pr

ପୁଣି ରାହୁଲ ଗାନ୍ଧୀ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ

dr. purohit

ନୂଆଦିଲ୍ଲୀ : କଂଗ୍ରେସର ପୂର୍ବ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଛନ୍ତି । ବିଗତ ଦିନରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସମାଲୋଚନା କରି ବିଶେଷ ଭାବରେ ଆଲୋଚନାର ପରିସରକୁ ଆସିଥିବା ରାହୁଲ ଗାନ୍ଧୀ ପୁଣି ଦେଶରେ ବଢ଼ି ଚାଳିଥିବା କରୋନା ସଂକ୍ରମଣ, ନିମ୍ନଗାମୀ ଜିଡ଼ିପି. ଏବଂ ଚୀନର ଧସେଇ ପଶିବା ନୀତିକୁ ଆଧାର କରି ନରେନ୍ଦ୍ର ମୋଦୀଙ୍କୁ ଟ୍ୱିଟ୍‌ ଜରିଆରେ ଟାର୍ଗେଟ୍‌ କରିଥିବା ସୂଚନାରେ ପ୍ରକାଶ । ରାହୁଲ ଗାନ୍ଧୀ ଟ୍ୱିଟ୍‌ ମାଧ୍ୟମରେ କହିଛନ୍ତି, ଭାରତ ଏବେ ମୋଦୀଙ୍କ ଦ୍ୱାରା ପ୍ରସ୍ତୁତ ବିପଦ ମଧ୍ୟରେ ଫଶି ରହିଛି ।

nrusinghnath
Leave A Reply

Your email address will not be published.