Yearly Archives

2026

ମିନି ମାରାଥନ ଦୌଡ଼ ପ୍ରତିଯୋଗିତା : ୪୦୦ରୁ ଅଧିକ ଯୁବକ ଯୁବତୀ ସାମିଲ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ବାଲିଗୁଡା ଉପଖଣ୍ଡ ପ୍ରଶାସନ ତଥା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଆନୁକୂଲ୍ୟରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ଉପଖଣ୍ଡ ସ୍ତରୀୟ ୮୦ ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଏକ ମିନି ମାରାଥନ୍ ଦୌଡ଼ ପ୍ରତିଯୋଗିତା
Read More...

ବରଗଡ଼ ସିମେଣ୍ଟ କାରଖାନାର ପୁନରୁଦ୍ଧାର ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ସାଂସଦ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ସିମେଣ୍ଟ ୱାର୍କ୍ସର ପୁନରୁଦ୍ଧାର ଓ ଆଧୁନିକୀକରଣ ପାଇଁ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲଙ୍କ ତ୍ୱରିତ ହସ୍ତକ୍ଷେପ ଲୋଡ଼ିଛନ୍ତି ବରଗଡ଼ ଲୋକସଭା ସାଂସଦ ପ୍ରଦୀପ ପୁରୋହିତ । ଏନେଇ ସେ ଅଗଷ୍ଟ ୧୦ ତାରିଖରେ କେନ୍ଦ୍ରମନ୍ତ୍ରୀଙ୍କୁ ଏକ ପତ୍ର ଲେଖି କାରଖାନାର
Read More...

ଟିଟିଲାଗଡ ପୌର ପରିଷଦ ପକ୍ଷରୁ ତ୍ରିରଙ୍ଗା ଯାତ୍ରା : ସାମିଲ ହେଲେ ବିଧାୟକ, ଉପ ଜିଲ୍ଲାପାଳ, ପୌରାଧ୍ୟକ୍ଷା ଓ ହଜାର…

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : "ମାତୃଭୂମିର ଭାବନା ପ୍ରତି ସମର୍ପିତ” ହୋଇ ସମସ୍ତେ ଏହି ଜାତୀୟ ଆନ୍ଦୋଳନରେ ସାମିଲ ହୋଇ ସେହି ମହାନ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା, ଯେଉଁମାନଙ୍କର ଅଦମ୍ୟ ସାହସ ଓ ବଳିଦାନ ଭାରତର ସ୍ୱାଧୀନତାର ଭିତ୍ତି ଗଢ଼ିଥିଲା । “ଗତ
Read More...

ବଙ୍ଗୋମୁଣ୍ଡା ସ୍ଥିତ ପି. ଏସ୍. ଡିଗ୍ରୀ କଲେଜ ପରିସରରେ ‘ସାମଗ୍ରୀକ ଭୋଟର ଶିକ୍ଷା ଏବଂ ନିର୍ବାଚନୀ ଅଂଶଗ୍ରହଣ’…

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ବଙ୍ଗୋମୁଣ୍ଡା ସ୍ଥିତ ପି.ଏସ୍.ଡିଗ୍ରୀ କଲେଜ ପରିସରରେ ‘ସାମଗ୍ରୀକ ଭୋଟର ଶିକ୍ଷା ଏବଂ ନିର୍ବାଚନୀ ଅଂଶଗ୍ରହଣ’ କାର୍ଯ୍ୟକ୍ରମ ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରତ୍ୟକ୍ଷ
Read More...

ବଡବାଙ୍କି ପଞ୍ଚାୟତରେ ବ୍ୟାପକ ଦୁର୍ନୀତି ସରପଞ୍ଚ ଡୋଲାଧର ବାଗ ସଂପୃକ୍ତ ଅଭିଯୋଗ

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ବଡବାଙ୍କି ପଞ୍ଚାୟତର ସରପଞ୍ଚ ଡୋଲାଧର ବାଗ ଦୁର୍ନୀତିରେ ଉବୁଟୁବୁ ହେଉଥିବା ଅଭିଯୋଗ ହୋଇଛି । ତାଙ୍କ ହିସାବରେ ପଞ୍ଚାୟତ ସରକାରୀ ରାଜକୋଷରୁ ଲକ୍ଷାଧିକ ଟଙ୍କା ହରିଲୁଟ୍ କରାଯାଉଥିବା ଅଭିଯୋଗ ହୋଇଛି ।
Read More...

