Yearly Archives

2026

ଝାଡ଼ଖଣ୍ଡର ସମସ୍ତ ବିଶ୍ୱବିଦ୍ୟାଳୟରେ ଉଦ୍ୟମିତା ପ୍ରେରଣା କାର୍ଯ୍ୟକ୍ରମ ପାଇଁ ରାଜ୍ୟପାଳଙ୍କୁ ଭେଟିଲେ ସୁବୀର ପଲ୍

ରାଉରକେଲା, (ସସ୍ମିତା ପ୍ରଧାନ) : ଇଣ୍ଡିଆନ ଚାମ୍ବର୍ସ ଅଫ କମର୍ସ ଫର୍‌ ଏସ୍‌ସି, ଏସ୍‌ଟି ଏଣ୍ଡ ୱିମେନ ଏଣ୍ଟରପ୍ରେନ୍ୟୋର୍ସ, ନୂଆଦିଲ୍ଲୀର ଜାତୀୟ ଅଧ୍ୟକ୍ଷ ସୁବୀର ପଲ୍ ଗୁରୁବାର ଝାଡ଼ଖଣ୍ଡର ରାଜ୍ୟପାଳ ସନ୍ତୋଷ କୁମାର ଗଙ୍ଗୱାରଙ୍କୁ ରାଜଭବନଠାରେ ସୌଜନ୍ୟମୂଳକ ଭେଟ କରିଛନ୍ତି । ଏହି ଭେଟ…
Read More...

ରାଉରକେଲା ମହାନଗର ନିଗମ ନିର୍ବାଚନ ପାଇଁ ସରକାରଙ୍କ ପଦକ୍ଷେପକୁ ବିଜେପିର ସ୍ୱାଗତ : ମୁଖ୍ୟମନ୍ତ୍ରୀଙ୍କ ସମେତ…

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ମହାନଗର ନିଗମର ନିର୍ବାଚନ ପ୍ରକ୍ରିୟାକୁ ଆଗେଇ ନେବା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଥିବା ପଦକ୍ଷେପକୁ ଭାରତୀୟ ଜନତା ପାର୍ଟି, ରାଉରକେଲା ସାଙ୍ଗଠନିକ ଜିଲ୍ଲା ପକ୍ଷରୁ ସ୍ୱାଗତ କରାଯାଇଛି । ୨୦୧୪ ମସିହା ନଭେମ୍ବର ୧୪ ତାରିଖରେ…
Read More...

ସଂଘ ସାହିତ୍ୟ ଚର୍ଚ୍ଚା ଓ ଗୁରୁଜୀଙ୍କ ଜୀବନଚର୍ଯ୍ୟା ଆଲୋଚନା ଚକ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ରାଉରକେଲାର ମାଧବ ନଗର ଶାଖା ଓ ରାଉରକେଲା ମହାବିଦ୍ୟାଳୟ, ରାଉରକେଲାର ମିଳିତ ଆନୁକୂଲ୍ୟରେ ମାସିକ ସାରସ୍ଵତ ସମାବେଶ ଅନୁଷ୍ଠିତ ହୋଇଯାଇଛି । ନଗର ଶାଖାର ସଭାପତି ବ୍ରଜେନ୍ଦ୍ର କୁମାର ଦାଶଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି…
Read More...

ରାଉରକେଲା ବନଖଣ୍ଡ ପକ୍ଷରୁ ବଡ ଧରପଗଡ଼, ୫ଟି ବାଲି ବୋଝେଇ ଟ୍ରକ ଜବତ

ରାଉରକେଲା, (ସସ୍ମିତା ପ୍ରଧାନ) : ବେଆଇନ ବାଲି ଚାଲାଣ ଉପରେ ରାଉରକେଲା ବନ ବିଭାଗର ବଡ ଚଢାଉ । ଗତକାଲି ବିଳମ୍ବିତ ରାତିରେ ବନଖଣ୍ଡ ପକ୍ଷରୁ ୫ଟି ବାଲି ବୋଝେଇ ଗାଡି ଜବତ କରାଯାଇଛି । ସୂଚନା ଅନୁସାରେ, ଅକ୍ଟୋବର ୧୫ ତାରିଖ ପର୍ଯ୍ୟନ୍ତ ନଦୀ ପଠାରୁ ବାଲି ଉତ୍ତୋଳନ ଉପରେ ସରକାରୀ କଟକଣା…
Read More...

ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସରକାରୀ ମହିଳା ମହାବିଦ୍ୟାଳୟରେ ମନୋବିଜ୍ଞାନ ବିଭାଗ ପକ୍ଷରୁ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆତ୍ମହତ୍ୟା ନିରୋଧ ଓ ମାନସିକ ସ୍ୱାସ୍ଥ୍ୟ ସମ୍ପର୍କରେ ସମାଜରେ ସଚେତନତା ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର…
Read More...

