ଏସ୍ ଆଇ ଆର ପାଇଁ ସ୍ଵତନ୍ତ୍ର ବୈଠକ ଆୟୋଜନ

କେସିଙ୍ଗା, (ପ୍ରୀତେଶ ପଟେଲ) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ଏନଏସିରେ ସ୍ୱତନ୍ତ୍ର ସଂଘ (ଏସଆଇଆର) ପାଇଁ କାର୍ଯ୍ୟନିର୍ବାହୀ ଅଧିକାରୀ ଚିନ୍ମୟ ଆଚାରୀଙ୍କ ନେତୃତ୍ୱରେ ଭୋଟର୍ସ ଲିଷ୍ଟ ସଂଶୋଧନ ପାଇଁ ସୋମବାର ସନ୍ଧ୍ୟାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ସଂଶୋଧନ ଚଳିତ ମାସ ୩୧ତାରିଖ
Read More...

ଲେଖିକା ସଂସଦର ମହିଳା ଦିବସ ଓ ବସନ୍ତ କବିତା ଆସର

ରାଉରକେଲା, (ସସ୍ମିତା ପ୍ରଧାନ) : ଲେଖିକା ସଂସଦ ରାଉରକେଲା ତରଫରୁ ମହିଳା ଦିବସ ଓ ବସନ୍ତ କବିତା ଆସର ଛେଣ୍ଡ କଲୋନୀ ଠାରେ ଅନୁଷ୍ଠିତ ହୋଇଯାଇଛି । ମଞ୍ଜୁଳା କୁମାରୀ ରଥଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମହିଳା ମାନଙ୍କର ସୁରକ୍ଷିତ ଦିଗ, ଆତ୍ମନିର୍ଭରଶୀଳ, ଆତ୍ମସଚେତନତା ଓ
Read More...

ପ୍ରତିବିମ୍ବ ନାଟ୍ୟ ସଂଗମ ୨୦୨୬ ଆରମ୍ଭ

ପ୍ରଥମ ସନ୍ଧ୍ୟାରେ ମଞ୍ଚସ୍ଥ ହେଲା ନାଟକ ହେଲୋ ନିଲେଶ ରାଉରକେଲା, (ସସ୍ମିତା ପ୍ରଧାନ) : ପ୍ରତିବିମ୍ବ ନାଟ୍ୟ ସଂଗମ ୨୦୨୬ର ପ୍ରଥମ ସନ୍ଧ୍ୟାରେ ପ୍ରତିବିମ୍ବ ଅନୁଷ୍ଠାନର ପ୍ରଭାକର ପାତ୍ର ରଚିତ ଓ ପ୍ରଫୁଲ୍ଲ ଚନ୍ଦ୍ର ସେଠୀଙ୍କ ନିର୍ଦ୍ଦେଶନାରେ ନାଟକ ହେଲୋ ନିଲେଶ ମଞ୍ଚସ୍ଥ ହୋଇଯାଇଛି ।
Read More...

ଗାଁ ପୋଖରୀ ସଫା ଓ ବୃକ୍ଷରୋପଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପଂଚାୟତ ଉଚ୍ଚ ବିଦ୍ୟାଳୟ, ବନ୍ଧପଡ଼ାର କୃଷ୍ଣଚୁଡ଼ା ଇକୋ କ୍ଲବ ତରଫରୁ ପରିବେଶ ଶିକ୍ଷା କେନ୍ଦ୍ର, ଭୁବନେଶ୍ୱରର ମାର୍ଗଦର୍ଶନରେ "ଗାଁ ପୋଖରୀ ସଫା ଓ ବୃକ୍ଷରୋପଣ" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଗାଁ ପୋଖରୀ ସଫା ତଥା ପୋଖରୀ ଆଡିରେ ବଉଳ ଗଛ
Read More...

ଭିଜିଲାନ୍ସ ଜାଲରେ ବ୍ଲକ ଶିକ୍ଷା କାର୍ଯ୍ୟାଳୟର ଆକାଉଣ୍ଟାଣ୍ଟ

ବରଗଡ, (ମୁନ୍ନା ସାହୁ) : ଭିଜିଲାନ୍ସ ଜାଲରେ ବ୍ଲକ ଶିକ୍ଷା କାର୍ଯ୍ୟାଳୟର ଆକାଉଣ୍ଟାଣ୍ଟ । ବରପାଲି ବ୍ଲକ ଶିକ୍ଷା କାର୍ଯ୍ୟାଳୟର ଆକାଉଣ୍ଟାଣ୍ଟଙ୍କୁ ୬,୦୦୦ ଟଙ୍କା ଲାଞ୍ଚ ନେବା ସମୟରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗିରଫ କରାଯାଇଛି । ବରଗଡ଼ ଜିଲ୍ଲା ବରପାଲିର ବ୍ଲକ ଶିକ୍ଷା ଅଧିକାରୀଙ୍କ
Read More...

