ବିଶିଷ୍ଠ ଶିକ୍ଷାବିତ୍ ଶ୍ୟାମାଦେଇ ପଟ୍ଟନାୟକଙ୍କ ପରଲୋକ
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲାର ଜଣେ ପରିଚିତ ଶିକ୍ଷାବିତ୍ ତଥା ସମାଜସେବୀ ଶ୍ୟାମାଦେଇ ପଟ୍ଟନାୟକଙ୍କ ଗତକାଲି ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା । ସେ ସ୍ୱର୍ଗତ ଦିନ ନାରାୟଣ ବହିଦାରଙ୍କ ସ୍ତ୍ରୀ ଅଟନ୍ତି । ସ୍ୱର୍ଗତ!-->…
Read More...
Read More...