ଟିଟିଲାଗଡ଼ ବିପାସନା ଧ୍ୟାନ କେନ୍ଦ୍ର ତରଫରୁ ଜୈନ ଭବନ ଠାରେ ଏକ ଆଧ୍ୟତ୍ମିକ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ମଙ୍ଗଳବାର ସଂଧ୍ୟାରେ ସ୍ଥାନୀୟ ଜୈନ ଭବନ ଠାରେ ଟିଟିଲାଗଡ ବିପାସନା ଧ୍ୟାନକେନ୍ଦ୍ର ତରଫରୁ ଏକ ଆଧ୍ୟତ୍ମିକ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟବକ୍ତା ଭାବେ ସୁଦୂର ଗୁଜୁରାଟ ରାଜ୍ୟର ରାଜକୋଟରୁ ମାନ୍ୟବର ଗୁରୁଜୀ ରାଜୁଭାଇ
Read More...

ଲକ୍ଷ୍ମୀ ମନ୍ଦିର ରତ୍ନମୁଦ ଉତ୍ସବ ଅବସରରେ ଅଷ୍ଟପ୍ରହରୀ ନାମଯଜ୍ଞ ଅନୁଷ୍ଠିତ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ମହସିଙ୍ଗିରେ ଲକ୍ଷ୍ମୀ ମନ୍ଦିରର ରତ୍ନମୁଦ ଉତ୍ସବ ଓ ଅଷ୍ଟପ୍ରହରୀ ନାମଯଜ୍ଞ ତିନିଦିନ ଧରି ଅନୁଷ୍ଠିତ ହେବା ପରେ ମଙ୍ଗଳବାର ଉଦଯାପିତ ହୋଇଯାଇଛି । ମହସିଙ୍ଗି ଗ୍ରାମ୍ୟ କମିଟିର
Read More...

ଟିଟିଲାଗଡ ଆଇ ଲଭ୍‌ ଟିଟିଲାଗଡ ପାର୍କ ପରିସରରେ ନୂତନ ଭାବେ ନିର୍ମିତ ଗଣେଶ ମନ୍ଦିର ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ବୈଠକ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ବ୍ୟାଙ୍କ ଛକ ଠାରେ ଥିବା ଗଣେଶ ମନ୍ଦିର ପାଇଁ ରାସ୍ତା ସଙ୍କୁଚିତ ହେବା ସହ ଟ୍ରାଫିକ ସମସ୍ୟା ଉପୁଜୁଥିଲା । ତେବେ ଟ୍ରାଫିକ ସମସ୍ୟାର ସମାଧାନ ତଥା ରାସ୍ତା ସମ୍ପ୍ରସାରଣ ପାଇଁ ବ୍ୟାଙ୍କ ଛକରେ ଥିବା ଗଣେଶ ମନ୍ଦିରକୁ ହଟାଇବା ପାଇଁ ପ୍ରସ୍ତାବ
Read More...

ସୋନପୁର କଲେଜକୁ ସରକାରୀ ମାନ୍ୟତା ଦାବୀରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁରର ସର୍ବପୂରାତନ ମହାବିଦ୍ୟାଳୟ ସୋନପୁର କଲେଜକୁ ସରକାରୀ ମାନ୍ୟତା ପ୍ରଦାନ ଦାବୀରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆଜି ୨ ଘଣ୍ଟିଆ ଧାରଣା ଦେଇଛି ପୂରାତନ ଛାତ୍ର ସଂଘ ତଥା ଆଲୁମିନୀ ଆସୋସିଏସନ । ଏବଂ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ
Read More...

ଦ୍ୱିତୀୟ ପାଳି ଚୈତ୍ର ମଙ୍ଗଳବାର ଯାତ୍ରା : ସେବତୀ ବେଶରେ ଦର୍ଶନ ଦେଲେ ମା’ ପାଟଖଣ୍ଡା

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା' ପାଟଖଣ୍ଡାଙ୍କ ଚୈତ୍ର ମାସର ଦ୍ୱିତୀୟ ମଙ୍ଗଳବାର ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଦ୍ୱିତୀୟ ମଙ୍ଗଳବାରରେ ମା' ପାଟଖଣ୍ଡା ସେବତୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ।
Read More...

