତ, ସମାଜସେବୀ ଓ ସାଧାରଣ ଜନସାଧାରଣ…
Read More...

ଭାରସାମ୍ୟ ହରାଇ ଓଲଟି ପଡିଲା ବରଯାତ୍ରୀ ବସ୍ : ୫ ଗୁରୁତର

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ଜିଲ୍ଲାର ବିନିକା ଥାନା ମହାଦେବପାଲି ଫାଣ୍ଡି ଅନ୍ତର୍ଗତ ସୋନପୁର - ବିନିକା - ବରଗଡ ରାସ୍ତାର କର୍ତ୍ତଙ୍ଗ ନିକଟରେ ଏକ ବରଯାତ୍ରୀ ବସ (ଓଆର ୧୧ କେ ୩୩୮୮ ) ରାତି ପ୍ରାୟ ୨.୩୦ ବେଳେ ଦୁର୍ଘଟଣା ଗ୍ରସ୍ତ ହୋଇଛି । ରାସ୍ତାକଡ ଜମିକୁ ବସ…
Read More...

ବଲାଙ୍ଗିର ମାରୱାଡ଼ୀ ସମ୍ମିଳନୀ ପକ୍ଷରୁ ଛାଛ ବଣ୍ଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଉତ୍କଳ ପ୍ରାଦେଶିକ ମାରୱାଡ଼ୀ ସମ୍ମିଳନୀ ବଲାଙ୍ଗିର ଶାଖାର ପରିଚାଳନାରେ ସମାଜସେବାର ଭାବନାକୁ ଆଗକୁ ବଢ଼ାଇ ଏକ ପ୍ରଶଂସନୀୟ ପଦକ୍ଷେପ ଗ୍ରହଣ କରାଯାଇଛି । ସମ୍ମିଳନୀର କାର୍ଯ୍ୟକାରିଣୀ ସଦସ୍ୟ ମନୋଜ କେଜ୍ରିୱାଲ ଓ ତାଙ୍କ ପରିବାର ପକ୍ଷରୁ ନଗରପାଳିକା…
Read More...

ଭାଲୁ ଆକ୍ରମଣରେ ଜଣେ ଗୁରୁତର

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ଅନ୍ତର୍ଗତ ଝରଣୀ ପଞ୍ଚାୟତର ନୂଆପଡା ଗାଁରେ ଏକ ଭାଲୁ ଆକ୍ରମଣ ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଶୌଚ ପାଇଁ ଘରୁ ବାହାରିଥିବା ଜଣେ ବ୍ୟକ୍ତିଙ୍କୁ ଭାଲୁ ଆକ୍ରମଣ କରି ଗୁରୁତର ଆହତ କରିଥିବା ସୂଚନା ମିଳିଛି । ସ୍ଥାନୀୟ…
Read More...

ରାଜ୍ୟସ୍ତରୀୟ ସମ୍ମିଳନୀରେ ତହଁକ୍ କୁଟୁମ୍‌କୁ ସାଂଗଠନିକ ସମ୍ମାନ

ବଲାଙ୍ଗିର ସଦର, (ରାଜେଶ ଦଣ୍ଡସେନା) : କୋଶଲି ଭାଷା ସୁରକ୍ଷା ସମିତି ଟିଟିଲାଗଡ଼ର ଆୟୋଜନରେ ଆୟୋଜିତ ହୋଇଥିବା ରାଜ୍ୟସ୍ତରୀୟ କୋଶଲି ଭାଷା ସମ୍ମେଳନରେ କୋଶଲି ଭାଷା ସାହିତ୍ୟ ଉପରେ ବିଭିନ୍ନ ଆଲୋଚନା ହୋଇଥିଲା । ବହୁ ଜିଲ୍ଲାରୁ କବି, ଗବେଷକ, ଆଲୋଚକ, ଭାଷାବିତ୍ ଯୋଗଦେଇ କୋଶଲି ଭାଷାର…
Read More...

