ବଲାଙ୍ଗିରରେ ପୁଣି ବୁଲିଲା ଖଣ୍ଡା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ପୁଣି ଥରେ ବୁଲିଲା ଖଣ୍ଡା । ଦୁଇ ଗୋଷ୍ଠୀ ମଧ୍ୟରେ ହଣାକଟା, ଯୁବକ ଗୁରୁତର ଅବସ୍ଥାରେ ବଲାଙ୍ଗିର ଓ ପରେ ବଲାଙ୍ଗିରରୁ ବୁର୍ଲାକୁ ରେଫର କରାଯାଇଥିବା ଖବର ରହିଛି । ବଲାଙ୍ଗିର ଆନନ୍ଦନଗର ପଡ଼ାରେ ଦୁଇ ଗୋଷ୍ଠୀ ମଧ୍ୟରେ ଗତ ରାତି ପାଖାପାଖି ୧୦.୩୦
Read More...

ମୁଖ୍ୟମନ୍ତ୍ରୀ କେନ୍ଦୁପତ୍ର କଲ୍ୟାଣ ପାଣ୍ଠିରୁ ୪୧.୧୭ କୋଟି ଟଙ୍କାର ବୃହତ୍ ପ୍ୟାକେଜ୍ ପ୍ରଦାନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କେନ୍ଦୁପତ୍ର ତୋଳାଳି, ବାଇଣ୍ଡର୍ ଏବଂ ଋତୁକାଳୀନ କର୍ମଚାରୀଙ୍କ ସମ୍ମାନିତ ଜୀବିକାକୁ ସୁଦୃଢ଼ କରିବା ପାଇଁ ଓଡ଼ିଶା ସରକାର ଏକ ଦୃଢ଼ ମାନବିକ ପଦକ୍ଷେପ ଗ୍ରହଣ କରିଛି । ମୁଖ୍ୟମନ୍ତ୍ରୀ କେନ୍ଦୁପତ୍ର କଲ୍ୟାଣ ପାଣ୍ଠିରୁ ୨୦୨୪ ଫସଲ ବର୍ଷ ଏବଂ ୨୦୨୫-୨୬
Read More...

ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା: ‘ଏକ ଭାରତ ଶ୍ରେଷ୍ଠ ଭାରତ’ର ଏକ ଜୀବନ୍ତ ପ୍ରଦର୍ଶନୀ

ନୂଆଦିଲ୍ଲୀ, (ପିଆଇବି) : ଭାରତ ମଣ୍ଡପମରେ ଅନୁଷ୍ଠିତ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା (ଆଇଆଇଟିଏଫ୍), ଭାରତର ସର୍ବବୃହତ ଏବଂ ସାଂସ୍କୃତିକ ଦୃଷ୍ଟିରୁ ଏକ ଆକର୍ଷଣୀୟ ପ୍ରଦର୍ଶନୀ ଭାବରେ ଉଭା ହୋଇଛି । ଏହାର ୪୪ବର୍ଷର ଐତିହ୍ୟ ଏବଂ ଏହି ବର୍ଷର 'ଏକ ଭାରତ ଶ୍ରେଷ୍ଠ ଭାରତ' ବିଷୟବସ୍ତୁ ସହିତ,
Read More...

ଐତିହାସିକ ପରେଡ୍ ସହ ଗୋଆରେ ଆରମ୍ଭ ହେଲା ଆଇଏଫଏଫଆଇର 56ତମ ସଂସ୍କରଣ

• ସାରା ବିଶ୍ୱର ନୂତନ ବିଚାର, କାହାଣୀ ଏବଂ ସୃଜନଶୀଳ ପ୍ରତିଭାଙ୍କ ଏକ ମିଳିତ ମଞ୍ଚ ପାଲଟିଛି ଆଇଏଫଏଫଆଇ: ଗୋଆ ରାଜ୍ୟପାଳ ଶ୍ରୀ ପୁସାପତି ଅଶୋକ ଗଜପତି ରାଜୁ• ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତୀୟ ଚଳଚ୍ଚିତ୍ର ଜଗତ ଅନ୍ତର୍ଜାତୀୟ ଉଚ୍ଚତା ସ୍ପର୍ଶ କରୁଛି: ଗୋଆ
Read More...

ଭାରତର ଇସ୍ପାତ କ୍ଷେତ୍ରରେ ପ୍ରଗତି ଲାଗି ଭୁବନେଶ୍ୱରରେ ଚିନ୍ତନ ଶିବିରକୁ ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ ଏଚ୍ ଡି…

• ଇସ୍ପାତ କ୍ଷେତ୍ରର ଅଗ୍ରଗତି ପାଇଁ ଭବିଷ୍ୟତର କାର୍ଯ୍ୟପନ୍ଥା ଏବଂ ରଣନୀତିକ କାର୍ଯ୍ୟଖସଡ଼ା ପ୍ରସ୍ତୁତି ଲାଗି ଚିନ୍ତନ ଶିବିରରେ ଏକତ୍ରିତ ହୋଇଛନ୍ତି ସରକାର, କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗର ପ୍ରତିନିଧି ଏବଂ ଶିଳ୍ପପତି ନୂଆଦିଲ୍ଲୀ, (ପିଆଇବି) : ଭାରତର ଇସ୍ପାତ କ୍ଷେତ୍ରର ଭବିଷ୍ୟତ
Read More...

