csstore

ଖଇରାଠାରେ ଉତ୍କଳ କନ୍ଧ ସମାଜ ବୁଡୁକା ପ୍ରଗଣା ସାମାଜିକ ସଚେତନତା ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଖଇରା ଗ୍ରାମରେ ଉତ୍କଳ କନ୍ଧ ସମାଜ ବୁଡୁକା ପ୍ରଗଣା ବଙ୍ଗୋମୁଣ୍ଡାର ଏକ ସାମାଜିକ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସଭାପତି ଚକ୍ରଧର ଜାନିଙ୍କ ସଭାପତିତ୍ୱରେ ଜିଲ୍ଲା ଉପସଭାପତି ଶରତ ଚନ୍ଦ୍ର ସିଂ ଭୋଇ, କୋଷାଧ୍ୟକ୍ଷ ଅଚ୍ୟୁତ ଭୋଇ, କେନ୍ଦ୍ର ସଦସ୍ୟ ସମ୍ପଦ ଭୋଇ, ସଭାପତି ବଲଦେବ ଭୋଇ, ଉପଦେଷ୍ଟା ଦେବେନ୍ଦ୍ର ଭୋଇ, ସଭାପତି ଗୌରାରଙ୍ଗ ଭୋଇ, ସଂପାଦକ ମନୋରଞ୍ଜନ ଭୋଇ, ସଂପାଦକ ମହାଦେବ ଭୋଇ, ପୁରୁଷୋତ୍ତମ ଭୋଇ, ଡୁମେରପଡା ସଭାପତି, ବ୍ରଜ ଭୋଇ, ଗଣେଶ ଭୋଇ, ମୋହନ ଭୋଇ, ଯୁଧିଷ୍ଠିର ଭୋଇ ଓ ଅନ୍ୟମାନେ ଉପସ୍ଥିତ ଥିଲେ । ସମାଜ ଉପରେ ସାମାଜିକ ସଚେତନତା କରାଯାଇଥିଲା । ଗ୍ରାମ ପଞ୍ଚାୟତ ସଭାପତି ପୁରନ୍ଦର ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.