ବଲାଙ୍ଗିର ଲାୟନ୍ସ କ୍ଲବର ୩୬ତମ ସ୍ଥାପନା ଦିବସ ସମାରୋହ ଅନୁଷ୍ଠିତ
ବଲାଙ୍ଗିର, (କେପିଏନ୍ଏସ୍) : ମଣିଷ ଏକ ସାମାଜିକ ପ୍ରାଣୀ । ସମାଜ ଓ ମଣିଷ ପରସ୍ପରର ପରିପୂରକ । ସମାଜସେବାହିଁ ସବୁ ମନୀଷୀ ଓ ମହାପୁରୁଷଙ୍କ ପରମଦେୟ ହୋଇ ଆସିଛି । ଆଧୁନିକ ଯୁଗରେ ଲାୟନ୍ସ କ୍ଲବ ଏଇ ଦିଗରେ ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ବଲାଙ୍ଗିର ସହରର ଲାୟନ୍ସ କ୍ଲବ ମଧ୍ୟ!-->…
Read More...
Read More...