ଖାଦ୍ୟଶସ୍ୟ ଉତ୍ପାଦନରେ ଭାଙ୍ଗିଲା ସମସ୍ତ ରେକର୍ଡ, ଦେଶର କୃଷି କ୍ଷେତ୍ରର ସଫଳତାର ନୂତନ ଅଧ୍ୟାୟୟ

କୃଷି ମନ୍ତ୍ରଣାଳୟ ୨୦୨୪-୨୫ ପାଇଁ ଫସଲ ଉତ୍ପାଦନ ଚୂଡ଼ାନ୍ତ ଆକଳନ ପ୍ରକାଶ - ମୋଟ ଖାଦ୍ୟଶସ୍ୟ ଉତ୍ପାଦନରେ ପ୍ରାୟ ୮ ପ୍ରତିଶତର ରେକର୍ଡ ବୃଦ୍ଧିଖାଦ୍ୟଶସ୍ୟ ଉତ୍ପାଦନ ୨୦୨୩-୨୪ରେ ୩୩୨.୩୦ ନିୟୁତ ଟନ୍ ରୁ ୩୫୭.୭୩ ନିୟୁତ ଟନ୍ କୁ ବୃଦ୍ଧି ପାଇଛିକେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନ
Read More...

ଲୋଇସିଂହା କପ ଫୁଟବଲ ଟୁର୍ଣ୍ଣାମେଣ୍ଟ : ସମ୍ବଲପୁର ଚମ୍ପିୟାନ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ଷ୍ଟାଡିୟମର ସ୍ଵନକ୍ଷତ୍ର ଦିବସ ଅବସରରେ ଷ୍ଟାଡିୟମ୍ ଟ୍ରଷ୍ଟବୋର୍ଡ ଏବଂ ଏଥଲେଟିକ ଆସୋସିଏସନର ମିଳିତ ଆନୁକୂଲ୍ୟରେ ନଭେମ୍ବର ୧୪ରୁ ଆରମ୍ଭ ହୋଇଥିବା ରାଜ୍ୟସ୍ତରୀୟ "ଲୋଇସିଂହା କପ ଫୁଟବଲ ଟୁର୍ଣାମେଣ୍ଟ"ର ଫାଇନାଲ ମ୍ୟାଚ ବୌଦ୍ଧ ଓ ସମ୍ବଲପୁର
Read More...

ପୋଟସରେ ଚାଷୀଙ୍କ ସନ୍ଦେହ ଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା କଲମପୁର ଥାନା ଅନ୍ତର୍ଗତ ପୋଟସ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଗୁରୁବାର ସକାଳେ ପୋଟସ ଗ୍ରାମର ଅଲେଖ ନିଆଲ (୫୩) ନାମକ ଜଣେ ଚାଷୀ ତାଙ୍କ ବିଲକୁ ଯାଇଥିଲେ । ଅନେକ ସମୟ ପରେ ମଧ୍ୟ ଅଲେଖ ଘରକୁ ନଫେରିବାରୁ ତାଙ୍କ ସ୍ତ୍ରୀ
Read More...

କିଡନୀ ରୋଗରେ ମାଳିଶିରା ଗ୍ରାମର କାର୍ଯ୍ୟରତ ଗ୍ରାମରକ୍ଷୀ ଶରତ ପୁଟେଲଙ୍କ ଅକାଳ ବିୟୋଗ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ମାଳିଶିରା ଗ୍ରାମର କାର୍ଯ୍ୟରତ ଗ୍ରାମରକ୍ଷୀ ଥିବା ଶରତ ପୁଟେଲ (୪୦) ଦୀର୍ଘ ଦିନ ଧରି କିଡ଼ନୀ ରୋଗରେ ଆକ୍ରାନ୍ତ ଥିବା ବେଳେ ଗୁରୁବାର ତାଙ୍କର ପରଲୋକ ହୋଇଯାଇଛି । ସେ ଗତ କିଛିଦିନ ଧରି ଅସୁସ୍ଥ ଅନୁଭବ କରୁଥିବା
Read More...

ବଲାଙ୍ଗିର ଜିଲ୍ଲାସ୍ତରୀୟ ୭୨ତମ ନିଖିଳ ଭାରତ ସମବାୟ ସପ୍ତାହ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲାସ୍ତରୀୟ ୭୨ତମ ନିଖିଳ ଭାରତ ସମବାୟ ସପ୍ତାହ ବଲାଙ୍ଗିର ନିୟନ୍ତ୍ରିତ ବଜାର କମିଟି ପରିସରରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ବଲାଙ୍ଗିର ଅତିରିକ୍ତ ଜିଲ୍ଲାପାଳ ପବିତ୍ର ବେହେରା । ଗ୍ରାମୀଣ ଅର୍ଥନୀତିକୁ
Read More...