ପଦ୍ମପୁର ଠାରେ ମହାଆଡ଼ମ୍ବରରେ ହନୁମାନ ଜୟନ୍ତୀ ପାଳିତ
ପଦ୍ମପୁର, ( ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଠାରେ ବିଶ୍ଵହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳ ତରଫରୁ ମହାଆଡମ୍ବରରେ ହନୁମାନ ଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସ୍ଥାନୀୟ ରାମଜୀ ମନ୍ଦିରରେ ପୂଜାର୍ଚ୍ଚନା କଲାପରେ ଲୋକଙ୍କ ଶୋଭା ଯାତ୍ରା ବାହାରିଥିଲା । ଦୁଲଦୁଲି ବାଦ୍ୟ,!-->…
Read More...
Read More...