ଗଞ୍ଜାମ ଜିଲ୍ଲାର ଟମାଟ ଚାଷୀମାନଙ୍କୁ ମିଳିଲା ଆଶ୍ୱସ୍ତି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଯେତେବେଳେ କୌଣସି ପନି-ପରିବାର ଉତ୍ପାଦନ ପ୍ରଚୁର ପରିମାଣରେ ହୁଏ, ସେତେବେଳେ ତାହାର ବଜାର ମୂଲ୍ୟ ବହୁତ କମିଯାଇଥାଏ । ଫଳରେ ଚାଷୀମାନେ ତାଙ୍କ ପରିଶ୍ରମର ଉଚିତ ମୂଲ୍ୟ ପାଇପାରନ୍ତି ନାହିଁ । ସମ୍ପ୍ରତି ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଟମାଟର
Read More...

୧୭ ମାର୍ଚ୍ଚ, ୨୦୨୬ : ଡାକ୍ତର-ରୋଗୀ ବିଶ୍ଵାସ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : "ଡାକ୍ତର-ରୋଗୀ ବିଶ୍ଵାସ ଦିବସ" ପ୍ରତିବର୍ଷ ମାର୍ଚ୍ଚ ୧୭ ତାରିଖରେ ପାଳନ କରାଯାଏ । ଏହି ଦିବସଟି ସେହି ଡାକ୍ତରମାନଙ୍କ ପାଇଁ ଉତ୍ସର୍ଗୀକୃତ ଯେଉଁମାନେ ସେମାନଙ୍କ ରୋଗୀଙ୍କ ବିଶ୍ୱାସକୁ ରକ୍ଷା କରି ଜୀବନ ବଞ୍ଚାଇବା ପାଇଁ କାମ କରନ୍ତି । ପ୍ରକୃତରେ,
Read More...

ପଶ୍ଚିମ ଓଡ଼ିଶାର ପ୍ରଥମ ଓଟିଟି ଚାନେଲ୍ ‘ପଶ୍ଚିମ୍’ ଲୋକାର୍ପିତ

ପଶ୍ଚିମ୍ ତରଫରୁ ନିର୍ମାଣ ହେବ ୨୦ଟି ସିନେପ୍ଲେକ୍ସ ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ସହର ବ୍ଲକ ଛକ ନିକଟସ୍ଥ ରୟାଲ କନଭେନସନ୍ ପରିସରରେ ନ୍ୟୁଜ ଏବଂ ମନୋରଞ୍ଜନ ପର୍ଯ୍ୟବେଶିତ ରାଜ୍ୟର ପ୍ରଥମ ଓଟିଟି ଚାନେଲ "ପଶ୍ଚିମ୍" ଲୋକାର୍ପିତ ହୋଇଯାଇଛି । ଦେଶ ବିଦେଶରେ ଆଇଟି
Read More...

ଇଗ୍ନୋର ନାମଲେଖା ଅବଧି ଚଳିତ ମାର୍ଚ୍ଚ ୩୦ ତାରିଖକୁ ବୃଦ୍ଧି

ନୂଆଦିଲ୍ଲୀ, (ପିଆଇବି) : ବିଭିନ୍ନ ବର୍ଗର ଲୋକଙ୍କ ଆବଶ୍ୟକତାକୁ ଅନୁଧ୍ୟାନ କରି ଇଗ୍ନୋ କର୍ତ୍ତୃପକ୍ଷ ଜାନୁଆରି - ୨୦୨୬ ଶିକ୍ଷା ସତ୍ର ପାଇଁ ନାମଲେଖା ଅବଧିକୁ ଏବଂ ପୁନଃପଞ୍ଜିକରଣ ସମାୟାବଧିକୁ ମଧ୍ୟ ଚଳିତ ମାସ ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି (ସାର୍ଟିଫିକେଟ୍ ଏବଂ
Read More...

କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା

କବିତା ସଂକଳନ ପାଦ ପୂରଣ ପାଇଁ ଓଡ଼ିଆ ଭାଷାରେ ପୁରସ୍କାର ପାଇବାକୁ ମନୋନିତ ହେଲେ ଗିରିଜା ବଳିୟାର ସିଂହ ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଆଜି ୨୪ଟି ମାନ୍ୟତାପ୍ରାପ୍ତ ଭାରତୀୟ ଭାଷାରେ ବାର୍ଷିକ ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା କରାଯାଇଛି । ୨୦୨୫
Read More...