ଡାହାଣୀ ସନ୍ଦେହରେ ନିର୍ଯ୍ୟାତନା ସମସ୍ୟାର ନିରାକରଣ କର୍ମଶାଳା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଡାହାଣୀ ସନ୍ଦେହରେ ନିର୍ଯ୍ୟାତନା, ମହିଳା ମାନଙ୍କ ଉପରେ ହେଉଥିବା ଅନ୍ଧବିଶ୍ୱାସ ଜନିତ ଅତ୍ୟାଚାରର ପରିଣତି । ଶିକ୍ଷାର ଅଭାବ, ସମାନତାର ଅଧିକାର ନ ମିଳିବା, ସଚେତନତାର ଅଭାବ ହିଁ ଏହି ସମସ୍ୟାର ମୂଳକାରଣ ହୋଇଥିବାରୁ ସାମୁହିକ ଉଦ୍ୟମ ଯୋଗୁ ସଫଳତା ମିଳିବ
Read More...

ଆର୍‌ସିଡିସିର ୩୩ତମ ପ୍ରତିଷ୍ଠା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଲାଲଟିକ୍ରା ଠାରେ ଅବସ୍ଥିତ ଥିବା ଆର୍‌ସିଡିସି କାର୍ଯ୍ୟାଳୟ ଠାରେ ୩୩ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଆର୍‌ସିଡ଼ିସିର ଆଞ୍ଚଳିକ ପରିଚାଳକ ଶମ୍ଭୁ ସାହୁ ସମସ୍ତଙ୍କୁ ସ୍ୱାଗତ ଜଣାଇଥିଲେ । ଉକ୍ତ ପ୍ରତିଷ୍ଠା
Read More...

ରାମକୃଷ୍ଣ ମିଶନରେ ସ୍ୱପ୍ନ ୨୦୫୦ ସମ୍ପର୍କରେ କର୍ମଶାଳା ଆସନ୍ତା ୨୧ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ଆସନ୍ତା ୨୧ ତାରିଖ ଶନିବାର ଦିନ ହମିରପୁର ସ୍ଥିତ ରାମକୃଷ୍ଣ ମିଶନ ଠାରେ କଲିକତାର କେତେକ ପ୍ରଫେସରଙ୍କ ସହଯୋଗରେ କିଶୋର ମାନଙ୍କ ଚିନ୍ତାଶକ୍ତିକୁ କ୍ରିୟାଶୀଳ କରିବା ଲକ୍ଷ୍ୟ ନେଇ ସ୍ୱପ୍ନ ୨୦୫୦ ଶୀର୍ଷକ ଏକ କର୍ମଶାଳା ଅନୁଷ୍ଠିତ ହେବ । ପଞ୍ଚମରୁ ଅଷ୍ଟମ ଓ
Read More...

ବିସ୍ଥାପିତ ଆଦିବାସୀଙ୍କ ପୁନର୍ବାସ ଓ ଏସ୍‌ଟି–ଏସ୍‌ସି ବିକାଶ ପାଇଁ ବିଶେଷ ବଜେଟ ଦାବୀ

ଦେଶରେ ଦେଢ଼ କୋଟି ଆଦିବାସୀ ବିସ୍ଥାପିତ, ସଂସଦରେ ପୁନର୍ବାସ ଓ କଲ୍ୟାଣ ପାଇଁ ଦାବୀ କଲେ ସାଂସଦ ନିରଞ୍ଜନ ବିଶି ଦିଲ୍ଲୀ : ସଂସଦର ବଜେଟ ଅଧିବେଶନରେ ରାଜ୍ୟସଭାରେ ସାଂସଦ ନିରଞ୍ଜନ ବିଶି ଭାରତ ତଥା ଓଡିଶାର ଆଦିବାସୀ, ଅନୁସୂଚିତ ଜାତି ଏବଂ ଅନ୍ୟାନ୍ୟ ପଛୁଆ ବର୍ଗର ଲୋକଙ୍କ ଶିକ୍ଷା,
Read More...

ଐତିହାସିକ ମନବୋଧ ସାହୁ ସ୍ମୃତି ସମାରୋହ ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଐତିହାସିକ ପୂର୍ଣ୍ଣଚନ୍ଦ୍ର ରଥ ପାଠାଗାର ଠାରେ ଶରତ ଚନ୍ଦ୍ର ପାଣିଗ୍ରାହୀ ଫାଉଣ୍ଡେସନ ଏବଂ ଅଭିନନ୍ଦନ ସାହିତ୍ୟ ପରିଷଦର ମିଳିତ ଆନୁକୂଲ୍ୟରେ ଧର୍ମବ୍ରତ ରଥଙ୍କ ସଭାପତିତ୍ୱରେ ଐତିହାସିକ ମନବୋଧ ସାହୁଙ୍କ ସ୍ମୃତି ସମାରୋହ ଆୟୋଜିତ ହୋଇଥିଲା । ମୁଖ୍ୟ
Read More...