Yearly Archives

2026

ଭୁବନେଶ୍ୱର ସ୍ଥିତ ବାସଭବନରେ ବୃକ୍ଷ ରକ୍ଷାବନ୍ଧନ 🌳

ରାଉରକେଲା, (କେପିଏନ୍‌ଏସ୍‌) : ସରକାରୀ କାର୍ଯ୍ୟ ହେତୁ ଭୁବନେଶ୍ୱରରେ ଥିବା ବେଳେ ବୀରମିତ୍ରପୁର ବିଧାୟକ ରୋହିତ ଯୋସେଫ ତିର୍କୀ ନିଜ ସରକାରୀ ବାସଭବନ ପରିସରରେ ଥିବା ଗଛକୁ ରାକ୍ଷୀ ବାନ୍ଧି ରକ୍ଷା ବନ୍ଧନ ପର୍ବ ପାଳନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଧାୟକଙ୍କ ସହ ଯୁବନେତା ସୋମନାଥ…
Read More...

ବିଜୁ ଜନତା ଦଳ, ବିଶ୍ରା ବ୍ଲକ ତରଫରୁ ସମ୍ବର୍ଦ୍ଧନା

ରାଉରକେଲା, (କେପିଏନ୍‌ଏସ୍‌) : ବୀରମିତ୍ରପୁର ବିଧାୟକ ରୋହିତ ଯୋଶେଫ ତିର୍କୀଙ୍କୁ ନୂତନ ଦାୟିତ୍ୱ ସଂଖ୍ୟାଲଘୁ ସେଲ୍‌ରେ ରାଜ୍ୟ କାର୍ଯ୍ୟକାରୀ ସଭାପତି ମିଳିବା ପରେ ବିଜୁ ଜନତା ଦଳ, ବିଶ୍ରା ବ୍ଲକ ତରଫରୁ ରାଉରକେଲା ସେକ୍ଟର ୮ କାର୍ଯ୍ୟାଳୟରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି । ଏହି…
Read More...

ଚିକଲଖଣ୍ଡି ପଞ୍ଚାୟତକୁ ନିଶାମୁକ୍ତ କରିବାରେ ଛତ୍ରପୁର ପୋଲିସ ସମିତିର ପ୍ରୟାସ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ମ୍ୟୁନିସପାଲିଟି ଅଧୀନସ୍ଥ ସହର ତଳି ଚିକଲଖଣ୍ଡି ନିକଟସ୍ଥ ଝରପୋଖରୀ ଗ୍ରାମରେ ନିଶାମୁକ୍ତ ସମାଜ ଗଠନ କରିବା ଦିଗରେ ଏକ ସ୍ୱତନ୍ତ୍ର ଅଭିଯାନ କରିବା ସାଂଗକୁ ସାଇବର୍ ଠକେଇ ସମ୍ବନ୍ଧୀୟ ସଚେତନତା ଏବଂ ସ୍ୱାସ୍ଥ୍ୟସେବାରେ ଯକ୍ଷ୍ମାରୋଗର…
Read More...

ମା’ ପାଟଣେଶ୍ୱରୀ ମନ୍ଦିରର ସ୍ଥିତି ଅନୁଧ୍ୟାନ ପାଇଁ ସାଂସଦ ସଂଗୀତା କୁମାରୀ ସିଂଦେଓଙ୍କ ଗସ୍ତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପ୍ରାକ୍ତନ ପାଟଣା ରାଜ୍ୟ ଅଧିଷ୍ଟାତ୍ରୀ ଦେବୀ ମା' ପାଟଣେଶ୍ୱରୀ ଦେବୀଙ୍କ ପୀଠର ଗମ୍ଭୀରା ଗୃହର ସ୍ଥିତି ପରଖିବା ପାଇଁ ଦେବାଳୟ ସୁରକ୍ଷା କମିଟିର ଅନୁରୋଧ କ୍ରମେ ସାଂସଦ ସଂଗୀତା କୁମାରୀ ସିଂଦେଓ ପହଂଚି ମା'ଙ୍କ ଦର୍ଶନ କରିବା ପରେ ଦେବାଳୟ ସୁରକ୍ଷା କମିଟି…
Read More...

ଧବଳେଶ୍ୱରଙ୍କ ପୁଷ୍ପ ଶୃଙ୍ଗାର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହର ନିକଟସ୍ଥ କଅଗାଁର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ୱରଙ୍କ ପୀଠରେ ଗଲା ମାସେ କାଳ ଧରି ପବିତ୍ର ଶ୍ରାବଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଶ୍ରାବଣର ପୂର୍ଣ୍ଣମୀ ତିଥିରେ ଦେବ ଦେବ ମହାଦେବ ଧବଳେଶ୍ୱରଙ୍କ ସୁସଜ୍ଜିତ ପୁଷ୍ପ ଶୃଙ୍ଗାର ଦର୍ଶନ ଆୟୋଜିତ…
Read More...

