Yearly Archives

2025

ଓଡ଼ିଆ ଅସ୍ମିତାର ପ୍ରକୃତ ବାର୍ତ୍ତାବହ ଐତିହାସିକ “ନବୀନ’ : ମନ୍ତ୍ରୀ ବିଭୂତି ଜେନା

ବ୍ରହ୍ମପୁର, (କେପିଏନ୍‌ଏନ୍‌) : ସ୍ୱତନ୍ତ୍ର ଓଡ଼ିଶା ଗଠନରେ "ନବୀନ' ସମ୍ବାଦପତ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ବିଶେଷକରି ଓଡ଼ିଆ ଲେଖକ-ଲେଖିକାମାନଙ୍କୁ ପ୍ରତିଷ୍ଠିତ କରିବାରେ "ନବୀନ' ସଦାସର୍ବଦା ଉତ୍ସାହିତ କରିଆସିଛି । "ନବୀନ' ଓଡ଼ିଆ ଅସ୍ମିତାର ପ୍ରକୃତ ବାର୍ତ୍ତାବହ ବୋଲି
Read More...

ଡେଲାଙ୍ଗରେ ମା’ଙ୍କ ଝାମୁଯାତ୍ର ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ଅଞ୍ଚଳରେ ଅନୁଷ୍ଠିତ ହୋଇଯାଇଛି ମେରୁ ଉତ୍ସବ ବା ମା’ଙ୍କ ଦଣ୍ଡଯାତ୍ରା । ଘୋରଡ଼ିଆର ମା’ ଚର୍ଚ୍ଚିକା, ସୁଜନପୁର ଗ୍ରାମ ପଞ୍ଚାୟତର ମା’ ମଙ୍ଗଳା, ମା’ ଦୁଲାଦେଇ, ମା’ ବିମଳା ଠାକୁରାଣୀ ପୀଠରେ ଦେଖିବାକୁ ମିଳିଥିଲା ତତଳା ଖରାରେ
Read More...

ସରଧାପୁର ଗ୍ରାମରେ ହନୁମାନ ଜୟନ୍ତୀରେ ହନୁମାନଙ୍କ ମୂର୍ତ୍ତି ସ୍ଥାପନା

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଲେବଡା ପଞ୍ଚାୟତ ସରଧାପୁର ଗ୍ରାମରେ ସୋମବାର ହନୁମାନ ଜୟନ୍ତୀ ଅବସରରେ ହନୁମାନଙ୍କ ମୂର୍ତ୍ତି ସ୍ଥାପନ କରାଯାଇଥିଲା । କର୍ତ୍ତା ରୂପେ ଜରବନ ବଗର୍ତ୍ତି ଓ ତାଙ୍କ ପତ୍ନୀ କବିତା ବଗର୍ତ୍ତୀଙ୍କ ଅଧ୍ୟକ୍ଷତାରେ ପ୍ରଭୁ
Read More...

ଆମେ ଓଡ଼ିଆ ରାଉରକେଲା ଶାଖାର ପରିଚାଳନା କମିଟି ଗଠନ

ରାଉରକେଲା, (ସସ୍ମିତା ପ୍ରଧାନ) : ଆମେ ଓଡ଼ିଆ ରାଉରକେଲା ଶାଖାର ପରିଚାଳନା କମିଟି ଆଜି ଠାରୁ ବିଧିବଦ୍ଧ ଭାବେ ଆରମ୍ଭ କରାଗଲା ବୋଲି ସେକ୍ଟର ୩ସ୍ଥିତ ଖଡ୍ଗ ଭବନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଅନୁଷ୍ଠାନର ସଭାପତି ଶମ୍ବୁନାଥ ପରିଡ଼ା, ମୁଖ୍ୟ ଉପଦେଷ୍ଟା ପ୍ରଫେସର
Read More...

ଭାରତରତ୍ନ ଡ଼ଃ ବି. ଆର୍‌. ଆମ୍ବେଦକରଙ୍କ ୧୩୪ତମ ଜୟନ୍ତୀ ପାଳିତ

ଦେଶ ପାଇଁ ଡ଼ଃ ଆମ୍ବେଦକରଙ୍କ ଅବଦାନ ଅତୁଳନୀୟ : ଅତିରିକ୍ତ ଜିଲ୍ଲାପାଳ ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଦର ମହକୁମାରେ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଭାରତରତ୍ନ ଡ଼ଃ ବି. ଆର୍‌. ଆମ୍ବେଦକରଙ୍କ ୧୩୪ତମ ଜୟନ୍ତୀ ପାଳିତ ହୋଇଛି । ଏହି ଉପଲକ୍ଷେ ପୂର୍ବାହ୍ନରେ ପଥରଚେପା
Read More...