ଭାଗ୍ୟବାନ କର୍ମୀଙ୍କ ପରଲୋକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ୍ ସିଂହାମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ବାଙ୍କିଆମୁଣ୍ଡା (କର୍ମୀପଡ଼ା)ର ଭାଗ୍ୟବାନ କର୍ମୀଙ୍କ ପରଲୋକ ହୋଇଯାଇଛି । ସେ କିଛିଦିନ ହେଲା ଅସୁସ୍ଥ ହୋଇ ବଲାଙ୍ଗିର ଓ ଭୁବନେଶ୍ୱରରେ ଚିକିତ୍ସିତ ହେଉଥିଲେ । ହେଲେ ତାଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ
Read More...

ବଙ୍ଗୋମୁଣ୍ଡା ବ୍ଲକର ବିଭିନ୍ନ ପଞ୍ଚାୟତରେ ବିଜେପି ପକ୍ଷରୁ ତ୍ରିରଙ୍ଗା ଯାତ୍ରାରେ ଯୋଗଦେଲେ ବିଧାୟକ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ବିଭିନ୍ନ ପଞ୍ଚାୟତରେ ବିଜେପି ପକ୍ଷରୁ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବଙ୍ଗୋମୁଣ୍ଡା ବ୍ଲକର ୧୭ ଟି ପଞ୍ଚାୟତରେ ବିଜେପି ପକ୍ଷରୁ ଆୟୋଜିତ ହୋଇଛି ‘ହର ଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ । ବିଜେପି
Read More...

ଟିଟିଲାଗଡ ପ୍ରଭାବତୀ ସ୍କୁଲ ଛାତ୍ରଛାତ୍ରୀଙ୍କ ତ୍ରିରଙ୍ଗା ଯାତ୍ରା : ପ୍ରବଳ ବର୍ଷା ସତ୍ତ୍ୱେ ଗୁଞ୍ଜିଲା ବନ୍ଦେ ମାତରଂ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଆଜି ଟିଟିଲାଗଡ ପୌର ପରିଷଦ ପକ୍ଷରୁ ସହରର ବିଭିନ୍ନ ଅନୁଷ୍ଠାନ, ସ୍କୁଲ ତଥା ସାଧାରଣ ନାଗରିକ ମାନଙ୍କୁ ନେଇ ଏକ (ତିରଙ୍ଗା ଯାତ୍ରା) ଆୟୋଜନ କରାଯାଇଛି । ଯାହାକି ସହର ପରିକ୍ରମା କରିବ । ପୌର ପରିଷଦର କଲ୍ୟାଣ ମଣ୍ଡପ ନିକଟକୁ ସାମିଲ ହେବା ପାଇଁ
Read More...

ଟିଟିଲାଗଡ ସରକାରୀ ଡାକ୍ତରଖାନାରେ ବିପି ମେସିନ୍ କରୁନି କାମ : ରୋଗୀ ହନ୍ତସନ୍ତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ଉପଖଣ୍ଡ ସ୍ତରୀୟ ଡାକ୍ତରଖାନା ଉପରେ ଦୈନନ୍ଦିନ ଶହ ଶହ ରୋଗୀ ଚିକିତ୍ସା ପାଇବା ପାଇଁ ନିର୍ଭର କରନ୍ତି । ତେବେ ଟିଟଲାଗଡ ସହରରୁ ଚାରି କିଲୋମିଟର ଦୂରରେ ନୂତନ ଡାକ୍ତରଖାନା ଗଲାଣି । ସେଠାରେ ସବୁ ସୁବିଧା ରହିବା କଥା । ପରିତାପର ବିଷୟ ଯେ, ଆଜି
Read More...

ସାମଗ୍ରୀକ ଭୋଟର ଶିକ୍ଷା ଏବଂ ନିର୍ବାଚନୀ ଅଂଶଗ୍ରହଣ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆଜି ବଙ୍ଗୋମୁଣ୍ଡା ସ୍ଥିତ ପି.ଏସ୍. ଡିଗ୍ରୀ କଲେଜ ପରିସରରେ ‘ସାମଗ୍ରୀକ ଭୋଟର ଶିକ୍ଷା ଏବଂ ନିର୍ବାଚନୀ ଅଂଶଗ୍ରହଣ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଅବସରରେ
Read More...