ବଲାଙ୍ଗିର ଜିଲ୍ଲା କ୍ରୀଡ଼ା ସଂସଦ ପକ୍ଷରୁ ଫୁଟବଲ ଟୁର୍ଣ୍ଣାମେଣ୍ଟ : ସେପ୍ଟେମ୍ବର ୧ରୁ ଭାଗନେବେ ୭୨ ଦଳ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା କ୍ରୀଡ଼ା ସଂସଦ ପକ୍ଷରୁ ସ୍ଥାନୀୟ ଗାନ୍ଧୀ ଷ୍ଟାଡ଼ିୟମ ଠାରେ ଫୁଟବଲ ଟୁର୍ଣ୍ଣାମେଣ୍ଟର ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । କ୍ରୀଡ଼ା ସଂସଦ ଯୁଗ୍ମ-ସଂପାଦକ ପଦ୍ମଚରଣ ଆଚାର୍ଯ୍ୟଙ୍କ ଆବାହକତ୍ୱରେ ସଂସଦର କାର୍ଯ୍ୟକାରୀ ସଭାପତି ଡ.…
Read More...

ଭୁଲିଆ ସମାଜ ଆନୁକୂଲ୍ୟରେ ଗଙ୍ଗାଧର ମେହେର ଜୟନ୍ତୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭୁଲିଆ ମେହେର ସମାଜ କେନ୍ଦ୍ରୀୟ ବୋର୍ଡ ଆନୁକୂଲ୍ୟରେ ମେହେର ସମାଜର ଧର୍ମଶାଳା ଠାରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ୧୬୪ ତମ ଜୟନ୍ତୀ ଉତ୍ସବ ପାଳନ କରାଯାଇଥିଲା । ଉକ୍ତ ସାରସ୍ୱତ ଭବ୍ୟ ଜୟନ୍ତୀ ଉତ୍ସବରେ ବୋର୍ଡର ସଭାପତି ଡ. ଲମ୍ବୋଦର ମେହେର,…
Read More...

ୟୋନେକ୍ସ ସନରାଇଜ ଲେଭେଲ-୩ ଜିଲ୍ଲା ବ୍ୟାଡମିଣ୍ଟନ ଚମ୍ପିୟାନସିପ୍‌ ଉଦ୍‌ଘାଟିତ

ଭାଗନେଲେ ୧୫୦ରୁ ଅଧିକ ବାଳକ ଓ ବାଳିକା ଖେଳାଳି ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ପୃଥ୍ୱୀରାଜ ହାଇସ୍କୁଲ ଇଣ୍ଡୋର ବ୍ୟାଡମିଣ୍ଟନ ଷ୍ଟାଡିୟମରେ ୟୋନେକ୍ସ ସନରାଇଜ ଲେଭେଲ-୩ ଜିଲ୍ଲା ବ୍ୟାଡମିଣ୍ଟନ ଚମ୍ପିୟାନସିପ୍‌ର ଉଦ୍‌ଘାଟନ ହୋଇଯାଇଛି । ୨ ଦିନ ବ୍ୟାପି ୧୩ ବର୍ଷ, ୧୫ ବର୍ଷ ଓ ୧୭…
Read More...

ଗଞ୍ଜାମର ୯ ଲକ୍ଷରୁ ଉର୍ଦ୍ଧ୍ୱ ମହିଳା ହିତାଧିକାରୀଙ୍କ ଖାତାକୁ ଗଲା ୪୬୩ କୋଟି ୩୨ ଲକ୍ଷ ଟଙ୍କା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ମହିଳା ସଶକ୍ତିକରଣର ଏକ ନୂଆ ଅଧ୍ୟାୟ ଯୋଡ଼ିହୋଇଛି । ସୁଭଦ୍ରା ଯୋଜନା, ଓଡ଼ିଶା ସରକାର ସୁଭଦ୍ରା ଯୋଜନାର ୫ମ କିସ୍ତି ଅର୍ଥରାଶି ୧ କୋଟିରୁ ଉର୍ଦ୍ଧ୍ୱ ମହିଳାଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ପ୍ରଦାନ କରିଛନ୍ତି…
Read More...

ଶିଶୁ ସୁରକ୍ଷା ଯୋଜନା ପାଇଁ ତାଲିମ ଶିବିର

ସୁନ୍ଦରଗଡ଼, (କେପିଏନ୍‌ଏସ୍‌) : ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ବ୍ଲକ୍ ସମ୍ମିଳନୀ କକ୍ଷରେ ଗ୍ରାମ ପଞ୍ଚାୟତ ବିକାଶ ପାଣ୍ଠି ଏବଂ ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷା ଯୋଜନା ପ୍ରସ୍ତୁତି ନେଇ ଏକ ଦିନିଆ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଅରୁଣା ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌,…
Read More...