ଟିଟିଲାଗଡରେ ଗୌ ସମ୍ମାନ ଦିବସ ପାଳିତ – ଗୋମାତାକୁ ଜାତୀୟ ମାତାର ସମ୍ମାନ ଦେବାପାଇଁ ଦେଲେ ନାରା

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ୨୭ ଏପ୍ରିଲ ୨୦୨୬ ତାରିଖରେ “ଗୌ ସମ୍ମାନ ଦିବସ” ପାଳନ କରାଗଲା ଏବଂ ଗୋମାତାଙ୍କୁ ଜାତୀୟ ମାତାର ମର୍ଯ୍ୟାଦା ଦେବା ପାଇଁ ପ୍ରଶାସନଙ୍କୁ ସମସ୍ତ ସନାତନ ଧର୍ମ ପ୍ରେମୀମାନଙ୍କ ଦ୍ୱାରା ଅନୁରୋଧ କରାଗଲା । ସକାଳ ୦୫:୪୫ ବେଳେ ଟିଟିଲାଗଡ଼ ଥାନା ଛକରୁ ସମସ୍ତ…
Read More...

ଟିଟିଲାଗଡ ଲାୟନ୍ସ କ୍ଲବ ଓ ଗ୍ଲେମ ଷ୍ଟୁଡିଓ ସେଲୋନର ମିଳିତ ଆନୁକୂଲ୍ୟରେ ମେକଅପ ଟ୍ରେନିଂ କ୍ଲାସ ପ୍ରଶିକ୍ଷଣ ଶିବିର…

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ଲାୟନ୍ସ କ୍ଲବ ସବୁବେଳେ ସାମାଜିକ ସେବା କାର୍ଯ୍ୟ ତଥା ଲୋକଙ୍କୁ ସହଯୋଗର ହାତ ବଢ଼ାଇ ଥାଏ । ଏହି ପରିପ୍ରେକ୍ଷୀରେ ସହରର ଇଚ୍ଛୁକ ଥିବା ଝିଅ ତଥା ମହିଳାଙ୍କୁ ଆତ୍ମ ନିର୍ଭରଶୀଳ କରିବା ଉଦ୍ଦେଶ୍ୟରେ ଦୁଇ ମାସିଆ ମେକ୍‌ଅପ୍ ଟ୍ରେନିଂ କ୍ଲାସ୍‌ର…
Read More...

ମହାରାଜା କୃଷ୍ଣଚନ୍ଦ୍ର ଗଜପତି ସ୍ମୃତି ପରିଷଦ ପକ୍ଷରୁ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ୧୩୫ତମ ଜୟନ୍ତୀ

ସ୍ୱତନ୍ତ୍ର ଉକଳ ପ୍ରଦେଶର ନିର୍ମାତା ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ସ୍ୱପ୍ନ ଅପୂରଣୀୟ ହୋଇ ରହିଛି : ୧୩୫ତମ ଜୟନ୍ତୀ ଅବସରରେ ବିଭିନ୍ନ ବକ୍ତାଙ୍କ ଉଦବୋଧନ ବ୍ରହ୍ମପୁର, (କେପିଏନ୍‌ଏସ୍‌) : ସ୍ୱତନ୍ତ୍ର ଉକଳ ପ୍ରଦେଶର ନିର୍ମାତା ପାରଳା ମହାରାଜାଙ୍କ ଯେଉଁ ସ୍ୱପ୍ନ ଥିଲା…
Read More...

ରିକାପଲ୍ଲୀ ସ୍କୁଲ ହଷ୍ଟେଲର ନୂତନ କୋଠା ଉଦଘାଟିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ପୌରପାଳିକା ଅଞ୍ଚଳର ରିକାପଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଥିବା କସ୍ତୁରବା ଗାନ୍ଧୀ ଆବାସିକ ବାଳିକା ବିଦ୍ୟାଳୟ ହଷ୍ଟେଲର ନୂତନ କୋଠା ରବିବାର ଉଦଘାଟିତ ହୋଇଯାଇଛି । ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ଚନ୍ଦ୍ର ନାୟକ ମୁଖ୍ୟ…
Read More...