ବାଲାଜୀ କଲେଜ ଅଫ୍‌ ନର୍ସିଂ ଠାରେ ଯଶୋଦା ଯୋଜନା ସଚେତନତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ବାଲାଜୀ କଲେଜ ଅଫ୍‌ ନର୍ସିଂ, ବଲାଙ୍ଗିରର ସଭା ଗୃହ ଠାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ ଓ ଅରୁଣା ମିଳିତ ଉଦ୍ୟମରେ ଯଶୋଦା ଯୋଜନା ଉପରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବାଲାଜୀ କଲେଜ ଅଫ୍‌ ନର୍ସିଂର ଟିଉଟର…
Read More...

ରାଜେନ୍ଦ୍ର କଲେଜର ପୂର୍ବ ଜମି ଫେରାଇବାକୁ ବିଜୁ ଛାତ୍ର ଜନତା ଦଳର ଦାବି

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜେନ୍ଦ୍ର କଲେଜର ପୂର୍ବତନ ଜମିର ପୁନରୁଦ୍ଧାର କରି ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟକୁ ହସ୍ତାନ୍ତର କରିବା ସହ ବିଶ୍ୱବିଦ୍ୟାଳୟର ସାମଗ୍ରିକ ଭିତ୍ତିଭୂମି ଓ ଶିକ୍ଷା ବ୍ୟବସ୍ଥାର ବିକାଶ ପାଇଁ ବିଜୁ ଛାତ୍ର ଜନତା ଦଳ, ବଲାଙ୍ଗିର ପକ୍ଷରୁ ଦାବି କରାଯାଇଛି । ଗତକାଲି…
Read More...

କୁଟାସିଂହାରେ ନମାମି ଭାରତମ୍, ବନ୍ଦେ ମାତରମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ

ସାଲେଭଟା, (ସୁଶିଳ କୁମାର ମିଶ୍ର) : ବନ୍ଦେ ମାତରମ୍ ଗୀତର ୧୫୦ତମ ବର୍ଷ ପାଳନ ଅବସରରେ " ନମାମି ଭାରତମ୍- ବନ୍ଦେ ମାତରମ୍" କାର୍ଯ୍ୟକ୍ରମ ଆଜି କୁଟାସିଂହାଠାରେ ଅନୁଷ୍ଠିତ ହୋଇଯାଇଛି । ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ସରସ୍ୱତୀ ଶିଶୁ-ବିଦ୍ୟା ମନ୍ଦିର, କୁଟାସିଂହାର ଛାତ୍ରଛାତ୍ରୀଙ୍କ…
Read More...

“ଏକ ପେଡ ମା’ କେ ନାମ” ଆଧାରରେ ରୋପିତ ବୃକ୍ଷର ଲୋକାର୍ପଣ ଅନୁଷ୍ଠିତ

ଆଗଲପୁର, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଭରସୁଜା ସ୍ଥିତ ଛେଲିଆପାଟ ନୋଡାଲ ହାଇସ୍କୁଲ ପରିସରରେ ଭାରତ ସରକାରଙ୍କ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ବିଭାଗ ଦ୍ୱାରା ପ୍ରାୟୋଜିତ "ଏକ ପେଡ ମା' କେ ନାମ" ଆଧାରରେ ରୋପିତ ବୃକ୍ଷର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।…
Read More...

ଧର୍ମପରାୟଣା ମହିଳା ସାବିତ୍ରୀ ପାତ୍ରଙ୍କ ପରଲୋକ

ଭୋଗରାଇ, (କେପିଏନ୍‌ଏସ୍‌) : ଭୋଗରାଇ ବ୍ଲକ ଖରିଦପିପଳ ଗ୍ରାମପଞ୍ଚାୟତ ଅନ୍ତର୍ଗତ ନୟାପାଲି ଗ୍ରାମରେ ପ୍ରାକ୍ତନ ପ୍ରଧାନଶିକ୍ଷକ ସୁବଳ ଚନ୍ଦ୍ର ପାତ୍ରଙ୍କ ଧର୍ମପତ୍ନୀ ତଥା ଆଦର୍ଶ ଶିକ୍ଷକ ସତ୍ୟରଞ୍ଜନ ପାତ୍ରଙ୍କ ମାତୃଦେବୀ ସ୍ୱର୍ଗତା ସାବିତ୍ରୀ ପାତ୍ରଙ୍କ ଆଜି ସକାଳ ୮.୪୫ ମିନିଟ୍ ସମୟରେ…
Read More...