ଶାରଳା ପରିଷଦର ପବିତ୍ର ପଣା ସଂକ୍ରାନ୍ତି ଓ ମାଁ ଶାରଳ ପୂଜା

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୨୦ ସ୍ଥିତ ଶ୍ରୀ ଶ୍ରୀ ସୋମନାଥ ମନ୍ଦିର ପରିସରରେ ଶାରଳା ପରିଷଦର ପବିତ୍ର ପଣା ସଂକ୍ରାନ୍ତି ଓ ମା ଶାରଳାଙ୍କ ପୂଜା ମହାସମାରୋହରେ ପାଳିତ ହୋଇଯାଇଛି । ପରିଷଦର ସଭାପତି ପ୍ରଭାତ କିଶୋର ସ୍ୱାଇଁ ଓ ସାଧାରଣ ସମ୍ପାଦକ ରମେଶ ଚନ୍ଦ୍ର ସେଠୀଙ୍କ
Read More...

ଭାରତୀୟ ଜନତା ପାର୍ଟି, ପାନପୋଷ ସାଂଗଠନିକ ଜିଲ୍ଲା ରାଉରକେଲା

ସମ୍ବିଧାନ ପ୍ରଣେତାଙ୍କୁ ତାଙ୍କ ଜନ୍ମ ତିଥିରେ ବିଜେପିର ଗଭୀର ଶ୍ରଦ୍ଧାଞ୍ଜଳି ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତୀୟ ଜନତା ପାର୍ଟି, ରାଉରକେଲା ସାଙ୍ଗଠନିକ ଜିଲ୍ଲା ତରଫରୁ ସେକ୍ଟର ୭-୧୭ ଛକ ନିକଟରେ ଥିବା ସମ୍ବିଧାନ ପ୍ରଣେତା ତଥା ଭାରତ ରତ୍ନ ଡକ୍ଟର ବାବାସାହେବ ଭୀମ ରାଓ
Read More...

ଆରଏମସି ତରଫରୁ ବେଶ୍ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ପାଳିତ ହେଲା ଓଡ଼ିଆ ପକ୍ଷ

ଆରଏମସି ପରିସରରେ ପଣା ସଂକ୍ରାନ୍ତି ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ମହାନଗର ନିଗମ ତରଫରୁ ମହାଆଡମ୍ବର ସହକାରେ ଓଡ଼ିଶା ପକ୍ଷ ପାଳିତ ହୋଇଯାଇଛି । ଚଳିତ ବର୍ଷ ପ୍ରଥମଥର ପାଇଁ ଏପ୍ରିଲ ୧ ଓଡ଼ିଶା ଦିବସ ଠାରୁ ଏପ୍ରିଲ ୧୪ ଓଡ଼ିଆ ନବ ବର୍ଷ ପର୍ଯ୍ୟନ୍ତ ଓଡ଼ିଆ ପକ୍ଷ ପାଳନ
Read More...

ସୁନ୍ଦରଗଡ଼ ଠାରେ ଡ. ବି.ଆର୍. ଆମ୍ବେଦକରଙ୍କ ଜୟନ୍ତୀ ପାଳିତ

ସୁନ୍ଦରଗଡ଼, (ସସ୍ମିତା ପ୍ରଧାନ) : ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ପରିସରରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଡ. ବି. ଆର୍. ଆମ୍ବେଦକର ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମାନ୍ୟବର ଉପ ବାଚସ୍ପତି, ଓଡ଼ିଶା ବିଧାନସଭା ଭବାନୀ ଶଙ୍କର ଭୋଇ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ
Read More...

ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟର ସଭାକକ୍ଷ ଠାରେ ବାବାସାହେବ ଡ. ଭୀମ୍‌ ରାଓ ଆମ୍ବେଦକରଙ୍କ ଜୟନ୍ତୀ ପାଳିତ

ଦେଶ ତଥା ସମାଜ ଗଠନରେ ଡ. ଆମ୍ବେଦକରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟର ସଭାକକ୍ଷ ଠାରେ ଡ. ଭୀମ୍‌ ରାଓ ଆମ୍ବେଦକରଙ୍କର ୧୩୫ତମ ଜନ୍ମ ଦିବସ ପାଳିତ ହୋଇଯାଇଛି । ଏନ୍‌.ଏସ୍‌.ଏସ୍‌ ବ୍ୟୁରୋ ଦ୍ୱାରା ଆୟୋଜିତ ସଭାରେ ପ୍ରଥମେ
Read More...